ବିଧାନସଭାରେ ଗାଳି, ମଂଚରେ କୋଳାକୋଳି...ଆଲୋ ଇଏ କଣ? ନାନାକେ...କି ରଡି ଲୋ ବୋପା? ତାରା ଯଦି ପ୍ରଶଂସା କରିବେ ତାହାଲେ ସୂର୍ଯ୍ୟ ଆଉ ରବି କଣ କରିବେ? ମଲା ତୁ ଦେଖୁନୁ...ଖଟ ମୁଣ୍ଡାଇବା ଲୋକ, ମୁଣ୍ଡ କିଆଁ ଖଟାଉଛୁ?
Published: Pallipuspa Samal
Last updated: 07 February 2023, 08:38 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।