• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Divyang Boy
ଜଗାକୁ ନଦେଖି ଗାଉଛି ଜଗାର ଭଜନ

ଜନ୍ମରୁ ଜଗାକୁ ଦେଖିନାହାନ୍ତି...ହେଲେ ଏମିତି ଭଜନ ଗାଉଛନ୍ତି ନଶୁଣିଲେ ବିଶ୍ୱାସ ହେବନି। କହୁଛନ୍ତି, ଆଖି ନଥିଲେ କଣ ହେବ? କଣ୍ଠ ଅଛି..ଲଢେଇ କିରିବି, ନିଶ୍ଚୟ ଜିତିବି

Man Carries Dead Wife's Body For 33 km
ଅଭାବନୀୟ ଦୃଶ୍ୟ: ପାଖରେ ଟଙ୍କା ନଥିବାରୁ ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ

ପୁଣି ଦାନ ମାଝି ଘଟଣାର ପୁନରାବୃତ୍ତି। ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ୱାମୀ। ଏଭଳି ହୃଦୟ ବିଦାରକ ଦୃଶ୍ୟ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତରେ ଦେଖିବାକୁ ମିଳିଛି।

Cow thanks volunteer
ବାଛୁରୀର ଚିକିତ୍ସା କରୁଥିଲେ ଡାକ୍ତର, ଚାଟିଚାଲିଥିଲା ଗାଈ

ମାଆର ମମତା ସମସ୍ତଙ୍କ ପାଇଁ ସମାନ। ମଝି ରାସ୍ତାରେ ବାଛୁରୀର ଚିକିତ୍ସା କରୁଥିଲେ ଗୋ-ସେବକ ଓ ଡାକ୍ତର। ଚିକିତ୍ସକଙ୍କୁ ଚାଟି ଚାଲିଥିଲା ଗାଈ...

turkey earthquake triggers panic in talcher
ତୁର୍କୀରେ ଛାତିଥରା ଭୂମିକଂପ, ହେଲେ ତାଳଚେରରେ ଛନକା

ତୁର୍କୀରେ ଛାତିଥରା ଭୂମିକଂପ। ହେଲେ ତାଳଚେରରେ ଛନକା, କାରଣ ବି ଆପଣଙ୍କ ସାମ୍ନାରେ। କାହା ଶୋଇବା ଘର ମଝିରେ ଗାତ, ତ କାହା ଘର ଅଗଣାରେ ଗଭୀର ଖାତ। ପୁଣି କେଉଁଠି ଘର କାନ୍ଥ ଫାଟିଛି, ତ କେଉଁଠି ଲୋକଙ୍କ ନିତିଦିନିଆ ଯାଆସ ରାସ୍ତାରେ ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରିଛି ଖାଇ ଭଳି ଖାଲ। କୋଇଲା ଖାଦାନର ଗନ୍ତାଘର ତାଳଚେର ଅଞ୍ଚଳରେ ଯେଭଳି ଭାବରେ ବିପଦ ମୁହଁରେ ପଡିଛି ଜନଜୀବନ, ତାକୁ ନେଇ ଚିନ୍ତା ଯେତିକି, ଭୟ ବି ସେତିକି।ସାମାନ୍ୟ ଭୂମିକଂପର ଝଟକାରେ ସାରା ତାଳଚେର ସହର ତାସ୍ ଘର ଭଳି ମାଟିରେ ମିଶିବାକୁ ମିନିଟିଏ ବି ଲାଗିବନି କହିଛନ୍ତି ଅଞ୍ଚଳବାସୀ।

turkey earthquake triggers panic in talcher
ତୁର୍କୀରେ ଛାତିଥରା ଭୂମିକଂପ, ହେଲେ ତାଳଚେରରେ ଛନକା

ସାମାନ୍ୟ ଝଟ୍‌କାରେ ସହର ଧୂଳିସାତ୍ ହେବା ଆଶଙ୍କା

News Fuse | Passengers cross railway track with luggage at risk few seconds before train arrival
ଟ୍ରେନ ଆସୁଛି...ଚକ ତଳେ ବସି ଜିନିଷ ଗୋଟାଉଛନ୍ତି ମଣିଷ

ଏମାନଙ୍କୁ ଏସନ ସାହସିକତା ପୁରସ୍କାର ମିଳିବ। ଦେଖୁନୁରେ ନାରଣ, ଟ୍ରେନ କେମିତି ହର୍ଣ୍ଣ ଦେଇ ଆଗକୁ ମାଡିଆସୁଛି...ଏ ଭାଇ ଜଣକ ରେଳ ସାମ୍ନାରେ ଜିନିଷ ଧରି ଧାଉଁଛନ୍ତି। ଏମାନଙ୍କୁ କହିବୁ କଣ?

Joranda mela
ଯୋରନ୍ଦା ମେଳାରେ ହଠାତ୍‌ ଉଭା ହେଲେ ହନୁମାନ !

ହନୁମାନ ବେଶରେ ପହଞ୍ଚିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ସ୍ଥାନୀୟ ଅଂଚଳରେ ପ୍ରବଳ ଗହଳି ବି ଲାଗିଥିଲା। ଆଉ ଭକ୍ତଙ୍କ ଶ୍ରଦ୍ଧାକୁ ନିରାଶ କରିନଥିଲେ ହନୁମାନ। ହନୁମାନ ବେଶଧାରୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଦାୟିତ୍ୱରେ ଥିବା ଚପରାସୀ କୃଷ୍ଣ ଚନ୍ଦ୍ର ମେହେର।

Deogarh Monkey
ବିଷମ ସ୍ଥିତି...ଘର ଭିତରେ ରହୁଛନ୍ତି ମାଙ୍କଡ଼, ବାହାରେ ମଣିଷ

ଏମାନଙ୍କ ଉପଦ୍ରବ ଏତେ ମାତ୍ରାରେ ବଢିଲାଣି ଯେ ତ୍ରାହି ତ୍ରାହି ଡାକିଲେଣି ଫଳ ଓ ପରିବା ଦୋକାନୀ। ଦୋକାନରେ ପଶିବା ମାତ୍ରେ ପୂରା ସଫା କରିଦେଉଛନ୍ତି ସବୁ। ବଜାର ଭିତରେ ସାଇକେଲ କି ଗାଡିରେ ବ୍ୟାଗ୍‌ ରହିଲେ ତାକୁ ନେଇ ସିଧା ଗଛ ଉପରକୁ ଫେରାର। ମାଙ୍କଡକୁ ଉପଦ୍ରବ ନେଇ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ଲୋକ। ଅଭିଯୋଗ ପରେ ଏବେ ଆକ୍ସନ ମୋଡରେ ବନବିଭାଗ।

  • Wednesday, 08 February 2023
  • Monkey
Mining operations begin in Odisha’s Gop
ପୁରୀ ଗୋପରେ ବଢୁଛି ଖଣିଜ ତୈଳ ଉତ୍ତୋଳନ ଉତ୍କଣ୍ଠା

ନିଜ ଅଞ୍ଚଳରୁ ପ୍ରାକୃତିକ ବାଷ୍ପ ଓ ଖଣିଜ ତୈଳ ବାହାରିବ କଥା ଶୁଣି ଖୁସି ସ୍ଥାନୀୟ ଅଞ୍ଚଳର ବାସିନ୍ଦା।

  • Tuesday, 07 February 2023
Meet Padmini Majhi, the messiah of Nuapada jungle
ଯୁଆଡେ ଦେଖିଲେ ଖାଲି ବନ...ଭରି ରହିଛି ଔଷଧୀୟ ବୃକ୍ଷ

ଯୁଆଡେ ଦେଖିଲେ ଖାଲି ବନ...ଭରି ରହିଛି ଔଷଧୀୟ ବୃକ୍ଷ। ଜୀବନ ସାରା ଜଙ୍ଗଲ ଜଗିବାକୁ କରିଛନ୍ତି ପଣ

Gop
ଖାଲି ଖଣି ନୁହେଁ ଓଡିଶାରୁ ବାହାରିବ ତୈଳ

ଖାଲି ଖଣି ନୁହେଁ ଓଡିଶାରୁ ବାହାରିବ ତୈଳ। ପୁରୀ ଗୋପରୁ ମିଳିଛି ସନ୍ଦେହ

  • Tuesday, 07 February 2023
  • Gop
Art Teacher Earns More Than One Lakh From Youtube
ଶିକ୍ଷକତାରୁ ୟୁଟ୍ୟୁବର, ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର

ପ୍ରଫୁଲ୍ଲ ସାର ଶିକ୍ଷକତା ସହ ବଳକା ସମୟରେ ୟୁ-ଟ୍ୟୁବରେ ଶିକ୍ଷଣାତ୍ମକ ଭିଡ଼ିଓ ଅପଲୋଡ କରନ୍ତି। 

Video of man rescuing snake
ଅହିରାଜକୁ ଉଦ୍ଧାର ପାଇଁ ଯାଇଥିଲେ...ଚୋଟ ମାରିବାକୁ ଗୋଡାଇଲା ସାପ

ସାହାଯ୍ୟ ବୁଝିଲାନି ସାପ। କୂଅ ଭିତରୁ ଉଦ୍ଧାର ପାଇଁ ଯାଇଥିଲେ ଯୁବକ...ପାଣିରୁ ଉଦ୍ଧାର ବେଳେ ବାରମ୍ବାର ଚୋଟ ମାରିବାକୁ ଉଦ୍ୟମ କରୁଥିଲା ଅହିରାଜ। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Mass marriag
ବିନା ଟଙ୍କାରେ ଏକାଠି ବାହା ହେଲେ ୨୫ ଯୋଡା ଦମ୍ପତ୍ତି...କମ୍ପିଲା ରାଜଧାନୀ...

ଯାନି ଯୌତୁକ ନଥିଲା...କେବଳ ମନ ଚାହୁଁଥିବା ସାଥୀ ଟିଏ ଥିଲା। ବିନା ଟଙ୍କାରେ ଏକା ସାଙ୍ଗରେ ବିବାହ କଲେ ୨୫ ବର-କନିଆଁ। ବାଜା, ବାଣ, ରୋଷଣୀରେ କମ୍ପିଲା ରାଜଧାନୀ

Odisha brings outsourcing companies under Mo Sarakar
ଠିକ୍‌ ସମୟରେ କର୍ମଚାରୀଙ୍କୁ ଦରମା ନଦେଲେ ହେବ କାର୍ଯ୍ୟାନୁଷ୍ଠାନ, ଫାଇନ୍‌ ବି ଗଣିବେ ଠିକା ସଂସ୍ଥା...

ରାଜ୍ୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସେବା ଯୋଗାଉଥିବା ଆଉଟ୍‌ସୋର୍ସିଂ ସଂସ୍ଥାକୁ ‘ମୋ-ସରକାର’ ଅଧୀନକୁ ଅଣାଯାଇ ଥିବାବେଳେ ଯେଉଁ ସଂସ୍ଥା ଠିକ୍‌ ଭାବେ କର୍ମଚାରୀଙ୍କୁ ଦରମା ଦେବେ ସେମାନଙ୍କୁ ପୁରସ୍କୃତ କରାଯିବ।

  • Tuesday, 07 February 2023
Mass Marriage
ଦୁଲୁକିଲା ରାଜଧାନୀ...ଏକା ସାଙ୍ଗରେ ବାହା ହେଲେ ୨୫ ଯୋଡ଼ା ବର-କନିଆଁ

ବାହାଘର...ଆଜିକା ସମୟରେ କେତେ ଟଙ୍କା ଯେ ଖର୍ଚ୍ଚ ହେଉଛି ତାହାର କୌଣସି ହିସାବ ନାହିଁ। ହେଲେ ଏଇ ବାହାଘର ବିନା ଯୌତୁକରେ ହେଉଛି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏଇ ବାହାଘରରେ ରାଷ୍ଟ୍ରପତିଙ୍କ ଗାଁର ଝିଅ ବି ସାମିଲ ହୋଇଥିଲେ। କନିଆଁ ଲିଲିମତୀ ଆଉ ଭୁବନେଶ୍ବର ସାଲିହା ସାହିର ଗୋବିନ୍ଦଙ୍କ ମଧ୍ୟରେ ପଡିଥିଲା ହାତଗଣ୍ଠି ।

News Fuse
ତାରାଙ୍କ ପାଣିରେ ନିଶା କିଏ ମିଶାଇଲା?

ବିଧାନସଭାରେ ଗାଳି, ମଂଚରେ କୋଳାକୋଳି...ଆଲୋ ଇଏ କଣ? ନାନାକେ...କି ରଡି ଲୋ ବୋପା? ତାରା ଯଦି ପ୍ରଶଂସା କରିବେ ତାହାଲେ ସୂର୍ଯ୍ୟ ଆଉ ରବି କଣ କରିବେ? ମଲା ତୁ ଦେଖୁନୁ...ଖଟ ମୁଣ୍ଡାଇବା ଲୋକ, ମୁଣ୍ଡ କିଆଁ ଖଟାଉଛୁ?

vehicle scraping
ଆରମ୍ଭ ହେଲା ଭେଇକିଲ୍ ସ୍କ୍ରାପିଂ

ଓଡ଼ିଶାରେ ଆରମ୍ଭ ହେଲା ଭେଇକିଲ୍ ସ୍କ୍ରାପିଂ । ଦେଶରେ ଏପ୍ରିଲରେ ଆରମ୍ଭ ହେବାକୁ ଥିବା ବେଳେ ଏବେଠୁ ପ୍ରକ୍ରିୟା ଆରମ୍ଭ କରିଛି ଓଡ଼ିଶା ...

  • Monday, 06 February 2023
Divyang visits sub-collector’s office
କଲେକ୍ଟର ବାବୁ.. ମୋ ଗୁହାରି ଶୁଣ..

ହାତରେ ଦରଖାସ୍ତ ଧରି ଯେତେବେଳେ ଜିଲ୍ଲାପାଳଙ୍କ ଅଫିସ ପହଞ୍ଚିଲେ ଦିବ୍ୟାଙ୍ଗ ବାମନ ଯୁବତୀ.. ସମସ୍ତେ ଅବାକ ହୋଇଗଲେ..

 feeding dogs
ସିଏ କୁକୁର ନୁହେଁ ମୋ ପୁଅ, ଖରାବେଳେ ଇଡଲି...ଖରାବେଳେ ଚିକେନ୍‌ ଭାତ

ଇଏ କୁକୁର ନୁହେଁ ମୋ ପୁଅ। ନିଇତି ସକାଳେ ଇଡଲି ଆଉ ଖରାବେଳେ ଚିକେନ୍‌ ଭାତ। ସବୁଦିନ ଗାଧୋଉଛନ୍ତି, ବିପଦରୁ ମତେ ରକ୍ଷା କରୁଛନ୍ତି। ଦେଶୀ କୁକୁର ସହ ଏମିତି ଭାବଦିଆନିଆ ଦେଖି ଆପଣ ବି ହୋଇଯିବେ ଭାବୁକ...ଦେଖନ୍ତୁ କୁକୁର-ମଣିଷ ମଧ୍ୟରେ ଥିବା ସ୍ନେହ

Online begging beggars get on social media instead of wondering on street
ଖରାକୁ ଯାଉ ନାହାନ୍ତି ଭିକାରୀ; ଘରେ ବସି ଅନ୍‌ଲାଇନ୍‌ରେ ଚାଲିଛି ଭିକ୍ଷା

ଆଜିକାଲି ସବୁ ଅନ୍‌ଲାଇନ୍‌ରେ ଚାଲିଛି। ଭିକାରୀମାନେ ବା କାହିଁକି ଏଥିରେ ପଛରେ ପଡିବେ। ସେମାନେ ଆଉ ଖରାରେ ନ ବୁଲି ଘରେ ବସି ଅନ୍‌ଲାଇନ୍‌ରେ ମାଗି ନେଉଛନ୍ତି ଭିକ୍ଷା। ଚିନ୍ତାରେ ସରକାର…

News Fuse
ପିଲାଙ୍କ ନିଯୁକ୍ତି ମେଳାରେ ସୁରଙ୍କ କମେଡି ସୋ..

ବୁଝିଲୁ ନାରଣ.. ସେଇ ପୋଷ୍ଟରରେ ଆଖି ପୂରେଇ ଥା’.. ଆଲୋ ପୋଷ୍ଟରରୁ ବାହାରିକି ଟିକିଏ ଦେଖେ..

Woman marries her lover 43 years of breakup
ପ୍ରେମର ବିଜୟ; ହୋଇଯାଇଥିଲା ବ୍ରେକ୍‌ଅପ୍, ୪୩ ବର୍ଷ ପରେ ଫେରିଲା ପ୍ରେମିକା

ଜଣେ ଯୋଡିଙ୍କ ହୃଦୟସ୍ପର୍ଶୀ ପ୍ରେମ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୪୩ ବର୍ଷର ବ୍ରେକଅପ୍ ପରେ, ଏହି ଯୋଡି ଏବେ ବିବାହ କରିଛନ୍ତି।