• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

News Fuse
ପ୍ଲାଷ୍ଟିକ୍‌ ବୋତଲ ଠିପିରେ ପ୍ୟାଣ୍ଟ ପିନ୍ଧା

ପ୍ୟାଣ୍ଟରେ କଣ ଠିପି ଦେଲେଣି? ଇଏ କି ହୁକରେ? ମୋ ବୋଉ...ନାରଣ ତୋ ପ୍ୟାଣ୍ଟରେ ଡୋର ଅଛି ନା?

Daily Market
ଟିକସ ନେଉଛନ୍ତି, ପାଣି ଟୋପାଏ ଦେଉନାହାନ୍ତି

ଚର୍ଚ୍ଚାରେ ଦଶପଲ୍ଲା ହାଟ । ବ୍ୟବସାୟୀଙ୍କଠୁ ମୋଟା ଅଙ୍କର ଟିକସ ନେଉଛି ପ୍ରଶାସନ ...ହେଲେ ଶୌଚାଳୟ ଟିଏ ନାହିଁ କି ପାଣି ଟୋପାଏ ମିଳୁନି । ପରିବା କିଣି ଆଣିବା ବେଳକୁ ଗାଡ଼ି ନେଇ ପଳାଉଛନ୍ତି ଦୁର୍ବୃତ୍ତ।

News reporter in Pakistan
ରିପୋର୍ଟିଂ ପାଇଁ...ଗଭୀର ପାଣିକୁ ଡେଇଁଲେ ରିପୋର୍ଟର : ତା’ପରେ ...

ଅଜବ୍‌ ନିଶା ନା ପାଗଳ? ରିପୋର୍ଟିଂ ବେଳେ ପାଣି କେତେ ଅଛି ଦେଖାଇବାକୁ ଗଭୀର ପାଣିକୁ ଡେଇଁ ପଡିଲେ ପାକିସ୍ତାନୀ ରିପୋର୍ଟର । ଦେଖନ୍ତୁ ଏହାପରେ ହେଉଛି କଣ?

financial aid for treatment
ବାପା ନାହାନ୍ତି, ମାଆଙ୍କୁ ଲିଭର ରୋଗ....ଏବେ ପିଲାଏ ପଢିବେ କେମିତି?

ବାପା ଚାଲିଗଲେ, ମାଆଙ୍କୁ ଲିଭର ସିରୋସିସ୍‌ ରୋଗ । ଯାହା ଯେତିକି ଟଙ୍କା ଥିଲା ସେତିକିରେ କଷ୍ଟରେ ଚଳୁଥିଲା ପରିବାର । ଏବେ ଡାକ୍ତର କହୁଛନ୍ତି ଚିକିତ୍ସା ଲାଗି ଦରକାର ଅଧିକ ଟଙ୍କା । ଏମିତି ସ୍ଥିତିରେ ମାଆ କହୁଛି ମୋର କିଛି ହେଲେ ମୋ ପିଲାଙ୍କ ଦାୟିତ୍ୱ ନେବ କିଏ?

Woman fails to avail house
ବଞ୍ଚି ଥାଉଥାଉ ଦେଲନି...ମରିଗଲେ କଣ ଘର ଦେବ?

ସରକାରଙ୍କୁ ପ୍ରଶ୍ନ ପଚାରୁଛି ଜଣେ ଅସହାୟ ମହିଳା । ବାରମ୍ବାର ଦଉଡି ଦଉଡି ଘରେ ଖଣ୍ଡିଏ ଦେଲନି...ଭୋଟ୍‌ ମାଗିଲ, ଆମେ ଦେଲୁ । ଏବେ ତ କିଛି ଶୁଣୁନ, ମୁଁ ମଲା ପରେ କଣ ଘର ଦେବ କି?

drinking water
ଟିକସ ନେଉଛନ୍ତି, ପାଣି ଟୋପାଏ ଦେଉନାହାନ୍ତି

ଚର୍ଚ୍ଚାରେ ଦଶପଲ୍ଲା ହାଟ । ବ୍ୟବସାୟୀଙ୍କଠୁ ମୋଟା ଅଙ୍କର ଟିକସ ନେଉଛି ପ୍ରଶାସନ ...ହେଲେ ଶୌଚାଳୟ ଟିଏ ନାହିଁ କି ପାଣି ଟୋପାଏ ମିଳୁନି । ପରିବା କିଣି ଆଣିବା ବେଳକୁ ଗାଡ଼ି ନେଇ ପଳାଉଛନ୍ତି ଦୁର୍ବୃତ୍ତ

Bus stand in Berhampur
ଉଦଘାଟନ ହେଲା କିନ୍ତୁ କାମରେ ଲାଗୁନି : ପାଣିରେ ପଡିଲା ୭ କୋଟି

ଟ୍ରାଫିକ୍‌ ସମସ୍ୟା କମାଇବାକୁ ୭ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨୦୧୬ ଠୁ ଆଜିଯାଏଁ ଗୋଟିଏ ବସ୍‌ ବି ଯାଇନାହିଁ ନୂଆ ଷ୍ଟାଣ୍ଡକୁ । ନିଜ ଜିଦ୍‌ରେ ଅଟଳ ଘରୋଇ ବସ୍‌ ମାଲିକ ସଂଘ । ସେପଟେ ନୂଆ ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ

 woman body carried on bicycle
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ମହାପ୍ରୟାଣ ଗାଡ଼ି, ସାଇକେଲରେ ବୁହା ହେଲା ମୃତଦେହ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମୃତକଙ୍କୁ ମିଳୁନି ମହାପ୍ରୟାଣ ଗାଡ଼ି। ଫଳରେ ସାଇକେଲରେ ବୁହା ହେଲା ମୃତଦେହ।

  • Saturday, 17 June 2023
Delivery boy sahil singh linkedin career
ବି-ଟେକ୍ କରି ବି ଚାକିରି ନାହିଁ; ଅନେକ ଦିନ ହେଲା ଭୋକରେ ଅଛନ୍ତି ଯୁବକ

କରିଛନ୍ତି ବି-ଟେକ୍। ଚାକିରି ନାହିଁ। ଫୁଡ୍ ଡେଲିଭରୀ କରି ଦୁଃଖେ କଷ୍ଟେ ଚଳୁଛନ୍ତି। କିଛିଦିନ ହେବ ଟଙ୍କା ଅଭାବରୁ କେବଳ ଚା-ପାଣି ଖାଇ ବଞ୍ଚିଥିଲେ। ହେଲେ…

Wate Crisis
ପ୍ରୋଜେକ୍ଟ ଘୋଷଣା ହେଉଛି ସତ ପାଣି ମିଳୁନି

ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ଘୋଷଣା କରୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରୋଜେକ୍ଟ ସରୁନି କି ଲୋକଙ୍କୁ ପାଣି ମିଳୁନି...ବାବୁ କହୁଛନ୍ତି ନିର୍ଦ୍ଧାରିତ ସମୟରେ କାମ ସରିନଥିବାରୁ ପୁଣି ଥରେ ବଢାଯାଇଛି ଧାର୍ଯ୍ୟ ସମୟ

  • Friday, 16 June 2023
Biraja Temple
୨ ବର୍ଷ ଭିତରେ ବଦଳିଯିବ ବିରଜା ମନ୍ଦିରର ରୂପରେଖ !

ଆଉ ମାତ୍ର ଦେଢରୁ ୨ ବର୍ଷ...ପୂରାପୂରି ବଦଳିଯିବ ବିରଜା ମନ୍ଦିରର ରୂପରେଖ । ପଥର ଖୋଦେଇ ହୋଇ ଜୋରସୋରରେ ଚାଲିଛି କାମ୍‌ । ନୂଆ ମନ୍ଦିର ଦେଖିଲେ ଝଲସିଯିବ ଆଖି

  • Friday, 16 June 2023
Train Tragedy
ରେଳ ଦୁର୍ଘଟଣାକୁ ପୁରିଲାଣି ୨ ସପ୍ତାହ; ଏବେ ବି ମିଳୁନି କଣ୍ଟେନର୍‌ରେ ମୃତଦେହ

ସେଦିନ ଥିଲା ଶୁକ୍ରବାର, ଆଉ ଆଜି ବି ଶୁକ୍ରବାର। ବିତିଗଲାଣି ୧୫ ଦିନ। ଏବେ ବି କଣ୍ଟେନରରେ ମୃତଦେହ। ଆଉ ମୃତଦେହ ପାଇଁ ହସ୍ପିଟାଲ ବାହାରେ ଅପେକ୍ଷାରତ ପରିବାର।

s
ଭକ୍ତଙ୍କ ବିଶ୍ୱାସ ସହ ଖେଳ ! ମହାପ୍ରଭୁଙ୍କ ଅବଢ଼ା ନାଁରେ ପୁରୀରେ ମିଳୁଛି ଭେଜାଲ ଅବଢ଼ା

ଭକ୍ତଙ୍କ ବିଶ୍ୱାସ ସହିତ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ। ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ଭକ୍ତଙ୍କୁ ଦେବାକୁ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଛି।

  • Friday, 16 June 2023
  • Puri
Duplicate Abhada racket busted in Puri’s Paika Sahi
ଭକ୍ତଙ୍କ ବିଶ୍ୱାସ ସହ ଖେଳ ! ମହାପ୍ରଭୁଙ୍କ ଅବଢ଼ା ନାଁରେ ପୁରୀରେ ମିଳୁଛି ଭେଜାଲ ଅବଢ଼ା

ଭକ୍ତଙ୍କ ବିଶ୍ୱାସ ସହିତ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ। ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

Man rides with 8 family members
ଦେଶୀ ଜୁଗାଡ଼ : ଗୋଟିଏ ବାଇକ୍‌ରେ ସବାର ହେଉଛନ୍ତି

ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ପୂରା ଦେଶୀ ବୁଦ୍ଧି ଲଗାଇଲେ...ବାଇକ୍‌ରେ ୮ ଜଣଙ୍କୁ ବସାଇ ନେବାର ବ୍ୟବସ୍ଥା କରିଦେଲେ ...ଦେଖିବା ଲୋକ ବି ଆଶ୍ଚର୍ଯ୍ୟ ହେଉଛି

News Fuse
ନାଳ ପାଣି ନଈ ପାଣି କିଛି ନୁହେଁ...ଆମେ ନାଚିବୁ, ରସବତୀ ବିଲାସ

ଆଲୋ ଆଲୋ ଇଏ କଣ? ରସବତୀ ନାଚିବ ବୋଲି କଣ ନାଳରେ? ଛି ଛି ଛି....କୁଣ୍ଡିଆକୁ କିଣିକି ନେବେ ଇଏ

Srimandir Corridor Project
ଏତେ ତରତର କାହିଁକି ? କାମ ସରିନି, ରଥଯାତ୍ରା ପୂର୍ବରୁ ଖୋଲିଦେଲେ

ଦୀର୍ଘ ପ୍ରତୀକ୍ଷା ଓ ବାରମ୍ବାର ପ୍ରତିଶ୍ରୁତିର ଅବସାନ ଘଟିଲା । ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଆଉଟର ଆକ୍ସେସ ରୋଡ୍ । ତରତର ହୋଇ ସିନା ରାସ୍ତା ଖୋଲିଦେଲେ, ହେଲେ ଖୋଳା ପୋତା କାମ କିନ୍ତୁ ସରିନି ।

Srimandir Corridor Project
ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଆଉଟର ଆକସେସ୍ ରୋଡ

ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଆଉଟର ଆକସେସ୍ ରୋଡ। ଓବିସିସି ଅଧିକାରୀଙ୍କ ଉପସ୍ଥିତିରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲେ ବି ଚାରିଦ୍ବାର ପଟେ ଅସମ୍ପୂର୍ଣ୍ଣ କାମକୁ ନେଇ ଭକ୍ତ ଓ ସାହି ବାସିନ୍ଦାଙ୍କ ଅସନ୍ତୋଷ ଥମିନି। ଆଗାମୀ ରଥଯାତ୍ରାରେ ଭକ୍ତଙ୍କ ଯାତାୟାତ ପାଇଁ ଏହା ବେଶ୍ ଫଳପ୍ରଦ ହେବ ବୋଲି ପ୍ରଶାସନ କହୁଥିଲାବେଳେ ବାସ୍ତବ ସ୍ଥିତି ପରଖିଥିଲା ଓଟିଭି ଟିମ୍।

IT Minister
AI ସମସ୍ତଙ୍କ ପାଖରେ ପହଞ୍ଚିବ: IT ମନ୍ତ୍ରୀ

ଆଗାମୀ ଦିନର କାର୍ଯ୍ୟାଧାରା ଭଲ ଭାବେ କରିବାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମସ୍ତଙ୍କ ପାଖରେ ରହିବ ବୋଲି ମନ୍ତ୍ରୀ କହିଛନ୍ତି।

Deer park
ଜେଲ୍‌ରେ ରହିବା ପରି ଜୀବନ ବିତାଉଛନ୍ତି ହରିଣ !

ପାଟି ଫିଟୁନି ବୋଲି...୨୦ ରହିବା ଜାଗାରେ ରହିଛନ୍ତି ୨୦୦ । ଠିକ୍‌ରେ ଖାଇବା ମିଳୁନି କି ପାଣି...ଧୁମ୍‌ ଦ୍ୱିପ୍ରହରରେ ଆଉଟପାଉଟୁ ହେଉଛନ୍ତି ହରିଣ । ଆଜି କାଲି କହି ଦିନ ଗଡାଉଛି ପ୍ରଶାସନ

  • Thursday, 15 June 2023
Man Fakes His Death Then Arrives At Funeral By Helicopter
ଆଶ୍ଚର୍ଯ୍ୟ ! ଯାହାଙ୍କ ମୃତ୍ୟୁ ଘଟିଲା, ସେ ଜୀବନ୍ତ ପହଞ୍ଚିଲେ ଶ୍ମଶାନରେ...

ବ୍ୟକ୍ତି ଜଣକ ନିଜ ମୃତ୍ୟୁର ମିଛ ନାଟକ ନିଜେ ହିଁ ରଚିଥିଲେ। ଏହା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।

  • Thursday, 15 June 2023
Odisha fishermen
୨ ମାସ ବନ୍ଦ ଥିଲା...କଟକଣା ହଟିବା ପରେ ସମୁଦ୍ରକୁ ଯିବେ ଧୀବର, ଲୋକଙ୍କ ପାଟିରେ ବାଜିବ ଲୁଣି ମାଛ

୨ ମାସ ଧରି ସମୁଦ୍ରରେ କଟକଣା ଥିଲା । ଏବେ ସମୁଦ୍ରକୁ ଯିବେ ମତ୍ସଜୀବୀ...ଧରିବେ ଲୁଣି ମାଛ । ୨ ମାସ ପରେ ସମୁଦ୍ର କଙ୍କଡ଼ା ଖାଇବେ ଲୋକେ । ରୋଜଗାରର ନୂଆ ଆଶା ରଖିଛନ୍ତି କୈବର୍ତ୍ତ୍ୟ ଭାଇ।

Truecaller brings back call recording
ପୁଣି Truecaller ରେ ଫେରିଲା କଲ୍‌ ରେକର୍ଡିଂ ସୁବିଧା, ଏଣିକି କୌଣସି କଲ୍‌କୁ ବି କରିପାରିବେ ରେକର୍ଡ...

ଭାରତ ସମେତ ବିଶ୍ୱରେ ଏମିତି ଅନେକ ଦେଶ ଅଛି ଯେଉଁଠି ବିନା ଅନୁମତିରେ ଆପଣ ଫୋନ୍‌ କଲ୍‌ ରେକର୍ଡିଂ କରିବା ବେଆଇନ୍‌। ତେବେ କିଛି ଥାର୍ଡ-ପାର୍ଟି ଆପ୍‌ ମାଧ୍ୟମରେ କଲ୍‌ ରେକର୍ଡିଂ ସମ୍ଭବପର ହୋଇଥାଏ।

  • Thursday, 15 June 2023
Nabajouban Darshan of Lord Jagannath and His siblings on June 19
ଜୁନ୍‌ ୧୯ରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ଜୁନ୍‌ ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନବଯୌବନ ଦର୍ଶନ ନେଇ ପ୍ରେସ୍‌ମିଟ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

Ration Card
ସରପଂଚଙ୍କୁ ମିଳୁଛି ରାସନ କାର୍ଡ...ଗରିବଙ୍କୁ କିଛି ନାହିଁ

ଏ ଯୋଜନା ଥିଲେ ଲାଭ କଣ? ସରପଂଚଙ୍କୁ ମିଳୁଛି ରାସନ କାର୍ଡ..ଗରିବ ହିତାଧିକାରୀ କାନ୍ଦି କାନ୍ଦି ବୁଲୁଛନ୍ତି ହେଲେ ତାଙ୍କୁ ମିଳିପାରୁନି ଖଣ୍ଡେ ରାସନ କାର୍ଡ । ଏମିତି ବିଚିତ୍ର ବ୍ୟବସ୍ଥା ଲାଗି ଦାୟୀ କିଏ?