ଜଗୁ ଆମ ଘରକୁ ଏତେ ନେତା-ମନ୍ତ୍ରୀ ଆସୁଥିଲେ। ରାତିରେ ଡିନର କରୁଥିଲେ, କୋଉ ନେତା-ମନ୍ତ୍ରୀଙ୍କୁ ଫୋନ୍ ଟିକିଏ ଲଗାଉନ। ଆମକୁ ଏ ଜେଲରୁ ବାହାର କରିବେ...ଜଗବନ୍ଧୁ କହିଲେ, ବିରୋଧୀ ମାତିଛନ୍ତି...ଏବେ ବେଲ୍ ମିଳିବନି
Published: Pallipuspa Samal
Last updated: 01 November 2022, 07:33 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।