ଗତକାଲି ବିଳମ୍ବିତ ରାତିରେ ହାତୀଟି ସହର ମଧ୍ୟକୁ ପଶିଥିଲା। ହାତୀଟି ମଧ୍ୟରାତ୍ରି ପ୍ରାୟ ସାଢେ ୧୨ଟାରେ ପ୍ରଥମେ ଧଉଳି ଅଞ୍ଚଳରେ ଦେଖିବାକୁ ମିଳିଥିଲା।
ଆଶ୍ଚର୍ଯ୍ୟ !! ଜବରଦସ୍ତ ଆକ୍ସିଡେଣ୍ଟ ପରେ କାର୍ ଉପରେ ପୋଜ୍ ଦେଲେ ଯୁବକ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଧନ୍ୟ ଧନ୍ୟ ନବୀନ କଥା...ବ୍ରହ୍ମା, ବିଷ୍ଣୁ ହର...ମାଉସୀଲୋ...ପୁରୀ ଆସି ଜଗାର ନାମ ନେବ ନା ନବୀନ ବାବୁଙ୍କ ନାଁ ନେବ। ଏବେ ତ ଖାଲି ହେ ନବୀନ ବାବୁ ଆମେ ତୁମର ଫ୍ୟାନ
କାର୍ରେ ଡ୍ରାଇଭରଙ୍କ ସମେତ ୩ ଜଣ ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲେ। ଏହି ସମୟରେ ବୋଲଗଡ଼ ପଞ୍ଚୁକୋଟ ଢାବା ନିକଟରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖ୍ରୀଷ୍ଟିଆନଙ୍କ ବିରୋଧ । ଆର୍କ ବିଶପ କହିଲେ, ପ୍ରମାଣ ଥିଲେ ଦିଅ ।
ପଞ୍ଚୁକ ଓ ବଡ଼ଓଷାରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଝୁଲା ପୋଲ ଅସୁରକ୍ଷିତ ଥିବା ଦର୍ଶାଇ ଏହାକୁ ସାମୟିକ ବନ୍ଦ କରିଦେଇଛି ପ୍ରଶାସନ । ସେହିପରି ପୀଠ ପରିସରରେ ୧୪୪ ଧାରା ଜାରି ହୋଇଛି ।
ଟାଟା ଅଧିକୃତ ଜମିରେ ସାର କାରଖାନାକୁ ତୀବ୍ର ବିରୋଧ । କମ୍ପାନୀ ନିର୍ମାଣ ସ୍ଥଳକୁ ଧସେଇ ପସିବା ସହ ଧାରଣା ଦେଇଛନ୍ତି ଶତାଧିକ ଗ୍ରାମବାସୀ ।
ପଞ୍ଚୁକ ଓ ବଡ଼ଓଷାରେ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା । ବାଟ ଓଗାଳିଲା ଅସୁରକ୍ଷିତ ଝୁଲା ପୋଲ । କାର୍ତ୍ତିକ ପଞ୍ଚୁକ ତା ସାଙ୍ଗକୁ ବଡ଼ ଓଷା ଲୋକାରଣ୍ୟ ହୋଇଥାଆନ୍ତା ରାଜ୍ୟର ଅନ୍ୟତମ ପୁରାତନ ଶୈବପୀଠ ଧବଳେଶ୍ୱର ।
କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୈଦାନକେଲ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ମହାବାତ୍ୟାରେ ଭାଙ୍ଗିଯାଇଥିଲା ଘର। ବଡବାବୁଙ୍କୁ ଗୁହାରି ଗୁହାରି କରିବା ପରେ ୫ ହଜାର ଟଙ୍କା ସହିତ ୧୪ ବସ୍ତା ସିମେଣ୍ଟ ଦେଇଦେଲେ । ବାସ୍ ଏତିକିରେ ଘର ହେବ ନା ପିଣ୍ଡା? ଅକଥନୀୟ ଦୁଃଖରେ ଏବେ ଦିବ୍ୟାଙ୍ଗ ଦମ୍ପତି...ସରକାରୀ ସାହାଯ୍ୟକୁ ଅପେକ୍ଷା
ଗତକାଲି ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା।
ସୋସିଆଲ ମିଡିଆରେ ଘୂରି ବୁଲୁଛି କୋହଲିଙ୍କ ଭାଇରାଲ ଭିଡିଓ। ହେଲେ ବେଡ୍ରୁମ୍ର ଭିଡିଓ ଭାଇରାଲ କଲା କିଏ?
ଅଭିଯୁକ୍ତଙ୍କୁ ସିନ୍-ରିକ୍ରିଏସନ୍ ପାଇଁ ଆଣିଥିଲା ପୋଲିସ୍। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ଭିଡ ଭିତରେ ମାମୁଁଙ୍କୁ ହାତ ଉଠାଇ ଦେଲେ ଲୋକେ...ତା’ପରେ ଦେଖନ୍ତୁ ହେଲା କଣ?
ଆଶ୍ଚର୍ଯ୍ୟ !! ଏମାନଙ୍କ ସାହସ ମାନିବାକୁ ପଡିବ। କୁକୁର ଭଳି ସିଂହଙ୍କ ବେକରେ ଚେନ୍ ବାନ୍ଧି ଏମାନେ କରୁଛନ୍ତି ମର୍ଣ୍ଣିଂୱାର୍କ...ଭାଇରାଲ ହେଉଛି ଭିଡିଓ
ଡାକବଙ୍ଗଳାରେ ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନେ ଅଗ୍ରୀମ ଦେୟ ପୈଠକରି କେବଳ ଅନଲାଇନରେ ସଂରକ୍ଷଣ କରିବାକୁ ପଡ଼ିବ।
ଜଗୁ ଆମ ଘରକୁ ଏତେ ନେତା-ମନ୍ତ୍ରୀ ଆସୁଥିଲେ। ରାତିରେ ଡିନର କରୁଥିଲେ, କୋଉ ନେତା-ମନ୍ତ୍ରୀଙ୍କୁ ଫୋନ୍ ଟିକିଏ ଲଗାଉନ। ଆମକୁ ଏ ଜେଲରୁ ବାହାର କରିବେ...ଜଗବନ୍ଧୁ କହିଲେ, ବିରୋଧୀ ମାତିଛନ୍ତି...ଏବେ ବେଲ୍ ମିଳିବନି
ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏକ ଅପରିପକ୍ୱ ଶିଶୁର ହୃଦୟର ସ୍ପନ୍ଦନ ୧୭ ମିନିଟ୍ ପାଇଁ ବନ୍ଦ ହୋଇଗଲା। ଡାକ୍ତରମାନେ ଆଶା ଛାଡିଦେଇଥିଲେ। କିନ୍ତୁ ଏମିତି ଚମତ୍କାର ହେଲା ଯେ ୩ ମାସ ପରେ ଶିଶୁଟି ଘରକୁ ଫେରିଲା।
ଟ୍ରାଜେଡି ଗୁଜରାଟ ମୋର୍ବିରେ..ହେଲେ ଛନକା ଧବଳେଶ୍ୱର ପୀଠରେ..କାହିଁକିନା ଏଠି ବି ଅଛି ଝୁଲାପୋଲ, ଚାଲୁଛନ୍ତି ମାଳ ମାଳ ଭକ୍ତ
ଦୁହେଁ ପ୍ରେମ ବିବାହ କରିଥିଲେ। ୨୨ ବର୍ଷ ଧରି ସଂସାର ଚଳାଉଥିଲେ। ଦୁଇ ଦୁଇଟି ପୁଅ। ହେଲେ ସ୍ତ୍ରୀଙ୍କୁ ରୋଗ ମାଡି ବସିବାରୁ ସ୍ୱାମୀ ଏବେ ନିରାଶ। ୨୨ ବର୍ଷର ସମ୍ପର୍କ କଣ ଏଇ ଟିକିଏ କଥାରେ ଭାଙ୍ଗିଯିବ ?
ସ୍ୱାମୀ ରୋଗାଗ୍ରସ୍ତ। କୋଳରେ ଦୁଇଦୁଇଟି ଛୁଆ। ଘର ଅବସ୍ଥା ଭଲ ନାହିଁ। ସ୍ତ୍ରୀ ଆଖିରେ ଧାରଧାର ଲୁହ
ପ୍ରତ୍ୟେକ ଦିନ ସକାଳ ୧୧ଟା ୩୫ ମିନିଟରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ। ଅପରାହ୍ନ ୧ଟା ୨୦ ମିନିଟରେ ଏହା ଜୟପୁରରେ ପହଞ୍ଚିବ।
ଛାତି ଦୁଲୁକେଇ ନାଚିଲେ, ମଞ୍ଚ ହଲିଲା...ଦର୍ଶକଙ୍କ ଅଂଟା ବି ହଲିଲା। ରାନୀଙ୍କ ହଟ୍ ଡ୍ୟାନ୍ସ ଦେଖି ମତୁଆଲା ହେଲେ ଦର୍ଶକ। ଗୀତ ବାଜୁଥିଲା ଚମେଲି ଚମେଲି...
ହଇଓ ଭାଇ, ବାଣ ଫୁଟୋଉଛ ଯଦି ଫୁଟା, ହେଲେ ଟିକେ କାଇଦାରେ ଫୁଟୋଉନା? ତମେ ରିଲ୍ କରିବ ବୋଲି କଣ ଏଇ ଲୋକଙ୍କ ମୁହଁରେ ବାଣ ଫୁଟେଇବ?
ସୁରକ୍ଷା ଦୃଷ୍ଟିରୁ ପୋଲ ନିକଟରେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ରହିବେ।
ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ପରେ ସଚେତନ ହୋଇଛି ପ୍ରଶାସନ। କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲରେ କଟକଣା ଲାଗିଛି।