Gajapati Maharaja
ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ପୁଣିଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉଦବେଗ । ରତ୍ନ ଭଣ୍ଡାରର ସ୍ଥିତି ଆଦୌ ଭଲ ନଥିବାରୁ ଏହାକୁ ତୁରନ୍ତ ମରାମତିର ଆବଶ୍ୟକତା ଥିବା ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଗଜପତି । ଗତକାଲି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ରତ୍ନଭଣ୍ଡାର ସ୍ଥିତି ନେଇ ଚିନ୍ତାପ୍ରକଟ କରିଥିଲେ । ପ୍ରାୟ ୫ ବର୍ଷ ତଳୁ ରତ୍ନଭଣ୍ଡାର ସ୍ଥିତି ଖରାପ ଥିବା ଜଣାପଡ଼ିବା ସତ୍ତ୍ୱେ ରାଜ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ନେଉନଥିବାରୁ ସେବାୟତ ଓ ଭକ୍ତ ମହଲରେ ମଧ୍ୟ ଉଦବେଗ ବଢ଼ିବାରେ ଲାଗିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)