ଖରା ତରାକୁ ଖାତିର ନକରି ମାଆମାନେ କାମ କରୁଥିଲେ । ବକେୟା ଟଙ୍କା ଫେରି ପାଇବାକୁ ଦୌଡି ଦୌଡ଼ି ନୟାନ୍ତ । ପ୍ରାପ୍ୟ ନଦେଇ କମ୍ପାନୀ ଛୁ । ଠକିଗଲେ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ।
Published: Rajalaxmi Sahoo
Last updated: 13 January 2023, 01:03 PM IST
ଘରେ ନପଶଣୁ ମୁଣ୍ଡରେ ଚାଳ, ରାଜ୍ୟ ସରକାରଙ୍କ ନୂଆ ବସ୍ ଯୋଜନା ଲକ୍ଷ୍ମୀକୁ ଆରମ୍ଭରୁ ବିରୋଧ । ଅକ୍ଟୋବର ୨ରୁ ଲକ୍ଷ୍ମୀ ଯୋଜନାରେ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ଗଡ଼ିପାରେ ଏହି ଅତ୍ୟାଧୁନିକ ବସ୍ । ଏଥିପାଇଁ ମାଲକାନଗିରିରେ ପ୍ରସ୍ତୁତ ଭାରତ ବେଞ୍ଜ୍ କମ୍ପାନୀର ୩୬ଟି ଶୀତତାପ ନିୟନ୍ତ୍ରିତ ବସ ।