ଷ୍ଟେସନକୁ ଆସି ଷ୍ଟେସନ ମାଷ୍ଟରଙ୍କୁ ରୁମରୁ ବାହାର କରି ତାଲା ପକାଇ ଦେଇଥିଲେ । ଫଳରେ ସିଗନାଲ ନପାଇ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ୍ ଅଟକି ରହିଥିଲା । ପରେ ଖବର ପାଇ ଚକ୍ରଧରପୁର ଡିଆରଏମ୍ ଘଟଣାସ୍ଥଳକୁ ଆସି ଲୋକଙ୍କ ସହ ଆଲୋଚନା କରିଥିଲେ। ବାମରାରେ ୧୧ଟି ଟ୍ରେନ୍ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଯେଉଁ ଗାଡ଼ି ଗୁଡ଼ିକ ୧୫ ବର୍ଷରୁ ଉର୍ଦ୍ଧ୍ୱ ଫିଟନେସ୍ ନଥିବା ସେସବୁ ଗାଡ଼ିକୁ ସ୍କ୍ରାପ୍ କରାଯିବ। ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡ଼ି ଗୁଡ଼ିକୁ ସ୍କ୍ରାପ୍ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଜୟ ନାରାୟଣ କାହାକୁ ବାଡେଇଛନ୍ତି ଏମାନେ ମୂଳରୁ ଜାଣିନାହାନ୍ତି, ହେଲେ ରାଲି କରିବା ଲାଗି ଆସିଛନ୍ତି। କି ଲାଜ କିଲୋ? ମୁଁ ମରିଯାଏ...ଚାଲ ଚାଲ ଏଇ ମାଉସୀଙ୍କୁ ପଚାରିବା କୁଆଡେ ଆଇଛନ୍ତି?
ନରସିଂହପୁରରେ ଦେବୀଙ୍କର ୨୮ ବର୍ଷ ଶାସନ ହେଲାଣି କିନ୍ତୁ ମେଡିକାଲକୁ ନେଇ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ। ସ୍ଥିତି ଏମିତି ହେଲାଣି ଯେ ଡାକ୍ତରଖାନାରେ ଡାକ୍ତର ବି ନାହାନ୍ତି। ଯାହାର ଯାହା ହେଲା ଯଦି ମେଡିକାଲକୁ ଗଲେ ତେବେ ସାଙ୍ଗେ ସାଙ୍ଗେ ସେମାନଙ୍କୁ ଯୋଡୁମ୍ରୁ ନରସିଂହପୁରକୁ ରେଫର କରିଦେଉଛନ୍ତି ଫାର୍ମାସିଷ୍ଟ। ୫ ପଂଚାୟତର ୪୦ ହଜାରରୁ ଅଧିକ ଲୋକ ଏଇ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି।
ସାମ୍ନାକୁ ଆସିଛି ଏକ ଭିନ୍ନ ଧରଣାର ପ୍ରେମ କାହାଣୀ। ଭାଉଜ-ନଣନ୍ଦଙ୍କ ଅଦ୍ଭୁତ ପ୍ରେମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାନ ନଣନ୍ଦର ପ୍ରେମରେ ପଡିଗଲେ ଭାଉଜ। ହୋଇଗଲେ ବାହା। ଦୁହେଁ ସ୍ୱାମୀ ଓ ସ୍ତ୍ରୀ ପରି ରହୁଛନ୍ତି।
ପିଠିରେ ଆବୁ, ଗୋଡରେ ଘା’…ପ୍ରତି ଘଂଟାରେ ବଢାଉଛି ଯନ୍ତ୍ରଣା । ସ୍କୁଲ ଯାଉନି କି ପାଠ ପଢୁନି...ବାପା-ମାଆ ଚାଲିଯିବା ପରେ ପାମ୍ପଡ ବିକି ନାତୁଣୀ ମୁହଁରେ ଆହର ଦେଉଛି ଆଈ। ଘରଦ୍ୱାର କିଛି ନାହିଁ, ସାହାଯ୍ୟ କହିଲେ କିଛି ନାହିଁ
ବ୍ରେନ୍ ମ୍ୟାଲେରିଆର ନିରାକରଣ ପାଇଁ ଓଡ଼ିଶାରେ ପ୍ରସ୍ତୁତ ହୋଇଛି ଔଷଧ। ଭୁବନେଶ୍ୱରର ଜୀବ ବିଜ୍ଞାନ ପ୍ରତିଷ୍ଠାନ ଏହି ଔଷଧ ବାହାର କରିଛି।
ଥାନା ବାବୁଙ୍କ ମାନସିକ ନିର୍ଯାତନା ସହିନପାରି ଚାକିରିରୁ ଇସ୍ତଫା ଗ୍ରହଣ କରିବାକୁ ଜଣେ ପୋଲିସ ଏସ୍ଆଇଙ୍କ ଆବେଦନକୁ ନେଇ ଏବେ ଯାଜପୁର ଜିଲ୍ଲାରେ ଚର୍ଚ୍ଚା।
ସୁନା ଚେନ୍ ପାଇଥିବା ଜଣେ ସଫେଇ କର୍ମଚାରୀ ଏହାକୁ ଫେରାଇ ଦେଇଛନ୍ତି। ବିଏମ୍ସିରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ପୂଜାରାଣୀ ସିଂଙ୍କ ଏହି ମହତ ପଣିଆକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ବିଲେଇ ପାଇଁ ହଟହଟା ସାହି ବାସିନ୍ଦା। ଶେଷରେ ପୋଷା ବିଲେଇ ପାଇଁ ଥାନାରେ ଏତଲା ଦିଆଯାଇଛି।
ଥରେ ଭାବନ୍ତୁ ତ, ଆପଣ ରାତିରେ ଶୋଇଥିବେ ଏବଂ ଯେତେବେଳେ ସକାଳେ ଉଠିବେ ଦେଖିବେ ଯେ ଆପଣଙ୍କ ଶରୀରର କୌଣସି ଏକ ଅଂଗ ନାହିଁ; ତେବେ କେମିତି ଲାଗିବ? ଏମିତି ଏକ ଘଟଣା ଜଣେ ୨୧ ବର୍ଷର ଯୁବକଙ୍କ ସହିତ ହେଇଛି।
ଆଉ ଗୋଟିଏ ଦିନ ପରେ ବାହାଘର ସରିଥାନ୍ତା। ଆଉ ବଧୂବେଶରେ ଝିଅ ଯାଇଥାନ୍ତା ଶାଶୁଘର। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର, ବଡ଼ ଦାରୁଣ। ବାହାଘରର ଠିକ୍ ଗୋଟିଏ ଦିନ ଆଗରୁ ବିଷ ଖାଇଦେଲେ ମଙ୍ଗୁଳା କନ୍ୟା।
ଭୂମି ହୀନଙ୍କ ଲାଗି ସାତ ସପନ ପାଲଟିଛି ସରକାରୀ ଯୋଜନା l ଦୀର୍ଘ ବର୍ଷ ଧରି ଜରି ପାଲ ତଳେ ଝାଟି ମାଟି ଘରେ କଟୁଛି ଜୀବନ l
ଭଉଣୀକୁ ପିଠିରେ ଲଦି ତାଜମହଲ ଦେଖାଇଲା ଭାଇ
ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ କିନ୍ନରଙ୍କ ବିକ୍ଷୋଭ । ଜୟନାରାୟଣ ଝିଅ ହାତରୁ ମିଠା ଖାଇ ଘରକୁ ବାହୁଡ଼ି ଗଲେ ବିକ୍ଷୋଭ କରୁଥିବା କିନ୍ନର...
ସବୁଠୁ ଉଲ୍ଲେଖନୀୟ କଥା ହେଉଛି ଏଠାରେ ପାଠ ପଢୁଥିବା ଛାତ୍ରମାନଙ୍କ ମଧ୍ୟରେ ରହିଛି ଏକି ବିଶେଷ ସମାନତା । କେହି ଏଠି ଧନୀ ଘରର ନୁହଁନ୍ତି, କିମ୍ବା କାହାରିକୁ ପଢା ଖର୍ଚ୍ଚ ଦେବାକୁ ପଡ଼େନି । କଟକ ଜିଲ୍ଲା ନିଆଳି ବ୍ଲକ୍ ପତ୍ରକଣା ଠାରେ ରହିଛି ଏହି ଆବାସିକ ବିଦ୍ୟାଳୟ ।
ଆଜିର ପ୍ରାଇଭେଟ୍ କମ୍ପାନୀରେ କାମ କରିବା କେତେ କଷ୍ଟ ତାହା ଯେଉଁମାନେ କରନ୍ତି ସେମାନେ ଜାଣନ୍ତି। ଆବଶ୍ୟକତା ଠାରୁ ଅଧିକ ସମୟ କମ୍ପାନୀକୁ ଦେବାକୁ ହୁଏ। କିନ୍ତୁ ଭାରତରେ ଏମିତି ଏକ ଆଇଟି କମ୍ପାନୀ ଅଛି ଯେଉଁଠି ସିଫ୍ଟ ଟାଇମ ସରିଗଲେ ଆପେ ଆପେ କମ୍ପ୍ୟୁଟର୍ ବନ୍ଦ ହେଇଯିବ।
ରବିବାର ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଆଗାମୀ ୩ ମାସ ମଧ୍ୟରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି । ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ମଧ୍ୟରେ ମତଭେଦ କାରଣରୁ ଦୁହିଁଙ୍କର ନିକଟରେ ବିବାହ ବିଚ୍ଛେଦ ହୋଇଥିଲା
ଏଇଠି ଅଛନ୍ତି ହଜାର ହଜାର କୁକୁଡା ଚିଆଁ.. ବିଭିନ୍ନ ପ୍ରଜାତିର ଦେଶୀ କୁକୁଡ଼ା ସହ ସୋନାଲି, କକରେଲ, ଡିପିକ୍ରସ କୁକୁଡ଼ା ଚିଆଁ..ଏହି ପ୍ରଜାତିର କୁକୁଡ଼ା ମାଂସ ଅଧିକ ସ୍ୱାଦିଷ୍ଟ ଥିବାରୁ ଗ୍ରାହକ ମଧ୍ୟରେ ଏମାନଙ୍କ ଚାହିଦା ବେଶୀ..
କୋମଳମତି ଶିଶୁମାନେ ଭାଗ୍ୟକୁ ଭରସି ନିତି ଏଠାକୁ ପାଠ ପଢିବାକୁ ଆସୁଛନ୍ତି..
ଗୋଟିଏ ଫ୍ରେମରେ ଦୁଇଟି କାହାଣୀ.. ମାଆକୁ ହରାଇ ଜଣେ ବେସାହାରା, ଆଉ ଜଣେ ଛୁଆଙ୍କୁ ହରାଇ ଅସହାୟ ମାଆ..
ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଛି.. ହେଲେ ତା’ ଜୋସ୍ ଟିକିଏ ଦେଖନ୍ତୁ.. ଏଇ ବୟସରେ ପିଲା ବାପା କାଖ ଛାଡନ୍ତିନି
ସୋର ପୁରୁବାଇ କନ୍ୟାଶ୍ରମର ଛାତ୍ରୀଙ୍କୁ ହୋଇଛି ମସ୍ତିଷ୍କ ପ୍ରଦାହ ଅର୍ଥାତ୍ ମସ୍ତିଷ୍କ ଜ୍ୱର। କନ୍ୟାଶ୍ରମର ୨୬ ଜଣ ଅନ୍ତେବାସିନୀଙ୍କ ମଧ୍ୟରୁ ୫ ଜଣଙ୍କ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି।
କମିଶନର୍ ନମସ୍କାର୍ ପକେଇଲେ, ମେୟର ଡେଣା ଧରି ଉଠେଇଲେଣି…
ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ଗତକାଲି ଉଭୟ IASଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି।