ପ୍ରଚଣ୍ଡ ଗ୍ରୀଷ୍ମରେ ବି ଶୁଖୁନି ଋଷିକୁଣ୍ଡର ଜଳପଥର ଉପରେ ଫୁଟେ ଚଉଡା ଓ ୨ରୁ ୩ ଫୁଟ ଗଭୀର ଥିବା ଏଇ କୁଣ୍ଡର ପାଣି ବର୍ଷସାରା କେବେ ମଧ୍ୟ ଶୁଖିନଥାଏ । ଯେଉଁଥିପାଇଁ ଏଇ ଋଷିକୁଣ୍ଡରେ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ ଜମିଥାଏ । ହେଲେ ଏହି ଐତିହାସିକ ପୀଠର ବିକାଶ ଉପରେ ସରକାରଙ୍କ ଦୃଷ୍ଟି ପଡୁନାହିଁ ।
Published By: Swadesi Megha Mallhar Prusty
Last updated: 05 February 2024, 11:11 AM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।