• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Honey farming
ଉପାନ୍ତ ଆଦିବାସୀ ଇଲାକାରେ ହେଉଛି ମହୁଚାଷ । ସ୍ୱଳ୍ପ ଖର୍ଚ୍ଚରେ ହେଉଛି ଅଧିକ ରୋଜଗାର

ଘର ବାଡ଼ିରେ ହେଉଛି ମହୁ ଚାଷ।ଥରେ କାଠ ବାକ୍ସ ଆଣି ଘର ବାଡ଼ିରେ ଭିନ୍ନ ଭିନ୍ନ ସ୍ଥାନରେ ରଖିଦେଲେ ମାସକ ପରେ କାଠ ବାକ୍ସ ରୁ ବାହାରୁଛି ଚାରି ରୁ ପାଞ୍ଚ କିଲ ଓଜନର ମହୁ। ପାହାଡ଼ ପର୍ବତ ଘେରା ଉପାନ୍ତ ଆଦିବାସୀ ଇଲାକାରେ ଚାଷୀଙ୍କୁ ସ୍ୱଳ୍ପ ଖର୍ଚ୍ଚ ରେ ଅଧିକା ରୋଜଗାର ଦେଖାଇଛି ମହୁଚାଷ…

mimicry skills
ଚା’ ଦୋକାନୀର ରୋମାଣ୍ଟିକ ଗୀତରେ ପାଗଳ ଗ୍ରାହକ

ଯିଏ ଚା’ ପିଉ କି ନପିଉ...ଚା’ଦୋକାନୀର ରୋମାଣ୍ଟିକ ଗୀତ ଶୁଣିବାକୁ ସକାଳୁ ସକାଳୁ ଚା’ଦୋକାନ ସାମ୍ନାରେ ଗ୍ରାହକଙ୍କ ଖଚାଖଚ ଭିଡ। ଉଦିନ ନାରାୟଣଙ୍କଠୁ ଆରମ୍ଭ କରି କୁମାର ସାନୁ...ବଲିଉଡ୍‌ କଳାକାରଙ୍କର କରୁଛନ୍ତି ନକଲ...ଦେଖନ୍ତୁ ଭିଡିଓ…

Stampede Like situation At Puri Jagannath Temple
ପୁରୀ ଶ୍ରୀମନ୍ଦିରରେ ଭୟଙ୍କର ଠେଲାପେଲା, ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ

ଶ୍ରୀଜିଉଙ୍କ ଦର୍ଶନ ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଭିଡ଼ ଭିତରେ ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ ହୋଇଛନ୍ତି। ଶ୍ରୀମନ୍ଦିର ଭିତରେ ମଙ୍ଗଳ ଆଳତି ଚାଲୁଥିବା ବେଳେ ଉଭୟ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ।

'Makar Mela' stampede on Gopinathpur-Badamba T bridge
ସିଂହନାଥ ପୀଠରେ ଭୟଙ୍କର ଦଳାଚକଟା: ୧୪୪ ଧାରା ଲାଗୁ, ଦର୍ଶନ ବନ୍ଦ

କଟକ ବଡ଼ମ୍ବା ସିଂହନାଥ ପୀଠରେ ଦଳାଚକଟା ଘଟଣା ପରେ ୧୪୪ ଧାରା ଲାଗିଛି। ମେଳାରେ ପଡ଼ିଥିବା ଦୋକାନୀଙ୍କୁ ଘରକୁ ଯିବା ପାଇଁ ପ୍ରଶାସନ କହିଛି। 

Odisha handball player who represented India now turns night watchman
ଅର୍ନ୍ତଜାତୀୟ ଖେଳାଳିରୁ ପାଲଟିଗଲେ ରାତି ଜଗୁଆଳି

ରାତି ହେଲେ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କ୍ୟାଂପସ୍ ଜଗୁଛନ୍ତି ଆକାଶ। 

People of village in Patnagarh
ଗେଣ୍ଡାଳିଆଙ୍କ ସହ ଜନ୍ମଜନ୍ମର ସମ୍ପର୍କ

ଗେଣ୍ଡାଳିଆଙ୍କ ସହ ଗାଁ ଲୋକଙ୍କ ସମ୍ପର୍କ ଜନ୍ମଜନ୍ମର । 10 ମାସର ରହଣି ମଧ୍ୟରେ ଘରର ପିଲାଭଳି ଗେଣ୍ଡାଳିଆଙ୍କ ଯତ୍ନ ନିଅନ୍ତି ଲୋକେ ।

Lord Jagannath
ଭାଙ୍ଗି ଯାଇଛି କି ମହାପ୍ରଭୁଙ୍କ ପଲଙ୍କ ?

ଭାଙ୍ଗିଯାଇଛି କି ଶ୍ରୀଜଗନ୍ନାଥଙ୍କ ଗଜଦନ୍ତ ରତ୍ନ ପଲଙ୍କ ? ହେଉଛି କି ନୀତିକାନ୍ତି ବାଧାପ୍ରାପ୍ତ? ନା ସେମିତି କିଛି ଘଟଣା ଘଟିନାହିଁ..

Bhadrak girl seeks justice
୧୨ ବର୍ଷର ପ୍ରେମ ଥାନାରେ ଏବେ ମାମଲା

ଲଭ୍ ସେକ୍ସ୍ ଧୋକା। ଦୁହେଁ ଦୁହିଙ୍କୁଙ୍କୁ ଭଲ ପାଉଥିଲେ, ଶାରିରୀକ ସଂପର୍କ ମଧ୍ୟ ରଖିଥିଲେ। ଗର୍ଭଧାରଣ ପରେ ଗର୍ଭ ନଷ୍ଟ ମଧ୍ୟ କଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରି ପାଦରେ ଆଡେଇ ଦେଇଗଲେ ପ୍ରେମିକ….

Paika Smaraki
କେବେ ହେବ ପାଇକ ସ୍ମାରକୀ ? କେବେ ମିଳିବ ସହିଦ ପାଇକ ପୁଅଙ୍କୁ ସମ୍ମାନ ?

ଅନିଶ୍ଚିତତା ଭିତରେ ବରୁଣେଇ ପାଇକ ସ୍ମାରକୀ ନିର୍ମାଣ ପ୍ରକଳ୍ପ ।

National volleyball player
ଦେଶ ପାଇଁ ମେଡାଲ ଆଣିବାକୁ ସେ ସ୍ୱପ୍ନ ଦେଖିଥୁଲେ । ଏବେ କିନ୍ତୁ ଶୋଇବାକୁ ହିଁ ସମୟ ପାଉନାହାନ୍ତି...

ଭାରତ ହ୍ୟାଣ୍ଡବଲ ଫେଡରେସନ ପକ୍ଷରୁ ଦେଶ ପାଇଁ ପ୍ରତିନିଧିତ୍ୱ କରି ଦିନେ ଓଡ଼ିଶା କ୍ରୀଡା ଜଗତରେ ଯୋଡ଼ିଥିଲେ ନୂଆ ଅଧ୍ୟାୟ। ସବୁ ପ୍ରତିକୂଳ ସ୍ଥିତିକୁ ଆଡ଼େଇ ଭାରତୀୟ ଦଳରେ ସୁଯୋଗ ପାଇଥିଲେ ପୁରୀ ତଥା ଶ୍ରୀକ୍ଷେତ୍ର ମାଟିର ସନ୍ତାନ ଆକାଶ ପଟ୍ଟନାୟକ। ଏବେ ସେ ସୁଯୋଗଠୁ କାହିଁ କେତେ ଦୂରରେ...

Jagannath Temple
ଶ୍ରୀଜିଉଙ୍କ ଦିବ୍ୟ ଚକାନୟନକୁ କେମିିତି ଦର୍ଶନ କରିବେ ବିଦେଶୀ ଭକ୍ତ

ବିଦେଶୀ ଭକ୍ତଙ୍କୁ ମିଳୁ ଚକାନୟନକୁ ଦର୍ଶନ ସୁଯୋଗ । ସେବାୟତ, ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ରାଜ୍ୟପାଳଙ୍କ ପ୍ରସ୍ତାବ । ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ । ରାଜ୍ୟପାଳଙ୍କ ପ୍ରସ୍ତାବ ପରେ ବିଭିନ୍ନ ମହଲରେ ଚର୍ଚ୍ଚା।

Hockey World Cup 2023
କାହା ସ୍ୱାର୍ଥରେ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ?

ହକି ବିଶ୍ୱକପ୍ ଆୟୋଜନ ପାଇଁ କୋଟି କୋଟି ଖର୍ଚ୍ଚ । କାହା ସ୍ୱାର୍ଥରେ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ? ଗତଥର ୬୭ କୋଟି, ଏଥର ପ୍ରାୟ ୧୧ ଶହ କୋଟି । ଡିଏମ୍ଏଫ୍ ଫଣ୍ଡ ବିନିଯୋଗ ଉପରେ ବର୍ଷିଲେ ବିରୋଧୀ

Worms swarm Odisha village Polosara, panic triggers among locals
କେଉଁଠୁ ମାଡ଼ି ଆସୁଛନ୍ତି ମାଳ ମାଳ କଳା ପୋକ ?

ହଜାର ହଜାର ସଂଖ୍ୟାରେ ଏଭଳି ପୋକଙ୍କୁ ଦେଖି ଲୋକେ ବି ଭୟଭୀତ ରୋଗ ବ୍ୟାଧି ଆଶଙ୍କାରେ ଗାଁରେ ଛନକା ପଶିଛି। 

  • Friday, 13 January 2023
Gendalia bird
ଏହି ଗାଁରେ ଗେଣ୍ଡାଳିଆଙ୍କୁ ଦେଖିଲେ ଆରମ୍ଭ ହୁଏ ଚାଷକାମ

ଗଛ ଉପରେ ବସି ଚିଁ ଚାଁ ଶଦ୍ଦ କରୁଥୁବା ଏହି ପକ୍ଷୀମାନେ ହେଲେ ଗେଣ୍ଡାଳିଆ।

Jagannath Temple
'ବିଦେଶୀ ଭକ୍ତଙ୍କୁ ମିଳୁ ଚକାନୟନକୁ ଦର୍ଶନ ସୁଯୋଗ'

ବିଦେଶୀ ଭକ୍ତଙ୍କ ଦର୍ଶନ ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀମନ୍ଦିର ସେବାୟତ।

Apana Eka Nuhanti | SHG women accuse RUPL of duping them
ଖରାରେ କାମ କରାଇଲେ, ଶେଷରେ ଠକି ଦେଲେ...

ଖରା ତରାକୁ ଖାତିର ନକରି ମାଆମାନେ କାମ କରୁଥିଲେ । ବକେୟା ଟଙ୍କା ଫେରି ପାଇବାକୁ ଦୌଡି ଦୌଡ଼ି ନୟାନ୍ତ । ପ୍ରାପ୍ୟ ନଦେଇ କମ୍ପାନୀ ଛୁ । ଠକିଗଲେ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ।

News Fuse | 'Unsmart' pics of toilets in 'Smart School' of Odisha
ଉପର ଚିକ୍କଣ ଭିତର ଖାଲି...

5T ସ୍କୁଲ୍ ଶୌଚାଳୟରେ ଶୌଚ ହୋଇପାରିଲେ ହେଲା। ଉପର ଚିକ୍କଣ ଭିତର ଖାଲି...

Maharathi Gramya Udyan cries
ମହାରଥୀଙ୍କ ମୁଣ୍ଡରେ ଚଢେଇ ମଳ… ମାଡ଼ିଲାଣି ଲତା

ପାର୍କ ଭିତରେ ପ୍ରଦୀପ ମହାରଥୀଙ୍କ ବିରାଟ ପ୍ରତିମୂର୍ତ୍ତି..ହେଲେ ଲତା ବୁଦା ଏମିତି ମାଡିଗଲାଣି ଯେ ତମ୍ପ, ବୋଡା, ନାଗ ଏଇଠି ଘର କଲେଣି.. ଏପରିକି ଚଢେଇ ମହାରଥୀଙ୍କ ପ୍ରତିମୂର୍ତ୍ତି ଉପରେ ମଳ ତ୍ୟାଗ କରୁଛନ୍ତି..ଖୋଦ ରୁଦ୍ର ମହାରଥୀ ଏଇ ପାର୍କର ଉଦଘାଟନ କରିଥିଲେ.

South Korea Photo Journalist Falls Into Open Drain In Bhubaneswar
ଭୁବନେଶ୍ୱରର ମୁକୁଳା ଡ୍ରେନ୍‌ରେ ପଡ଼ିଗଲେ ଦକ୍ଷିଣ କୋରିଆ ସାମ୍ବାଦିକ, ହକି କଭରେଜ୍‌ ପାଇଁ ଆସିଥିଲେ...

ହକି ବିଶ୍ୱକପ୍‌ କଭରେଜ୍‌ ପାଇଁ ଓଡ଼ିଶା ଆସିଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଭୁବନେଶ୍ୱରର ମୁକୁଳା ଡ୍ରେନ୍‌ରେ ପଡ଼ି ଆହତ ହୋଇଥିବା ଅଭିଯୋଗ ହୋଇଛି। 

Hanuman temple
ମନ୍ଦିର ଭାଙ୍ଗିବାକୁ ଆସିଥିଲା...କାମ ଦେଲାନି ମେସିନ୍‌...ହନୁମାନଙ୍କ କୃପା ବୋଲି କହିଲେ ଭକ୍ତ

ରାସ୍ତା ସଂପ୍ରସାରଣ ପାଇଁ ହନୁମାନଙ୍କ ମନ୍ଦିର ଭାଙ୍ଗିବାକୁ ପ୍ରସ୍ତୁତ ହେଲା ପ୍ରଶାସନ। ବିରାଟ ମେସିନ ଆସିଲା, ମନ୍ଦିର ପାଖରେ ଖରାପ ହୋଇଗଲା। ୩ ବର୍ଷ ହେଲାଣି ଭଙ୍ଗା ହୋଇପାରୁନଥିଲା ମନ୍ଦିର। ଶେଷରେ ଜ୍ୟାକ୍‌ ଲଗାଇ ଘୁଂଚାଗଲା ମନ୍ଦିର। ସେପଟେ ଭକ୍ତ କହିଲେ ସବୁ ମହାବୀରଙ୍କ କରୁଣା...

Kuldiha Wildlife Sanctuary
ଆସ ବୁଲିଯିବା କୁଲଡିହା ଅଭୟାରଣ୍ୟ..

ଦିନେ ସଞ୍ଜ ନଇଁବା ପୂର୍ବରୁ ଯେଉଁଠି ପର୍ଯ୍ୟଟକ ଜଙ୍ଗଲ ଛାଡ଼ିଦେଉଥିଲେ ଆଜି ସେଠି ଘୋର ଅନ୍ଧକାରରେ ରାତ୍ରିଚର ପଶୁପକ୍ଷୀଙ୍କ ଉପରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି..

News Fuse
ଇଲୋ ବୋଉ.. ଯେତେ ଉଠେଇଲେ ସରୁନି..

ହଜାରେ ବର୍ଷର ସହର କଟକ ସହର ଧବଳ ଟଗରର ସିନ୍ ଦେଖନ୍ତୁ..

jojana Ra Naa Hariloot
ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଠକେଇ କାହାଣୀ 

ଗତ ମାସରେ ପିଇଓ ଦେବାନନ୍ଦ ସାଗର କିଛି ଦିନ ଅଜ୍ଞାତବାସରେ ରହିଥିଲେ । ଆଉ ଚାକିରିରୁ ସସପେଣ୍ଡ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

jojana Ra Naa Hariloot
ଗରିବଙ୍କୁ ମିଳୁନି ପିଡିଏସ୍ ସାମଗ୍ରୀ : ୫ ମାସ ହେବ ରାସନ୍ ଦେଉନି ଡିଲର 

କାହିଁକି ଡିଲରଙ୍କ ବିରୋଧରେ ହେଉନି ଆକ୍ସନ୍ ? ବିଡିଓ ସବୁ ଜାଣି କାହିଁକି ଚୁପ୍ ବସିଛନ୍ତି? ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ ମାର୍କେଟିଂ ଇନ୍ସପେରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ହାଲକା ଫୁଲକା ଢଙ୍ଗରେ କହିଛନ୍ତି ।

Odisha Doctors Threaten Strike From February 1
ଡାକ୍ତରଙ୍କ ଚେତାବନୀ- ଦାବି ପୂରଣ ନହେଲେ ଫେବୃଆରୀ ୧ରୁ ଆନ୍ଦୋଳନ !

ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର।  ପ୍ରେସ୍‌ମିଟ୍ ଜରିଆରେ ଓମ୍‌ସା ଏହି ଆନ୍ଦୋଳନ ଚେତାବନୀ ଦେଇଛି।