ଏବେ ନୂଆ ରୂପ ପାଇଛି କାଠ କଣ୍ଢେଇ । ଗାଁ ଗହଳିର ଖେଳନା ଏବେ ସହରରେ ନୂଆ ବଜାର ଖୋଜୁଛି । ନୂଆ ରଙ୍ଗ ମାଖି ହେଲା ପରେ ବଢିଯାଇଛି ଦାମ୍ । ଏବେ ହୋଇଯାଇଛି ଘରର ସୌଖୀନ ସାମଗ୍ରୀ । କେନ୍ଦ୍ର ସରକାରଙ୍କ ସହାୟତାରେ ହସ ଫୁଟିଛି ମହାରଣା ପରିବାରରେ ।
Published: Otv Khabar Bureau
Last updated: 08 December 2021, 12:06 PM IST
ଏବେ କଲେଜରେ ପାଠ ପଢୁଛନ୍ତି । କିନ୍ତୁ ଅଦରକାରୀ କାର୍ଟୁନ ପେଟି ଓ ସୋଲରେ ତିଆରି କରୁଛନ୍ତି ଜଗନ୍ନାଥଙ୍କ ମୂର୍ତ୍ତୀ । ରଥ କରିଛନ୍ତି ଓ ରାମ ମନ୍ଦିର ବି ତିଆରି କରିଛନ୍ତି । ସ୍ଥାନୀୟ ଲୋକ ତାଙ୍କର ଏହି କଳାକୃତି ଦେଖି ତାଜୁବ୍ ।