Advertisment

ତପସ୍ୱିନୀ ପାର୍ଟ-୨ II ସ୍ୱାମୀଙ୍କ ଦୋକାନ ସାମ୍ନାରେ ପ୍ରବଳ ଗାଳିଦେଲେ ସ୍ତ୍ରୀ

ବ୍ରହ୍ମପୁରରେ ସ୍ୱାମୀଙ୍କ ଘର ସାମ୍ନାରେ ବସିଥିଲେ ତପସ୍ୱିନୀ। ଏଠି ଯାଜପୁରରେ ସ୍ୱାମୀଙ୍କ ଦୋକାନ ସାମ୍ନାରେ ବସିଲେ ଡଲିସ୍ମିତା। କହିଲେ ମୋ ଲାଇଫ୍ କୁ ବର୍ବାଦ କରିଛ, ମୁଁ ଛାଡ଼ିବିନି। ତପସ୍ୱିନୀ ୪୭ଦିନ ବସିଛି, ମୁଁ ୧୦୦ ବର୍ଷ ବସିବି। ଶୁଣନ୍ତୁ ପୂରା କାହାଣୀ

author-image
Otv Khabar Bureau

ବ୍ରହ୍ମପୁରରେ ସ୍ୱାମୀଙ୍କ ଘର ସାମ୍ନାରେ ବସିଥିଲେ ତପସ୍ୱିନୀ। ଏଠି ଯାଜପୁରରେ ସ୍ୱାମୀଙ୍କ ଦୋକାନ ସାମ୍ନାରେ ବସିଲେ ଡଲିସ୍ମିତା। କହିଲେ ମୋ ଲାଇଫ୍ କୁ ବର୍ବାଦ କରିଛ, ମୁଁ ଛାଡ଼ିବିନି। ତପସ୍ୱିନୀ ୪୭ଦିନ ବସିଛି, ମୁଁ ୧୦୦ ବର୍ଷ ବସିବି। ଶୁଣନ୍ତୁ ପୂରା କାହାଣୀ

Advertisment
Dharna Jajpur Woman Outside Husband’s Home
Advertisment
Advertisment