ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ହଠାତ୍ ଘରୁ କୁଆଡ଼େ ପଳେଇଲେ। ପୁଅ କୁଆଡ଼େ ଗଲା ବୋଲି ଘରେ କାନ୍ଦ ବୋବାଳି। ଏ ଘଟଣା ପ୍ରାୟ ୨୪ ବର୍ଷ ତଳେ ନୟାଗଡ଼ ଜିଲ୍ଲାରେ ଘଟିଥିଲା। ସେ ପୁଅ ଜଣକ ହେଉଛନ୍ତି ସ୍ଥାନୀୟ ଖଣ୍ଡପଡ଼ା ବ୍ଲକ୍ କୁମ୍ଭାରପଡ଼ା ଗାଁର ଆସମାନ୍ ଦାସ। ଏବେ ମାଆ ପୁଅକୁ ପାଇ ଖୁସିରେ ଆତ୍ମହରା ହୋଇ ପଡ଼ୁଛି।
ସରପଂଚ ଅଛନ୍ତି, କିନ୍ତୁ ଭିକ ମାଗୁଛନ୍ତି : ସରକାରଙ୍କ ମାଳ ମାଳ ଯୋଜନାକୁ ଖୋଦ୍ ସରପଂଚ ପାଉନାହାନ୍ତି। ଯାହାକୁ ନେଇ ଉଠିଛି ପ୍ରଶ୍ନ
ଏହା ଉପରେ ଶତାଧିକ ଲୋକଙ୍କ ପରିବାର ପୋଷଣ ହୁଏ । ପୂର୍ବରୁ ପୁରୀର ଗୋଟିଏ ସମୁଦ୍ର କୂଳକୁ ବ୍ଲୁ-ଫାଗ୍ କରାଯାଇଛି । ହେଲେ ଆଉ ଗୋଟିଏ ବିଚ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବ୍ୟବସାୟୀ ଓ ସାଧାରଣ ଲୋକେ ।
ନୂଆଦିଲ୍ଲୀ: ଟଙ୍କା ପଇସା ତ ସମସ୍ତେ ବ୍ୟବହାର କରିଥାନ୍ତି । ସର୍ବନିମ୍ନ ୧୦ ଟଙ୍କା , ୨୦ ଟଙ୍କା , ୫୦ ଟଙ୍କାଠୁ ଆରମ୍ଭ କରି ସର୍ବାଧିକ ୫୦୦ ଟଙ୍କିଆ କି ୨୦୦୦ ଟଙ୍କିଆ ନୋଟକୁ ସମସ୍ତେ ବ୍ୟବହାର କରନ୍ତି । ହେଲେ ଆପଣ କେବେ ଶୁଣିଛନ୍ତି କି ‘ଶୂନ’ ଟଙ୍କିଆ ନୋଟ ? ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ କଥାଟି ସତ....
ନିର୍ବାଚନରେ ପ୍ରାର୍ଥୀ ମଦ ବାଣ୍ଟିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଅଯଥା ଖର୍ଚ୍ଚ କରିଥାଆନ୍ତେ । ତେଣୁ ନିଲାମ ଡାକି ସରପଞ୍ଚ ଭାବରେ ଜଣେ ବ୍ୟକ୍ତିଙ୍କୁ ଚୟନ କରିବାକୁ ନିଷ୍ପତ୍ତି ନିଆଗଲା ବୋଲି ଗ୍ରାମବାସୀ କହିଛନ୍ତି
ରାତି ୧ଟାରେ ସୁମିତ୍ ଘରର ପଛ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିବା କହିଛନ୍ତି ତପସ୍ୱିନୀ.. ଶାଶୁ ଘର ଲୋକେ ବୁଝେଇ ମତେଇ ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି.. ତପସ୍ୱିନୀଙ୍କ ପୂରା ପ୍ରତିକ୍ରିୟା ଶୁଣନ୍ତୁ..
ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ନ ପୂରେଇଲା ଯାଏ ଧାରଣାରୁ ଉଠିବେନି ବୋଲି ପ୍ରତିଜ୍ଞା କରିଛନ୍ତି ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀ.. ଗତକାଲିଠାରୁ ପୁଣି ଶାଶୁ ଘର ଦୁଆରେ ତପସ୍ୱିନୀଙ୍କ ସହ ପ୍ରମିଳା ତ୍ରିପାଠୀ ମଧ୍ୟ ଧାରଣାରେ ବସିଛନ୍ତି..
ସୁମିତ ଗଲା ପରେ ଆସିକା ଡାକବଙ୍ଗଳାରୁ ବି ମୋତେ ବାହାର କରିଦେଲେ.. ସୁମିତ ମୋ ସାଙ୍ଗରେ ରହିଲେନି କି ଦାୟିତ୍ୱ ବୁଝିଲେନି.. ମୁଁ କେମିତି ଚଳିବି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ..
ତୁଟୁନି ତପସ୍ୱିନୀ-ସୁମିତଙ୍କ ଦାମ୍ପତ୍ୟ କଳି...ଗେଷ୍ଟହାଉସ୍ ଛାଡ଼ି ପୁଣି ଶାଶୁ ଘର ଆଗରେ ତପସ୍ୱିନୀଙ୍କ ଧାରଣା, କହିଲେ ଏଥର ନ୍ୟାୟ ମିଳିବା ପର୍ଯ୍ୟନ୍ତ ବସିବି...ସେପଟେ ସୋମବାର SDJM କୋର୍ଟରେ ପରବର୍ତ୍ତୀ ଶୁଣାଣି
ତପସ୍ୱିନୀ-ସୁମିତଙ୍କ ମାମଲାର ତଦନ୍ତ ପାଇଁ ସୁମିତଙ୍କ ଘରେ ପହଞ୍ଚିଛି ପୋଲିସ.. ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ପୋଲିସ ଟିମ୍ ସୁମିତଙ୍କ ଘରକୁ ଯାଇ ପଚରାଉଚରା କରୁଛି.. ସେପଟେ ତପସ୍ୱିନୀ ମଧ୍ୟ ଶାଶୁ ଘର ଦୁଆରେ ଧାରଣାରେ ବସିଛନ୍ତି..
କଟକ ନୂଆପାଟଣାର ୭ ବର୍ଷର ବାଳକ ଉପ୍ତଲକ୍ଷ୍ୟଙ୍କ ବିଶ୍ୱ ରେକର୍ଡ... ୪୬ ସେକେଣ୍ଡରେ ୧୧୮ଟି ରସାୟନିକ ତତ୍ତ୍ୱର ନାଁ କହି ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକଡର୍ସରେ ପାଇଲେ ସ୍ଥାନ... ଚେସ୍ ଖେଳୁଥିବା ବେଳେ ନିର୍ଭୁଲ ଭାବେ କଲେ
ରାତି ୧ଟାରେ ସୁମିତ୍ ଘରର ପଛ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିବା କହିଛନ୍ତି ତପସ୍ୱିନୀ.. ଶାଶୁ ଘର ଲୋକେ ବୁଝେଇ ମତେଇ ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି
ତପସ୍ୱିନୀ-ସୁମିତଙ୍କ ମାମଲାର ତଦନ୍ତ ପାଇଁ ସୁମିତଙ୍କ ଘରେ ପହଞ୍ଚିଛି ପୋଲିସ । ବ୍ରହ୍ମପୁର ଏସପିଙ୍କ ନେତୃତ୍ୱରେ ପୋଲିସ ଟିମ୍ ସୁମିତଙ୍କ ଘରକୁ ଯାଇ ପଚରାଉଚରା କରୁଛି.
ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ନ ପୂରେଇଲା ଯାଏ ଧାରଣାରୁ ଉଠିବେନି ବୋଲି ପ୍ରତିଜ୍ଞା କରିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ
ଆମ ଦୁନିଆରେ ଏଭଳି ବି କିଛି ଏୟାରପୋର୍ଟ ରହିଛି, ଯାହାର ଭୟର ଅନ୍ୟନାମ କହିଲେ କିଛି ଭୁଲ୍ ହେବ ନାହିଁ । ସାଧାରଣ ଭାବେ ଏୟାରପୋର୍ଟର ରନୱେର ଲମ୍ବ ୧୮୦୦ମିଟରରୁ ୨୪୦୦ ମିଟର ପର୍ଯ୍ୟନ୍ତ ରହିଥାଏ । ସେଠାରେ ଆମେ ସୁରକ୍ଷିତ ଅନୁଭବ କରୁ । କିନ୍ତୁ ଦୁନିଆରେ ଏଭଳି ବି ରନୱେ ରହିଛି ଯାହା ମନରେ ଭୟ ସୃଷ୍ଟି କରେ । କାରଣ ତାହା ବେଶ୍ ଭୟଙ୍କର ଲୋକେଶନରେ ରହିଛି ।
ସୁମିତ ମୋ ସାଙ୍ଗରେ ରହିଲେନି କି ଦାୟିତ୍ୱ ବୁଝିଲେନି । ସେ ଗଲା ପରେ ଆସିକା ଡାକବଙ୍ଗଳାରୁ ବି ମୋତେ ବାହାର କରିଦେଲେ । ମୁଁ କେମିତି ଚଳିବି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ ।
ପ୍ରଡକସନ ଇଞ୍ଜିନିଅରିଂ ବିଭାଗର ଛାତ୍ର ମାନସ ସିଂଙ୍କୁ ସିନିଅର ଛାତ୍ର ପାଖକୁ ଡାକି ବିଭିନ୍ନ ପ୍ରଶ୍ନ ପଚାରିବା ଆଳରେ ମାଡ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ଏ କଂଗ୍ରେସିଆ ଷ୍ଟ୍ରାଇକ୍ କରିଥିଲେ, କିନ୍ତୁ ଏ ମାଉସୀ ପାଣି ମାରିଦେଲା ଝାଇଁରେ ଏମିତି ନାଚିଲେ ଯେ ଦେଖିବା ମାତ୍ରେ ଗୋଡ଼ତ ଖାଲି ଉଠିବ ଆଉ ପଡ଼ିବ...ହେଲେ ଏ ମାଉସୀଙ୍କୁ କିଏ ପଠେଇଛି କିରେ ? ଇଲୋ ସିଏ ପା...
କେବଳ ଏହି ପ୍ରତିଯୋଗିତା ନୁହେଁ, ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସଫଳତା ହାସଲ କରିଛନ୍ତି।
ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନର ସୁବିଧା ରହିବ ଓ ଏହା ଦେଶର ସର୍ବବୃହତ୍ ସିମେଣ୍ଟ ନିର୍ମାଣକାରୀ ପ୍ଲାଣ୍ଟ ହେବ।
ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ କେଁ, କେବେ ରେଳପଥରେ ଯୋଡ଼ି ହେବ ପୂର୍ବ-ପଶ୍ଚିମ ଓଡ଼ିଶା ?
ଏହାକୁ ଚାଲେଞ୍ଜ କରିଛନ୍ତି ତପସ୍ବିନୀଙ୍କ ସ୍ୱାମୀ ସୁମିତ ସାହୁ। ଏନେଇ ସେ ଉପର କୋର୍ଟ ତଥା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି ସୁମିତ। ବିବାହର ସତ୍ୟତାକୁ ନେଇ ସୁମିତଙ୍କ ଓକିଲ ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି।
ପୁରୀ ବ୍ଲ୍ୟୁ ଫ୍ଲାଗ୍ ବିଚ୍ କୁ ବିରୋଧ । ପୁରୀ ବେଳାଭୂମି ବ୍ୟବସାୟୀ ସଂଘ ଏହାକୁ ବିରୋଧ କରିଛି । 'ଏଠି ବ୍ଲ୍ୟୁ ଫ୍ଲାଗ୍ ବିଚ୍ କରେଇ ଦେବୁନି' । 'ତମେ ଏଠି ଆଉ କିଛି କରନି। ଏ ସମୁଦ୍ର ବାଲି ଆମ ଜୀବନ। ଏଇଠି ଆମେ ବସିଲେ ଘରେ ଆମ ଚୁଲି ଚଳିବ। ତମ ବ୍ଲ୍ୟୁ ଫ୍ଲାଗ୍ ବିଜ୍ ସିଆଡେ ନିଅ। ଏଠି ଆମ ଦୁଃଖ ଧନ୍ଦାରେ ଆଖି ପକାନି । ଏହିଭଳି ନାରା ଦେଇ ବିରୋଧ କରଛି ସଂଘ ।
ଦୀର୍ଘଦିନ ଧରି ଛତ୍ରପୁରର ଝିଅ ତପସ୍ୱିନୀ ଓରଫ୍ ଡିମ୍ପଲ, ଶାଶୂଘରେ ବୋହୂର ମାନ୍ୟତା ପାଇଁ ଲଢ଼ି ଆସିଥିଲେ। ବ୍ରହ୍ମପୁରରେ ଶାଶୂଘର ଆଗରେ ଧାରଣାରେ ବସିଥିଲେ। ଟାର୍ଗେଟ୍ କରିଥିଲେ ଶାଶୂ ଶ୍ୱଶୁରଙ୍କୁ। କହିଥିଲେ, ସ୍ୱାମୀ ସୁମିତ୍ ମତେ ବହୁତ ଭଲ ପାଉଛନ୍ତି, ଆମେ ମିଶିକି ରହୁ ବୋଲି ଚାହୁଁଛନ୍ତି, କିନ୍ତୁ ଶାଶୂ ଶ୍ୱଶୁର କରେଇ ଦେଉନାହାଁନ୍ତି। କିନ୍ତୁ ପ୍ରେମକୁ ଅସ୍ତ୍ର କରି ଯୁଦ୍ଧକୁ ଓହ୍ଲେଇଥିବା ତପସ୍ୱିନୀ ହଠାତ୍ ଆକାଶରୁ ପଡ଼ିଗଲେ। ଗତକାଲି, ଯେତେବେଳେ ସ୍ୱାମୀ ଡ ସୁମିତ ପଣ୍ଡାଙ୍କ ଅଡିଓ ବାର୍ତ୍ତା ଭାଇରାଲ୍ ହେଲା।
୨୪ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ କୁମ୍ଭାରପଡ଼ା ଗାଁରେ ହଜିଲା ପୁଅକୁ ମାଆ ଫେରି ପାଇବା ପରେ ପରିବାର ଓ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। ସ୍ୱର୍ଗତଃ ଦେବରାଜ ଦାସଙ୍କ ପୁଅ ଆସମାନ ଦାସ ୧୯୯୮ ଫେବୃଆରୀ ୧୧ରେ ଗାଁରୁ ହଠାତ୍ ନିଖୋଜ ହୋଇଯାଇଥିଲେ।