• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Anubhav Mohanty
କୋର୍ଟଙ୍କ ତାଗିଦ୍‌ ପରେ ଅନୁଭବଙ୍କ ଘର ଚାବି ଫେରାଇଲେ ବର୍ଷା

ଦୀର୍ଘ ଦିନ ହେବ ଏହି ମାମଲା ଚାଲି ଆସିଛି । ଓଡ଼ିଶାବାସୀ ମଧ୍ୟ ଚାହିଁ ବସିଛନ୍ତି କେବେ ତୁଟିବ ଓଲିଉଡର ଏହି ସୁପରଷ୍ଟାର ଅନୁଭବ-ବର୍ଷା କଳି ।

organ failure
କିଡନୀ ରୋଗରେ ପଡିଛି ପୁଅ…ଚିକିତ୍ସା ପାଇଁ ଟଙ୍କା ମାଗୁଛି ମାଆ

ଜନ୍ମ ହେଉ ହେଉ ଦୁଇଟିଯାକ କିଡନୀ ନଷ୍ଟ। ଅପରେସନ୍ କରି ଗୋଟିଏ କିଡନୀ ବାହାର କଲେ ଡାକ୍ତର…ହେଲେ ଏବେବି ସୁସ୍ଥ ହେଉନି ପୁଅ, ପୀୟୂଷର ଜୀବନ ବଂଚାଇବା ପାଇଁ କାନ୍ଦି କାନ୍ଦି ସାହାଯ୍ୟ ମାଗୁଛି ମାଆ…

Lunar eclipse
ଚନ୍ଦ୍ରଗ୍ରହଣ ଦିନ ଏହି ସବୁ ଦାନ କଲେ ଚାକିରି ନିଶ୍ଚିତ !!

୮ ତାରିଖରେ ଚନ୍ଦ୍ରଗ୍ରହଣ...ଆପଣ ଯଦି ସେହି ଦିନ ଏହି ସବୁ ପଦାର୍ଥ ଦାନ କରନ୍ତି ତେବେ ଚାକିରି ନିଶ୍ଚିତ...ଆଉ ଯଦି ଦେହ ଖରାପ ହେଉଛି ତେବେ...

Special story
LED ସ୍କ୍ରିନ୍‌ରେ ଧବଳେଶ୍ୱର ଦର୍ଶନ ! ପଞ୍ଚୁକରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ସ୍ଥିତି ସମୀକ୍ଷା ପରେ ଭର୍ଚୁଆଲ ଦର୍ଶନ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Elephant spotted in residential area of Bhubaneswar
ଦିନରେ ପିପିଲିରେ ଉତ୍ପାତ ପରେ ରାତିରେ ଭୁବନେଶ୍ୱରରେ ପଶିଲା ହାତୀ

ଗତକାଲି ବିଳମ୍ବିତ ରାତିରେ ହାତୀଟି ସହର ମଧ୍ୟକୁ ପଶିଥିଲା। ହାତୀଟି ମଧ୍ୟରାତ୍ରି ପ୍ରାୟ ସାଢେ ୧୨ଟାରେ ପ୍ରଥମେ ଧଉଳି ଅଞ୍ଚଳରେ ଦେଖିବାକୁ ମିଳିଥିଲା।

Funny Accident
ଜୋରଦାର ଆକ୍ସିଡେଣ୍ଟ ପରେ କାର୍ ଉପରେ ପୋଜ୍ ଦେଲେ ଯୁବକ

ଆଶ୍ଚର୍ଯ୍ୟ !! ଜବରଦସ୍ତ ଆକ୍ସିଡେଣ୍ଟ ପରେ କାର୍‌ ଉପରେ ପୋଜ୍‌ ଦେଲେ ଯୁବକ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

  • Wednesday, 02 November 2022
News Fuse
ଏଇଟା ଶ୍ରୀକ୍ଷେତ୍ର ନାଁ ନବୀନ କ୍ଷେତ୍ର? ଇଲୋ ଇଏ କି ଭଜନ?

ଧନ୍ୟ ଧନ୍ୟ ନବୀନ କଥା...ବ୍ରହ୍ମା, ବିଷ୍ଣୁ ହର...ମାଉସୀଲୋ...ପୁରୀ ଆସି ଜଗାର ନାମ ନେବ ନା ନବୀନ ବାବୁଙ୍କ ନାଁ ନେବ। ଏବେ ତ ଖାଲି ହେ ନବୀନ ବାବୁ ଆମେ ତୁମର ଫ୍ୟାନ

3 Died In Road Accident In Khordha
ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେଲା କାର୍‌, ୩ ମୃତ

କାର୍‌ରେ ଡ୍ରାଇଭରଙ୍କ ସମେତ ୩ ଜଣ ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲେ। ଏହି ସମୟରେ ବୋଲଗଡ଼ ପଞ୍ଚୁକୋଟ ଢାବା ନିକଟରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

Shankaracharya
ଯୀଶୁଖ୍ରୀଷ୍ଟ ହିନ୍ଦୁ ଥିଲେ ! ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହେଲାଣି ବିବାଦ

ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖ୍ରୀଷ୍ଟିଆନଙ୍କ ବିରୋଧ । ଆର୍କ ବିଶପ କହିଲେ, ପ୍ରମାଣ ଥିଲେ ଦିଅ ।

Dhabaleswar Bridge
ଧବଳେଶ୍ୱରକୁ ବାଧକ ସାଜିଲା ଝୁଲା ପୋଲ

ପଞ୍ଚୁକ ଓ ବଡ଼ଓଷାରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଝୁଲା ପୋଲ ଅସୁରକ୍ଷିତ ଥିବା ଦର୍ଶାଇ ଏହାକୁ ସାମୟିକ ବନ୍ଦ କରିଦେଇଛି ପ୍ରଶାସନ । ସେହିପରି ପୀଠ ପରିସରରେ ୧୪୪ ଧାରା ଜାରି ହୋଇଛି ।

Villagers protest
ଟାଟା ଅଧିକୃତ ଜମିରେ ଫର୍ଟିଲାଇଜର ପ୍ଲାଣ୍ଟକୁ ବିରୋଧ

ଟାଟା ଅଧିକୃତ ଜମିରେ ସାର କାରଖାନାକୁ ତୀବ୍ର ବିରୋଧ । କମ୍ପାନୀ ନିର୍ମାଣ ସ୍ଥଳକୁ ଧସେଇ ପସିବା ସହ ଧାରଣା ଦେଇଛନ୍ତି ଶତାଧିକ ଗ୍ରାମବାସୀ ।

Dhabaleswar Bridge
ପଞ୍ଚୁକରେ ବି ନିରାଶ ହେବେ ଭକ୍ତ; ଧବଳେଶ୍ୱର ପୀଠ ଯିବାକୁ ମନା କଲା ପ୍ରଶାସନ

ପଞ୍ଚୁକ ଓ ବଡ଼ଓଷାରେ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା । ବାଟ ଓଗାଳିଲା ଅସୁରକ୍ଷିତ ଝୁଲା ପୋଲ । କାର୍ତ୍ତିକ ପଞ୍ଚୁକ ତା ସାଙ୍ଗକୁ ବଡ଼ ଓଷା ଲୋକାରଣ୍ୟ ହୋଇଥାଆନ୍ତା ରାଜ୍ୟର ଅନ୍ୟତମ ପୁରାତନ ଶୈବପୀଠ ଧବଳେଶ୍ୱର ।

Awareness Programme
ସେବା, ସୁଶାସନ ଓ ଗରିବ କଲ୍ୟାଣ ଶୀର୍ଷକ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୈଦାନକେଲ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା।

Deprived of government assistance
୯୯ ବାତ୍ୟାରେ ଘର ଭାଙ୍ଗିଥିଲା ଯେ ଆଜିଯାଏଁ ମିଳିଲାନି

ମହାବାତ୍ୟାରେ ଭାଙ୍ଗିଯାଇଥିଲା ଘର। ବଡବାବୁଙ୍କୁ ଗୁହାରି ଗୁହାରି କରିବା ପରେ ୫ ହଜାର ଟଙ୍କା ସହିତ ୧୪ ବସ୍ତା ସିମେଣ୍ଟ ଦେଇଦେଲେ । ବାସ୍‌ ଏତିକିରେ ଘର ହେବ ନା ପିଣ୍ଡା? ଅକଥନୀୟ ଦୁଃଖରେ ଏବେ ଦିବ୍ୟାଙ୍ଗ ଦମ୍ପତି...ସରକାରୀ ସାହାଯ୍ୟକୁ ଅପେକ୍ଷା

  • Tuesday, 01 November 2022
Dhabaleswar Temple
ଧବଳେଶ୍ୱର ପୀଠରେ ୧୪୪, ଭକ୍ତଙ୍କୁ ଆସିବା ମନା

ଗତକାଲି ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା।

Virat Kohli
କୋହଲିଙ୍କ ବେଡ୍‌ରୁମ୍‌ର ଭିଡିଓ ଭାଇରାଲ କଲା କିଏ?

ସୋସିଆଲ ମିଡିଆରେ ଘୂରି ବୁଲୁଛି କୋହଲିଙ୍କ ଭାଇରାଲ ଭିଡିଓ। ହେଲେ ବେଡ୍‌ରୁମ୍‌ର ଭିଡିଓ ଭାଇରାଲ କଲା କିଏ?

News Fuse
ସିନ୍‌ ରିକ୍ରଏସନ୍‌ ପଛରେ ହେବ, ଆଗେ ଅସଲି ଆକ୍ସନ ଆରମ୍ଭ ହୋଇଗଲା...

ଅଭିଯୁକ୍ତଙ୍କୁ ସିନ୍‌-ରିକ୍ରିଏସନ୍‌ ପାଇଁ ଆଣିଥିଲା ପୋଲିସ୍‌। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ଭିଡ ଭିତରେ ମାମୁଁଙ୍କୁ ହାତ ଉଠାଇ ଦେଲେ ଲୋକେ...ତା’ପରେ ଦେଖନ୍ତୁ ହେଲା କଣ?

 Woman takes lion for walk
ଆଶ୍ଚର୍ଯ୍ୟ ଲାଗିଲେ ବି ସତ !! ଏଇଠି ସମସ୍ତଙ୍କ ଘରେ ରୁହେ ସିଂହ

ଆଶ୍ଚର୍ଯ୍ୟ !! ଏମାନଙ୍କ ସାହସ ମାନିବାକୁ ପଡିବ। କୁକୁର ଭଳି ସିଂହଙ୍କ ବେକରେ ଚେନ୍‌ ବାନ୍ଧି ଏମାନେ କରୁଛନ୍ତି ମର୍ଣ୍ଣିଂୱାର୍କ...ଭାଇରାଲ ହେଉଛି ଭିଡିଓ

Similipal National Park
ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ସୁନ୍ଦରୀ ଶିମିଳିପାଳ

ଡାକବଙ୍ଗଳାରେ ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନେ ଅଗ୍ରୀମ ଦେୟ ପୈଠକରି କେବଳ ଅନଲାଇନରେ ସଂରକ୍ଷଣ କରିବାକୁ ପଡ଼ିବ।

Archana Nag
ଏତେ ନେତାମନ୍ତ୍ରୀ ଚିହ୍ନା କାହାକୁ ଗୋଟେ ଫୋନ୍‌ କର, ଆମେ ବାହାରକୁ ବାହାରିବା

ଜଗୁ ଆମ ଘରକୁ ଏତେ ନେତା-ମନ୍ତ୍ରୀ ଆସୁଥିଲେ। ରାତିରେ ଡିନର କରୁଥିଲେ, କୋଉ ନେତା-ମନ୍ତ୍ରୀଙ୍କୁ ଫୋନ୍‌ ଟିକିଏ ଲଗାଉନ। ଆମକୁ ଏ ଜେଲରୁ ବାହାର କରିବେ...ଜଗବନ୍ଧୁ କହିଲେ, ବିରୋଧୀ ମାତିଛନ୍ତି...ଏବେ ବେଲ୍‌ ମିଳିବନି

Heart stopped for 17 minutes after three months back home
ଚମତ୍କାର…ଜନ୍ମରୁ ୧୭ ମିନିଟ୍ ପାଇଁ ବନ୍ଦ ହୋଇଗଲା ଶ୍ୱାସକ୍ରିୟା; ୩ ମାସ ପରେ ଘରକୁ ଫେରିଲା

ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏକ ଅପରିପକ୍ୱ ଶିଶୁର ହୃଦୟର ସ୍ପନ୍ଦନ ୧୭ ମିନିଟ୍ ପାଇଁ ବନ୍ଦ ହୋଇଗଲା। ଡାକ୍ତରମାନେ ଆଶା ଛାଡିଦେଇଥିଲେ। କିନ୍ତୁ ଏମିତି ଚମତ୍କାର ହେଲା ଯେ ୩ ମାସ ପରେ ଶିଶୁଟି ଘରକୁ ଫେରିଲା।

Dhabaleswar Bridge
ମୋର୍ବି ଟ୍ରାଜେଡି ଇଫେକ୍ଟ ପରେ ପ୍ରଶାସନର ଚେତା ପଶିଲା

ଟ୍ରାଜେଡି ଗୁଜରାଟ ମୋର୍ବିରେ..ହେଲେ ଛନକା ଧବଳେଶ୍ୱର ପୀଠରେ..କାହିଁକିନା ଏଠି ବି ଅଛି ଝୁଲାପୋଲ, ଚାଲୁଛନ୍ତି ମାଳ ମାଳ ଭକ୍ତ

Ashara Alok
ଯାହା ଥିଲା ସବୁ ସାରି ଦେଇଛି, ଆଉ ମୁଁ ପାରୁନି

ଦୁହେଁ ପ୍ରେମ ବିବାହ କରିଥିଲେ। ୨୨ ବର୍ଷ ଧରି ସଂସାର ଚଳାଉଥିଲେ। ଦୁଇ ଦୁଇଟି ପୁଅ। ହେଲେ ସ୍ତ୍ରୀଙ୍କୁ ରୋଗ ମାଡି ବସିବାରୁ ସ୍ୱାମୀ ଏବେ ନିରାଶ। ୨୨ ବର୍ଷର ସମ୍ପର୍କ କଣ ଏଇ ଟିକିଏ କଥାରେ ଭାଙ୍ଗିଯିବ ?

Apana Eka Nuhanty
ମୋ ପରିବାରକୁ ଉଦ୍ଧାର କର...

ସ୍ୱାମୀ ରୋଗାଗ୍ରସ୍ତ। କୋଳରେ ଦୁଇଦୁଇଟି ଛୁଆ। ଘର ଅବସ୍ଥା ଭଲ ନାହିଁ। ସ୍ତ୍ରୀ ଆଖିରେ ଧାରଧାର ଲୁହ