ରାତି ଯେତିକି ଯେତିକି ବଢୁଥିଲା ଅଫତାବ୍ ଘରେ ସେତିକି ସେତିକି ବେପାର ଜମୁଥିଲା। ଭିଡ୍ ହେଉଥିଲା ପୂରା ଖଚ୍ଚାଖଚ୍...ଏଇ ହ୍ୱାଟ୍ସଆପ୍ରେ ଲୁଚିଛି କି ଶ୍ରଦ୍ଧାଙ୍କ ମୃତ୍ୟୁ ରହସ୍ୟ !!
“ତୁମେ ଦେଖନି, ଜାଣ”...ବେଶ୍ୟାବୃତ୍ତି ପାଇଁ ଅନୁମତି ଦେବ କି? ଆଲୋ ଆଲୋ ମ୍ୟାଡମ୍ କଣ ଏତେ ଜୋରରେ ରାଗିଗଲେ? ଫୁଲ ପିକ୍ଅପ୍ରେ , ମୋ ବୋଉଲୋ...ନାରଣ ଚାଲ୍ ପଳେଇବା
ହତ୍ୟା ମାମଲାରେ ଜେଲ୍ ଗଲେ ବାପା-ମାଆ-ଭାଇ। ଏବେ ଅସହାୟ ଅବସ୍ଥାରେ ବଂଚୁଛନ୍ତି ଦୁଇ ଭଉଣୀ...ଖାଇବାକୁ ନାହିଁ କି ଘର ନାହିଁ। ଦିନ ଯେତିକି ବଢୁଛି, ସାନ ଭଉଣୀର ପେଟର ଯନ୍ତ୍ରଣା ସେତିକି ବଢୁଛି। ସାହାଯ୍ୟ ପାଇଁ ଦୁଇ ଭଉଣୀ କରୁଛନ୍ତି ପ୍ରାର୍ଥନା
ଶ୍ରୀ ଲିଙ୍ଗରାଜ ମନ୍ଦିର ସେବାୟତ ନବକୁମାର ନାୟକଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି। ଭାଇ ସୋମନାଥ ନାୟକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ପିଲାଙ୍କ ଜୀବନ ସହ ଖେଳ? ଯେଉଁଠି ସୁଷମ ଛତୁଆ ତିଆରି ହେଉଛି ସେଇଠି ପାରା କରୁଛି ମଳତ୍ୟାଗ !! ଦେଖନ୍ତୁ ଏହି ଭିଡିଓ
ଆଶ୍ଚର୍ଯ୍ୟ ଲାଗିଲେ ବି ସତ...କିଛି ନଖାଇ ନପିଇ କେବଳ ସିଗାରେଟ୍ ଟାଣିଟାଣି ପଳାଇଲେ ୪୨ କିମି ରାସ୍ତା। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...
ହିନ୍ଦୁ ଧର୍ମର ଅନେକ ଦେବତାମାନଙ୍କ ମଧ୍ୟରୁ ଭୈରବନାଥଙ୍କ ପ୍ରସାଦଙ୍କୁ ଅନନ୍ୟ ବିବେଚନା କରାଯାଏ। କାରଣ ତାଙ୍କୁ ଦିଆଯାଇଥିବା ଭୋଗ ବା ପ୍ରସାଦ ଅନ୍ୟ ଦେବତାମାନଙ୍କଠାରୁ ଖୁବ ଭିନ୍ନ। ଏଠି ୬୦ ପ୍ରକାରର ସିଗାରେଟ୍ ପ୍ୟାକେଟ୍, ୪୦ ପ୍ରକାରର ମଦ ଭୋଗ କରାଯାଏ।
ଇଚ୍ଛାଧୀନ କୋଟା କେଳେଙ୍କାରୀକୁ ନେଇ ରାଜ୍ୟ ସରକାରଙ୍କ ୟୁଟର୍ଣ୍ଣ । ୮ ବର୍ଷ ପୂର୍ବରୁ କ୍ୟାବନେଟ୍ ନିଷ୍ପତ୍ତିକୁ ପୁଣି ଥରେ ବଦଳାଇଦେଲେ.
ସ୍ତମ୍ଭ ଚାରିପାଖେ ବୃତ୍ତାକାର ଫ୍ରେମ୍ ଉପରେ ରୁପା ଚାଦର ଆଚ୍ଛାଦନ କରି ସୁରକ୍ଷିତ ରଖିବାକୁ ପ୍ରସ୍ତାବ ରଖାଗଲା।
ଦିନ ଦ୍ୱିପ୍ରହରେ ପେଟେ ନାଲିପାଣି ପିଇ ରାସ୍ତାରେ ଗଡୁଛନ୍ତି ଶିକ୍ଷକ। ନିଶା ଏମିତି ଯେ କଥା ବି କହିପାରୁନାହାନ୍ତି..ସାର୍ଙ୍କର ଭିଡିଓ ହେଉଛି ଭାଇରାଲ..
୧୧କେଭି ତାରରେ ହାତ ଲାଗିଗଲା..ଡାକ୍ତର କାଟିଦେଲେ ହାତ। ଖଟିଆରେ ଶୋଇଛି ଭେଣ୍ଡିଆ ପୁଅ..ପୁଅର ଚିକିତ୍ସା ପାଇଁ ସବୁ ସମ୍ବଳ ଖର୍ଚ୍ଚ କରିସାରିଲେଣି ପରିବାର ଲୋକେ..ହେଲେ ଏବେ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ ଅପେକ୍ଷାରେ ନବୀନ
ଟାଟା କମ୍ପାନୀର ବିଚିତ୍ର ବିଲ୍। ଇନ୍ଦିରା ଆବାସ ଘରେ ଜଳୁଛି ୨ଟି ବଲ ସାଙ୍ଗକୁ ବୁଲୁଛି ଗୋଟିଏ ଫ୍ୟାନ୍..ମାସ ଶେଷକୁ ବିଲ୍ ଆସୁଛି ଦେଢଲକ୍ଷ..
ଗରୁଡ଼ ସ୍ତମ୍ଭକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟାଇ ପତଳା ହେବା ସହ ସ୍ତମ୍ଭଟିର ସ୍ଥାୟିତ୍ୱ ପ୍ରତି ବିପଦ ଦେଖା ଦେଇଛି।
ପ୍ରେମ କେତେ ପବିତ୍ର ଏହି କାହଣା ହିଁ ବୟାନ କରୁଛି । ୭ ବର୍ଷ ପ୍ରେମରେ ବାଧକ ସାଜିପାରିନି ଦିବ୍ୟାଙ୍ଗ । ପଣ୍ଡିତଙ୍କ ବେଦମନ୍ତ୍ର ଉଚ୍ଚାରଣ ହେଉଛି ଦେବସ୍ମିତାଙ୍କ ମଥାରେ ସିନ୍ଦୁର ଦେଉଛନ୍ତି ଶୁଭ୍ରାଂଶୁ । କନିଆ ବେକରେ ବରଣମାଳାର ଅଦଳବଦଳ ବି ହେଉଛି, ଆଉ ଶେଷରେ ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ଶୁଭ୍ରାଂଶୁ ୭ ଫେରା ନେଉଛନ୍ତି । ଆଉ ହ୍ୱିଲ ଚେୟାରରେ ବସିଛନ୍ତି ଦେବସ୍ମିତା ।
ଆଃ !! ପ୍ରକୃତି କେତେ ସୁନ୍ଦର? ଇଏ ପୁଣି ବ୍ରିଟିଶ ଅମଳର ରାସ୍ତା...ଶୀତୁଆ ସକାଳେ ଏଇ ରାସ୍ତା ଦେଇ ଯିଏ ଯାଇଛି ସିଏ ମନ ଦେଇ ବସିଛି
ଆଜି ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି।
ଆଲୋ ଆଲୋ...ନିବାରଣ ରାଲିରେ ମଉସାଙ୍କ ମଦ ଦେଲା କିଏ? ଏଇଟା ଦେଶୀ ନା ବିଦେଶୀ? ଏମିତି ପ୍ରତିବାଦୀ ରହିଲେ ପୂରା ଶହେ ଶହେରେ ଖେଳ
ଦିନ ଦ୍ୱିପ୍ରହରେ ପେଟେ ନାଲିପାଣି ରାସ୍ତାରେ ଗଡୁଛନ୍ତି ଶିକ୍ଷକ। ନିଶା ଏମିତି ଯେ କଥା ବି କହିପାରୁନାହାନ୍ତି...ସାର୍ଙ୍କର ଭିଡିଓ ହେଉଛି ଭାଇରାଲ
ପୋଷା କୁକୁର କାମୁଡ଼ାକୁ ନେଇ ମହାଭାରତ ପରେ ପେଟ ଆନିମାଲ ଗାଇଡଲାଇନ୍ସ ଆଣିବାକୁ ଯାଉଛି ବିଏମସି । ତେବେ ପ୍ରସ୍ତାବିତ ଗାଇଡଲାଇନ୍ସକୁ ନେଇ ଆରମ୍ଭ ହୋଇଛି ବିତର୍କ । କିଛି ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରିଛନ୍ତି ..
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ବାଃ ବାଃରେ ସରକାର। ଏଇଠି ଗୋଟିଏ ଗଛ ମୂଳେ ଚାଲିଛି ମେଡିକାଲ ସାଙ୍ଗକୁ ସ୍କୁଲ...ସବୁ ଜାଣି ଚୁପ୍ ବସିଛି ପ୍ରଶାସନ...
କେତେ ଯୁକ୍ତିଯୁକ୍ତ ବିଏମ୍ସିର ପ୍ରସ୍ତାବିତ ପେଟ୍ ଆନିମଲ ଗାଇଡଲାଇନ୍ସ ? ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ ।
ଘରୋଇ କଂପାନୀ ସ୍କାଏ ରୁଟ୍ ଏରୋସ୍ପେସର ବିକ୍ରମ-ଏସ୍ ରକେଟ୍
ପରବର୍ତ୍ତୀ ଶୁଣାଣି ଯାଏଁ OPSC କିଛି କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ
ଆସନ୍ତା ସପ୍ତାହ ସୁଦ୍ଧା ନିୟମ ଲାଗୁ ହେବା ନେଇ ବିଏମସି କମିଶନରଙ୍କ ସୂଚନା