ସ୍ୱାଭିମାନୀ ଶୁକ୍ରମଣୀ। ଦୁଇ ପୁଅ ଦୂରରେ ରହୁଛନ୍ତି...ହେଲେ ୭୦ ବର୍ଷରେ ବି ସେ ହାର ମାନିନାହାନ୍ତି। ଖଲି ଟିପୁଛନ୍ତି ପୁଣି ହଳଦୀ ତିଆରି କରୁଛନ୍ତି। କି ଖରା କି ବର୍ଷା? ଦିନରାତି ପରିଶ୍ରମ କରି ଏମିତି ରାସ୍ତା କଡରେ ରୋଷେଇ କରି ଖାଉଛନ୍ତି ଶୁକ୍ରମଣୀ। । ସାହାଯ୍ୟ କଲେ ନେଉନାହାନ୍ତି...ବରଂ କହୁଛନ୍ତି....
Published: Pallipuspa Samal
Last updated: 12 September 2022, 01:51 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।