ସେ ଥିଲେ ଶାଣିତ ବ୍ୟଙ୍ଗ ଓ ସମାଲୋଚନା ପିତାମହ। ପୈତୃକ ଗାଁ ଇଟାମାଟିକୁ ଛୁଟେ ଅନେକ ଲୋକଙ୍କ ଭିଡ଼...ଆଜି ବି ତାଙ୍କୁ ନେଇ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହୁଏ...ଦେଖନ୍ତୁ ଏହି ସ୍ୱତନ୍ତ୍ର ଭିଡ଼ିଓ
ନାହିଁ ବାରୁଦ ନାହିଁ ବେଲା ସଜ ବଡ଼ ଉତ୍କତ ସେ ତୋପ ଆବାଜ...ଜାମୁ କି ଅନଳ ଦେଖିଲା ନାହିଁ , ଚମକି ଉଠିଲା ଘୁମୁକି ମୁହିଁ...ଏ ପଦର ଉତ୍ତର କଣ ଦେଇଥିଲେ ଯଦୁମଣୀ?
ଓଟିଭିକୁ ଆପଣ କରିଛନ୍ତି ଏକ ନମ୍ବର। ଟିଭି ହେଉ କି ଡିଜିଟାଲ୍ ପ୍ଲାଟଫର୍ମ, ଆପଣ ଦେଇଛନ୍ତି ଅଜସ୍ର ଭଲ ପାଇବା ଏବଂ କରିଛନ୍ତି ଅତୁଟ ବିଶ୍ୱାସ। ଏହି ଧାରାରେ ଆଜି ଓଟିଭି ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣ ୭୦ ଲକ୍ଷ ସବସ୍କ୍ରାଇବରରେ ପହଞ୍ଚାଇଛନ୍ତି।
ଯୋଜନା ଉପରେ ଯୋଜନା.. ଯୋଜନାର ଲମ୍ବା ଚିଠା ଆଉ ଡିଣ୍ଡିମ.. ହେଲେ ଓଡ଼ିଶା ଭଳି ରାଜ୍ୟର ଏ ହେଉଛି ବାସ୍ତବ ଚିତ୍ର.. ୨୦୨୨ ମସିହାରେ ମଧ୍ୟ ଆମ ରାଜ୍ୟର ଅନେକ ଅଞ୍ଚଳରେ ଲୋକେ ପିଇବା ପାଣି ଟୋପାଏ ପାଇପାରୁ ନାହାନ୍ତି..ଦେଖନ୍ତୁ ବାଲେଶ୍ୱର ଜିଲ୍ଲା ବାଘଆମ୍ପୁଡ଼ା ଗାଁରୁ ଏ ରିପୋର୍ଟ.
‘ମୋ ନାମ କୋଭିଡ୍ କିନ୍ତୁ ମୁଁ କରୋନା ଭାଇରସ୍ ନୁହେଁ’। ଏହା ମନେପକେଇଦିଏ ଶାହରୁଖ ଖାନ୍ଙ୍କ ସେହି ଜଣାଶୁଣା ସଂଳାପ “ମେରା ନାମ୍ ଖାନ୍ ଔର୍ ମୈନ୍ ଆତଙ୍କବାଦୀ ନେହୀ ହୁଁ”। କିନ୍ତୁ ଏହି ନାଁରେ ଜଣେ ଲୋକ ଏବେ ଭାଇରାଲ୍ ହେବାରେ ଲାଗିଛନ୍ତି।
ସାଧାରଣ ଲୋକେ ପାଣି ଟ୍ୟାପ ଲାଗିଥିଲେ ମଧ୍ୟ ପିଇବା ପାଣି ମୁନ୍ଦେ ପାଉନାହାନ୍ତି l ତେଣୁ ଗାଁ ଲୋକେ ବାଧ୍ୟ ହୋଇ ବିଲ ମଝିରେ ଥିବା ଚୁଆ ପାଣି ପିଉଛନ୍ତି l
ଆପଣମାନେ ନିଶ୍ଚିତ ମିକ୍ସର, ବିସ୍କୁଟ୍, ପ୍ଲାଷ୍ଟିକ୍, କାଚ ଆଦି କାରଖାନା ବିଷୟରେ ଶୁଣିଥିବେ ଆଉ ଦେଖିଥିବେ। କେବେ କ’ଣ ଶୁଣିଛନ୍ତି କି ଶିଶୁ ଉତ୍ପାଦନ କାରଖାନା! କିନ୍ତୁ ଏହା ସତ ଯେ ଏମିତି ଏକ କାରଖାନା ପିଲା ଜନ୍ମ କରି ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଛି।
ଜଣେ ୨୮ ବର୍ଷର ଯୁବକ ନିଜର ଏକ ଝିଅକୁ ଜନ୍ମ ଦେଇଛନ୍ତି। ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି।
ଶ୍ୱଶୁର ଘର ଦାଣ୍ଡରେ ଢୋ କଲେ ନଡ଼ିଆ। ଗୃହପ୍ରବେଶ କଲେ ତପସ୍ୱିନୀ। ରାତି ଅଧରେ ଘର ଛାଡ଼ି ପଳେଇଲେ ଶ୍ୱଶୁର
ଶ୍ୱଶୁର ପ୍ରମୋଦ ସାହୁ କେବଳ ଯେ ବୋହୂ ଆଗରେ ଯେ, ନିଜକୁ ଅସୁରକ୍ଷିତ ମଣୁଛନ୍ତି ତାନୁହେଁ। ବରଂ ଜିଲ୍ଲା କୋର୍ଟଙ୍କ ରାୟ ପରେ ତପସ୍ୱିନୀଙ୍କୁ ଘରେ ପ୍ରବେଶ କରାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ବି ନିନ୍ଦିଛନ୍ତି।
ରାଜ୍ୟରେ ସଂକ୍ରମଣ ହୁ ହୁ ବଢୁଥିଲେ ବି କେବେ ପିକ୍ରେ ପହଞ୍ଚିବ, ତାହା ଏବେଠୁ କହି ହେବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଣେ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବି ହୋଇଛନ୍ତି କରୋନା ସଂକ୍ରମିତ ।
ଓମିକ୍ରନ୍ ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏହି ବନ୍ଦ ନିଷ୍ପତ୍ତି ନିଆଯାଇଛି ।
ନିଜ ପରିବାର, ଭବିଷ୍ୟତ, ସବୁକିଛି ଭୁଲି ନିରୀହ ଜୀବଙ୍କ ସେବାରେ ଲାଗିଥିବା ଏହି ଯୁବକଙ୍କ ପ୍ରଶଂସାରେ ଏବେ ଶତମୁଖ ଭଦ୍ରକବାସୀ ।
ଓଡିଶାରେ ୪୮୩ଟି ମୋବାଇଲ ଟାଓ୍ୱାର ଓ ୨୭୨ଟି ପୋଷ୍ଟ ଅଫିସ ଉଦଘାଟନ ନେଇ ଘୋଷଣା କରିଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର BSNL ମୁଖ୍ୟ କାର୍ଯ୍ୟଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଘୋଷଣା ପରେ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ।
ଭୁବନେଶ୍ୱର ଟ୍ରାଫିକ୍ ସ୍ଥିତିର ଯାଞ୍ଚ କରିଛନ୍ତି ନୂଆ ଟ୍ରାଫିକ୍ ଡିସିପି ଏସ୍ ସୁଶ୍ରୀ । ଆଜି ରାଜଧାନୀର ବିଭିନ୍ନ ବ୍ୟସ୍ତବହୁଳ ଟ୍ରାଫିକ୍ ଛକକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ବିଶେଷ ଭାବେ ମାଷ୍ଟର କ୍ୟାଣ୍ଟିନ୍, ହସ୍ପିଟାଲ୍ ଛକ, ଏଜି, ରବିନ୍ଦ୍ର ମଣ୍ଡପ ଛକ ସମେତ ନାଲ୍କୋ ଓ ଅନ୍ୟାନ୍ୟ ଛକକୁ ଯାଇ ଭିଡ଼କୁ ପରଖିଛନ୍ତି ।
ଭୁବନେଶ୍ୱର ଟ୍ରାଫିକ୍ ସ୍ଥିତିର ଯାଞ୍ଚ କରିଛନ୍ତି ନୂଆ ଟ୍ରାଫିକ୍ ଡିସିପି ଏସ୍ ସୁଶ୍ରୀ । ଆଜି ରାଜଧାନୀର ବିଭିନ୍ନ ବ୍ୟସ୍ତବହୁଳ ଟ୍ରାଫିକ୍ ଛକକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ବିଶେଷ ଭାବେ ମାଷ୍ଟର କ୍ୟାଣ୍ଟିନ୍, ହସ୍ପିଟାଲ୍ ଛକ, ଏଜି, ରବିନ୍ଦ୍ର ମଣ୍ଡପ ଛକ ସମେତ ନାଲ୍କୋ ଓ ଅନ୍ୟାନ୍ୟ ଛକକୁ ଯାଇ ଭିଡ଼କୁ ପରଖିଛନ୍ତି ।
ବ୍ରହ୍ମପୁରରେ ସ୍ୱାମୀଙ୍କ ଘର ସାମ୍ନାରେ ବସିଥିଲେ ତପସ୍ୱିନୀ। ଏଠି ଯାଜପୁରରେ ସ୍ୱାମୀଙ୍କ ଦୋକାନ ସାମ୍ନାରେ ବସିଲେ ଡଲିସ୍ମିତା। କହିଲେ ମୋ ଲାଇଫ୍ କୁ ବର୍ବାଦ କରିଛ, ମୁଁ ଛାଡ଼ିବିନି। ତପସ୍ୱିନୀ ୪୭ଦିନ ବସିଛି, ମୁଁ ୧୦୦ ବର୍ଷ ବସିବି। ଶୁଣନ୍ତୁ ପୂରା କାହାଣୀ
ତପସ୍ୱିନୀଙ୍କ ପରେ ଧାରଣାରେ ବସିଲେ ଡଲିସ୍ମିତା: କହିଲେ, ନ୍ୟାୟ ନପାଇବା ପର୍ଯ୍ୟନ୍ତ ଧାରଣାରେ ବସିବି
ଓଟିଭିର ୟୁଟ୍ୟୁବ୍ ଚାନେଲ ୭ ମିଲିଅନ ଅର୍ଥାତ ୭୦ ଲକ୍ଷ Subscribers ହାସଲ କରିପାରିଛି। କୌଣସି ଆଞ୍ଚଳିକ ଭାଷାର ଟେଲିଭିଜନ ନ୍ୟୁଜ୍ ଚାନେଲ ପାଇଁ ଏହା ସବୁଠାରୁ ବଡ଼ ଉପଲବ୍ଧି।
ଦୁବାଇ କୃତ୍ରିମ ଦ୍ୱୀପ ନିର୍ମାଣରେ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଆଉ ସେହିକ୍ରମରେ ଏଠାରେ ରହିଛି 'ଦ ୱାର୍ଲଡ୍ ଆଇଲ୍ୟାଣ୍ଡ' । ଏତେ ବଡ ଆଉ ଏତେ ଦାମୀ ଦ୍ୱୀପ ହୋଇ ମଧ୍ୟ ଏହା ଜନଶୂନ୍ୟ । ହେଲେ କାହିଁକି, ଚାଲନ୍ତୁ ଜାଣିବା ।
ତପସ୍ୱିନୀଙ୍କ ଏଣ୍ଟ୍ରି, ଶ୍ୱଶୁରଙ୍କ ଏକ୍ଜିଟ୍। ଗତକାଲି ହାଇଡ୍ରାମା ଭିତରେ ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ ତପସ୍ୱିନୀ। ହେଲେ ଏହାର କିଛି ଘଣ୍ଟା ପରେ ଘରୁ ବାହାରି ଯାଇଥିଲେ ଶ୍ୱଶୁର ପ୍ରମୋଦ ସାହୁ।
ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ଭିଭାଗ ପକ୍ଷରୁ ଆଜିଠୁ ୬ଟି ବସ୍ ଚଳାଚଳ ଆରମ୍ଭ କରାଯାଉଛି ।
ବ୍ରହ୍ମପୁରର ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ଗତକାଲି ମଧ୍ୟ ରାତ୍ରରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି। ନିଜକୁ ସୁରକ୍ଷିତ ମଣୁ ନାହିଁ ବୋଲି ଭିଡିଓ ବାର୍ତ୍ତା ଜରିଆରେ ସୋସିଆଲ ମିଡିଆରେ ସେ ଛାଡ଼ିଛନ୍ତି।
ଶିମିଳିପାଳକୁ ଆସୁଥିବା ପର୍ଯ୍ୟଟକ ପାଇଁ ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ଭିଭାଗ ପକ୍ଷରୁ ଆଜିଠୁ ୬ଟି ବସ୍ ଚଳାଚଳ ଆରମ୍ଭ କରାଯାଉଛି ।
ଆପଣମାନେ ସମସ୍ତେ ପ୍ରାଚୀନ ମିଶର ଓ ଏହାର ସଭ୍ୟତା ସମ୍ପର୍କରେ ନିଶ୍ଚୟ ଶୁଣିଥିବେ । ମିଶର ଓ ଏହାର ସଭ୍ୟତା ଆଜି ବି ରହସ୍ୟମୟ । ଏଠାରେ ଦୁନିଆର ସବୁଠାରୁ ଭବ୍ୟ ସଂରଚନା ଓ କାରିଗରୀ ଦେଖିବାକୁ ମିଳେ । କିଛି ସଂରଚନା ଆଜି ବି ନିଜର ଅସ୍ତିତ୍ୱ ଜାହିର କରୁଥିବା ବେଳେ କିଛି ନିର୍ମାଣ ଓ ସଂରଚନା ସମୟ ଗର୍ଭରେ ଲୀନ ହୋଇଯାଇଛି । କିଛି ନିର୍ମାଣ ବର୍ତ୍ତମାନ ଗବେଷଣା ତଥା ଖନନରୁ ମିଳିପାରୁଛି । ସେହିଭଳି ଏକ ନିର୍ମାଣ ରାଜା ରାମସେ ଦ୍ୱିତୀୟଙ୍କ ବିଶାଳକାୟ ପ୍ରତିମୂର୍ତ୍ତି ନିକଟ ଅତୀତରେ ଖନନରୁ ମିଳିପାରିଛି ।