ବାପା-ମାଆ...ଭଉଣୀ ସମସ୍ତେ ଦାଦନ ଖଟୁଛନ୍ତି। ରେଭେନ୍ସା କଲେଜରେ ପୁଅ ପାଇଲା ଗୋଲ୍ଡ ମେଡାଲ। ପୁଅର ସଫଳତା ଦେଖି ଖୁସିରେ କାନ୍ଦିଲେ ବାପା-ମାଆ। ବସଷ୍ଟାଣ୍ଡରୁ ଘର ପର୍ଯ୍ୟନ୍ତ ସୁନା ପୁଅ ପାଇଁ ହେଲା ଧମାକେଦାର ଶୋଭାଯାତ୍ରା...
Published: Pallipuspa Samal
Last updated: 11 September 2022, 12:21 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।