Jagatsinghpur Spinning mill’
ସୂତା ଖିଅରେ ଝୁଲିଛି ସୂତାକଳର ଭାଗ୍ୟ। ୧୯୯୯ ମସିହା ପରଠାରୁ ବନ୍ଦ ହୋଇଗଲାଣି କାମ। ଋଣ ଭାର ୪ କୋଟି ଉପରେ...କାରଖାନା ଖୋଲିବାକୁ ବାରମ୍ବାର ଦାବି କରୁଛନ୍ତି ଲୋକେ...ହେଲେ ସରକାରଙ୍କ ଆନ୍ତରିକତା ନଥଖିବାରୁ ଅନ୍ଧାରରେ ୧୨ ଶ୍ରମିକଙ୍କ ଭବିଷ୍ୟତ। କେମିତି ଚଳିବେ, କଣ ଖାଇବେ? ଚିନ୍ତାରେ ଶ୍ରମିକଙ୍କ ପରିବାର...
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)