ପାରାଦୀପରେ IOCL(Indian Oil Corporation) ଟାଉନସିପ୍ ନିକଟରେ ତେଲ ପାଇପ୍ ଫାଟି ଯାଇଥିବା ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣ ପାଇଁ IOCL ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି।
କେତେବେଳେ ବିହନ ସମସ୍ୟା। ଆଉ କେତେବେଳେ ଅଭାବୀ ବିକ୍ରି। ଏବେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପିଆଜ ଚାଷୀ। ପାଞ୍ଚ ଟଙ୍କାରେ ପିଆଜ ନ ବିକି ଜମିରେ ପିଆଜ ଗଦା କରିଛନ୍ତି ବଙ୍ଗୋମୁଣ୍ଡା ଅଂଚଳର ଚାଷୀ...
ଯାହା ପାଇଁ ଚିନ୍ତାରେ ଥିଲେ ଗ୍ରାହକ, ସେ ଚିନ୍ତା ଗଲା। ଦୁଇ ବର୍ଷ ପାଇଁ ଶସ୍ତା ହୋଇଯିବ ଖାଇବା ତେଲ। ସରକାର ଏମିତି ବଡ଼ ନିଷ୍ପତ୍ତି ନେବା ପରେ ଆଶ୍ୱସ୍ତ ହୋଇଛନ୍ତି ଦେଶର କୋଟି କୋଟି ଖାଉଟି
ଯାହାଙ୍କ ନାଁ ଶୁଣିଲେ ଥରହର ହୁଏ ଯାତ୍ରା ପେଣ୍ଡାଲ୍ ହେଉ କି ସିନେମା ହଲ୍। ଆମେ କାହା କଥା କହୁଛୁ ଆପଣ ନିଶ୍ଚୟ ଜାଣି ସାରିବେଣି। ସେ ଆଉ କେହି ନୁହଁନ୍ତି ଓଲିଉଡ-ଯଲିଉଡର ଖଳନାୟକ ରାଇମୋହନ ପରିଡା...
ଦୁର୍ଘଟଣାରେ ଗୋଟେ ଗୋଡ଼ ସିନା କଟିଯାଇଛି, ତା’ର ସ୍ୱପ୍ନର ଉଡ଼ାଣରେ କିନ୍ତୁ ଡେଣାଟିଏ ଲାଗିଯାଇଛି । ଗୋଟିଏ ଗୋଡ଼ରେ କୁନି ଝିଅ ଡେଇଁ ଡେଇଁ ସ୍କୁଲ୍ ଯାଉଛି । ଆଉ ପାଠପଢା ପାଇଁ କଠିନ ପରିଶ୍ରମ କରୁଛି
ସାତ ଟଙ୍କା ଦେଇ ମୁଁ ଖବରକାଗଜ କିଣୁଛି କ’ଣ ନବୀନ ବାବୁଙ୍କ ଫଟୋ ଦେଖିବା ପାଇଁ... ଆଜିଠାରୁ ମୁଁ ଆଉ ଖବରକାଗଜ ଦେଖିବି ନାହିଁ, ପଢିବି ନାହିଁ କି କିଣିବି ନାହିଁ... ଆଜିଠୁ ସବୁ ବନ୍ଦ...
କେଉଁଠି ଅଭାବୀ ବିକ୍ରିର ଶିକାର ହେଉଛି ଅନ୍ନଦାତା ତ ପୁଣି କେଉଁଠି ଋଣ ଭାର ଶୁଝିବାକୁ ବର୍ଷକର ଅମଳକୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି। ସରକାରୀ ଧାନ କିଣା ପ୍ରକ୍ରିୟା ଫେଲ୍ ଯୋଗୁ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି।
ସାଇବର କ୍ରାଇମ୍ ମାମଲା ବଢି ବଢି ଚାଲିଛି। ନିତିଦିନ ଆସୁଛି ନୂଆ ନୂଆ ଅଭିଯୋଗ। ଆଖି ପିଛୁଳାକେ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା। ଏଇ ଯେମିତି Payରୁ ଆସିଲା ଖବର... ଉଡ଼ିଗଲା ୩୮ ହଜାର...
ଦିନ ହେଉ କି ରାତି ସବୁବେଳେ ବଡ଼ ସାନ ମଧ୍ୟରେ କଳି ଲାଗୁଛି। ଦିନେ ଜ୍ୱାଇଁ ପୁଅ ଫୋନ କରି କହୁଛନ୍ତି ବଡ଼ ସାନର ମୋଡି ଦେଇଛି... ବାପା ଶୀଘ୍ର ଆସି ପହଂଚି ଯାଅ...
ଖୁସିରେ ଘରକୁ ଫେରୁଥିଲେ, ହେଲେ ଜାଣି ନଥିଲେ ଅଧା ବାଟରେ ଚାଲି ଯିବ ଜୀବନ। ବସ୍ ଚକା ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।
ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭୂତପଙ୍କାଳ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡ଼ିବାରୁ ୧୬ ଜଣ ଆହତ ହୋଇଛନ୍ତି।
ବାପା ରାଜମିସ୍ତ୍ରୀ କାମ କରୁଛନ୍ତି। ଦୁଃଖକଷ୍ଟରେ ଘର ଚଳୁଛି। ଆଉ ପୁଅ ୱାର୍ଲଡ ଚାମ୍ପିୟନ ହେବ ବୋଲି ସ୍ୱପ୍ନ ଦେଖୁଛି। ଖାଲି ସ୍ୱପ୍ନ ଦେଖୁନି, କଳାହାଣ୍ଡିରୁ କଲମ୍ବିଆ ଯିବାକୁ ଟିକେଟ୍ ପାଇ ସାରିଛି। ପୁଅର ସଫଳତାରେ ବାପା, ମା ସମସ୍ତେ ଖୁସ୍... ପୁଅର ପଦକ ଧରି ଖୁସିରେ ଆତ୍ମବିଭୋର ହେଉଛନ୍ତି... ଦେଖନ୍ତୁ ରିପୋର୍ଟ…
ମନ ଥରେ ଫାଟି ଗଲେ ଆଉ କଣ ଯୋଡି ହେବ କି? ସଂପର୍କର ଡୋରି ଥରେ ଛିଣ୍ଡି ଗଲେ କେବେ ହେଲେ ଯୋଡି ହୋଇନଥାଏ। ଯାହା ଘଟିଲା ରଶ୍ମିତା-ଶମ୍ୱୁନାଥଙ୍କ କ୍ଷେତ୍ରରେ। ଯିଏ ଯେତେ ଚାହିଁଲେ ବି ଏକାଠି ହେଲେନି ରଶ୍ମିତା-ଶମ୍ୱୁନାଥ
କ’ଣ ନ ଦେଖିଲାରେ ଏ ନେତ। ମନ୍ତ୍ରୀ ମହାଶୟ କୋଉଠି ଥିଲେ କେଜାଣି। ମଗ ଧରି ହଠାତ୍ ଆସି ପାଇଖାନା ଭିତରେ ପଶିଗଲେ। ଆଉ ବାହାରିବା ପରେ ବିଡ଼ିଓଙ୍କ ଉପରେ ହେଲେ ଖାଲି ରାଉରାଉ...
ଅନୁଭବ, ବର୍ଷା ପାରିବାରିକ ବିବାଦରେ ନିଇତି ଯୋଡି ହେଉଛି ନୂଆ ଫର୍ଦ୍ଦ । ଦୁହିଁଙ୍କ ମଧ୍ୟରେ ଜାରି ରହିଛି ଆରୋପ-ପ୍ରତ୍ୟାରୋପ । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ସାଇବର ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।
ଲାଲୁଙ୍କ ବାପା ମାଆ ଦେଖାଉଛନ୍ତି ସଫଳତାର ପଦକ । ନିଜ ମେହନତରେ ପଦକ ହାସଲ କରିଛନ୍ତି ଲାଲୁ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଆଶ୍ରମପଡାରେ ତାଙ୍କ ଘର ।
ମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁରୀ ଗୋବର୍ଦ୍ଧପୀଠ ଶଙ୍କରାଚାର୍ଯ୍ୟଙ୍କ ବିରୋଧ । ଗଜପତି ମହାରାଜା ଓ ଜିଲ୍ଲା ପ୍ରଶାସନ ସହ ଆଲୋଚାନ ପରେ ଗତକାଲି ସବୁ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ, ଏଏସ୍ଆଇ, ଓବିସିସି, ସ୍ଥପତି, ଐତିହାସିକ, ଗବେଷକ ଓ ସେବାୟତଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ପୁଣି କାଳ ହେଲା କଳିଙ୍ଗା । ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଡେଥ୍ ଜୋନ୍ ସାବ୍ୟସ୍ତ ହେଲା ଗଂଜାମ ସୀମାନ୍ତ କଳିଙ୍ଗା ଘାଟି ରାସ୍ତା । ମଙ୍ଗଳବାର ରାତି ପ୍ରାୟ ୧୨ଟା । ପଶ୍ଚିମବଙ୍ଗର ହାଓ୍ୱଡ଼ା ଅଞ୍ଚଳର ପ୍ରାୟ ୭୦ ଜଣ ପର୍ଯ୍ୟଟକଙ୍କୁ ଧରି ଦାରିଙ୍ଗିବାଡ଼ିରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା ସାଗର ଓ ସମ୍ରାଟ୍ ନାମକ ବସ୍ ।
ବିଲମ୍ବିତ ରାତିରେ ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଭଞ୍ଜନଗର ଓ ଜି.ଉଦୟଗିରି ପୋଲିସ । ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍ରୁ ଜଣକ ପରେ ଜଣେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।
ସୂଦୁର କଳାହାଣ୍ଡି ଜିଲ୍ଲାରୁ କଲମ୍ବିଆ ଯିବେ ଲାଲୁ । ଆଉ ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ସେହିପରି ଆଉ ଜଣେ ବଣ ମଲ୍ଲୀ ହେଲେ ସୁନ୍ଦରଗଡ଼ ନୂଆ ଗାଁ ବ୍ଲକ ବାରିଲେପଟା ଗାଁର ଆର୍ୟନ୍ ଏକା । ଆର୍ୟନ ଏବେ ଭାରତୀୟ ଆଥଲେଟିକ୍ ଜଗତ ପାଇଁ ନୂଆ ସମ୍ଭାବନା ।
ବର୍ଷାଙ୍କ ଏତଲା ଭିତ୍ତିରେ IPC ଧାରା ୫୦୯ ଅର୍ଥାତ୍ ମର୍ଯ୍ୟାଦା ହାନୀ ଏବଂ IT ACTରେ ରୁଜୁ ହୋଇଛି ମାମଲା । ବର୍ଷାଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଲେଖାର ସ୍କ୍ରିନସଟ୍ ଜବତ କରିଛି ପୋଲିସ ।
ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ସମସ୍ତଙ୍କୁ ଶୁଣିବା ପରେ ପ୍ରକଳ୍ପକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ସରକାରୀ ଜାଗାରେ ଏକ କୋଠା ଘର ଭଙ୍ଗାଯିବାକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି । ପ୍ରସାଶନ ଜନତା ମୁହାଁମୁହିଁ ହୋଇଛନ୍ତି ।
ପିଆଜ ଘର ନାହିଁ । ବାଧ୍ୟ ହୋଇ କିଲୋ ପିଝା ପାଞ୍ଚରୁ ଦଶ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି ଚାଷୀ ।
ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୋସିଆଲ୍ ମିଡିଆ ୱାର୍ ଆହୁରି ତେଜିବାରେ ଲାଗିଛି। ଏପରି ଲାଗୁଛି ଏବେ ସ୍ୱାମୀ-ସ୍ତ୍ରୀଙ୍କ କଳିର କଡ଼ା ଜବାବ ଫ୍ୟାନ୍ସ ଦେଉଛନ୍ତି।