ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯଦି ସେମାନଙ୍କ ପାଖରେ ଏହିସବୁ ଯୋଗ୍ୟତା ଅଛି ତେବେ ସେମାବେ ପରୀକ୍ଷା ନ ଦେଇ ପାଇପରିବେ ଚାକିରି। ଧ୍ୟାନର ସହ ଏହି ଖବର ପଢନ୍ତୁ।
OCS ପ୍ରିଲିମ୍ ପରୀକ୍ଷା ହେବା ନେଇ OPSC ପକ୍ଷରୁ ନୋଟିସ ଜାରି ।
ଭାରତ ସରକାରଙ୍କ ଅଧିନସ୍ଥ କାର୍ଯ୍ୟାଳୟରେ ପାସ୍ପୋର୍ଟ ଅଫିସର ଏବଂ ଆସିଷ୍ଟାଣ୍ଟ ପାସ୍ପୋର୍ଟ ଅଫିସର ପଦ ପୂରଣ ପାଇଁ ଆବେଦନ ଜାରି ହୋଇଛି। ପରୀକ୍ଷା ନ ନେଇ ପ୍ରାର୍ଥୀମାନେ ଏଠି କରିପାରିବେ ଚାକିରି।
DSSSB ପ୍ରାର୍ଥୀମାନଙ୍କ ଠାରୁ TGT, PGT ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୫୦୦ରୁ ଅଧିକ ପଦବୀ ପୂରଣ ହେବ।
NABARDରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୭୦ଟି ପଦବୀ ପୂରଣ ହେବ।
କୋଲ୍ ଇଣ୍ଡିଆରେ ବିଭିନ୍ନ ପଦବୀ ପାଇଁ ଚାକିରି ବାହାରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୮୧ଟି ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
ଦେଶର ବିଭିନ୍ନ ଶାଖାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପୂରଣ ହେବ ୬,୫୪୯ ଅଧ୍ୟାପକ ପଦବୀ। ଏନେଇ ଆବେଦନ ଆରମ୍ଭ ହେବ। ଜାଣନ୍ତୁ କେଉଁଠି ରହିଛି କେତେ ପଦବୀ।
NTPC ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ। ବାହାରିଛି ଅନେକଗୁଡିଏ ପଦବୀ। ଆବେଦନ କରିବାକୁ ଦେଖନ୍ତୁ ଏହି ଖବର।
ରେଳବାଇରେ ଚାକିରି ସୁଯୋଗ। ୧୦ମ ପାଶ୍ କରିଥିଲେ ଏହିସବୁ ପଦବୀରେ କରିପାରିବେ ଚାକିରି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୮୭୬ ଟି ପଦବୀ ପୂରଣ ହେବ।
ITBP ସବ୍ ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ଆବେଦନକୁ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୭ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଅଛି ଶେଷ ତାରିଖ।
DRDO ବୈଜ୍ଞାନିକ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୬୩୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।
ଆଇବିରେ ଚାକିରି କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦେଖନ୍ତୁ ଏହା ପାଇଁ ଯୋଗ୍ୟତା କ’ଣ ଓ କେମିତି କରିବେ ଆବେଦନ।
ଚାକିରି ପାଇଁ ଆବେଦନ କରିବା ବେଳେ ସିଭିର ଆବଶ୍ୟକ ଜରୁରୀ ହୋଇଥାଏ। କିନ୍ତୁ ଏହା କିପରି କରାଯାଏ ତାହା ଜାଣିବା ଜରୁରୀ। ଏମିତି କିଛି ତଥ୍ୟ ନ ରହିବା ଉଚିତ। ନଚେତ ଚାକିରି ନ ମିଳିପାରେ!
ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରିଲିମ୍, ମେନ୍ ଓ ଭାଇଭା ଭଳି ତିନିଟି ସ୍ତରରେ ପରୀକ୍ଷା ହୋଇଥାଏ । ବର୍ଷ ବର୍ଷ ଧରି ପିଲାମାନେ ଏଥିପାଇଁ ପ୍ରସ୍ତୁତି କରିଥାନ୍ତି ।
ଆବେନରେ ତ୍ରୁଟି ଯୋଗୁଁ ଏକକାଳୀନ ଏତେ ସଂଖ୍ୟକ ଆବେଦନକାରୀଙ୍କ ଦରଖାସ୍ତ ନାକଚ କରିଦେଇଛି ଓପିଏସ୍ସି । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।
ଶ୍ରୀ ଭେଙ୍କଟେଶ୍ୱର କଲେଜ୍, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନେକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। କେବେ ଶେଷ ତାରିଖ ଓ କିପରି କରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ।
ଏତେ ସଂଖ୍ୟକ ପିଲାଙ୍କ ସ୍ୱପ୍ନ ଏବେ ଆଶଙ୍କା ଭିତରେ । ନାକଚ୍ ହୋଇଯିବା ପରେ ହତୋତ୍ସାହିତ ହୋଇପଡିଥିବା ଆଶାୟୀ ଏବେ ଅପେକ୍ଷା କରି ରହିଛନ୍ତି କମିଶନଙ୍କ ନିଷ୍ପତ୍ତିକୁ ।
ଭାରତୀୟ ନୌସେନା ତରଫରୁ ଆବେଦନ କରିବାକୁ ଆମନ୍ତ୍ରଣ ଜାରି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୮୦୦ ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଓ କିପରି କରିବେ ଆବେଦନ…
GRSE ଟେକ୍ନିସିଆନ୍, ସୁପର୍ଭାଇଜର୍ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମୋଟ ୫୮ ଟି ପଦବୀ ପୂରଣ ହେବ।
ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ପାଇବେ ଟିଜିଟି, ପିଜିଟି, ପ୍ରଧାନଶିକ୍ଷକ ତଥା ଅନ୍ୟାନ୍ୟ ଶିକ୍ଷକ। ଆରମ୍ଭ ହୋଇଯାଇଛି ଆବେଦନ। ଜାଣନ୍ତୁ କେବେ ଅଛି ଶେଷ ତାରିଖ।
ପୋଲିସ୍ରେ ସବ୍ ଇନ୍ସପେକ୍ଟର ପଦରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୩୫ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ କରିବେ ଆବେଦନ।
ରେଳବାଇରେ ବାହାରିଛି ଚାକିରି। ପୂରଣ ହେବ ୧୬୫୯ ପଦବୀ। ଏହାର ଶିକ୍ଷାଗତ ଯୋଗ୍ୟତା ଓ କିପରି ଆବେଦନ କରିବେ ଜାଣିବା ପାଇଁ ପଢନ୍ତୁ।
ଆର୍ମିରେ ଅଫିସର୍ ହେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଟେରିଟୋରିଆଲ୍ ଆର୍ମି ଅଧିକାରୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ୧୩ଟି ପଦବୀ ପୂରଣ ହେବ।
POWERGRIDରେ ଚାକିରି କରିବାକୁ ଚାହୁଛନ୍ତି କି? ତେବେ ସୁବର୍ଣ୍ଣ ସୁଯୋଗ। ପରୀକ୍ଷା ନ ଦେଇ ଏଠି ଚାକିରି ସୁଯୋଗ ଅଛି। ଏଠି କ୍ଲିକ୍ କରି ସରକାରୀ ବିଜ୍ଞପ୍ତି ଦେଖନ୍ତୁ ଆଉ ଆଦେଦନ କରନ୍ତୁ।
NVSରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। TGT, PGT, ପ୍ରିନ୍ସିପାଲ୍ ସହିତ ବାହାରିଛି ଅନେକ ପଦବୀ। ସମୁଦାୟ ୧୬୧୬ଟି ପଦବୀ ପୂରଣ ହେବ।