/odishatv-khabar/media/post_attachments/uploadimage/library/16_9/16_9_0/ss_1638935090.jpg)
Army Jawan Missing
କଟକ: କଟକ ରେଲ୍ୱେ ଷ୍ଟେସନରୁ ସେନାର ଜଣେ ଯବାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ନିଖୋଜ ଯବାନଙ୍କ ନାଁ ତେନ୍ଜି ଗୱା। ଗତକାଲି ସେ ରେଲ୍ୱେ ଷ୍ଟେସନରୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି।
Advertisment
ସୂଚନା ଅନୁସାରେ, ୧୫୦ ଜଣ ଯବାନ ଟ୍ରେନିଂ ପାଇଁ ଦିଲ୍ଲୀରୁ ଚୌଦ୍ୱାର ଚାରବାଟିଆକୁ ଆସିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଯବାନ ତେନ୍ଜି କଟକ ରେଲ୍ୱେ ଷ୍ଟେସନରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଏନେଇ ଜିଆର୍ପି ଥାନାରେ ଏତଲା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଯବାନ ଜଣକ ନିଖୋଜ ପଛର କାରଣ କ’ଣ ତାହା ଜଣାପଡ଼ି ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)