ଟ୍ରାଜେଡି ଗୁଜରାଟ ମୋର୍ବିରେ..ହେଲେ ଛନକା ଧବଳେଶ୍ୱର ପୀଠରେ..କାହିଁକିନା ଏଠି ବି ଅଛି ଝୁଲାପୋଲ, ଚାଲୁଛନ୍ତି ମାଳ ମାଳ ଭକ୍ତ
Published: Manoranjan Behera
Last updated: 31 October 2022, 08:38 PM IST
ବୀଭତ୍ସ, ଭୟଙ୍କର, ବର୍ବର..ନା ଦେଖି ହେଉଛି, ନା ଦେଖେଇ ହେଉଛି..ବନ୍ଦ ଘରୁ ଉଦ୍ଧାର ହୋଇଛି ଚାରି ଚାରି ଜଣଙ୍କ ଶବ..ଜଣେ ବାପା, ଆଉ ଜଣେ ମା ଏବଂ ଭାଇ ଓ ଭଉଣୀର ମୃତଦେହ..ଦୃଶ୍ୟ ଯେତିକି ଲୋମଟାଙ୍କୁରା, ଘଟଣା ପଛର କାହାଣୀ ବି ହୃଦୟ ବିଦାରକ