ଏବେ କଲେଜରେ ପାଠ ପଢୁଛନ୍ତି । କିନ୍ତୁ ଅଦରକାରୀ କାର୍ଟୁନ ପେଟି ଓ ସୋଲରେ ତିଆରି କରୁଛନ୍ତି ଜଗନ୍ନାଥଙ୍କ ମୂର୍ତ୍ତୀ । ରଥ କରିଛନ୍ତି ଓ ରାମ ମନ୍ଦିର ବି ତିଆରି କରିଛନ୍ତି । ସ୍ଥାନୀୟ ଲୋକ ତାଙ୍କର ଏହି କଳାକୃତି ଦେଖି ତାଜୁବ୍ ।
Published: Otv Khabar Bureau
Last updated: 08 December 2021, 12:03 PM IST
ଏ ଏମିତିକା ଅଫିସ, ଯେଉଁଠି ଛେଳି ନେଇଯାଏ ଫାଇଲ୍। ପଛେ ପଛେ ଧାଇଁଲେ କର୍ମଚାରୀ। ଶେଷରେ କଣ ହେଲା ଦେଖନ୍ତୁ...