ନିର୍ବାଚନରେ ପ୍ରାର୍ଥୀ ମଦ ବାଣ୍ଟିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଅଯଥା ଖର୍ଚ୍ଚ କରିଥାଆନ୍ତେ । ତେଣୁ ନିଲାମ ଡାକି ସରପଞ୍ଚ ଭାବରେ ଜଣେ ବ୍ୟକ୍ତିଙ୍କୁ ଚୟନ କରିବାକୁ ନିଷ୍ପତ୍ତି ନିଆଗଲା ବୋଲି ଗ୍ରାମବାସୀ କହିଛନ୍ତି