• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mass Marriage In Bhubaneswar

Mass marriag
ବିନା ଟଙ୍କାରେ ଏକାଠି ବାହା ହେଲେ ୨୫ ଯୋଡା ଦମ୍ପତ୍ତି...କମ୍ପିଲା ରାଜଧାନୀ...

ଯାନି ଯୌତୁକ ନଥିଲା...କେବଳ ମନ ଚାହୁଁଥିବା ସାଥୀ ଟିଏ ଥିଲା। ବିନା ଟଙ୍କାରେ ଏକା ସାଙ୍ଗରେ ବିବାହ କଲେ ୨୫ ବର-କନିଆଁ। ବାଜା, ବାଣ, ରୋଷଣୀରେ କମ୍ପିଲା ରାଜଧାନୀ

 Mass Marriage
ଗୋଟିଏ ସ୍ଥାନରେ ୨୫ ଯୋଡ଼ା ବରକନ୍ୟା

ବାଜା, ବାଣ, ରୋଷଣୀ ସାଙ୍ଗକୁ ପୁରୋହିତଙ୍କ ମନ୍ତ୍ର ପାଠ । ବିବାହ ମନ୍ତ୍ରରେ କମ୍ପିଲା ଭୁବନେଶ୍ୱର ରାମ ମନ୍ଦିର ପରିସର ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଗୋଟିଏ ସ୍ଥାନରେ ଜଣେ କି ଦୁଇଜଣ ନୁହେଁ ୨୫ ଯୋଡା ବରକନ୍ୟା ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଗଣ ବିବାହ ।