• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Postmaster
ଇଏ ପୋଷ୍ଟ ମାଷ୍ଟର : ଡ୍ୟୁଟି କମ୍‌ କରୁଛନ୍ତି, ଅଧିକ ରାଗୁଛନ୍ତି

ଯିଏ ଯାଉଛି, ସିଏ ଶୁଣୁଛି । ପୋଷ୍ଟ ମାଷ୍ଟରଙ୍କ ଗାଳିଗୁଲଜରେ ଅତିଷ୍ଠ ହେଲେଣି ଗ୍ରାହକ । ଯାହାକୁ ଦେଖୁଛନ୍ତି ଗାଳି ଦେବା ସହିତ କହୁଛନ୍ତି ପାସୱାର୍ଡ ମତେ ଜଣାନାହିଁ, କାମ କେମିତି କରିବି ?

DASPALLA POST OFFICE
ଇଏ ପୋଷ୍ଟ ମାଷ୍ଟର : ଡ୍ୟୁଟି କମ୍‌ କରୁଛନ୍ତି, ଅଧିକ ରାଗୁଛନ୍ତି

ଯିଏ ଯାଉଛି, ସିଏ ଶୁଣୁଛି । ପୋଷ୍ଟ ମାଷ୍ଟରଙ୍କ ଗାଳିଗୁଲଜରେ ଅତିଷ୍ଠ ହେଲେଣି ଗ୍ରାହକ । ଯାହାକୁ ଦେଖୁଛନ୍ତି ଗାଳି ଦେବା ସହିତ କହୁଛନ୍ତି ପାସୱାର୍ଡ ମତେ ଜଣାନାହିଁ, କାମ କେମିତି କରିବି?

spreads awareness
ଗୁଟଖା ଖାଅନି...ଲୋକଙ୍କୁ ସଚେତନ କରୁଛି ବହୁରୂପୀ

ସାଇକେଲ୍‌ରେ ପ୍ଲା କାର୍ଡ...ବହୁରୂପୀର ବେଶ । ଗାଁ କୁ ଗାଁ ବୁଲିବୁଲି ଲୋକଙ୍କୁ ତମାଖୁ ନଖାଇବାକୁ ଦେଉଛନ୍ତି ପରାମର୍ଶ

Couple rob locals
ଛେନାପୋଡ ସହ ଥଣ୍ଡା ଦେଲେ...୧୫ ଲକ୍ଷ ନେଇ ପଳେଇଲେ

୪୨୦ ସ୍ୱାମୀ-ସ୍ତ୍ରୀ…ଗାଁ ସ୍ତ୍ରୀଲୋକଙ୍କୁ ଛେନାପୋଡ ସହ ଥଣ୍ଡା ଦେଲେ । ୧୫ ଲକ୍ଷ ନେଇ ଫେରାର ହୋଇଗଲେ । ଏବେ ଟଙ୍କା ଆଦାୟ ଲାଗି ଫାଇନାନ୍ସ କର୍ମଚାରୀ ଘରେ ପହଞ୍ଚିବା ପରେ ଆତ୍ମହତ୍ୟା କରିବାକୁ କହୁଛନ୍ତି ମହିଳା

Woman sleep
ରୋଡ୍‌ରେ ହାଇଡ୍ରାମା : ସ୍ୱାମୀ ଗାଡ଼ି ଆଗରେ ଶୋଇଲେ ସ୍ତ୍ରୀ

ବିଚ୍‌ ରାସ୍ତାରେ ହାଇଡ୍ରାମା । ସ୍ୱାମୀ ମଦ ପିଇବାକୁ ବାଧ୍ୟ କରିବା ସହିତ ପର ପୁରୁଷଠୁ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ ...ବାସ୍‌ ୩୦ ବର୍ଷ ଅତିଷ୍ଠ ହେବା ପରେ ଏବେ ଏମିତି ପ୍ରତିବାଦ କରୁଛନ୍ତି ସ୍ତ୍ରୀ।

  • Friday, 02 June 2023
Puri Srimandir for Rath Yatra
ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଶଗଡ଼ରେ ଯାଉଛି ବଉଳ କାଠ

ବାଟ ଛାଡ...ବାଟ ଛାଡ...ଯାଉଛି ଜଗା ପାଇଁ ବଉଳ କାଠ । ଦିନକ ପରେ ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ ଶ୍ରୀଜିଉ । ଦଇତାଙ୍କ କାନ୍ଧରେ ଝୁଲିବେ...ଶ୍ରୀଅଙ୍ଗର ସୁରକ୍ଷା ଲାଗି ବଉଳକାଠ ହିଁ ଦରକାର

Youth testifies against father
ବାପା ହତ୍ୟାକାଣ୍ଡର ଗୁମର ଖୋଲିଦେଲା ପୁଅ !

ଜେଜେ ମାଆଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲା ପୁଅ । ସବୁ ଦେଖିଥିଲା ପୁଅ...ପୋଲିସକୁ ଫୋନ୍‌ କଲା, ସବୁ ସତ ଓଗାଳି ଦେଲା । ଏବେ କୋର୍ଟରେ ଜଜ୍‌ଙ୍କ ସାମ୍ନାରେ ସାକ୍ଷୀ ଦେବା ପରେ ୧୦ ବର୍ଷ ହେଲା ଦଣ୍ଡାଦେଶ

Mumbai’s chaiwalas
ଅଡି କାର୍‌ରେ ଚା’ବେପାର

ରାସ୍ତା କଡରେ ନୁହେଁ ବରଂ ଅଡି କାର୍‌ରେ...ବୁଲିବୁଲି ବିକୁଛନ୍ତି ଚା’...ଟେଷ୍ଟ ଏତେ ଯେ ପିଇବା ପରେ ଜାଣିବେ

awareness
ଗୁଟଖା ଖାଅନି...ଲୋକଙ୍କୁ ସଚେତନ କରୁଛି ବହୁରୂପୀ

ସାଇକେଲ୍‌ରେ ପ୍ଲା କାର୍ଡ...ବହୁରୂପୀର ବେଶ । ଗାଁ କୁ ଗାଁ ବୁଲିବୁଲି ଲୋକଙ୍କୁ ତମାଖୁ ନଖାଇବାକୁ ଦେଉଛନ୍ତି ପରାମର୍ଶ

kalashi
ଗାଁରେ ଲାଗିଛି କାଳଶି; ଆଶ୍ଚର୍ଯ୍ୟ କରୁଛି ନିଆଁ ଗିଳା ସହ ନିଆଁରେ ଚାଲିବା ଦୃଶ୍ୟ

ବେକରେ ମନ୍ଦାର ମାଳ ପକାଇ କାଳସି ରୂପରେ ଉଭା ହୁଅନ୍ତି ପ୍ରତାପ । ସେପଟେ ବିଭିନ୍ନ ମନୋସ୍କାମନା ନେଇ ବହୁ ଦୂର ଦୂରାନ୍ତରୁ ଛୁଟି ଆସନ୍ତି ବହୁ ଲୋକ। ସେମାନଙ୍କ ବିଶ୍ୱାସ ଯେ, ପ୍ରତାପଙ୍କ ଦେହରେ ମାଆ ମଙ୍ଗଳା ସବାର ହେଉଥିବାରୁ ସେ ସବୁ ସମସ୍ୟାର ସମାଧାନ କରିପାରନ୍ତି ।

  • Thursday, 01 June 2023
  • Women
plus two result 2023
କୃତୀ ଛାତ୍ରଛାତ୍ରୀଙ୍କ କାହାଣୀ; ବସ୍ତିରେ ରହି ବିଜେବି ଟପ୍ପର

ପଙ୍କରୁ ପଦ୍ମ, ବସ୍ତିର ବର୍ଷା । ଏକାଗ୍ରତା ଓ କଠିନ ପରିଶ୍ରମ ପାଇଁ ଚମକିଛନ୍ତି । ରାଜଧାନୀରେ ତାଙ୍କ ନାଁ ଏବେ ଚର୍ଚ୍ଚାରେ । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସେ ୬୦୦ରୁ ୫୬୪ ନମ୍ୱର ରଖି ବିଜେବି କଲେଜ ଟପ୍ପର ହୋଇଛନ୍ତି ।

  • Thursday, 01 June 2023
cuttack box drain
କେବେ ପଶିବ ଚେତା ? କଟକ ସହରରେ ବେପରୱା ଢଙ୍ଗରେ ଚାଲିଛି ନିର୍ମାଣ କାମ

ନା ବିପଦଶଙ୍କୁଳ ଅବସ୍ଥାରେ ଥିବା ଏ ଡ୍ରେନ୍ କଡ଼ରେ ଅସ୍ଥାୟୀ ବାଡ଼ଟିଏ ଦିଆ ହେଲା, ନା ସୂଚନା ଫଳକ ଲାଗିଲା । କେଉଁଠି ରାସ୍ତାର ଅଧା ଡ୍ରେନ୍ ଆଡ଼କୁ ଧସି ଆସିଛି ତ କେଉଁଠି ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମ୍ୟାନହୋଲ୍ ।

Amala Sangha
ସରକାରୀ ଦପ୍ତର ଶୂନଶାନ୍, ଧାରଣାରେ ରାଜ୍ୟବ୍ୟାପୀ ଅମଲା

ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ରାଜ୍ୟ ଅମଲା ମଞ୍ଚ...୩୦ ଜିଲ୍ଲାର ସରକାରୀ ଦପ୍ତରରେ କାମ ଠପ୍, ଧାରଣାରେ ୫୦ ହଜାର ଅମଲା...ସରକାର ଆଲୋଚନାକୁ ଆସୁନଥିବାରୁ ଆଗକୁ ଆନ୍ଦୋଳନ ଉଗ୍ର ହେବା ଆଶଙ୍କା...

boat
ସତୀଗୁଡ଼ା ଡ୍ୟାମ୍‌ରେ ୨ ଡଙ୍ଗା ବୁଡ଼ି ୨ ନିଖୋଜ

ମାଛ ଧରିବାକୁ ୨ ଜଣ ୨ଟି ଡଙ୍ଗାରେ ଜଳଭଣ୍ଡାରକୁ ଯାଇଥିଲେ

Rain fury in Odisha's Malkangiri
କାଳବୈଶାଖୀ ତାଣ୍ଡବ; ଭାଙ୍ଗିଲା ଏୟାରଷ୍ଟ୍ରିପ୍ କାନ୍ଥ, ୨ ଗୁରୁତର

ବିଭିନ୍ନ ସ୍ଥାନରେ ବିଶାଳ କାୟ ଗଛ ଉପୁଡ଼ିପଡ଼ିଛି । ଏପରିକି ଜାତୀୟ ରାଜପଥରେ ଗଛ ପଡ଼ିବା ଯୋଗୁଁ ଗାଡ଼ି ଗୁଡ଼ିକ ଅଟକି ରହିଛି । ସେହିପରି ଟିଣ ଛପର ଗୁଡ଼ିକ ଉଡ଼ିଯାଇଥିବା ଦେଖିବାକୁ ମିଳିଛି ।

  • Thursday, 01 June 2023
Scarcity of water
କୁଚିଣ୍ଡା ସ୍ଥିତି ସଙ୍ଗୀନ: ଶୁଖିଲାଣି ନଈ...ପିଇବା ପାଣି ନାହିଁ

କୁଚିଣ୍ଡାର ଦୁଇ ନଦୀ ଖର୍ଲା ଓ ଭେଡେନରେ ପାଣି ଶୁଖିବା ପ୍ରଥମ ଘଟଣା ହୋଇଥିବା ବେଳେ ସହରରେ ଲୋକେ ପାଣି କିଭଳି ପାଇବେ ଓ ଆଗକୁ କିଭଳି ସମସ୍ୟା ଦେଖା ନଯିବ ସେଥି ପାଇଁ ପ୍ରଶାସନ ସଜାଗ ରହିବା ଉଚିତ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

Home Guard
ଏପରି କ’ଣ ହେଲା ? ଇଛାମୃତ୍ୟୁ ମାଗିଲେ ଗୃହରକ୍ଷୀ

ହୋମଗାର୍ଡ ସଂଘ ସଭାପତି ମାଗିଲେ ଇଛାମୃତ୍ୟୁ , ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ନ୍ୟାୟ ମିଳିନଥିବା ଅଭିଯୋଗ

Tabaco
ନିୟମ ନିୟମ ବାଟରେ: ଖୁଲମଖୁଲା ବିକ୍ରି ହେଉଛି ତମାଖୁ...ବଢୁଛି କ୍ୟାନସର

ଗୟାଧର ୨୦୧୫ ମସିହାରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସ୍ତ୍ରୋପଚାର କରିଥିଲେ । ଗୟାଧରଙ୍କ କହିବା ଅନୁଯାୟୀ ପୂର୍ବରୁ ସେ ପ୍ରତିଦିନ ଗୋଟିଏ ସିଗାରେଟ ଟାଣୁଥିଲେ । ଏହାପରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ।

Khandua pata
ସ୍ନାନ ଯାତ୍ରାକୁ ୨ ଦିନ: ଖଣ୍ଡୁଆପାଟ ବୁଣିବାରେ ବ୍ୟସ୍ତ କାରିଗର

ପାଖେଇ ଆସୁଛି ଘୋଷଯାତ୍ରା । ଖଣ୍ଡୁଆ ପାଟ ବୁଣିବାରେ ବ୍ୟସ୍ତ କାରିଗର । ଅରୁଆ ଅନ୍ନ ଖାଇ..ପିଲାଠୁ ବୁଢା ସମସ୍ତେ ଏକ ହୋଇ ବୁଣୁଛନ୍ତି ପାଟ।

accident
ସମୁଦ୍ରରେ ବୁଡ଼ି ଛାତ୍ରୀ ମୃତ, ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲା ଏୟାରକ୍ରାଫ୍ଟ

ଛତ୍ରପୁର ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

News Fuse
ଭାଷଣ ଦେଉଥିଲେ...କାନ୍ଦିଲେ କିଆଁ?

୨୪ ବିଧାୟକ ହେବା ପାଇଁ ନୁହେଁ ବରଂ ଲୋକଙ୍କ ଭଲ ପାଇବା ପାଇଁ...ମୋ ବୋଉଲୋ...ନେତାଙ୍କ ମୁହଁରେ କାନ୍ଦ ଦେଖିଲେ ଏବେ ଲାଭ କଣ? ମନ୍ତ୍ରୀ ପରେ...

Elephant
ହାତୀକୁ ଡରି ହୋମ ପାଇପ୍‌ରେ ମଣିଷ

ହାତୀ ପାଇଁ ଗାଁ ଛାଡିଦେଲେ ଲୋକେ । କିଏ ହୋମ ପାଇପ୍‌ରେ ପଶିଲାଣି ତ ଆଉ କିଏ ସମ୍ପର୍କୀୟଙ୍କ ଘରେ ଲୁଚିଲାଣି । ହାତୀ ଉତ୍ପାତରେ ଅତିଷ୍ଠ ହେଲେଣି ଲୋକେ...କିନ୍ତୁ ପ୍ରଶାସନ ଦେଉନି ସହାୟତା

Elephant
ହାତୀକୁ ଡରି...ହୋମ ପାଇପ୍‌ରେ ଆଶ୍ରୟ ନେଉଛି ମଣିଷ

ହାତୀ ପାଇଁ ଗାଁ ଛାଡିଦେଲେ ଲୋକେ । କିଏ ହୋମ ପାଇପ୍‌ରେ ପଶିଲାଣି ତ ଆଉ କିଏ ସମ୍ପର୍କୀୟଙ୍କ ଘରେ ଲୁଚିଲାଣି । ହାତୀ ଉତ୍ପାତରେ ଅତିଷ୍ଠ ହେଲେଣି ଲୋକେ...କିନ୍ତୁ ପ୍ରଶାସନ ଦେଉନି ସହାୟତା

sell daughter for wife’s treatment
ସ୍ତ୍ରୀକୁ ଭଲ କରିବା ଲାଗି...ଜନ୍ମକଲା ଛୁଆକୁ ଯେବେ ବିକ୍ରି ପାଇଁ ନିଷ୍ପତ୍ତି ନିଏ ବାପା...

ପ୍ରଥମ ସ୍ତ୍ରୀ ପଳେଇଲା । ଦ୍ୱିତୀୟ ମରିଗଲା...ଏବେ ପୁଣି ତୃତୀୟ ସ୍ତ୍ରୀର ଦେହ ଖରାପ । ଡାକ୍ତର ଲେଖିଥିବା ଔଷଧ ଆଣିବାକୁ ସ୍ୱାମୀ ପାଖରେ ପଇସା ନାହିଁ । ଔଷଧ ଆଣିବା ଲାଗି ଛୁଆକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଲା ବାପା । ଦ୍ୱାରଦ୍ୱାର ବୁଲି ପଚାରିଲା ଛୁଆ କିଏ ନେବ?

 financial aid for husband’s treatment
ସ୍ୱାମୀଙ୍କ ସହ ୩ ପୁଅ ମାନସିକ ରୋଗୀ : ସହାୟତା ଅପେକ୍ଷାରେ ଶାନ୍ତି

ସ୍ୱାମୀ...୩ ପୁଅ...ସମସ୍ତେ ମାନସିକ ରୋଗୀ । ତିନି ତିନୋଟି ପୁଅ ଜନ୍ମ କରିଛନ୍ତି ହେଲେ ସେମାନେ କାମଧନ୍ଦା କରିପାରୁନାହାନ୍ତି । ବୁଢୀ ବୟସରେ ପୂରା ଘରର ବୋଝ ଶାନ୍ତିଙ୍କ କାନ୍ଧରେ । ସରକାରୀ ସହାୟତା କହିଲେ ଗଣ୍ଡେ ଚାଉଳ । ଏତିକିରେ ପରିବାର ଚଳିବ କେମିତି?