ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁକୁ ନେଇ ଚନ୍ଦାହାଣ୍ଡି ଗମ୍ଭାରୀଗୁଡା ଭୋଇପାରା ସାହିରେ ଚାଞ୍ଚଲ୍ୟ । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ।
ପୁରୁଣା ଗାଡିମାଲିକମାନେ ନିଜ ଗାଡ଼ିକୁ ସ୍ରାପ ଦରରେ ବିକ୍ରି କଲେ ସେମାନଙ୍କୁ କିଛି ମୂଲ୍ୟ ଦେବାକୁ ଧାର୍ଯ୍ୟ କରିଛନ୍ତି ସରକାର। ପୁରୁଣା ଗାଡିର ମୂଲ୍ୟ ସେହି ଗାଡିର ଏକ୍ସ ସୋରୁମ୍ ମୂଲ୍ୟର ୬ ପ୍ରତିଶତ ରହିବ।
କେଉଁଠି କେତେ ବାଲି ଦବିଛି ? ସେହି ବାଲିକୁ କେମିତି କାଢ଼ିବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ?
ଗଛର ଡାଳ ଖାଇଦେଲା ବୋଲି ଛେଳିକୁ ଉଠାଇ ନେଇ ୩ଦିନ ହେଲା ବନ୍ଦୀ କରି ରଖିଛନ୍ତି ବନ କର୍ମଚାରୀ
ସବୁ ଆଡୁ ନିରାଶ ହେବା ଭିକ ମାଗି ସେଥିରୁ ଯେଉଁ ଅର୍ଥ ମିଳିବ କାମ ହେବ ବୋଲି କହିଛନ୍ତି।
ରାଣୀ ଏଲିଜାବେଥଙ୍କ ପରେ ରାଜା ହେବାକୁ ଯାଉଥିବା ପ୍ରିନ୍ସ ଚାର୍ଲସ ୧୯୮୦ରେ କୋଣାର୍କ ବୁଲିବାକୁ ଆସିଥିଲେ । କୋଣାର୍କ ବୁଲିବାବେଳେ ସେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ହରିପୁର ଶାସନ ଆସିଥିଲେ ।
ମାଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ଦେବା ଲାଗି ପ୍ରଧାନଶିକ୍ଷକ ୨୦୦ ଟଙ୍କା ନେଉଥିବା ଅଭିଯୋଗ ହୋଇଛି।
ସାବାସ୍ ପୋଲିସ ASI । ଜୀବନ ଯିବା ପରେ ପାଖ ମାଡିଲେନି...ଖବର ପାଇବା ପରେ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହ ମିଶି ଶ୍ମଶାନରେ ମହିଳାଙ୍କ କଲେ ଶବ ସତ୍କାର। ସବୁଆଡୁ ଛୁଟିଲା ପ୍ରଶଂସାର ସୁଅ
ହୀରାଖଣ୍ଡ ଟ୍ରେନ୍ରେ ଭୁବନେଶ୍ୱରରୁ ବାହାରି କୋରାପୁଟରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍।
ଜଣେ ପୋଲିସ ଅଧିକାରୀ ମାନବିକତାର ପରିଚୟ ଦେଖାଇ ନିଜେ ଶବ କାନ୍ଧେଇବା ସହ ଶ୍ମଶାନରେ ସତ୍କାର କରିଥିଲେ । ଏହି ଘଟଣାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।
ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମୃତଦେହ ପୋତାକୁ ବିରୋଧ କରି ଗତକାଲି ଦିନ ତମାମ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଜୟପୁର-ରାଇଘର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।
କେନ୍ଦୁଝର ନୟାକୋଟ କେନ୍ଦୁଘାଟି ନଦୀ ଘାଟରେ ଅଘଟଣ । ନଦୀ ସୁଅରେ ପୁଅ ଆଖି ଆଗରେ ଭାସିଗଲେ ବାପା ।
କଟକର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଚାନ୍ଦି ମେଢ଼ ସଫାସଫି ପାଇଁ କାରିଗରଙ୍କ ହାତକୁ ବି ଫୁରସତ ନାହିଁ ।
୨୦୨୦-୨୧ ପାଇଁ ପାଇଲା ୟୁନିଅନ୍ ହୋମ୍ ମିନିଷ୍ଟର ଟ୍ରଫି । ଏକାଡେମୀର ଅତିରିକ୍ତ ଡିଜି ଅରୁଣ ଷଡ଼ଙ୍ଗୀ ଗ୍ରହଣ କଲେ ପୁରସ୍କାର
ସୂର୍ଯ୍ୟରୁ ବାହାରିଛି ସବୁଠାରୁ ବଡ ବିସ୍ଫୋଟକ। ଏହା ଶୁକ୍ର ସହ ଧକ୍କା ଖାଇଛି। ଏହି ସପ୍ତାହରେ ଏମିତି ଦୁଇ ଥର ହେଲାଣି। ଏହି ପ୍ଲାଜ୍ମା ସୂର୍ଯ୍ୟଙ୍କ ବିପରୀତ ପାର୍ଶ୍ୱରୁ ବାହାରିଥିବାରୁ ତାହା ପୃଥିବୀରୁ ଦେଖାଯାଇ ନାହିଁ।
କାନ୍ଧରେ ଅଢେଇ ମାସର ଶିଶୁ ତ ହାତରେ ଜନ୍ମ ପ୍ରମାଣପତ୍ର ପାଇବାକୁ ଆବେଦନ ଫର୍ମ ଅସହ୍ୟ ଗୁଳୁଗୁୁଳିରେ ଶିଶୁଟି ଅସ୍ତବ୍ୟସ୍ତ ହୋଇପଡୁଥିଲେ ବି ଅନ୍ୟ ଉପାୟ ନାହିଁ। ଅନଲାଇନ୍ ସେବା କାମ କରୁନଥିବାରୁ ବାଧ୍ୟ ହୋଇ ବିଏମସିର ଜନ୍ମ-ମୃତ୍ୟୁ ପଞ୍ଜିକରଣ ଅଫିସକୁ ଆସିବାକୁ ପଡିଛି ଏ ମହିଳାଙ୍କୁ।
ଯାହାଙ୍କୁ ଦେଖିଲେ ଦଣ୍ଡବତ କରିବାକୁ ଦୁଇ ହାତ ଆପେ ଯୋଡ଼ି ହୋଇଯାଏ, ତାଙ୍କୁ ବାଉଁଶ ବୋଝେଇ ଗାଡ଼ି ପଛରେ ବାନ୍ଧିବାକୁ କେଉଁ ମଣିଷର ବା ହାତ ଗଲା! ମହାପ୍ରଭୁ ଜଗନ୍ନାଥଙ୍କୁ ଗାଡ଼ି ପଛରେ ବାନ୍ଧିକି ନେଲେ। ଦୃଶ୍ୟ ଜଗନ୍ନାଥପ୍ରେମୀଙ୍କୁ ଶକ୍ତ ଆଘାତ ଦେଲା ଭଳି। ଦୃଶ୍ୟ କୋଟି ଓଡ଼ିଆଙ୍କ ମଉଡ଼ମଣିଙ୍କୁ ଅପମାନ କଲା ଭଳି।
ଗର୍ଭଗୃହରୁ ବାଲିକଢ଼ା ଗଲେ ସୁରକ୍ଷିତ ରହିବ ତ ବ୍ଲାକ୍ ପାଗୋଡ଼ା ? ଭୂମିପୂଜା ପରେ ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ, ଏବେ ଏ ପ୍ରଶ୍ନକୁ ନେଇ ସବୁଠି ଚର୍ଚ୍ଚା କାରଣ ଅଭିଯୋଗ ହେଉଛି। ଏତେବଡ଼ ପଦକ୍ଷେପ ନେବା ପୂର୍ବରୁ ଏଏସ୍ଆଇ କୌଣସି ପକ୍ଷ ସହ ଆଲୋଚନା କରିନାହିଁ।
ସୋସିଆଲ୍ ମିଡିଆରେ ଦୃଶ୍ୟ ଭାଇରାଲ୍ ପରେ ଜଳେଶ୍ୱରର ଟେଣ୍ଟ ହାଉସ ମାଲିକ ଗୌତମ ପ୍ରଧାନ, ତାଙ୍କ କର୍ମଚାରୀଙ୍କୁ ସାଙ୍ଗରେ ଧରି ସିଧା ପହଞ୍ଚିଥିଲେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ।
କେଉଁଠି ସୁବିଧାକେନ୍ଦ୍ର ବନ୍ଦ ତ କେଉଁଠି ନାହିଁ ଇଣ୍ଟରନେଟ୍
ବାପା ଦାଦନ ଖଟୁଥିବା ବେଳେ ପୁଅ ଯେତେବେଳେ ଗୋଲ୍ଡ ମେଡାଲ ପାଇ ଘରକୁ ଫେରିବ, ତେବେ କେତେ ଖୁସି ନ ହେବେ ପିତାମାତା ।
ମାସେ କି ଦୁଇ ମାସ ନୁହେଁ, ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲିକଢ଼ା ସଂପୂର୍ଣ୍ଣ କରିବାକୁ ୩ ବର୍ଷର ଲମ୍ବା ଟାର୍ଗେଟ୍ ରଖିଛି ଏଏସ୍ଆଇ।
ଦିନେ ୫୦ ଟଙ୍କା ପାଇଁ ପର ଦୁଆରେ ମୂଲ ଲାଗୁଥିଲେ ସହଦେବ। ଆଉ ଆଜି ପରିଶ୍ରମ କରି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍ର ମାଲିକ। ହେକ୍ଟର ହେକ୍ଟର ଜମିରେ ମୁକ୍ତାଠୁ ମାଛ..ଶାଗୁଆନଠୁ ପରିବା ଯାଏଁ ଚାଷ କରୁଛନ୍ତି ଆଉ ଏଥିରୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା..
ଫ୍ୟାମିଲି କୋର୍ଟରେ ୫ ହଜାର ଲେଖାଏଁ ଫାଇନ୍ ଗଣିବେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ।
ପିକ୍ଅପ୍ ଭ୍ୟାନ୍ରେ ଗଦା ହୋଇଥିବା ବାଉଁଶ, କାଠ ଓ କପଡ଼ା ଉପରେ ଅଳିଆ ବୋହିଲା ଭଳି ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ଲଦି ନିଆ ଯାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।