ନିଜ ଜୀବନ କାଳରେ ୩୦ ହଜାରରୁ ଅଧିକ ଗଛ ଲଗାଇଛନ୍ତି ତୁଲସୀ । ଦୁଇ ବର୍ଷ ବୟସରୁ ପରିବେଶ, ପଶୁ, ଜଙ୍ଗଲ ସହ ଜଡ଼ିତ ତୁଲସୀ ।
ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଉ ମରି ପଡ଼ିଥିବା ଦେଖି ଗାଁ ଲୋକେ ବେଗୁନିଆ ପ୍ରାଣୀଧନ ଚିକିତ୍ସାଳୟକୁ ଖବର ଦେଇଥିଲେ । ଖବର ପାଇବା ପରେ ଗୋଟିଏ ଟିମ୍ ଗାଁରେ ପହଞ୍ଚି ମୃତ କାଉଙ୍କୁ ଏକାଠି କରି ସେମାନଙ୍କ ନମୁନା ସଂଗ୍ରହ କରିଛନ୍ତି ।
ସବୁ ନବଦମ୍ପତି ବାସରରାତିକୁ ଏକାନ୍ତରେ କାଟିବାକୁ ଚାହାନ୍ତି। କିନ୍ତୁ ଏ ଦୁନିଆରେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଏହି ଦିନ ବର-କନ୍ୟାଙ୍କ ସହ କନ୍ୟାର ମା’ ଶୋଇଥାଏ। ଜାଣନ୍ତୁ କେଉଁଠି ଓ କାହିଁକି…
ଘରେ ବସି ନରହି ରୋଜଗାର କରୁଛନ୍ତି ମହିଳା । ମୌନଧ୍ଵନି ଫାଉଣ୍ଡେସନ ସଂସ୍ଥା ମୟୁରଭଞ୍ଜ ଜିଲ୍ଲାର ୪ଟି ସ୍ଥାନରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ ଜାରି ରଖିଛି ।
ଚାଷ ଜମିରେ ଏକ୍ସପର୍ଟ ଟିମ ଅଛନ୍ତି । କୃଷି ବିଜ୍ଞାନୀଙ୍କ ସହିତ, ସାମିଲ ଅଛନ୍ତି ଚାଷୀ ଓ ଛାତ୍ରଛା
ଚର୍ଚ୍ଚାରେ ଫୁଲବାଣୀର ପ୍ରତ୍ୟୁଷ। ଖଡ଼ି ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ
ଓଡିଶା ଆସୁଥିବା ପର୍ଯ୍ୟଟକଙ୍କର ଗତ ୫ବର୍ଷର ରେକର୍ଡ଼ ଅନୁସାରେ୨୦୧୫ରେ ଓଡିଶା ଆସିଥିଲେ ୧କୋଟି ୧୭ ଲକ୍ଷ ୮୬ ହଜାର ପର୍ଯ୍ୟଟକ ।
ଡାଇମଣ୍ଡ ଦେଖିବାକୁ ବହୁତ ସୁନ୍ଦର ଲାଗେ ନା । ଆଉ ସମୁଦ୍ର ବେଳାଭୂମି ବି ବେଶ୍ ମନମୁଗ୍ଧକର ଲାଗେ । ତେବେ ଭାବନ୍ତୁ ଏହି ଦୁଇଟି ଯାକ ଯଦି ମିଶି ଯିବ ତେବେ କଣ ହେବ । ଅର୍ଥାତ୍ ଏକ ସୁନ୍ଦର ସମୁଦ୍ର ବେଳାଭୂମିରେ ଆପଣ ସବୁଠାରେ କେବଳ ଡାଇମଣ୍ଡ ହିଁ ଡାଇମଣ୍ଡ ପାଇଯିବେ । ଆଉ ଏହି ବେଳାଭୂମିର ବିଶେଷତ୍ୱ ହେଉଛି ପ୍ରତିକ୍ଷଣରେ ରୂପ ବଦଳାଇଥାଏ । ତେବେ ଭାବନ୍ତୁ ସ୍ଥାନର ଦୃଶ୍ୟ କେତେ ବିଚିତ୍ର ଆଉ ମନମୁଗ୍ଧକର ଲାଗିବ । ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳେ ଆଇସଲ୍ୟାଣ୍ଡର ଏକ ବେଳାଭୂମିରେ, ସତରେ କଣ ଏହି ବେଳାଭୂମିରେ ଡାଇମଣ୍ଡ ମିଳେ, ନା ଆଉ କିଛି ରହସ୍ୟ ରହିଛି…
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପରିବାର ଲୋକଙ୍କ ବୟାନ ପରେ ପରେ କଳାହାଣ୍ଡି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା.. ଯାବତୀୟ ବିରୋଧ ପରେ ବି ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର ଏକାଠି ମଞ୍ଚରେ ବସିଲେ.. ହେଲେ ପଦୁଟିଏ ବି ମମିତାଙ୍କ କଥା କହିଲେନି.. ଏନେଇ ବିଧାୟକ ପ୍ରଦୀପ ପୁରୋହିତ ପ୍ରତିକ୍ରିୟା ଦେଇଛନ୍ତି.. ଶୁଣନ୍ତୁ
ଧାନ ଅମଳକୁ ଦିନ କେଇଟା.. ହେଲେ ସବୁ ପରିଶ୍ରମକୁ ଚଳୁ କରିଦେଲାଣି ମାଟିଆ ଗୁଣ୍ଡି, ଚକଡ଼ା ବା ଯଉଆ ପୋକ.. ମୁଣ୍ଡରେ ହାତ ଦେଇ ବସିଛି ଚାଷୀକୂଳ.. ବାଟ ଦିଶୁନି କରିବ କଣ.. ଯେତେ ପୋକମରା ବିଷ ଦେଲେ ବି କାମ ଦେଲାନି
ଝାରସୁଗୁଡ଼ାରେ ରେଳମନ୍ତ୍ରୀ I ଦୁଇ ଦିନିଆ ଝାରସୁଗୁଡ଼ା ଗସ୍ତରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ନେଇ ରେଳମନ୍ତ୍ରୀଙ୍କ ଆଲୋଚନା
ବ୍ରେଡ୍ ନାରେ ବିଷ କିଣି, ଘରକୁ ନେଉ ନାହାନ୍ତି ତ । କିଣିବା ପୂର୍ବରୁ ଭଲରେ ଦେଖି ନିଅନ୍ତୁ । ନହେଲେ ଠକାମିରେ ପଡ଼ିବା ସହ ରୋଗରେ ମଧ୍ୟ ପଡ଼ି ପାରନ୍ତି ।
ସମ୍ବଲପୁର ଟାଉନ ଥାନା ଲକ୍ଷ୍ମୀ ଟକିଜ ଅଞ୍ଚଳରେ ଅଘଟଣ। କୂଅରେ ପଡ଼ି ଦୁଇ ଭାଇଙ୍କ ମୃତ୍ୟୁ। ମୃତକ ହେଲେ ସାହୁ କଲୋନିର ସୁନୀଲ ତ୍ରିପାଠୀ ଓ ସୁଶୀଲ ତ୍ରିପାଠୀ। ସେମାନନଙ୍କ ବୟସ ୩୦ ବର୍ଷ ଓ ୨୫ ବର୍ଷ। ଗତକାଲି ଉଭୟେ କୂଅରେ ପଡ଼ିଯିବା ପରେ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା।
ଖାଦ୍ୟ ନାଁରେ ବିକ୍ରି ହେଉଛି ବିଷ? କାଲି ମୋ ସ୍ତ୍ରୀ ଆସି ରାତିରେ କେକ୍ ଆଉ ରୋଲ ଆଣିଥିଲେ, ମୁଁ ପାଟିରେ ପୁରାଇବା ପରେ ହିଁ ଘାଳୁ ଘାଳୁ ବାନ୍ତି ହେଲା......ଦେଖନ୍ତୁ ଏମିତି ପାଉଁରୁଟି ତିଆରି ହେଉ ଛି କେଉଁଠି?
ଧାନ ଅମଳକୁ ଦିନ କେଇଟା.. ହେଲେ ସବୁ ପରିଶ୍ରମକୁ ଚଳୁ କରିଦେଲାଣି ମାଟିଆ ଗୁଣ୍ଡି, ଚକଡ଼ା ବା ଯଉଆ ପୋକ.. ମୁଣ୍ଡରେ ହାତ ଦେଇ ବସିଛି ଚାଷୀକୂଳ.. ବାଟ ଦିଶୁନି କରିବ କଣ.. ଯେତେ ପୋକମରା ବିଷ ଦେଲେ ବି କାମ ଦେଲାନି.. ପ୍ରଶାସନର ସହାୟତାକୁ ଭରସା..
ବଂଶୀ ସ୍ୱରରେ ବାନ୍ଧି ହେଉଛନ୍ତି ଗାଈ । ଗୋଠରେ ସାକ୍ଷାତ କୃଷ୍ଣଙ୍କ ପରି ବେଶ ହୋଇ ଗାଈ ଚରାଉଛନ୍ତି ସୁବଳ ।
ଦୁଇ ଭାଇ ଖୁସିରେ ଜଣକ ସହିତ କଥା ହେଉଥିଲେ କିନ୍ତୁ ଜାଣିନଥିଲେ, ମୃତ୍ୟୁ ତାଙ୍କ ପଛପଟେ ହିଁ ଅପେକ୍ଷା କରିଛି। ଦୁଇ ଜଣଙ୍କ ମୃତ୍ୟୁ ପରେ ଏହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ । ଅଧିକରୁ ଅଧିକ ଉତ୍ସବ ଆୟୋଜନ କରିବ ପର୍ଯ୍ୟଟନ ବିଭାଗ। ବିଭିନ୍ନ ଜଳରାଶିରେ ହେବ କ୍ରୁଜ୍ ବ୍ୟବସ୍ଥା। କରୋନାରେ ଭାଙ୍ଗି ପଡ଼ିଥିବ ପର୍ଯ୍ୟଟନ ଶିଳ୍ପକୁ ସଜାଡିବାକୁ ଅଣ୍ଟାଭିଡିଲା ସରକାର।
ପ୍ରତିଦିନ କୃଷ୍ଣ ବେଶରେ ଗାଈ ଚରାଉଛନ୍ତି ସୁବଳ । ସତେ ଯେମିତି ଏ ଯୁଗର କୃଷ୍ଣ । ବଂଶୀ ବଜାଉଛନ୍ତି, ଗଛ ଡାଳରେ ବସୁଛନ୍ତି । ପାଖକୁ ଦୌଡି ଆସୁଛନ୍ତି ଗାଈ । ବିମୋହିତ ହେଉଛନ୍ତି । ଦ୍ୱାପର ଯୁଗର ଭଗବାନ କୃଷ୍ଣ ଓ ଗୋମାତାଙ୍କ ନିବିଡ ସଂପର୍କକୁ ତଉଲୁଛନ୍ତି ସ୍ଥାନୀୟ ଲୋକ ।
ଦୀର୍ଘ ୧୦ ବର୍ଷ ହେବ ଗରିବ ଓ ବେସାହାରା ରୋଗୀଙ୍କୁ ସାହାଯ୍ୟ କରି ଆସୁଥିବା ଅଭିମନ୍ୟୁ ଦାସଙ୍କୁ ମିଳିଲା ପ୍ରଶଂସା। ଏମିତି ପ୍ରଶଂସାରେ ପୋତି ପକାଇଲେ କ୍ରିକେଟର ମହମ୍ମଦ କୈଫ ଓ ଭି.ଭି.ଏସ୍. ଲକ୍ଷ୍ମଣ।
ଲୋକକଳା ରଣପାରେ ଦୀର୍ଘ ୧୩ ମିନିଟ ନାଚି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳୀର ୭ବର୍ଷର ବାଳକ ବିଭାସ ସାହୁ। ଦେଖନ୍ତୁ ଏହି କୁନି ପିଲାର ରଣପା ନାଚ...
ବିବାହ ସମୟ ଯେତେ ପାଖେଇ ଆସେ ଝିଅ ନିଜକୁ ସେତେ ସଜ କରେ। କାରଣ ସେ ତା’ର ମନ ମଣିଷକୁ ଦେଖେଇବାକୁ ଚାହେଁ ଯେ ସେ ହେଉଛି ଦୁନିଆର ସବୁଠାରୁ ସୁନ୍ଦରୀ ଯୁବତୀ। କିନ୍ତୁ ଏ ଦୁନିଆରେ ଏପରି ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ବିବାହ ପୂର୍ବରୁ ଝିଅର ଶରୀରକୁ ବିକୃତ କରାଯାଏ। ତାକୁ କାଦୁଅ ଓ ବିଭିନ୍ନ ପ୍ରକାର ଆବର୍ଜନାରେ ସ୍ନାନ କରାଯାଏ। ଏହି ପରମ୍ପରା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ରଣପା ନୃତ୍ୟ ଓଡ଼ିଶାର ଏକ ପୁରାତନ ଲୋକକଳା । ଯାହା ଏବେ ବିଲୁପ୍ତ ପ୍ରାୟ । ଆଜି କାଲିର ଡିଜେ ଓ ଫ୍ୟୁଜନ୍ ମ୍ୟୁଜିକ୍ ଭିତରେ ରଣପା ହଜିଯାଇଥିବା ବେଳେ ଏବେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
୨୦୧୬ ମସିହାରେ ସେତେବେଳର ସଂରକ୍ଷଣ ବ୍ୟବସ୍ଥାକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ଉଚ୍ଚନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି । ଫଳରେ କେନ୍ଦ୍ରାପଡା ପୌର ନିର୍ବାଚନ ବିଳମ୍ବରେ ହେବା ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି ।
ଘରକୁ କେଉଁ ପରିବା ନେଲେ ଚଳିଯିବ, ଲୋକେ ଆକଳନ କରିପାରୁନାହାନ୍ତି । ଅଧିକାଂଶ ପରିବା ଦର ଏବେ ୫୦ଟଙ୍କା ଉପରେ ଥିବାରୁ ଯିଏ ବି ପରିବା ଘରକୁ ନେଉଛି ଆଗଭଳି ନେଉନାହାନ୍ତି ବରଂ ଅଧକିଲୋ, ଅଢେଇଶହରେ ଚଳାଇ ଦେଉଛନ୍ତି ଗ୍ରାହକ ।