ଟାଟା ଅଧିକୃତ ଜମିରେ ସାର କାରଖାନାକୁ ତୀବ୍ର ବିରୋଧ । କମ୍ପାନୀ ନିର୍ମାଣ ସ୍ଥଳକୁ ଧସେଇ ପସିବା ସହ ଧାରଣା ଦେଇଛନ୍ତି ଶତାଧିକ ଗ୍ରାମବାସୀ ।
Published: Manoranjan Behera
Last updated: 01 November 2022, 09:07 PM IST
ମହାବାତ୍ୟାରେ ଭାଙ୍ଗିଯାଇଥିଲା ଘର। ବଡବାବୁଙ୍କୁ ଗୁହାରି ଗୁହାରି କରିବା ପରେ ୫ ହଜାର ଟଙ୍କା ସହିତ ୧୪ ବସ୍ତା ସିମେଣ୍ଟ ଦେଇଦେଲେ । ବାସ୍ ଏତିକିରେ ଘର ହେବ ନା ପିଣ୍ଡା? ଅକଥନୀୟ ଦୁଃଖରେ ଏବେ ଦିବ୍ୟାଙ୍ଗ ଦମ୍ପତି...ସରକାରୀ ସାହାଯ୍ୟକୁ ଅପେକ୍ଷା