• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Orissa High Court Stays Auction Of Sarala Realcon Properties
ଶାରଳା ରିୟଲକନ୍‌ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ

ଚିଟ୍‌ଫଣ୍ଡ ସଂସ୍ଥା ଶାରଳା ରିୟଲକନ୍‌ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପ୍ରାୟ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନିଲାମ ଉପରେ ଏହି ରହିତାଦେଶ ଜାରି ହୋଇଛି। 

Father quit his job for his daughter
ଆଶ୍ଚର୍ଯ୍ୟ !! ଝିଅ ପାଇଁ ଚାକିରି ଛାଡିଲେ ବାପା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ଝିଅକୁ ସମୟ ଦେବା ପାଇଁ ଚାକିରି ଛାଡିଦେଲେ ବାପା...ସମସ୍ତେ କହିଲେ ନିଷ୍ପତ୍ତି ଭୁଲ୍‌, ହେଲେ ବାପା କହିଲେ...

  • Tuesday, 22 November 2022
Jajpur train mishap
୧୫ ଘଣ୍ଟା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ

ଦ୍ରୁତଗାମୀ ମାଲ୍‌ବାହୀ ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। କିଛି ବଗି ଯାତ୍ରୀ ବିଶ୍ରାମଗାର ଓ ଟିକେଟ୍‌ ଘର ଉପରକୁ ମାଡ଼ି ଯାଇଥିଲା।

Paper Boy
ଜିଲ୍ଲାପାଳ ପରେ ଏବେ ବିଧାୟକ; ପେପର୍‌ ବଏ ଚୁମନ ରାଓର ସ୍ୱପ୍ନ ଏବେ ପୂରା ହେବ

ପୁଣି ଚର୍ଚ୍ଚାରେ ବଲାଙ୍ଗିରର ପେପର ବୟ ଚୁମନ୍‌ ରାଓ। ସହାୟତା ଦେବା ପାଇଁ ପହଞ୍ଚିଲେ ବଲାଙ୍ଗିର ବିଧାୟକ..ପାଠ ପଢିବାରେ ଚୁମନକୁ ମିଳିବ ଅନେକ ପ୍ରକାର ସହାୟତା

 Anganwadi workers Strike
'ସରକାରୀ କର୍ମଚାରୀର ମାନ୍ୟତା ଦିଅ, ମାସକୁ ୫ହଜାର ପେନସନ୍ ଦିଅ'

ରାଜଧାନୀ ଛାତି ଉପରୁ ଗର୍ଜନ। ସରକାରଙ୍କୁ ସିଧାସଳଖ ଚେତାବନୀ। ସରକାରୀ କର୍ମଚାରୀର ମାନ୍ୟତା, ମାସକୁ ୫ହଜାର ପେନସନ୍, ମୃତ୍ୟୁ ଘଟିଲେ ପରିବାରର ଜଣଙ୍କୁ ଚାକିରି ସହ ୫ଲକ୍ଷ କ୍ଷତିପୂରଣ ୮ଦଫା ଦାବିରେ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ଗର୍ଜନ କରିଛନ୍ତି ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ। ପାଖାପାଖି ୫୦ହଜାରରୁ ଅଧିକ ଅଙ୍ଗନଓ୍ୱାଡ଼ି କର୍ମଚାରୀ, ସରକାରଙ୍କ ମିଥ୍ୟା ପ୍ରତିଶୃତିର କଡା ଜବାବ ଦେଇ ବନ୍ଦ ରଖିଛନ୍ତି। ସାରା ରାଜ୍ୟର ୬୦ ହଜାରରୁ ଉର୍ଦ୍ଧ୍ୱ ଅଙ୍ଗନବାଡ଼ି କେନ୍ଦ୍ର ହକ୍ ପାଇଁ ବିଧାନସଭା ଆଗରେ ଦେଇଛନ୍ତି ଧାରଣା।

 Anganwadi workers Strike
'ସରକାରୀ କର୍ମଚାରୀର ମାନ୍ୟତା ଦିଅ, ମାସକୁ ୫ହଜାର ପେନସନ୍ ଦିଅ'

ଚାକିରିରୁ ବହିଷ୍କାର ପାଇଁ ଡର ନାହିଁ କହି ରାଜ୍ୟ ସରକାରଙ୍କୁ ବି ଦେଇଛନ୍ତି ଖୋଲା ଆହ୍ୱାନ।

Dubai in unknown circumstances
ଦୁବାଇରୁ ଶବ ହୋଇ ଫେରିଲା ପୁଅ..ଗାଁ ସାରା କାନ୍ଦବୋବାଳି...

ପରିବାର ପୋଷିବା ପାଇଁ ଦୁବାଇ ଯାଇଥିଲା ଭେଣ୍ଡିଆ ପୁଅ। ବିଦେଶରେ ଚାଲିଗଲା ପ୍ରାଣ...ଘରକୁ ଶବ ଫେରିବା ପରେ ଦାଣ୍ଡ ଦୁଆରେ ପଡିଛି କାନ୍ଦବୋବାଳି...ଯୁବା ପୁଅକୁ ହରାଇ ମୁଣ୍ଡ ବାଡେଇ କାନ୍ଦୁଛି ବାପା, ଛାତି ବାଡେଇ କାନ୍ଦୁଛି ମାଆ

  • Monday, 21 November 2022
paper boy
ଚର୍ଚ୍ଚାରେ ପେପର ବୟ ଚୁମନ ରାଓ...ସହାୟତା ପାଇଁ ପହଞ୍ଚିଲେ ବଲାଙ୍ଗିର ବିଧାୟକ

ପୁଣି ଚର୍ଚ୍ଚାରେ ବଲାଙ୍ଗିରର ପେପର ବୟ ଚୁମନ୍‌ ରାଓ। ସହାୟତା ଦେବା ପାଇଁ ପହଞ୍ଚିଲେ ବଲାଙ୍ଗିର ବିଧାୟକ...ପାଠ ପଢିବାରେ ଚୁମନକୁ ମିଳିବ ଅନେକ ପ୍ରକାର ସହାୟତା

  • Monday, 21 November 2022
 Train Accident
ମୃତ୍ୟୁ ସାଜି ଆସିଲା ମାଲଗାଡ଼ି ! ନେଇଗଲା ମା’ଝିଅଙ୍କ ଜୀବନ, ବର୍ତ୍ତିଗଲା ଅଢ଼େଇ ମାସର କୁନି ଝିଅ

ସକାଳୁ ସକାଳୁ କଟକ ବଡ଼ ମେଡିକାଲ ଯିବାକୁ ଘରୁ ଗୋଡ଼ କା‍ଢ଼ିଥିବା ମା’ ଝିଅ ଜାଣି ନ ଥିଲେ ଏପରି ଜୀବନ ଚାଲିଯିବ ।

Viral Video
ରାସନ କାର୍ଡରେ ବଦଳିଗଲା ସାଙ୍ଗିଆ...ଭୋ ଭୋ ଭୁକି କରୁଛନ୍ତି ପ୍ରତିବାଦ

ରାସନ କାର୍ଡରେ ବଦଳିଗଲା ସାଙ୍ଗିଆ...ଭୋ ଭୋ ହୋଇ ଭୁକିଲେ, ବିଡିଓଙ୍କ ଗାଡି ସାମ୍ନାରେ ଏମିତି ଗୁହାରି କଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

Graduate Chai Wali Priyanka Gupta
ସୋସିଆଲ ମିଡିଆରେ ଭୋ ଭୋ କାନ୍ଦିଲେ ଗ୍ରାଜୁଏଟ୍‌ ଚା’ବାଲି..

ଦୋକାନ କରି ପରିବାର ପୋଷୁଥିଲେ ଗ୍ରାଜୁଏଟ୍‌ ଚା’ ବାଲି ପ୍ରିୟଙ୍କା। ହେଲେ ହଠାତ୍‌ ଦୋକାନ ଭାଙ୍ଗିଦେଲା ବିହାର ପ୍ରଶାସନ। ସୋସିଆଲ ମିଡିଆରେ ଭୋ ଭୋ କାନ୍ଦିଲେ ...କହିଲେ, ବିହାରରେ ଝିଅ ହେବା ପାପ...

  • Monday, 21 November 2022
Train Accident
ଯାଜପୁର କୋରେଇ ଟ୍ରେନ୍‌ ଦୁର୍ଘଟଣା: ୮ ଟ୍ରେନ୍‌ ବାତିଲ

ଲୋକେ ସକାଳୁ ଯାତ୍ରୀ ବିଶ୍ରାମଗାରାରେ ଶୋଇଥିଲେ, ଏହି ସମୟରେ ଘଟିଛି ଏହି ଅଘଟଣ ।

Special story
ସମୟ ୬ଟା ୪୦ . . . ପ୍ରଚଣ୍ଡ ଶଦ୍ଦ କରି ମାଡ଼ି ଆସିଲା ଲୌହଦାନବ . . .ନେଇଗଲା ଜୀବନ

‘ଚାରିରୁ ପାଞ୍ଚ ଜଣ ଚିତ୍କାର କରୁଥାଆନ୍ତି . . . ’

Special story
ସରକାରୀ ବ୍ୟବସ୍ଥାକୁ ଅଟ୍ଟହାସ୍ୟ ! ଖୋଲା ଆକାଶ ତଳେ ଫୁଟପାଥକୁ ଶେଯ କରିଛନ୍ତି ନିରାଶ୍ରୟ

ନାଇଟ୍ ସେଲଟର ବ୍ୟବସ୍ଥା କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି ।

News Fuse
ଟିକିଏ ନାଲିପାଣି ପିଇଲା ପରେ ଗାନ୍ଧୀ ପୂରା ବେହାଲ

ମୋ ବୋଉଲୋ...ଆଲୋ ଆଲୋ ନାରଣ ଦେଖ୍‌...ଇଏ ଗାନ୍ଧୀ ପୂରା ବେହାଲ। ଏତେ ମାତ୍ରାରେ ସୋମରୋସ ପାନ କରିଛନ୍ତି ଯେ ଆଉ ଚାଲିବା ଅବସ୍ଥାରେ ନାହାନ୍ତି...ରାସ୍ତା କଡରେ ହାଉଲୋ କିନା...ଦେଖ୍‌ ଦେଖ୍‌ ଭିଡିଓ

Special story
ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍ : ଚାଲିଗଲା ୩ ଜୀବନ

ଯାଜପୁର କୋରେଇରେ ଟ୍ରେନ୍ ଦୁର୍ଘଟଣା, ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

Tata
ଟାଟା ପାୱାର ଦାୟିତ୍ୱ ନେବା ପରେ ଚିନ୍ତାରେ ଖାଉଟି

ଟାଟା ପାୱାର ଦାୟିତ୍ୱ ନେବା ପରେ ଚିନ୍ତାରେ ଖାଉଟି। ମିଳୁନି ଉନ୍ନତମାନର ସେବା, ହେଲେ ବିଲ୍ ଆସୁଛି ମୋଟା ଅଙ୍କର ଟଙ୍କା...

Teachers stage protest in Bhubaneswar demanding proper salary
କନିଷ୍ଠ ବରିଷ୍ଠ ହେଲେ, ବରିଷ୍ଠ କନିଷ୍ଠ ହେଲେ

ରାଜ୍ୟରେ ଫାଇଭ୍‌ ଟି ସରକାର, ହେଲେ ସ୍କୁଲରେ ଟିମ୍‌ ରହିଲାନି। କନିଷ୍ଠ ବରିଷ୍ଠ ହେଲେ, ବରିଷ୍ଠ କନିଷ୍ଠ ହେଲେ

  • Sunday, 20 November 2022
Teachers stage protest in Bhubaneswar demanding proper salary
ତୁଟୁନି ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ଅଡୁଆ, ରାଜଧାନୀରେ ଗର୍ଜିଲେ ହାଇସ୍କୁଲ ଏନପିଏସ୍ ଶିକ୍ଷକ

ଆସନ୍ତା ୨୭ ତାରିଖରେ ମହାସଂଘ ଭୁବନେଶ୍ୱରରେ ବିଶାଳ ସମାବେଶ କରିବ ବୋଲି ସୂଚନା ଦେଇଛି ସଂଘ।

Anganwadi
ଏ ଛତୁଆ ଖାଇଲେ ପିଲା ବଞ୍ଚିବେ ତ?

ପିଲାଙ୍କ ଜୀବନ ସହ ଖେଳ? ଯେଉଁଠି ସୁଷମ ଛତୁଆ ତିଆରି ହେଉଛି ସେଇଠି ପାରା କରୁଛି ମଳତ୍ୟାଗ !! ଦେଖନ୍ତୁ ଏହି ଭିଡିଓ

Jail Inmates
ଏଣିକି ଜେଲ୍‌ରୁ ବାହାରିଲେ କଏଦୀଙ୍କୁ ମିଳିବ ଋଣ !!

କଏଦୀଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ବଡ଼ ଯୋଜନା। ଜେଲ୍‌ ଭିତରେ ଶିଖାଯିବ ଅନେକ ପ୍ରକାର କାମ...ମୁକ୍ତ ହେଲେ ମିଳିବ ସ୍ୱତନ୍ତ୍ର ଋଣ.

Farmers
ବିଲରେ ପୋଲିସର ଚୌକିଦାରୀ!! ପାଣିକୁ ନେଇ ଚାଷୀଙ୍କ ଭିତରେ ଖଣ୍ତଯୁଦ୍ଧ

ବିଲ ହିଡରେ ପୋଲିସ ଜଗିଛି। କ୍ଷେତକୁ ପାଣି ମଡାଚାଲିଛି..ଫସଲ ପାଚିଲା ବେଳକୁ ପାଣିକୁ ନେଇ ବାଡାପିଟା..ଅମଳ ଚିନ୍ତାରେ ଚାଷୀ ।

Elephant Menace
ନିଦ ହଜେଇ ଦେଲେଣି ହାତୀପଲ; ଏକାଥରେ ୧୦୦ ପଶୁଛନ୍ତି, ସବୁ ଛିନ୍‌ଭିନ୍‌ କରିଦେଉଛନ୍ତି

ପାଚୁଛି ଧାନ, ଉତ୍ପାତ କରୁଛନ୍ତି ହାତୀପଲ । ଏକାଥରକେ ଆସୁଛନ୍ତି ୧୦୦ ଟିକିଆ ହାତୀପଲ..ରାତିରେ ଗୋଡେଇଲେ ସକାଳୁ ପୁଣି ଗାଁ ମୁଣ୍ଡରେ ହେଉଛନ୍ତି ହାଜର

Love Story
ଏମିତି ବାହାଘର ଦେଖିନଥିବେ; ହୁଇଲ୍ ଚେୟାର୍‌ରେ ବସି କନିଆଁ ନେଉଛି ସାତଫେରା

ଇଏ ହିଁ ପ୍ରକୃତ ପ୍ରେମ। ବେଦୀରେ ବର ବସିଛି, ହ୍ୱିଲ ଚେୟାରରେ କନିଆଁ ବସିଛି। ହୁତୁହୁତୁ ହୋଇ ଜଳିଲା ହୋମକୁଣ୍ଡ..ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଦିବ୍ୟାଙ୍ଗ ପ୍ରେମିକାର ହାତ ଧରିଲେ ପ୍ରେମିକ..ସବୁଠି ଏଇ ବାହାଘରକୁ ନେଇ ଚାଲିଛି ଚର୍ଚ୍ଚା

Wearing sari a woman did wonders in the gym
Viral Video: ଶାଢୀ ପିନ୍ଧି ବି ଜିମ୍ କରିହୁଏ; ଏ ଭିଡିଓ ତା’ର ଉଦାହରଣ

ଭାଇରାଲ ହେଉଛି ଏକ ପ୍ରେରଣାଦାୟୀ ଭିଡିଓ। ଜଣେ ୫୬ ବର୍ଷ ବୟସ୍କା ମହିଳା ଶାଢୀ ପିନ୍ଧି ଜିମ୍ କରୁଛନ୍ତି। ଲୋକମାନେ ଏହି ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହେଉଛନ୍ତି। ମନ୍ତବ୍ୟ ଦେଇ କହୁଛନ୍ତି – ଫିଟ୍ନେସ୍ ଏବଂ ସଂସ୍କୃତିର ରକ୍ଷାକାରୀ।