ନିପଟ ମଫସଲ ଗାଁର ପୁଅ ସ୍ୱପ୍ନ ଦେଖିଲେ କ୍ରିକେଟର୍ ହେବେ.. ସତ କରିଦେଲା ୟୁଟ୍ୟୁବ୍..
ଫିଲ୍ମରେ ଦେଖିଥିବା କାହାଣୀ ଏବେ ବାସ୍ତବରେ ଦେଖାଦେଇଛି। ଦେଖିବାକୁ ମିଳିଛି ଯେ ଜଣେ ଧନୀ ଘରର ମହିଳା କିପରି ଜଣେ ଟାୟାର୍ ପଙ୍କ୍ଚର୍ ବ୍ୟକ୍ତିଙ୍କ ପ୍ରେମରେ ପଡୁଛନ୍ତି ଆଉ ବିବାହ କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କ ପ୍ରେମ କାହାଣୀ ବିଷୟରେ।
ସାବତ ମାଆ ବୋଲି ସିଏ ତ ପଚାରିଲେନି.. ହେଲେ ତୁମେ ବି ଅନ୍ଧ ପାଲଟିଗଲ.. ମୁଁ ବଞ୍ଚିଥିଲି.. କଣ କ୍ଷତି କରୁଥିଲି ତୁମମାନଙ୍କର ? ମୋତେ ମାରି ପୋଡ଼ିଦେଲ.. ମଶାଣି ଧୋଇଦେଲ,.
ଏମରଜେନ୍ସି ଡ୍ୟୁଟିରେ ବାବୁ ଅଛନ୍ତି.. ତଥାପି ନା ଚିନ୍ତା ନା ଫିକର.. ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରି ଶୋଇଛନ୍ତି ଯେ, ଯେତେ ଡାକିଲେ ବି ବାବୁଙ୍କ ନିଦ ଭାଙ୍ଗୁନି..
ହଇରେ ନାରଣ.. ସୃଷ୍ଟିରେ ଇଏ ଜଣିଏ ଲୋକ ଯିଏ ପଡିଲେ କୁହନ୍ତି ରେଡି ରେଡି..
ଶ୍ରୀଅଙ୍ଗକୁ ଏବେ ବିପଦ ସାଜିଛି ମୂଷା ଓ ଅସରପା ! ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ବେଳେବେଳେ ସେବାୟତମାନେ ଶ୍ରୀଅଙ୍ଗ ପାଖକୁ ଯିବା ସମ୍ଭବପର ହେଉନାହିଁ।
ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଧବଳେଶ୍ୱର ପୀଠ ଖୋଲିଛି। ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।
ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ।
ରାଜାଙ୍କର ହାୱା ଖାନା । ହରିଶପୁରର ରାଜା ଏଇଠି ସମୁଦ୍ର କୂଳିଆ ପବନ ଖାଇବାକୁ ଆସୁଥିଲେ । ଓଡିଶାର ଏହି ଐତିହ୍ୟକୁ ପୁନରୁଦ୍ଧାର ନ କଲେ ସବୁଦିନ ପାଇଁ ହଜିଯିବ ରାଜାଙ୍କର ହାୱା ଖାନା ।
ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ବନ୍ଦ ରହିବ
ଶିମିଳିପାଳର ମନଲୋଭା ଦୃଶ୍ୟ । ଟୁଙ୍କି ଜଳ ପ୍ରପାତ ପାଖରେ ପ୍ରବଳ ଭିଡ। ଶୀତଦିନରେ ମଜା ନେବାକୁ ଆସୁଛନ୍ତି ଲୋକ ।
ଏ ହେଉଛନ୍ତି ଏମିତି ଜଣେ ବାପା ଚାରି ଚାରିଟା ଝିଅ ଜନ୍ମକରି ନିଜ ଜୀବନ ହାରି ଦେଲେ । କାରଣ ହେଉଛି ଲାଳନ ପାଳନ କରି ମଣିଷ କରିବାର ଚିନ୍ତା ତାଙ୍କୁ ବ୍ୟତିବ୍ୟସ୍ତ କରିଦେଲା । ଜୀବନରେ ଅନେକ ଆହ୍ୱାନ୍ ଆସେ , ସମୟ ଅନୁସାରେ ସେ ସବୁ ମଧ୍ୟ ସହଜ ହୋଇଯାଏ, ହେଲେ ଏମିତି ନିଷ୍ପତ୍ତି ପୂରା ଭୁଲ୍ । ଚାରି ଚାରିଟା କଅଁଳା ଝିଅ ପିଲା, ବିଧବା ସ୍ତ୍ରୀ ଓ ମାଆ.. ଏ ଗରିବ ଘରର ଅବସ୍ଥା କଣ ହେଉଥିବ ଏବେ ?
୨୦୨୧ରେ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣାକୁ ବାଧ୍ୟତାମୂଳକ କରିଥିଲେ।
ତହସିଲଦାର ଅଣଦେଖା କଲେ । ବିଦ୍ୟୁତ୍ ତାର ଲାଗି ଧାନ ପୋଡିଗଲା ପରେ ପଚାରିଲାରୁ ଚିହିଁକି ଉଠିଲେ । ସିଧା ସିଧା ବୁମ୍ ଠେଲିଦେଲେ ।
ରାୟଗଡ଼ାରେ ପ୍ରକୃତିକୁ ମନଭରି ଉପଭୋଗ କରୁଛନ୍ତି ବିଦେଶୀ । ସାପ୍ତାହିକ ହାଟ ବୁଲୁଛନ୍ତି, ନଦୀରେ ସ୍ନାନ କରୁଛନ୍ତି ।
ସଂକଟରେ ଏବେ ଓକିଲାତି। ବାହାରିଛି ବିଶ୍ୱର ପ୍ରଥମ ରୋବଟ୍ ଓକିଲ। ଫେବୃଆରୀରେ ଲଢିବ ପ୍ରଥମ ମାମଲା। ଖୁବ କମ୍ ଟଙ୍କାରେ ସମାଧାନ ହେବ କେସ୍।
ବାର୍ହା ଶିକାର ପାଇଁ ୧୧ କେଭି ତାର ବିଛାଇଥିଲେ ଶିକାରୀ। ଏହା ସଂସ୍ପର୍ଶରେ ଆସି ପ୍ରାଣ ହାରିଲା ହାତୀ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି।
ମୋତେ କ୍ୟାନସର ହୋଇଛି। ଏ କଥା କେବେ ହେଲେ ମୋ ମମି ପାପାଙ୍କୁ କହିବେନି। ୬ ବର୍ଷ କୁନି ପୁଅର ଏ ପ୍ରକାର ଆକୁଳ ନିବେଦନ ଡାକ୍ତରଙ୍କ ଆଖିରେ ଭରି ଦେଲା ଲୁହ... ଆଉ ଶେଷରେ...
ବିଭିନ୍ନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ। ୱାର୍ଡ ସାରା ଅଳିଆ ଗଦା ହେଲାଣି। ମହାନଗର ନିଗମ ଶୁଣୁନି। ତେଣୁ ବାଧ୍ୟ ହୋଇ ଜଣେ କର୍ପୋରେଟର ନିଜେ ସଫେଇ ପାଇଁ ବାହାରିଲେ। ହାତରେ ଝାଡୁ ଧରି ଅଳିଆ ଗାଡିରେ ଅଳିଆ ଉଠେଇ ନିଜ ୱାର୍ଡ ସଫା କଲେ…
ଇଂଜିନିୟରିଂ ପାଠ ପଢିଲେ, ମୁମ୍ବାଇରେ ଚାକିରି କଲେ.. ହେଲେ ଏବେ ସେ ଛେଳି ଚରାଉଛନ୍ତି..
ନାରଣ ଦେଖିଲା ଗୋଟିଏ ସରଳରେଖାରେ ମିଶନ ଶକ୍ତି, ଉଈ ଶକ୍ତି ଆଉ ମଦ ଶକ୍ତି
ରେଲ୍ୱେ ଷ୍ଟେସନରେ ଅସମ୍ଭାଳ ଭିଡ଼ ଭିତରେ ଠେଲାପେଲା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ତଳେ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଂଗଠନର ଜୋରଦାର ଆନ୍ଦୋଳନ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ନବୀନ ନିବାସ ଯିବା ବାଟରେ ପୋଲିସ୍ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।
ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ କୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତି ଓ ପାହାନ୍ତା ସମୟରେ ଘରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।