• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Man sleeping with 2 giant pythons
ଭୟଙ୍କର ଅଜଗରଙ୍କୁ ଧରି ଶୋଇଛନ୍ତି ଜଣେ ବ୍ୟକ୍ତି

ସାପ ନା ଶୁଣିଲେ ତ ଲୋକେ ଭୟଭିତ ହେବା ଥୟ। ସେଥିରେ ପୁଣି ଅଜଗର। କିଏ ବା ନ ଡରିବ! କିନ୍ତୁ ଯଦି ଅଜଗରକୁ ଧରି କେହି ଶୋଇବା କଥା କୁହାଯାଏ ତେବେ କିଏ ବା ବିଶ୍ୱାସ କରିବ! କିନ୍ତୁ ଏହା ସତ। ଦେଖନ୍ତୁ ଭିଡିଓ।

Acid attack victim Laxmi Agarwal story
ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ସଂଘର୍ଷର କାହାଣୀ : ଏସିଡ୍ ଆକ୍ରମଣ ପୀଡିତଙ୍କୁ ଦେଉଛନ୍ତି ନ୍ୟାୟ

ଏସିଡ୍ ଆକ୍ରମଣ ସବୁଦିନ ପାଇଁ ଦେଇଦେଲା ଦାଗ। କିନ୍ତୁ ସେ ହାର ମାନି ନଥିଲେ। ସମାଜ ଆଗରେ ମୁଣ୍ଡ ଟେକି ଚାଲିବା ପାଇଁ ଚଲେଇଲେ ସଂଗ୍ରାମ। ଆସନ୍ତୁ ଜାଣିବା ସେମିତି ଜଣେ ମହିଳାଙ୍କ ବିଷୟରେ।

How to apply for HSRP in Odisha
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ତିଆରି ପାଇଁ କାହିଁକି ୪ଟି ଭେଣ୍ଡରଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର?

କର୍ପୋରେଟ୍ ପ୍ରୀତି ଯୋଗୁ ସରକାର ରାଜ୍ୟର ୨୦ ହଜାରରୁ ଅଧିକ ନମ୍ବର ପ୍ଲେଟ୍ ଓ ଷ୍ଟିକରିଂ ଆର୍ଟିଷ୍ଟଙ୍କ ପେଟକୁ ନାତ ମାରୁଛନ୍ତି। 

  • Wednesday, 01 June 2022
Heated exchange between Ola cab driver and customers
ଭୁବନେଶ୍ୱରରେ ଅଭିନେତ୍ରୀ-ଓଲା ଡ୍ରାଇଭର ମୁହାଁମୁହିଁ !

ଯଦି କାର୍‌ରେ ଆସିବା ପାଇଁ ସାମର୍ଥ୍ୟ ନାହିଁ ତାହାହେଲେ ଅଟୋରେ ଆସନ୍ତୁ।

Birth Certificate
ଡାକ୍ତରଖାନାରୁ ମିଳୁନି ଜନ୍ମ ପ୍ରମାଣପତ୍ର ! ଏଡିଏମ୍‌ଓ ବାଢ଼ୁଛନ୍ତି ଅଜବ ଯୁକ୍ତି , ଶୁଣିଲେ ଆଶ୍ଚର୍ଯ୍ୟ ହେବେ

୫ ବର୍ଷ ବିତିଗଲା ପଛରେ ମିଳିପାରୁନି ଜନ୍ମ ପ୍ରମାଣପତ୍ର । ୭୦ରୁ ୮୦ଥର ଆସିଲେଣି ଅଫିସକୁ । କିନ୍ତୁ ନାନା ଆଳ କରି ତାଙ୍କୁ ଫେରାଇ ଦିଆଯାଉଛି ।

Lingaraj temple
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନଥମୁଣୁ ପୁଣି ତେଜିଲାଣି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁରପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗ

ଯେପରି ଶ୍ରୀଜଗନ୍ନାଥ ମନ୍ଦିର ଆଇନ କାର୍ଯ୍ୟକାରୀ ହେଉଛି ଲିଙ୍ଗରାଜ ମନ୍ଦିରରେ ମଧ୍ୟ ସମାନ ପ୍ରାବଧାନ ପାଇଁ ନୂଆ ଅଧ୍ୟାଦେଶ ଅଣାଯାଇଛି ।

PPE Kit
ହସ୍ପିଟାଲରେ ଭୂତ ପକାଇଲା ଶହ ଶହ ପ୍ୟାକେଟ ପିପିଇ କିଟ୍‌ !

ଗତକାଲି ଓଟିଭି କ୍ୟାମେରା କଏଦ ହୋଇଥିଲା ପିପିଇ କିଟ ପଡିଥିବା ଭିଜୁଆଲ। କିନ୍ତୁ ଆଜି ସକାଳେ ଦେଖିଲା ବେଳକୁ ପିପିଇ କିଟ୍ ଉଭାନ।

Heavy Rainfall Alert
ତାତିରୁ ମିଳିବ ଆଶ୍ୱସ୍ତି ! ୨ ଦିନ ଯାଏଁ ପ୍ରବଳ ବର୍ଷିବ

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ।

Shakti kund
ପୁରୀ ସମୁଦ୍ର କୂଳରେ ଲାଗିଛି ଶକ୍ତି କୁଣ୍ଡ ! ଦେଖିବାକୁ ଲୋକଙ୍କ ଭିଡ଼

ଶକ୍ତି କୁଣ୍ଡ କେଉଁଠୁ ଆସିଲା, କେମିତି ଆସିଲା ତାକୁ ନେଇ ପ୍ରଶ୍ନ । ପ୍ରତ୍ନତତ୍ତ୍ୱ ବିଭାଗର ତଦନ୍ତ ଓ ପରୀକ୍ଷଣ ଆବଶ୍ୟକ ।

High Court
ହାଇକୋର୍ଟରେ ପହଞ୍ଚିଲା MLA କ୍ୱାର୍ଟର୍ସ ପାଇଁ ଶତାଧିକ ପୁରୁଣା ଗଛ କାଟିବା ମାମଲା

କଟା ଯାଇଥିବା ଗଛ ପାଇଁ ଉପଯୁକ୍ତ କ୍ଷତିପୂରଣ ଦାବି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ।

Doctor Becomes Actor
ଦିନରେ ରୋଗୀ ଚିକିତ୍ସା କରୁଛନ୍ତି, ରାତିରେ ଯମ ପରି ବିକଟାଳ ରଡ଼ି ଛାଡ଼ୁଛନ୍ତି

କେବଳ ଏବେ ନୁହେଁ ବରଂ ଅନେକ ସମୟରେ ଡାକ୍ତର ଜଣକ ଅଭିନୟ କରନ୍ତି । ଡାକ୍ତର ପଟେଲ ଗତ କିଛି ଦିନ ତଳେ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସିତ ହୋଇଥିଲେ ।

Asha Ra Aloka
ମଦ ଛାଡ଼ିଲେ ଯୋଡ଼ି ହୋଇଯିବ ସଂସାର?

ମଦ ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଲେ ସ୍ୱାମୀ। କିନ୍ତୁ ଚନ୍ଦନଙ୍କ କଥାରେ ବିଶ୍ୱାସ କରିପାରୁନାହାନ୍ତି ସ୍ତ୍ରୀ...କେମିତି ଭରସା ବଢିବ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ? କଣ ହେବ ପିଲାର ଭବିଷ୍ୟତ

THE GREAT ODISHA POLITICAL CIRCUS
ତଥାଗତ ପାୱାରରେ ନାହାନ୍ତି, ତୁମ କାମ କରିବେ କେମିତି?

ଶୋଇଲା ଷଣ୍ଢର ଲାଙ୍ଗୁଡ଼ ଟାଣି କାହିଁକି ଉଠାଉଛ? ତଥାଗତ ବାବୁ କ’ଣ ଆଉ ପାୱାରରେ ଅଛନ୍ତି କି? ତୁମ କାମ କରିଦେବେ? ତୁମେ ଛୁଆ ଦେଖି ଭୂଆଁ ବୁଲାଉଛ...

Kendrapara Boy Fights Off Giant Crocodile
କୁମ୍ଭୀର ମୁହଁରୁ ମୁକୁଳିଥିବା ବାଳକର ଛାତିଥରା କାହାଣୀ...

ବୟସ ସିନା କଅଁଳ ମନର ସାହସ କିନ୍ତୁ ପଥର ପରି ଟାଣ..ଆଉ ସେଇ ସାହସ ପାଇଁ କୁମ୍ଭୀର ମୁହଁରୁ ମୁକୁଳି ଆସିଛି ଓମ୍ ପ୍ରକାଶ। ତା’ ସାହସ ପାଇଁ ଏବେ ସବୁଠି ଚର୍ଚ୍ଚା...ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ସାବାସ୍ ଓମ୍..ସାବାସ୍। 

High security registration plates
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌....କେଉଁ ଦିନ କେଉଁ ଗାଡ଼ିର ପଡ଼ିବ ପାଳି?

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ଆପଣ ଚିନ୍ତିତ କି? ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ....ଏଇ ତାରିଖରେ ଏଇ ସବୁ ଗାଡ଼ିର ଚେଞ୍ଜ ହେବ ନମ୍ବର ପ୍ଲେଟ୍‌। ପରିବହନ ବିଭାଗ ଦେଲା ପୂରା ସୂଚନା। ଏଇ ଆପ୍‌ରେ ରେଜିଷ୍ଟ୍ରେସନ କରି ଏତିକି ଦିନ ଭିତରେ ଲଗାଇ ଦିଅନ୍ତୁ ନମ୍ବର ପ୍ଲେଟ୍‌। ନହେଲେ ୧୦ ହଜାର ଦେବେ ଜୋରିମାନା

Accident
ମେଡିକାଲରେ ମାଡ଼ିଗଲା ଗାଡ଼ି; ୧ ମୃତ, ୪ ଗୁରୁତର

ବୋଲେରୋ ଧକ୍କା ଦେବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

Octogenarian walks 10 kms
ଚାଲି ଚାଲି ୧୦ କିଲୋମିଟର ଯାଇ ଭତ୍ତା ଟଙ୍କା ଆଣୁଛନ୍ତି ୮୨ ବର୍ଷର ବୃଦ୍ଧା

ଭତ୍ତା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ୮୨ ବର୍ଷର ବୃଦ୍ଧା। ବୟସର ଅପରାହ୍ନରେ ଚାଲିବାକୁ ବଳ ନଥିବା ବେଳେ ପେଟ ଚାଖଣ୍ଡକ ପାଇଁ ଯିବାକୁ ହେଉଛି ଏତେ ବାଟ। ବେଳେ ବେଳେ ଟଙ୍କା ଆସିନଥିବା ଶୁଣି ନିକାଶ ହେବାକୁ ପଡୁଛି...

Paneer, Cottage Cheese Prices Hiked In Odisha
ବଢ଼ିଲା କଞ୍ଚା ଛେନା ଓ ପନିର ଦାମ୍‌

ଆଜିଠୁ ବଢ଼ିଲା କଞ୍ଚା ଛେନା ଓ ପନିର ଦାମ୍‌। ଓମ୍‌ଫେଡ୍‌ କ୍ଷୀର ଦାମ୍‌ ଦୁଇ ଦୁଇ ଥର ଦର ବଢାଇ ସାରିଥିବା ବେଳେ ଗତ ୪ବର୍ଷ ଧରି ଛେନା ଏବଂ ପନିରର ଦର ବଢ଼ି ନଥିଲା। 

man 'kills' wife before Sabitri Brata
ଇଏ କେମିତିକା ସତ୍ୟବାନ? ଓଷା ପୂର୍ବରୁ ସାବିତ୍ରୀଙ୍କୁ ମାରିଦେଲା....

ଯେଉଁ ସ୍ୱାମୀର ମଙ୍ଗଳ ମନାସି ସାବିତ୍ରୀ ବ୍ରତ କରିଥାଆନ୍ତା ପତ୍ନୀ....ସେଇ ସ୍ତ୍ରୀକୁ ସାବିତ୍ରୀ ବ୍ରତ ପୂର୍ବଦିନ ମାରିଦେଲା ସ୍ୱାମୀ। ୭ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲା....କିନ୍ତୁ ଗୋଟିଏ ଜନ୍ମ ପାଇଁ ଭଲ ସାଥୀଟିଏ ହେଲାନି। ବିଶ୍ୱାସରେ ଧୋକା ଦେଲା....ଯୌତୁକ ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଦେଲା। ରାଜଧାନୀରୁ ସାମ୍ନାକୁ ଆସିଛି ଏମିତି ହୃଦୟଥରା ଘଟଣା

Viral Video
ଅନ୍ଧାର ରାତିରେ ଆପେ ଚାଲୁଛି ଟ୍ୟୁବୱେଲ୍.. ଭିଡିଓ ଭାଇରାଲ୍ ହେବାପରେ ଭୁତକୁ ନେଇ ଚର୍ଚ୍ଚା

ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି କି? କରନ୍ତୁ ବା ନକରନ୍ତୁ, ଏଇ ଭିଡିଓଟି ଦେଖିଲେ ଆପଣଙ୍କ ଛାତିରେ ନିଶ୍ଚୟ ଛନକା ପଶିଯିବ। ଭିଡିଓଟିରେ କିଟ୍ କିଟ୍ ଅନ୍ଧାର ରାତିରେ ଗଛମୂଳେ ଥିବା ଏକ ଟ୍ୟୁବୱେଲ୍ ଆପେ ଆପେ ଚାଲୁଥିବା ଦେଖିବାକୁ ମିଳୁଛି। କଥାଟି ସତ କିମ୍ବା ମିଛ ଏବଂ ଏହା ପଛର ପ୍ରକୃତ ଘଟଣାଟି କ’ଣ ତାହା ଜାଣିବାକୁ ଦେଖନ୍ତୁ ଏଇ ଭିଡିଓଟି। ଭିଡିଓଟି ଦେଖିବା ପରେ ନିଶ୍ଚୟ ଲେଖିବେ, ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି ନା ନାହିଁ।

High security number plate in Odisha
ALERT ! ଆଜିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆବେଦନ: ତୁରନ୍ତ କରନ୍ତୁ, ନହେଲେ ଗଣିବେ ୧୦ ହଜାର ଫାଇନ୍‌

ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍। ଏଥିପାଇଁ ଆଜିଠୁ ଆବେଦନ କରି ହେବ। ଆବେଦନ କରିବା ପରେ କିଛି ଦିନ ମଧ୍ୟରେ ଆପଣଙ୍କ ଡିଲରଙ୍କ ପାଖକୁ ନମ୍ବର ପ୍ଲେଟ୍  ଆସିଯିବ।

Ghost uses tube well
ଶୂନଶାନ ରାତିରେ ଭୂତ ମାରୁଛି ଟ୍ୟୁବୱେଲ୍‌! ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ..

ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି କି? କରନ୍ତୁ ବା ନକରନ୍ତୁ, ଏଇ ଭିଡିଓଟି ଦେଖିଲେ ଆପଣଙ୍କ ଛାତିରେ ନିଶ୍ଚୟ ଛନକା ପଶିଯିବ। ଭିଡିଓଟିରେ କିଟ୍ କିଟ୍ ଅନ୍ଧାର ରାତିରେ ଗଛମୂଳେ ଥିବା ଏକ ଟ୍ୟୁବୱେଲ୍ ଆପେ ଆପେ ଚାଲୁଥିବା ଦେଖିବାକୁ ମିଳୁଛି। କଥାଟି ସତ କିମ୍ବା ମିଛ ଏବଂ ଏହା ପଛର ପ୍ରକୃତ ଘଟଣାଟି କ’ଣ ତାହା ଜାଣିବାକୁ ଦେଖନ୍ତୁ ଏଇ ଭିଡିଓଟି। ଭିଡିଓଟି ଦେଖିବା ପରେ ନିଶ୍ଚୟ ଲେଖିବେ, ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି ନା ନାହିଁ।

Making News
ମୁଁ ସକାଳୁ ଧୂପ ଦେଇ ଦୋକାନ ଖୋଲିବି ନାଁ ମହାପାତ୍ର ବାବୁଙ୍କ ଘରକୁ ରାସ୍ତା ବତେଇବି?

ଏମାନେ ମତେ ଜମାରୁ ଦୋକାନ ଖୋଲିବାକୁ ଦେଉନାହାନ୍ତି। ଧୂପ ଧୂପ ଦେଉ ରାସ୍ତା ପଚାରି ପଚାରି ମତେ ବିରକ୍ତ କରୁଛନ୍ତି। ସେପଟେ ମଉସା କହୁଛନ୍ତି ଯଦି ଲୋକ ରାସ୍ତା ପଚାରିଦେଲେ ତୁମର କଣ ମାରା ହୋଇଗଲା?

News Fuse
ଭିତରେ ଅପରାଧୀ...ଟେବୁଲ୍‌ ଉପରେ ଲକ୍‌ଅପ୍‌ ଚାବି ଥୋଇ ଘୁଙ୍ଗୁଡ଼ି ମାରୁଛନ୍ତି ଥାନା ବାବୁ...

ହାଜତ ଭିତରେ ଅପରାଧୀ ପସିଛି। ବାହାରେ ତାକୁ ଜଗିଛନ୍ତି ଅବକାରୀ ଥାନା ବାବୁ। ଦେଖୁନୁରେ ନାରଣ, ପେଟେ ପଖାଳ ଖାଇ ଏମିତି ଅଚିନ୍ତାରେ କେମିତି ଘୁଙ୍ଗୁଡ଼ି ମାରୁଛନ୍ତି ବାବୁ? ପୁଣି ଲକ୍‌ଅପ୍‌ ଚାବି ଟେବୁଲ ଉପରେ। ହଇରେ ନାରଣ...ପଚାରିବାରୁ ଇଏ କଣ ଆମ ଉପରେ ଗରମ ଦେଖାଉଛନ୍ତି?

lingaraj temple
ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ନେଇ କେନ୍ଦ୍ରକୁ ସ୍ପଷ୍ଟୀକରଣ ପଠାଇଲା ଓଡ଼ିଶା

ଓଡ଼ିଶା ସରକାରଙ୍କ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଠାଇଥିବା ଆପତ୍ତି ଉପରେ ଆଜି ଓଡ଼ିଶା ସରକାର ନିଜର ସ୍ପଷ୍ଟୀକରଣ ରଖିଛନ୍ତି ।