ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ୨୦୨୪ ସୁଦ୍ଧା ସବୁ ଗାଁକୁ ମିଳିବ ପାଇପ୍ ପାଣି । ବିଧାନସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ।
Published: Otv Khabar Bureau
Last updated: 08 December 2021, 12:34 PM IST
ପଞ୍ଚଭୂତରେ ବିଲୀନ ହେଲା ନନ୍ଦ ସାରଙ୍କ ମରଶରୀର । ଯାଜପୁର ଜିଲ୍ଲା ନିଜ ଜନ୍ମଭୂମି କନ୍ତିରାରେ ଶେଷକୃତ୍ୟ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାରେ ଶେଷକୃତ୍ୟ ସମ୍ପନ୍ନ ।