Advertisment

ଭକ୍ତଙ୍କ ବିଶ୍ୱାସ ସହ ଖେଳ ! ମହାପ୍ରଭୁଙ୍କ ଅବଢ଼ା ନାଁରେ ପୁରୀରେ ମିଳୁଛି ଭେଜାଲ ଅବଢ଼ା

ଭକ୍ତଙ୍କ ବିଶ୍ୱାସ ସହିତ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ। ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ଭକ୍ତଙ୍କୁ ଦେବାକୁ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଛି।

author-image
Sarbeswar

Puri
Advertisment
Advertisment