• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

treat tree
ଆଶ୍ଚର୍ଯ୍ୟ !! କଥା କହୁଛି ଗଛ?

ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ଗଛ ସହ କଥା ହେଉଛନ୍ତି, ସେମାନଙ୍କୁ ଗୀତ ଗାଇ ଶୁଣାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ। ସାଙ୍ଗରେ ସାହାଯ୍ୟ କରୁଛନ୍ତି ପତ୍ନୀ...ଛାତ ଉପରେ, ବାଡିରେ...ସବୁଆଡେ ଭର୍ତ୍ତି ହୋଇ ରହିଛି ଗଛ

Daughter-in law
କମାଲ୍‌ କଲେ ଶ୍ରୀକ୍ଷେତ୍ର ବୋହୂ : ଜାତୀୟ ସ୍ତରରେ ଚମକିଲେ

ମୁଁ ଶ୍ରୀକ୍ଷେତ୍ର ବୋହୂ, କୋଉଠି ହାରିବିନି....ସ୍ୱାମୀଙ୍କଠାରୁ ପ୍ରେରଣା ପାଇ ଜାତୀୟ ସ୍ତରରେ ମେଡାଲ ଜିତିଲେ। ଏବେ ଅନ୍ତର୍ଜାତୀୟ ସ୍ତରରେ ମେଡାଲ ପାଇଁ ଆରମ୍ଭ କରିଦେଲେଣି ପ୍ରସ୍ତୁତି

Baragarh CDMO
ବରଗଡ଼ ସିଡିଏମ୍‌‌ଓଙ୍କ ଅଭିଯୋଗ...‘ ଜିଲ୍ଲାପାଳ ବାରମ୍ବାର ଖରାପ ବ୍ୟବହାର କରୁଛନ୍ତି, ଗାଳିଗୁଲଜ କରୁଛନ୍ତି '

୨୧ ତାରିଖରେ ଏକ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ ପାଇଁ ଯାଉଥିବା ବେଳେ ଅଚାନକ ବରଗଡ଼ ଜିଲ୍ଲାପାଳ ସିଡିଏମଙ୍କୁ ଫୋନ୍‌ କରିଥିଲେ। Technomanagerial Tender ବିଷୟରେ କ’ଣ ହେଲା ବୋଲି ପଚାରିଥିଲେ । ଉତ୍ତରରେ ପ୍ରୋସେସ ଚାଲିଛି ଓ ଡିପିଏମଙ୍କୁ ପଚାରି କହୁଛି ବୋଲି କହିବା ପରେ ମଧ୍ୟ ଜିଲ୍ଲାପାଳ ଉଚ୍ଚ ପାଟିରେ ତାଙ୍କୁ ଆପଣ କିଛି ଜାଣି ନାହାନ୍ତି ତ ସେ ଚେୟାରରେ କାହିଁକି ବସିଛନ୍ତି ବୋଲି ଗାଳି ଗୁଳଜ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ସିଡିଏମଓ

ଅଫିସର ହେବ ତ ଏମିତି, ଘଂଚ ଜଙ୍ଗଲେ ଚାଲିଚାଲି ଲୋକଙ୍କ ସମସ୍ୟା ବୁଝିଲେ
ଅଫିସର ହେବ ଏମିତି ...ପାହାଡ ପର୍ବତ ରାସ୍ତାରେ ଚାଲି ଚାଲି ଗାଁରେ ପହଞ୍ଚିଲେ, ଲୋକଙ୍କ ସମସ୍ୟା ବୁଝିଲେ

ଏବେ ପ୍ରଶାସନ ପାଖକୁ ଜନତା ନୁହେଁ ପ୍ରଶାସନ ଯାଇ ପହଞ୍ଚୁଛି ଜନତାଙ୍କ ପାଖରେ। ଜନସାଧାରଣଙ୍କ ସମସ୍ୟା ବୁଝିବା ପାଇଁ ଲକ୍ଷ୍ମୀପୁର ଯୁବ ବିଡ଼ିଓ ଲକ୍ଷ୍ମୀପୁର ବ୍ଲକରେ ଯୋଗ ଦେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏଭଳି ପ୍ରୟାସ ଜାରି ରଖିବା ସହ ଗୁରୁବାର ଦିନ ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗା ପଞ୍ଚାୟତର ଦୁର୍ଗମ ବନ ପାହାଡ଼ ଘେରରେ ଥିବା ପ୍ରାୟ ତିନୋଟି ପାହାଡ଼ ରାସ୍ତାରେ ୪/୫ କିଲୋମିଟର ଘଞ୍ଚ ଜଙ୍ଗଲ ରାସ୍ତା ଦେଇ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଛନ୍ତି।

  • Saturday, 25 February 2023
News Fuse
ସରକାରୀ ଅଫିସ୍‌ରେ ଖାସି ମାଂସ କିଏ ଆଣିଲା?

ଏଇଟା ସରକାରୀ ଅଫିସ୍‌ ତ? ଇଏ କଣ? ଦେଶୀ ଖାସି ମାଂସ ତରକାରୀ...ମଦ..ଆଲୋ ଏଇଡୁ କଣ? ଆମକୁ ଦେଖି ବାବୁ କଣ ଏତେ ଜୋରରେ ହସୁଛନ୍ତି?

National Lavel Sports
ଜାତୀୟ କ୍ରୀଡ଼ାରେ ଚମକିଲେ ଶ୍ରୀକ୍ଷେତ୍ର ବୋହୂ

ଶ୍ରୀକ୍ଷେତ୍ର ପୁରୀର ଝିଅ ଓ ପୁଣି ପୁରୀର ବୋହୂ ମଧୁସ୍ମିତା ରଥଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ବଡି ବିଲ୍ଡର ସ୍ୱାମୀଙ୍କ ପ୍ରେରଣା ପାଇ ଗତ ସାତବର୍ଷ ହେବ workout କରିବା ତାଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା । ନିଜକୁ ଫିଟ ରଖିବା ସହ ଗତ ବର୍ଷେ ହେବ ସୁନ୍ଦର ସ୍ୱାସ୍ଥ୍ୟ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ପରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରିଣୀ ହୋଇଥିଲେ । ଏବେ ଜାତୀୟ ମଞ୍ଚରେ world fitness federarion ପକ୍ଷରୁ ଆୟୋଜିତ ତିନିଟି ବର୍ଗରେ ବ୍ରୋଞ୍ଜ ଟାଇଟଲ ହାସଲ କରିଛନ୍ତି ଶ୍ରୀକ୍ଷେତ୍ର ବୋହୂ।

Water Issue
ଏଇଠି ସବୁ ବିଶ୍ୱସ୍ତରୀୟ : ଖୋଳା ହେଉ ହେଉ ନଳକୂପ ଅଚଳ

ଚାଷୀ ଭାଇଙ୍କ ସୁବିଧା ପାଇଁ ଜଳସମ୍ପଦ ବିଭାଗର ଉଠା-ଜଳସେଚନ ନିଗମ ପକ୍ଷରୁ ବିଜୁ କୃଷକ ବିକାଶ ଯୋଜନାରେ ୬୨ ଟି ଗଭୀର ନଳକୂପ ଖୋଳା ଯାଇଥିଲା । ବଡ ଦୁଃଖର କଥା ଏବେ ମାତ୍ର ୩ ରୁ ୪ ଟି ପଏଣ୍ଟ ଚାଲୁଥିବା ବେଳେ ଆଉ ସବୁ ଅଚଳ ହୋଇ ପଡ଼ିରହିଛି । ପାଣି ବାହାରୁନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ । ଏନେଇ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିବା ପରେ ବି କୌଣସି ଲାଭ ମିଳିନାହିଁ । ବରଂ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି ।

Traffic
ରାଜଧାନୀର ଏଇ ସବୁ ଛକରେ ଲାଗିଛି ସିସିଟିଭି : ନିୟମ ଖିଲାପ୍‌ କଲେ ଦେବେ ଫାଇନ୍‌

ଅନେକ ସମୟରେ ଦେଖାଯାଏ କି ଗାଡିଚାଳକମାନେ ଭାବନ୍ତି ସେମାନେ ନିୟମ ଭାଙ୍ଗିଲେ ବି ତାଙ୍କୁ କେହି ଦେଖିନି ବା ଟ୍ରାଫିକ ପୋଲିସ ଫାଇନ କାଟିନି। ହେଲେ ଜାଣିରଖନ୍ତୁ...ଏବେ ସେମିତି ଜମାରୁ ଭାବନ୍ତୁ ନାହିଁ। କାରଣ ପ୍ରତି ଛକରେ ଆପଣଙ୍କ ଉପରେ ସିସିଟିଭିର ରହିଛି ନଜର। ଟିକିଏ ଭୁଲ ପାଇଁ ଦେବାକୁ ପଡିବ ମୋଟା ଅଙ୍କର ଫାଇନ୍‌..

Post Office Scheme
ପୋଷ୍ଟ ଅଫିସ୍‌ରେ ରଖନ୍ତୁ ୫ଶହ ଟଙ୍କା; ହୋଇଯିବେ ଲକ୍ଷପତି !

ଏହି ସ୍କିମ୍‌କୁ ପ୍ରାୟ ସମସ୍ତେ ପିପିଏଫ୍‌ ନାଁରେ ଜାଣିଥାଆନ୍ତି । ଯୋଜନାରେ ଆପଣ ଗୋଟିଏ ଆର୍ଥିକ ବର୍ଷରେ ମିନିମମ୍‌ ୫ଶହ ଟଙ୍କା ନିବେଶ କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ପାଖାପାଖି ଦେଢ଼ଲକ୍ଷ ଟଙ୍କା ମିଳିପାରେ । ତାହା ସହ ଆପଣ ଏହି ପିପିଏଫ୍‌ ଖାତାରେ ଲୋନ୍‌ ମଧ୍ୟ ନେଇପାରିବେ ।

upi
ଭୁଲ୍‌ ଆକାଉଣ୍ଟକୁ ଦେଇଦେଲେ କି ଟଙ୍କା ? ଜାଣନ୍ତୁ କିପରି ଫେରିପାଇବେ...

ଯଦି ଆପଣ UPI ଜରିଆରେ କୌଣସି ବ୍ୟକ୍ତିଙ୍କ ନିକଟକୁ ଟଙ୍କା ପଠାଇଛନ୍ତି ଆଉ ତାହା ଭୁଲ ଲୋକଙ୍କ ନିକଟକୁ ଚାଲିଯାଇଛି, ତେବେ ଆପଣ ଆପଣଙ୍କ ଟଙ୍କା ପୁଣି ଫେରିପାଇବେ ?

Subhash Sangathan
ସିଏମସି କାର୍ଯ୍ୟାଳୟ ଆଗରେ ଧୂଳି ପକାଇ ପ୍ରତିବାଦ

ସିଏମସି କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ ସୁଭାଷ ସଂଗଠନର ସଦସ୍ୟ । ଘଟଣାକୁ ନେଇ ପୋଲିସ ସହ କର୍ମକର୍ତ୍ତାଙ୍କ ମୁହାଁମୁହିଁ ହୋଇଥିଲା । ଦିନକୁ ଦିନ ରାସ୍ତାରେ ଧୂଳିମୟ ପରିବେଶକୁ ନେଇ କଟକ ବାସିନ୍ଦାଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।

Privilege Motion Against OTV And The New Indian Express On Jayanarayan Mishra Statement
ନବ ଦାସ ହତ୍ୟା ପ୍ରସଙ୍ଗରେ ଜୟନାରାୟଣଙ୍କ ବିବୃତ୍ତି: ଦୁଇ ଗଣମାଧ୍ୟମ ନାଁରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ

ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବୃତ୍ତି ଉପରେ ଖବର ପ୍ରସାରଣକୁ ନେଇ ‘ଓଟିଭି’ ଓ ‘ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌’ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆସିଛି।

Lawyers, Media persons and other groups detain CDMO and ADMO at Dhenkanal hospital
ଅଚାନକ ହସ୍ପିଟାଲ୍‌ ଭିତରେ ପଶି ସିଡିଏମ୍‌ଓ, ଏଡିଏମ୍‌ଓଙ୍କୁ ଘେରିଲେ

ଢେଙ୍କାନାଳ ହସ୍ପିଟାଲ୍‌ର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସିଡିଏମ୍‌ଓ, ଏଡିଏମ୍‌ଓଙ୍କୁ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ, ବଣିକ ସଂଘ, ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ଘେରାଉ କରିଛନ୍ତି। 

berhampur Social Worker
ଦିନେ ଲୋକଙ୍କୁ ବୁଲିବୁଲି କରୁଥିଲେ ସାହାଯ୍ୟ...ଏବେ ଭେଣ୍ଟିଲେଟରରେ....

ସିଲୁଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଥିବା ବେଳେ ଜୀବନ ବଂଚାଇବା ଲାଗି କରୁଛନ୍ତି ସଂଗ୍ରମା। ସିକିଲସେଲ୍ ଆନିମିଆ,ନିମୋନିଆ ଓ ଉଚ୍ଚରକ୍ତଚାପ ଭଳି ରୋଗରେ ପୀଡ଼ିତ ଅଛନ୍ତି ସିଲୁ । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଦୀର୍ଘ ଦିନ ଲାଗିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି।

corruption in PDS rice
PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍‌?

ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଇଥିବା ନେଇ ଅଭିଯୋଗ ଆସିଲା ପରେ ଆମେ ସ୍ଥିତି ପରଖିବା ପାଇଁ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଗମ୍ଭେରଡିହି ପଚାଂୟତର ବଡବାହାଲ ପଡାରେ ପହଚିଂଥିଲୁ । ଚାଉଳରେ କିଛି ମିଶିଥିବା ଦେଖିବା ପରେ ଭୟରେ ଚାଉଳକୁ ନରାନ୍ଧି ଘରେ ରଖିଛନ୍ତି ଖାଉଟି।

Maa Santoshi
ପତ୍ନୀଙ୍କ ମନସ୍କାମନା ପୂରଣ କଲେ ସ୍ୱାମୀ; ଉପହାର ଦେଲେ ୭କୋଟି ଟଙ୍କାର ମନ୍ଦିର

ମନ୍ଦିରରେ ସନ୍ତୋଷୀ ମା’ଙ୍କ ସହ ପ୍ରଭୁ ଶିବ, ଗଣେଶ, ହନୁମାନ ଓ ନବଗ୍ରହ ସ୍ଥାନ ପାଇଛନ୍ତି । ୨୦୦୮ ମସିହାରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱାମୀ ଇଚ୍ଛା ପୂରଣ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି ପତ୍ନୀ ।

  • Friday, 24 February 2023
  • Temple
MP saving passenger’s
ମଝି ଆକାଶରେ ଜୀବନ ବଂଚାଇଲେ ସାଂସଦ

ଆକାଶରେ ଉଡୁଥିଲା ବିମାନ । ହଠାତ୍‌ ସେନ୍ସଲେସ୍‌ ହେଲେ ଯାତ୍ରୀ...ବାସ୍‌ ସାଙ୍ଗେ ସାଙ୍ଗେ ଚିକିତ୍ସା ଆରମ୍ଭ କରିଦେଲେ ସାଂସଦ । ମାତ୍ର କିଛି ସମୟ ପରେ ଉଠିକି ବସିଲେ ଯାତ୍ରୀ । ଏମିତି କାମକୁ ସମସ୍ତେ କରୁଛନ୍ତି ପ୍ରଶଂସା

PDS rice
PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍‌?

PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍‌? ଚୋବେଇଲେ ଚିଣ୍ଡୁନି ...ଅଠାଳିଆ ଲାଗୁଛି। ସିଝେଇଲେ ବି ସିଝୁନି। ରିଟେଲରଙ୍କ ପାଖରୁ ଚାଉଳ ଆଣିବା ପରେ ଏବେ ଡରିକି ପିଡିଏସ ଚାଉଳରେ ରୋଷେଇ କରୁନାହାନ୍ତି ଲୋକ। ଯୋଗାଣ ଅଧିକାରୀ କହୁଛନ୍ତି...

News Fuse
ଲେଟ୍‌ରେ ଆସୁଛନ୍ତି..ପଚାରିଲେ କହୁଛନ୍ତି ଫିଲ୍ଡ ୱାର୍କରେ ଯାଇଥିଲୁ

ଆଲୋ ଆଲୋ...କ୍ୟାମେରା ଆଗରେ ମିଛ ? ଟାଇମ୍‌ରେ ଆସୁନ, କହିଲା ବେଳକୁ ଫିଲ୍ଡ ୱାର୍କରେ ଯାଇଥିଲ ବୋଲି କିଆଁ କହୁଛ? ନାରଣ ତୋର କାହିଁକି ମୁଣ୍ଡ ବିନ୍ଧିଲା ଦିଦି ଯେତେବେଳୁ ଆଇଲେ...ଏଇଠି ପରା 5-T…

MP SAVE LIFE
ମଝି ଆକାଶରେ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ସାଂସଦ

ଅଚେତ୍‌ ହେବା ଦେଖିବା ପରେ ସାଙ୍ଗେ ସାଙ୍ଗେ ବିମାନରେ ଥିବା କର୍ମଚାରୀମାନେ ଡାକ୍ତର କିଏ ଅଛନ୍ତି କି ବୋଲି ପଚାରିଥିଲେ। କର୍ତ୍ତୃପକ୍ଷଙ୍କ ଏପରି ଘୋଷଣା ପରେ କାଳ ବିଳମ୍ବ ନକରି ଜଗତସିଂହପୁରର ସାସଂଜ ଡାକ୍ତର ରାଜଶ୍ରୀ ମଲ୍ଲିକ ନିଜ ସିଟ୍‌ରୁ ଉଠି ତାଙ୍କର ଚିକିତ୍ସା କରିଥିଲେ।

  • Friday, 24 February 2023
ganja sized
ସାଇରନ ବାଜୁଥିଲା କେଁ କେଁ...ଭିତରେ ଥିଲା...

ରାସ୍ତାରେ କେଁ କେଁ କରି ଯାଉଥିଲା ଆମ୍ବୁଲାନ୍ସ । ଏଇ ଆମ୍ବୁଲାନ୍ସରେ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ଥିଲା ଅବକାରୀ ବିଭାଗ ପାଖରେ। ବାସ୍‌ ମଝି ରାସ୍ତାରେ ହେଲା ଚଢାଉ...ଆଉ ବାହାରିଲା...

Farmer's Death In Boudh
ବିକ୍ରି ହୋଇପାରିଲାନି ମଣ୍ଡିରେ ପଡ଼ିଥିବା ଧାନ, ଚିନ୍ତାରେ ଚାଲିଗଲା ଚାଷୀଙ୍କ ଜୀବନ

ଧାନ ବିକ୍ରି ଚିନ୍ତା ଭିତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ସରକାରୀ ମଣ୍ଡି ବ୍ୟବସ୍ଥାର ଅସଲ ମୁଖା ଖୋଲି ଦେଇଛି।

Finance Minister Niranjan Pujari to present state budget in Assembly today
ଆଜି ରାଜ୍ୟ ବଜେଟ୍‌, ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ ପାଇଁ ଆସିପାରେ ଲୋଭନୀୟ ସ୍କିମ୍‌

ଆଜି ଅପରାହ୍ନରେ ଆଗତ ହେବ ରାଜ୍ୟ ବଜେଟ୍ । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ପଞ୍ଚମ ପାଳିର ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ।

scrapped in state
୨୦ ଦିନ ପରେ ଆପଣଙ୍କ ଗାଡି ରାସ୍ତାରେ ଆଉ ଚାଲିବନି?

ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ ରହିଛି । ଫିଟନେସ ନଥିବା ଗାଡ଼ିକୁ ସ୍କ୍ରାପ ପାଇଁ ରାଜ୍ୟ ସରକାର ୨୦୨୨ରେ ସ୍କ୍ରାପ ପଲିସି ପ୍ରଣୟନ କରିଛନ୍ତି । ତେବେ ଏହି ନିୟମ ଅନୁସାରେ, ରାସ୍ତାରୁ ପୁରୁଣା ଗାଡି ହଟିବ

utkalmani gopabandhu das
ଉତ୍କଳମଣିଙ୍କୁ ଆଡ଼ମ୍ବରରେ ଶ୍ରଦ୍ଧାଞ୍ଜଳି, କିନ୍ତୁ ଦାୟଦଙ୍କୁ ଅଣଦେଖା

ଗୋପବନ୍ଧୁଙ୍କ ଭଳି ଯୁଗପୁରୁଷଙ୍କ ସ୍ମୃତି ରକ୍ଷା ଲାଗି ତାଙ୍କ ଜନ୍ମମାଟିରେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରୁଥିବା ବେଳେ ଏପଟେ ତାଙ୍କ ଉତ୍ତର ଦାୟାଦଙ୍କ ପ୍ରତି ଅସମ୍ମାନ ଭଳି ଅଭାବନୀୟ ପ୍ରସଙ୍ଗ ବି ସାମ୍ନାକୁ ଆସିଛି । ଆଜି ଭଳି ଦିନରେ ଗୋପବନ୍ଧୁଙ୍କ ଜନ୍ମମାଟିକୁ ଧାଇଁ ଆସିଥିଲେ ଗୋପବନ୍ଧୁଙ୍କ ନାତି ସତ୍ୟବାଦୀ ମିଶ୍ରଙ୍କ ପତ୍ନୀ ତଥା ଉତ୍କଳମଣୀଙ୍କ ନାତୁଣୀ ବୋହୁ ଲୀଳାବତୀ ମିଶ୍ର ଓ ତାଙ୍କ ପରିବାର ଲୋକ ।