• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Inhumanity
ମଣିଷ ନା ଅମଣିଷ ! ଷଣ୍ଢକୁ ଆଖି କାନ ବୁଜି ପିଟିଲା, ପୁଣି ବେକରେ କାଠ ଗଣ୍ଡି ଝୁଲାଇ ଗଛରେ ବାନ୍ଧିଦେଲା..

କାଠ ଗଣ୍ଡିକୁ ବେକରେ ବୋହି ଚାଲିବା ଯେ କେତେ କଷ୍ଟକର ତାହା ଥରେ ଚିନ୍ତା କରନ୍ତୁ ।

Humanity
ବିହାରର ପୁଅ ନିଶା ଖାଇ ହଜିଯାଇଥିଲା, ୧୦ ବର୍ଷ ପରେ ଓଡ଼ିଶାରୁ ଉଦ୍ଧାର ! ଜାଣନ୍ତୁ ପୁରା କାହାଣୀ..

ଅତ୍ୟଧିକ ନିଶା ଖାଇ ୧୦ ବର୍ଷ ହେଲାଣି ପରିବାରଠାରୁ ନିଖୋଜ ହୋଇଯାଇଥିଲେ ବିହାରର ଯୁବକ ମିଟୁ ପାଣ୍ଡେ ।

Tussar Farming
ଦିନେ ପରଦୁଆରେ ମୂଲ ଲାଗୁଥିଲେ, ଏବେ ଚାଷ କରି ଅନ୍ୟକୁ ରୋଜଗାର ଦେଉଛନ୍ତି

ନୂଆପଡା ଜିଲ୍ଲା ପାଇଁ ଖୁସି ଆଣିଛି ଟସର ଚାଷ । କାରଣ ଏଇ ଚାଷ କରି ଅନେକ ପରିବାରର ବଦଳିଯାଇଛି ଭାଗ୍ୟ। ଟସର ପୂର୍ବରୁ ଏମାନେ ପର ଦୁଆରେ ମୂଲ ଲାଗୁଥିଲେ ।

  • Monday, 12 September 2022
Puri-Konark Marine Drive Road
ସମୁଦ୍ରରେ ଲୀନ ହୋଇଯିବ କି ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ?

ଦିନକୁ ଦିନ ସାମୁଦ୍ରିକ ଜୁଆର ଭୟଙ୍କର ରୂପ ନେବା ସହ କୂଳ ଲଂଘି ସ୍ଥଳଭାଗକୁ ମାଡ଼ି ଆସୁଛି।

Meet the septuagenarian woman
୭୦ ବର୍ଷରେ ବି ହାର ମାନିନାହାନ୍ତି...ରାସ୍ତା କଡରେ ନିଜେ ରୋଷେଇ କରି ଖାଉଛନ୍ତି...

ସ୍ୱାଭିମାନୀ ଶୁକ୍ରମଣୀ। ଦୁଇ ପୁଅ ଦୂରରେ ରହୁଛନ୍ତି...ହେଲେ ୭୦ ବର୍ଷରେ ବି ସେ ହାର ମାନିନାହାନ୍ତି। ଖଲି ଟିପୁଛନ୍ତି ପୁଣି ହଳଦୀ ତିଆରି କରୁଛନ୍ତି। କି ଖରା କି ବର୍ଷା? ଦିନରାତି ପରିଶ୍ରମ କରି ଏମିତି ରାସ୍ତା କଡରେ ରୋଷେଇ କରି ଖାଉଛନ୍ତି ଶୁକ୍ରମଣୀ। । ସାହାଯ୍ୟ କଲେ ନେଉନାହାନ୍ତି...ବରଂ କହୁଛନ୍ତି....

Cyber Crime
ରାଙ୍କିଙ୍ଗ୍‌ ବଢାଇବାକୁ ଫୋନ୍‌ କଲେ...ଆକାଉଣ୍ଟରୁ ଟଙ୍କା ଲୁଟିଲେ

ମେଡିକାଲ କି ଦୋକାନର ରାଙ୍କିଙ୍ଗ୍‌ ବଢାଇବାକୁ ଚାହୁଁଛନ୍ତି କି? ଆସିବ ଫୋନ୍‌ କଲ୍‌, ଆଉ କହିବେ ଏଇ ନମ୍ବରରେ କଲ୍‌ କରନ୍ତୁ। ବାସ୍‌ କଲ୍‌ କରୁ କରୁ ଆକାଉଣ୍ଟ ହୋଇଯିବ ଖାଲି

Missing son returns after 10 years
ପୁଅର ଶୁଦ୍ଧକ୍ରିୟା ପାଇଁ ପ୍ରସ୍ତୁତ ହେଉଥିଲା ପରିବାର....ଏତିକି ବେଳେ ପହଞ୍ଚିଗଲା ପୁଅ

ବିଧିର ବିଧାନ କିଏ କରିବ ଆନ? ୧୦ ବର୍ଷ ତଳୁ ନିଖୋଜ ହୋଇଯାଇଥିଲା ପୁଅ। ଖୋଜି ଖୋଜି ନୟାନ୍ତ ହେବା ପରେ ଶେଷରେ ଶୁଦ୍ଧକ୍ରିୟା କରିବାକୁ ପ୍ରସ୍ତୁତ ହେଉଥିଲା ପରିବାର। ହେଲେ ଏତିକି ବେଳେ ପୁଅର ମିଳିଲା ଖବର। ଦେଖନ୍ତୁ କେମିତି ଥିଲା ବୌଦ୍ଧରୁ ବିହାର ପର୍ଯ୍ୟନ୍ତ ଯାତ୍ରା...

Special story
କିନ୍ନରଙ୍କ ସହ ସ୍ୱାମୀଙ୍କ ବିବାହ କରାଇଲେ ସ୍ତ୍ରୀ

କିନ୍ନରଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ଥିବା ଜାଣିପାରି ନିଷ୍ପତ୍ତି ନେଲେ ସ୍ତ୍ରୀ, ବିନା କୌଣସି ବାଧା ଦେଇ କିନ୍ନରଙ୍କ ସହ ବିବାହ କରାଇଲେ

snake bite
ଖେଳନା ଭାବି ଧରିବା ପରେ ଚୋଟ ମାରିଲା ବିଷାକ୍ତ ସାପ, ଚାଲିଗଲା କୁନି ଝିଅର ଜୀବନ

ଖେଳୁ ଖେଳୁ କିଏ ଜାଣିଥିଲା କି ଚାଲିଯିବ କୁନି ଝିଅର ଜୀବନ...

Baliyatra
ବାଲିଯାତ୍ରାରେ ଦର୍ଶକଙ୍କୁ ଆକୃଷ୍ଟ କରିବ ଆକର୍ଷଣୀୟ ଜଳକ୍ରୀଡା

ଏଥିରେ ଦୁଇ ଜଣିଆ,ଚାରି ଜଣିଆ ଓ ଅଧିକ ଲୋକ ଜଳକ୍ରୀଡା କରିବା ସହିତ ମହାନଦୀରେ ବୁଲିବା ପାଇଁ ସୁନ୍ଦର ବ୍ୟବସ୍ଥା ରହିଛି।

Bull punished
ଧାନଗଛ ଖାଇଦେଲା ବୋଲି...ଷଣ୍ଢ ବେକରେ ଝୁଲିଲା କାଠଗଣ୍ଡି....

ବିଲରେ ପଶି ଧାନ ଗଛ ଖାଇଦେଲା ଷଣ୍ଢ। ରାଗରେ ଚାଷୀ ପଂଚମ...ନିର୍ଧୁମ ତ ପିଟିଲା, ସେତିକିରେ ମନ ଶାନ୍ତ ହେଲାନି ଯେ କାଠଗଣ୍ଡିକୁ ବେକରେ ଓହଳାଇ ଷଣ୍ଢକୁ ଗଛରେ ବାନ୍ଧି ଦେଲା। ଖାଇବାକୁ ଦେଲାନି କି ପିଇବାକୁ ଦେଲାନି। ଭୋକ ଉପାସରେ ଲୁହ ଗଡାଉଛି ଷଣ୍ଢ

News Fuse
ମଲା ନେତା ଆୱାର୍ଡ ପାଇଲେ...ଆମେ ଟିକିଏ ଝାଳ ବୁହାଇବୁନି?

ମାରିଦେଲୁରେ ନାରଣ। ଏଇନା କଣ ହେଇଥାଆନ୍ତା? ଏ ଭିଡ ଭିତରେ ଅନନ୍ତ ବାବୁ କାହିଁକି ପଶିଲେ? ମଲା ...ନଆସିଲେ ମାର୍କ କଟିଯିବ ଯେ...ତେଣୁ ଭିଡ ଭିତରେ ଆମେ ପଶିବୁନା...

The owner of Kohinoor Diamond is Lord Jagannath
ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଇବ କି କୋହିନୂର ?

କୋହିନୂର ବଡ ଠାକୁର ଜଗନ୍ନାଥଙ୍କର। ବ୍ରିଟିଶ୍ ଶାସକ ଭାରତରୁ ଏହି ଦୁର୍ଲଭ ହୀରାକୁ ନିଜ ଦେଶକୁ ଲୁଟିନେଇଥିବା ଅଭିଯୋଗ ହୋଇ ଆସୁଥିବା ବେଳେ; କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ଏହାକୁ ପୁଣି ସ୍ୱଦେଶ ଫେରାଇ ଆଣିବାକୁ ଦାବି ଜୋର୍ ଧରିଛି। ତେବେ ଏ ଭିତରେ ସାମ୍ନାକୁ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ତଥ୍ୟ। 

Opposition parties support protest of contractual employees in Bhubaneswar
ଠିକା କର୍ମଚାରୀଙ୍କ ରଣ ହୁଙ୍କାରରେ ଥରିଲା ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗ

ଢୁ ଢୁ ବର୍ଷା... ଛତାମୟ ଲୋୟର ପିଏମଜି... ପ୍ରତିକୂଳ ପାଗ ଭିତରେ ଭିଡ଼ ଏତେ ଯେ ସୋରିଷ ପକାଇବାକୁ ବି ସ୍ଥାନ ନାହିଁ। ଠିକା ନିଯୁକ୍ତି ଉଚ୍ଛେଦ, ସମାନ କାମକୁ ସମାନ ଦରମା ଏବଂ ସ୍ଥାୟୀ ନିଯୁକ୍ତି ବ୍ୟବସ୍ଥା ଭଳି ତିନି ପ୍ରମୁଖ ଦାବି ନେଇ ହଜାର ହଜାର ଠିକା କର୍ମଚାରୀଙ୍କ ରଣ ହୁଙ୍କାରରେ ଥରିଲା ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗ। 

Many Indians Are Demanding the Return of the Kohinoor Diamond
କୋହିନୂରର ମାଲିକ କିଏ: ଭାରତ ନା ବ୍ରିଟିଶ୍ ?

ଏବେ ସମୟ ଆସିଛି କୋହିନୂରକୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ ହେଉ ବୋଲି କୁହାଯାଇଛି।

Polymer Water Pipes
ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷ ଲକ୍ଷ ଟଙ୍କାର ପାଣି ପାଇପ୍‌

ନିଆଁ ଲାଗି ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ ପାଇପ୍। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ପାଇପ୍ ଗୁଡ଼ିକୁ ଗଦା କରି ରଖାଯାଇଥିବା ବେଳେ ସେଗୁଡ଼ିକ ଜଳିଯାଇଛି।

ENews
ନିରୀହ ଚାହାଣି...ହେଲେ ଆଖିରେ ହାଣି ଦେଉଛନ୍ତି ଅଙ୍କିତା...

ନିରୀହ ଚାହାଣି ଚାହୁଁଛନ୍ତି ହେଲେ ଆଖିରେ ଫ୍ୟାନଙ୍କୁ ହାଣି ଦେଉଛନ୍ତି। କୁନି ଓଠରେ ଜବରଦସ୍ତ ସ୍ମାଇଲ କରୁଛନ୍ତି ଆର୍ଲିନ ଅଙ୍କିତା। ପ୍ରେମର ରଙ୍ଗରେ ରଙ୍ଗୀନ ନାୟିକା। ବିଛା ଗ୍ୟାଙ୍ଗରେ କରୁଛନ୍ତି ଜବରଦସ୍ତ ଆକ୍ଟିଂ

  • Sunday, 11 September 2022
  • ENews
beg to repair road
ଏମାନଙ୍କୁ କହିବ ନେତା। ଗାଁ ରାସ୍ତା ପାଇଁ ବୁଲି ବୁଲି ମାଗିଲେ ଭିକ

ସରପଂଚ ହେବ ତ ଏମିତି। ଗାଁ ରାସ୍ତା ପାଇଁ ଘରକୁ ଘର ବୁଲି ମାଗିଲେ ଭିକ। ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ବି ରାସ୍ତା କାମ ନହେବାରୁ ଏମିତି ଅଭିନବ ଉପାୟରେ ଭିକ ମାଗି ରାସ୍ତା ତିଆରି ପାଇଁ ନେଲେ ନିଷ୍ପତ୍ତି। ସେପଟେ ଜିଲ୍ଲାପାଳ କହିଲେ...

Cyber Crime
ଫ୍ରି ଟ୍ରିଟ୍‌ମେଂଟ୍‌ ନାଁରେ ରୋଗୀଙ୍କୁ ଚୂନ ଲଗାଇ ଦେଲେ ସାଇବର ଲୁଟେରା

ସାଇବର ଲୁଟେରାଙ୍କ ନୂଆ କାରନାମା। ହାର୍ଟଆଟାକ୍‌ ଚେକ୍‌ଅପ୍‌ ପାଇଁ ଡାକ୍ତରଙ୍କ ଫିସ୍‌ ୫ ହଜାର ବୋଲି କହିଲେ। ଆଉ ଭଲ ଡାକ୍ତରକୁ ଦେଖାଇବା ଚକ୍କରରେ ଆକାଉଣ୍ଟ ହୋଇଗଲା ଖାଲି....

Sarpanch, Samiti Members
ସରକାର ଶୁଣିଲେନି, ଗାଁ ରାସ୍ତା ତିଆରି ପାଇଁ ଭିକ ମାଗୁଛନ୍ତି ସରପଞ୍ଚ ଓ ସମିତିସଭ୍ୟ

ସରପଂଚ ହେବ ତ ଏମିତି। ଗାଁ ରାସ୍ତା ପାଇଁ ଘରକୁ ଘର ବୁଲି ମାଗିଲେ ଭିକ। ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ବି ରାସ୍ତା କାମ ନହେବାରୁ ଏମିତି ଅଭିନବ ଉପାୟରେ ଭିକ ମାଗି ରାସ୍ତା ତିଆରି ପାଇଁ ନେଲେ ନିଷ୍ପତ୍ତି।

Son of Nuapada migrant couple secures gold medal
ବାପା-ମାଆ ଦାଦନ ଖଟୁଛନ୍ତି...ପୁଅ ରେଭେନ୍ସାରେ ପାଇଲା ଗୋଲ୍ଡ ମେଡାଲ

ବାପା-ମାଆ...ଭଉଣୀ ସମସ୍ତେ ଦାଦନ ଖଟୁଛନ୍ତି। ରେଭେନ୍ସା କଲେଜରେ ପୁଅ ପାଇଲା ଗୋଲ୍ଡ ମେଡାଲ। ପୁଅର ସଫଳତା ଦେଖି ଖୁସିରେ କାନ୍ଦିଲେ ବାପା-ମାଆ। ବସଷ୍ଟାଣ୍ଡରୁ ଘର ପର୍ଯ୍ୟନ୍ତ ସୁନା ପୁଅ ପାଇଁ ହେଲା ଧମାକେଦାର ଶୋଭାଯାତ୍ରା...

 Meet Jeypore sarpanch
ସରପଞ୍ଚ ହେବ ତ ଏମିତି ! ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ବୁଝୁଛନ୍ତି, ଖାତାରେ ଟିପୁଛନ୍ତି

ହାତରେ ଖାତା କଲମ ଧରିଛନ୍ତି,ଲୋକଙ୍କ ସବୁ ସମସ୍ୟାକୁ ଟିପି ରଖୁଛନ୍ତି। ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ଏମିତି କାମ କରୁଛନ୍ତି ସରପଞ୍ଚ। ଆଉ ନେତାଙ୍କୁ ପାଖରେ ପାଇ ଖୁସିରେ ଗଦଗଦ ଜନତା

News Fuse
ମୁଖିଆ ଆୱାର୍ଡ ପାଇଲେ, ଏଇଠି ନେତାଏ ଝାଳ ବୁହାଇଲେ....

ଆଲୋ ଆଲୋ...ଛାମୁ ଆୱାର୍ଡ ପାଇଲେ, ରାଜଧାନୀରେ ନେତାଏ ଏମିତି ଝାଳ ବୁହାଇଲେ ଯେ ଜାମାପଟା ସବୁ ଓଦା। ବୁଝୁନୁରେ ନାରଣ, ଏଇନା ଯିଏ ଯେତେ ଝାଳ ବୁହାଇବ ୨୦୨୪ରେ ସିଏ....ସବୁ କଣ ଆମେ ଖୋଲିକି କହିବୁ?