IT Minister
ଆଗାମୀ ଦିନରେ ରାଜ୍ୟର ଯୁବପୀଢିଙ୍କ ପାଖରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏନେଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଫର୍ ୟୁଥ୍ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କହିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ଏନେଇ ଇନଟେଲ୍ ଇଣ୍ଡିଆ ମୁଖ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚୁକ୍ତି ହୋଇଛି ।
Advertisment
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, 'ସ୍ମାର୍ଟ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ବିଭିନ୍ନ ମଡ୍ୟୁଲ ରହିଛି । 5Tର ମୁଖ୍ୟ ଦିଗ ହେଉଛି ଟେକ୍ନୋଲୋଜି। ସବୁ ସରକାରୀ ବିଭାଗର ଆପ୍ଲିକେସନ AI ଦ୍ୱାରା କରାଯାଉଛି। ଆଗାମୀ ଦିନର କାର୍ଯ୍ୟାଧାରା ଭଲ ଭାବେ କରିବାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମସ୍ତଙ୍କ ପାଖରେ ରହିବ ବୋଲି ମନ୍ତ୍ରୀ ତୁଷାରକାନ୍ତି କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)