• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

kanpur
୬ ବର୍ଷର ଶିଶୁକନ୍ୟାକୁ ହତ୍ୟା କରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାଢିନେଲେ ଦୁର୍ବୃତ୍ତ

କାନପୁର: କାନପୁର ଜିଲ୍ଲାର ଘାଟମପୁର ଅଞ୍ଚଳରେ ଦୀପାବଳି ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଜଣେ ୬ ବର୍ଷ ଶିଶୁକନ୍ୟାକୁ ହତ୍ୟା କରାଯାଇଛି। ହତ୍ୟା ପରେ ଶିଶୁର ଶରୀରରୁ ଲିଭର ଏବଂ ଲଂଗ୍‌ସକୁ କାଢି ନିଆଯାଇଛି। ସବୁଠାରୁ ଦୁଃଖର ବିଷୟ ଯେ, ତନ୍ତ୍ର ସାଧନା ପାଇଁ ଏକ ନୀରିହ ଶିଶୁକୁ ଏପରି ବିଭତ୍ସ ଭାବେ ହତ୍ୟା କରାଯାଇଛି। କାନପୁର ପୋଲିସ ଏହି ଘଟଣାରେ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। କାନପୁର ପୋଲିସ ଅଧିକାରୀଙ୍କ ସୂତ୍ରରୁ […]

  • Thursday, 01 July 2021
fire crackers
ଦୀପାବଳିରେ ବାଣ ଫୁଟି ସାଂସଦଙ୍କ ନାତୁଣୀଙ୍କ ମୃତ୍ୟୁ

ପ୍ରୟାଗରାଜ: ଦୀପାବଳି ଅବସରରେ ବାଣ ଫୁଟାଉଥିବା ବେଳେ ଗୁରୁତର ଆହତ ହୋଇଥିବା ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ୬ ବର୍ଷୀୟ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ଚିକିତ୍ସାଧୀନ ଅବସ୍ଥାରେ କିୟାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। ଘରର ଛାତ ଉପରେ ବାଣ ଫୁଟାଇବା ସମୟରେ ନିଆଁ ଲାଗି ଯିବାରୁ କିୟା ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ […]

  • Thursday, 01 July 2021
obama-1
ପିଲାବେଳେ ମହାଭାରତ, ରାମାୟଣ ପଢୁଥିଲେ ଆମେରିକାର ଏଇ ପୂର୍ବତନ ରାଷ୍ଟ୍ରପତି

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇ ଆସିଛନ୍ତି। ଭାରତୀୟ ସଂସ୍କୃତିର ପରିଚୟ ମହାଭାରତ ଓ ରାମାୟଣକୁ ସେ ଖୁବ୍ ପସନ୍ଦ କରନ୍ତି। ଓବାମାଙ୍କର ପିଲାଦିନ ଇଣ୍ଡୋନେସିଆରେ କଟିଥିଲା। ସେଠାରେ ତାଙ୍କର ଅଧିକାଂଶ ସମୟ ରାମାୟଣ ଓ ମହାଭାରତର କାହାଣୀ ଶୁଣିବାରେ କଟୁଥିଲା । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି ? ହେଲେ ସତ। କାରଣ ଏକଥା ଆଉ କେହି ନୁହେଁ, ନିଜେ ଓବାମା ସ୍ୱୀକାର କରିଛନ୍ତି। ନିକଟରେ […]

  • Thursday, 01 July 2021
billal
ବିଶ୍ୱ ପାଇଁ ଆତଙ୍କ ଲାଡେନର ଏଇ ବନ୍ଧୁ, ଭାରତରେ ବି ମେଲାଉଛି କାୟା

ନୂଆଦିଲ୍ଲୀ:କୁଖ୍ୟାତ  ଆତଙ୍କୀ ଓସାମା ବିନ ଲାଡେନ ନିହତ ହେବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ହେଲେ ଏବେ ଲାଡେନର ବନ୍ଧୁ ବିଶ୍ୱ ପାଇଁ ଆଉ ଏକ ବିପଦ ହୋଇ ଉଭା ହୋଇଛି। ଲାଡେନର ଏଇ ବନ୍ଧୁର ନାମ ବିଲାଲ ଫିଲିପ୍ସ (Bilal philips)। ବିଲାଲ ନିଜର କଠୋରପନ୍ଥୀ ଚିନ୍ତାଧାରାରେ ହଜାର ହଜାର ଲୋକଙ୍କୁ ପ୍ରଭାବିତ କରୁଛନ୍ତି ଏବଂ ସେମାନଙ୍କୁ ଆତଙ୍କୀ ସଂଗଠନରେ ଭର୍ତ୍ତି କରାଉଛନ୍ତି। ତେବେ କିଏ ଏହି ବିଲାଲ ଫିଲିପ୍ସ ? କେଉଁଠି ରହୁଛି ? […]

  • Thursday, 01 July 2021
delhi
ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ; ଗିରଫ ହେଲେ ୨ ଆତଙ୍କୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ  ହୋଇଛନ୍ତି।  ଦୁଇ ଗିରଫ ଆତଙ୍କୀ ଜୈଶ୍ ଏ ମହମ୍ମଦର ବୋଲି ଜଣାଯାଇଛି। ଗତକାଲି ରାତିରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବନ୍ଧୁକ ଓ କାଟ୍ରିଜ୍ ଜବତ କରିଛି। ପୋଲିସ ଏମାନଙ୍କୁ ଧରିବା ପରେ ସହରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ଏଡ଼ାଇ ଦିଆଯାଇଥିବା କୁହାଯାଉଛି। ଉଭୟ ଆତଙ୍କବାଦୀଙ୍କୁ ଏବେ ଜେରା କରୁଛି ପୋଲିସ । ସେମାନଙ୍କର ଯୋଜନା କଣ ଥିଲା, କେଉଁଠି […]

  • Thursday, 01 July 2021
mp
ଲଭ୍‌ ଜିହାଦ ବିରୋଧରେ କଡ଼ା ଆଇନ୍‌ ଆଣିବ ମଧ୍ୟପ୍ରଦେଶ

ନୂଆଦିଲ୍ଲୀ: ଲଭ୍ ଜିହାଦ ବିପକ୍ଷରେ କଡ଼ା ଆଇନ୍ ଆଣିବାକୁ ବିଚାର କରୁଛନ୍ତି ମଧ୍ୟପ୍ରଦେଶ ସରକାର। ଏନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି। ନୂଆ ଆଇନ୍‌ରେ ଲଭ୍ ଜିହାଦ ମାମଲା ଜାମିନ ବିହୀନ ହେବ ବୋଲି ବୋଲି ଶ୍ରୀ ମିଶ୍ର କହିଛନ୍ତି। ମଙ୍ଗଳବାର ଏନେଇ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘’ଆମେ ଖୁବ୍‌ଶୀଘ୍ର ରାଜ୍ୟ ବିଧାନସଭାରେ ‘ମଧ୍ୟପ୍ରଦେଶ ଧାର୍ମିକ ସ୍ୱାଧିନତା ବିଲ୍ 2020’ ଆଣିବାକୁ ପ୍ରସ୍ତୁତି କରୁଛୁ। ଏହି ଅଧିନରେ ୫ ବର୍ଷ ଜେଲ୍‌ ଦଣ୍ଡ […]

  • Thursday, 01 July 2021
1
ଦୀର୍ଘ ୮ ବର୍ଷ ପାକିସ୍ତାନ ଜେଲ୍‌ରେ ରହି ଘରକୁ ଫେରିଲେ ୭୦ ବର୍ଷୀୟ ବୃଦ୍ଧ

କାନପୁର: ଜଣେ ୭୦ ବର୍ଷିୟ ବୃଦ୍ଧ ଦୀର୍ଘ ୮ ବର୍ଷରୁ ଅଧିକ ସମୟ ପାକିସ୍ତାନ ଜେଲ୍‌ରେ ରହିବା ପରେ ଏବେ ପରିବାର ପାଖକୁ ଫେରିଛନ୍ତି। ପରିବାରକୁ ପାଖରେ ପାଇ ସେ ଖୁସିରେ କାନ୍ଦି ପକାଇଛନ୍ତି। ସାମ୍‌ସୁଦ୍ଦିନ ନାମକ ଏହି ବ୍ୟକ୍ତି ଘରକୁ ଫେରି ଅତ୍ୟନ୍ତ ଖୁସି ହୋଇଥିବାବେଳେ ଆତ୍ମୀୟଙ୍କୁ ଧରି କାନ୍ଦିଥିବା ଏବଂ ପାକିସ୍ତାନକୁ ଯାଇ ବହୁତ ବଡ଼ ଭୁଲ୍‌ କରିଥିବା କହିଛନ୍ତି। ସାମ୍‌ସୁଦ୍ଦିନ ପାକିସ୍ତାନ ଜେଲ୍‌ରୁ ଖଲାସ ହୋଇ ଗତ ରବିବାର ସକାଳୁ ତାଙ୍କ ଘର କାଙ୍ଘି […]

  • Thursday, 01 July 2021
surat
ରାସ୍ତାରେ ଗଡ଼ୁଥିଲା ଜଳନ୍ତା କାର୍‌

ସୁରଟ: ରାଜରାସ୍ତାରେ ଜଳୁଥିଲା କାର। ଜଳି ଜଳି ଆଗକୁ ଚାଲିଥିଲା। ଯିଏ ଦେଖୁଥିଲା ଭୟରେ ଥରି ଯାଉଥିଲା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟରେ। ବାଣରେ ଭର୍ତ୍ତି ଚଳନ୍ତା କାରରେ ଲାଗି ଯାଇଥିଲା ନିଆଁ।  ନିମିଷକରେ କାରଟି ସଂପୂର୍ଣ୍ଣ ଜଳିଗଲା।  ଗୁଜରାଟର ରାଜକୋଟରେ ଏହି ଜଳନ୍ତା କାରଟି ଗଡୁଥିଲା। ତେବେ କାରରେ ନିଆଁ ଲାଗିଥିବା ବେଳେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ କାରରୁ ଡେଇଁ ପଡିଥିଲେ । ଆଉ ଜଳନ୍ତା ଅବସ୍ଥାରେ କାରଟି ଗଡି ଚାଲିଥିଲା […]

  • Thursday, 01 July 2021
bihar
ବିହାରରେ ବିଭାଗ ବଣ୍ଟନ; କାହାକୁ ମିଳିଲା କେଉଁ ଦାୟିତ୍ୱ ?

ପାଟନା: ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନ୍‌ଡିଏ ସରକାର ଗଠନ କରିଛି। ଗତକାଲି ୧୪ ମନ୍ତ୍ରୀ ଶପଥ ନେଇଛନ୍ତି। ଆଜି ସେମାନଙ୍କ ପାଇଁ ବିଭାଗ ବଣ୍ଟନ ହେବ। ନୀତୀଶ ନିଜ ପାଖରେ ଗୃହମନ୍ତ୍ରାଳୟ, ସାଧାରଣ ପ୍ରଶାସନ, ଭିଜିଲାନ୍ସ ବିଭାଗ ରଖିଛନ୍ତି। ଏହିସବୁ ବିଭାଗ ମନ୍ତ୍ରୀମାନଙ୍କୁ ଦିଆଯାଇ ନାହିଁ। ସେହିଭଳି ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କୁ ଅର୍ଥ, ବାଣିଜ୍ୟିକ କର, ପରିବେଶ ଓ ବନ, ବିପର୍ଯ୍ୟୟ ପରିଚାଳନା, ସହର ବିକାଶ ସହିତ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦିଆଯାଇଛି। ସେହିଭଳି […]

  • Thursday, 01 July 2021
delhi
ରାଜଧାନୀରେ ପୁଣି ଅସମ୍ଭାଳ ହେଉଛି କରୋନା ସ୍ଥିତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅସମ୍ଭାଳ ହେଉଛି କରୋନା ସ୍ଥିତି । ଗତ କିଛି ଦିନ ହେବ କରୋନା ଜନିତ ଦୈନିକ ମୃତ୍ୟୁ  ସଂଖ୍ୟା ଶହେ ପାଖାପାଖି ରହୁଛି । ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ସରକାର ଚିନ୍ତାରେ ପଡ଼ିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ହଟସ୍ପଟ୍‌ ଏରିଆ ଗୁଡିକୁ ସଟଡାଉନ କରିବା ପାଇଁ ଯୋଜନା କରାଯାଉଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଛନ୍ତି ଦିଲ୍ଲୀ ସରକାର। କରୋନା ସ୍ଥିତିରେ ସୁଧାର ଆସିବା ପରେ […]

  • Thursday, 01 July 2021
brisje
ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି। ନାଁ ନ ନେଇ ପାକିସ୍ତାନକୁ ଟାର୍ଗେଟ କରି ମୋଦି କହିଛନ୍ତି, ଆତଙ୍କବାଦ ବିଶ୍ୱ ପାଇଁ ସବୁଠୁ ବଡ଼ ସମସ୍ୟା । ଆତଙ୍କବାଦକୁ ସମର୍ଥନ ଦେଉଥିବା ଦେଶକୁ ଦୋଷୀ ମାନ୍ୟତା ମିଳୁ । ମୋଦି ଆହୁରି କହିଛନ୍ତି, ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି, ସେ ଏଥିପାଇଁ ଉତ୍ତରଦାୟୀ। ସବୁ ରାଷ୍ଟ୍ର ମିଳିତ ଭାବେ ସଂଗଠିତ ଢାଞ୍ଚାରେ ଆତଙ୍କବାଦର ମୁକାବିଲା କରନ୍ତୁ। ଜାତୀୟ ସୁରକ୍ଷା ପରିଷଦରେ ସଂସ୍କାର […]

  • Thursday, 01 July 2021
accident
ଅଟୋ-ଡମ୍ପର ମୁହାଁମୁହିଁ ଧକ୍କା, ଚାଲିଗଲା ୧୦ ଜୀବନ

ବଡୋଦରା:ଗୁଜରାଟ ସ୍ଥିତ ବଡୋଦରା ବାଘେଡିଆ କ୍ରସିଂ ହାଇୱେରେ ବୁଧବାର ସକାଳେ ଏକ ଅଟୋ-ଡମ୍ପର ମୁହାଁମୁହିଁ ଧକ୍କା ଘଟି ୧୧ ଜଣଙ୍କର ମୃତ୍ୟୁ ଘଟିଛି। ୧୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ସମସ୍ତ ଯାତ୍ରୀ ପାୱାଗଡ଼ ଦର୍ଶନ ପାଇଁ ଯାଉଥିଲେ। ମୃତକଙ୍କ ମଧ୍ୟରେ  ଜଣେ ଶିଶୁ ଓ  ୫ ମହିଳା ଅଛନ୍ତି। ଘଟଣାସ୍ଥଳରେ ଅତିରିକ୍ତ ସିପି କଲେକ୍ଟର, ସିଡିଏମ ଏବଂ ଏସ୍‌ଏସ୍‌ଜି ଡାକ୍ତରଖାନା ଚିକିତ୍ସା ଅଧିକ୍ଷକ […]

  • Thursday, 01 July 2021
laxmi-bilas
ବ୍ୟାଙ୍କ୍‌ରେ ଟଙ୍କା ବୁଡ଼ିଯିବା ଭୟରେ ଗ୍ରାହକ ଛାନିଆ, ATM ଆଗରେ ଲମ୍ବା ଲାଇନ୍

ଭୁବନେଶ୍ୱର: ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ମୋରାଟୋରିୟମରେ ରଖାଯିବା ପରେ ଏହି ବ୍ୟାଙ୍କର ଗ୍ରାହକମାନେ ଛାନିଆ।ସେମାନଙ୍କ ଭୟ ହେଲେ ବ୍ୟାଙ୍କରେ ସେମାନେ ରଖିଥିବା ଜମା ଟଙ୍କା ସୁରକ୍ଷିତ ଅଛି।  ବ୍ୟାଙ୍କ ପୁରାପୁରି ବୁଡ଼ି ଯିବନି ତ। ଗତକାଲି ଏହି ବ୍ୟାଙ୍କକୁ ମୋରାଟୋରିୟମରେ ରଖିବାକୁ ନିଷ୍ପତ୍ତି ପରେ ଆଜି ଏଟିଏମ୍ ଆଗରେ ଗ୍ରାହକଙ୍କ ଭିଡ଼  ଦେଖିବାକୁ ମିଳିଛି। ସେମାନଙ୍କ ଆଶା ହେଉଛି ସେମାନେ ଯେତେ ଟଙ୍କା ବ୍ୟାଙ୍କରେ ସଞ୍ଚିତ ରଖିଛନ୍ତି, ତାହା ହୁଏତ ସଂପୂର୍ଣ୍ଣ ଭାବେ ବୁଡ଼ିଯିବ। ସେପଟେ DBS […]

  • Thursday, 01 July 2021
raw-fish
ମିଡିଆ ସାମ୍ନାରେ କଞ୍ଚା ମାଛ ଖାଇଲେ ବରିଷ୍ଠ ନେତା

ନୂଆଦିଲ୍ଲୀ: ମାଛ ଭଜା ହେଉ ବା ଝୋଳ କିମ୍ବା ମାଛର କଟଲେଟ୍‌…ନାଁ ଶୁଣିଲେ ଆମିଷ ପ୍ରିୟ ବ୍ୟକ୍ତି ଲୋଭ ସମ୍ବରଣ କରିପାରିବେ ନାହିଁ। ହେଲେ ମାଛ ପ୍ରିୟ ବୋଲି ଯଦି କଞ୍ଚାମାଛ ଦିଆଯାଏ ଖାଇବାକୁ… ଶ୍ରୀଲଙ୍କାର ଜଣେ ପୂର୍ବତନ ମତ୍ସ୍ୟସମ୍ପଦ ମନ୍ତ୍ରୀ ଦିଲ୍ଲୀପ ୱେଦାରଚ୍ଚି ଏମିତି କଞ୍ଚା ମାଛ ଖାଉଥିବା ଦେଖିବାକୁ ମିଳିଛି। ମିଡିଆ ସାମ୍ନାରେ କଞ୍ଚାମାଛକୁ କାମୁଡି ଖାଉଛନ୍ତି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଦିଲ୍ଲୀପ ୱେଦାରଚ୍ଚି ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଶ୍ରୀଲଙ୍କାର […]

  • Thursday, 01 July 2021
sanjay raut
‘JNU ନାମ ନ ବଦଳାଇ ବିବେକାନନ୍ଦଙ୍କ ନାମରେ ବଡ ବିଶ୍ୱବିଦ୍ୟାଳୟ ଖୋଲାଯାଉ’

ମୁମ୍ବାଇ: ଶିବସେନା ସବୁବେଳେ ହିନ୍ଦୁତ୍ୱବାଦୀ ଥିଲା ଏବଂ ରହିବ। ଏ ନେଇ କାହାରି ସାର୍ଟିଫିକେଟକୁ ଆମେ ଅପେକ୍ଷା କରିନାହୁଁ ବୋଲି କହିଛନ୍ତି ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ। ମଙ୍ଗଳବାର ଦାଦର ଶିବାଜୀ ପାର୍କରେ ଶିବସେନା ପ୍ରତିଷ୍ଠାତା ବାଲ ଠାକ୍‌ରେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଛନ୍ତି, ଦୀର୍ଘବର୍ଷ ଧରି ଥିବା ବିଜେପି-ଶିବସେନା ମେଣ୍ଟ ଗତବର୍ଷ ଭାଙ୍ଗି ଯାଇଛି। ମହରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପି ସହ ଶିବସେନାର ମହା ଭିକାଶ […]

  • Thursday, 01 July 2021
twiter
ଭୁଲ୍ ପାଇଁ ଭାରତୀୟଙ୍କୁ କ୍ଷମା ମାଗିଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତବାସୀଙ୍କୁ କ୍ଷମା ମାଗିଲା ଟ୍ୱିଟର। ଲେହ ଓ ଲଦାଖକୁ ଚାଇନାର ସ୍ଥାନ ଦର୍ଶାଇ ଭୁଲ୍ କରିଥିବା ଟ୍ୱିଟର ଭାରତର ସଂସଦୀୟ କମିଟିକୁ କ୍ଷମାପ୍ରାର୍ଥନା କରିବା ସହିତ ଖୁବ୍‌ଶୀଘ୍ର ତ୍ରୁଟି ସଂସୋଧନ କରିବ ବୋଲି କହିଛି। ମିଳିଥିବା ସୂଚନା ଅନୁସାରେ, ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଏନେଇ ମିଳିତ ସଂସଦୀୟ କମିଟିକୁ ଜଣାଇଛି। ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଉପରେ ମିଳିତ ସଂସଦୀୟ କମିଟିକୁ କହିବା ବେଳେ ନଭେମ୍ବର ୩୦ ତାରିଖ ସୁଦ୍ଧା ଏହି ତ୍ରୁଟି ସଂଶୋଧନ କରାଯିବା […]

  • Thursday, 01 July 2021
hild
ଖୁସିରେ କେକ୍ କାଟିଲା ଜିଲ୍ଲା ପୋଲିସ୍

ଦନ୍ତେଓ୍ୱାଡ଼ା: ଭୁଶୁଡୁଛି ଲାଲ୍‌ଗଡ଼। ଛତିଶଗଡ଼ ଦନ୍ତେଓ୍ୱାଡ଼ାରେ ଏପର୍ଯ୍ୟନ୍ତ ୨୦୦ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଖୁସିରେ କେକ୍ କାଟିଲା ଜିଲ୍ଲା ପୋଲିସ୍। ଆଜି ସିଆର୍‌ପିଏଫ୍ ଡିଆଇଜି ଓ ଦନ୍ତେଓ୍ୱାଡ଼ା ପୋଲିସ ଆଗରେ ୩ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିବା ପରେ ପୋଲିସ ଏଭଳି ଢଙ୍ଗରେ ଖୁସି ଜାହିର କରିଛି। ଏହି ତିନି ମାଓବାଦୀଙ୍କ ମୁଣ୍ଡରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ହେଲେ ନନ୍ଦା ରାମ ସୋଢି, ଜୋଟେଲ ମରକାମ, ରଂଜିସ […]

  • Thursday, 01 July 2021
encounter
ଗାଡ଼ି ଭିତରେ ଲୁଚି ରହିଥିଲେ ଆତଙ୍କୀ; ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ନଗ୍ରୋଟା ଇଲାକାରେ ଗୁରୁବାର ସକାଳୁ ସକାଳୁ ଆତଙ୍କୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୪ ଜଣ ଆତଙ୍କୀ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ଜମ୍ମୁ କାଶ୍ମୀର ରାଜମାର୍ଗ ନଗ୍ରୋଟାର ବାନ ଅଞ୍ଚଳରେ ଟୋଲ ପ୍ଲାଜା ନିକଟରେ ସକାଳ ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଛି। ଜମ୍ମୁ ଜିଲ୍ଲାର ପୋଲିସ ଏସଏସପି ଶ୍ରୀଧର ପାଟିଲଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୫ଟାରେ ଆତଙ୍କବାଦୀମାନେ ଟୋଲପ୍ଲାଜା ନିକଟରେ ସୁରକ୍ଷାକର୍ମୀଙ୍କ ଉପରକୁ […]

  • Thursday, 01 July 2021
Untitled-2
ସେନାଙ୍କ ପାଇଁ ଅତ୍ୟାଧୁନିକ ବିଲଡିଂ; ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରୁ ଦେବ ସୁରକ୍ଷା

ନୂଆଦିଲ୍ଲୀ:  ପୂର୍ବ ଲଦାଖରେ ମୁତୟନ ଯବାନଙ୍କ ପାଇଁ ସେନା ପକ୍ଷରୁ ଅତ୍ୟାଧୁନିକ ବିଲଡିଂର ର୍ନିମାଣ ହୋଇଛି । ଏହି ବିଲଡିଂ ଅସହ୍ୟ ଥଣ୍ଡାରେ ଯବାନମାନଙ୍କ ସୁରକ୍ଷା କବଚ ସାଜିବ । ନଭେମ୍ବର ମାସ ପରେ ଏଠାରେ ପ୍ରତିବର୍ଷ ୪୦ ଫୁଟ ବରଫପାତ ହୋଇଥାଏ । ସେହିପରି ତାପମାତ୍ରା ମାଇନସ୍ ୩୦ରୁ ୪୦ ଡିଗ୍ରୀ ସେଲସିୟସ ହୋଇଯାଇଥାଏ । ହେଲେ ଭାରତୀୟ ସେନା ପାଇଁ ର୍ନିମାଣ ହୋଇଥିବା ଏହି ଅତ୍ୟାଧୁନିକ କୋଠରୀ ଯବାନଙ୍କୁ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରୁ […]

  • Thursday, 01 July 2021
laxmibilas
ଖୁସି ଖବର ! ଜମାକାରୀଙ୍କୁ ଟଙ୍କା ଫେରାଇବ ଲକ୍ଷ୍ମୀବିଳାସ ବ୍ୟାଙ୍କ

ନୂଆଦିଲ୍ଲୀ: ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ମୋରାଟୋରିୟମରେ ରଖାଯିବା ପରେ ଏହି ବ୍ୟାଙ୍କର ଗ୍ରାହକମାନେ ଛାନିଆ ପଡ଼ିଛନ୍ତି। ଟଙ୍କା ମିଳିବ କି ନାହିଁ ସେ ସେମାନେ ସନ୍ଦିହାନ ହୋଇ ପଡ଼ିଛନ୍ତି। ବ୍ୟାଙ୍କକୁ ମୋରାଟୋରିୟମରେ ରଖିବା ନିଷ୍ପତ୍ତି ନିଆଯିବା ପରେ ଗତକାଲି ଏଟିଏମ୍ ଆଗରେ ଗ୍ରାହକଙ୍କ ଭିଡ଼  ଦେଖିବାକୁ ମିଳିଥିଲା। ତେବେ ଗ୍ରାହକଙ୍କ ପାଇଁ ଆଜି  ଏକ ଖୁସି ଖବର ଆସିଛି। ଗ୍ରାହକମାନଙ୍କୁ ସେମାନଙ୍କ ଟଙ୍କା ମିଳିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଶ୍ୱସ୍ତି ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ଅଫ […]

  • Thursday, 01 July 2021
mulla-umar
କୁଳଭୂଷଣଙ୍କୁ ଅପହରଣ କରିଥିବା ଆତଙ୍କୀ ନିହତ

ନୂଆଦିଲ୍ଲୀ: ଇରାନ୍‌ର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ମୁଲ୍ଲା ଓମାରକୁ ପାକିସ୍ତାନ ପୋଲିସ ହତ୍ୟା କରିଛି। ବାଲୋଚିସ୍ତାନର ତୁର୍ବତ ସହରରେ ପାକ ପୋଲିସ ହତ୍ୟା କରିଛି। ମୁଲ୍ଲା ଓମାର ଭାରତର କୁଳଭୂଷଣ ଯାଦବଙ୍କୁ ଅପହରଣ କରି ପାକିସ୍ତାନକୁ ହସ୍ତାନ୍ତର କରିଥିଲା। ଏଥିସହିତ ଇରାନ୍‌ରେ ଅନେକ ସେନାଙ୍କୁ ହତ୍ୟା କରିଥିବା ଅରୋପ ମଧ୍ୟ ତା ବିରୋଧରେ ରହିଛି। ଇରାନ୍‌ର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ  ପାକିସ୍ତାନ ଆର୍ମି ଅଧିକାରୀଙ୍କୁ ଭେଟିବାରକିଛି ଦିନ ପରେ ଆତଙ୍କବାଦୀ ମୁଲ୍ଲା ଓମାରକୁ ହତ୍ୟା କରାଯାଇଛି। ତେଣୁ […]

  • Thursday, 01 July 2021
students
ତିନି ଦିନରେ ୧୫୦ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେଲେ

ଚଣ୍ଡୀଗଡ଼:କରୋନାକୁ ଦୃଷ୍ଟିରେ ରଖି ଦେଶର ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ହେଲେ ହରିଆଣାରେ ସ୍କୁଲ ଖୋଲାଯିବା ପରେ ସେଠାରେ  ତିନି ଦିନରେ ସରକାରୀ ସ୍କୁଲର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ଆସିଥିବା ଜଣାଯାଇଛି। ଏହାକୁ ଦେଖିବା ପରେ ସେସବୁ ଶିକ୍ଷାନୁଷ୍ଠାନକୁ କିଛି ଦିନ ପାଇଁ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପଜିଟିଭ ଆସିଥିବା ଅଧିକାଂଶ ଛାତ୍ରଛାତ୍ରୀ ୯ମରୁ ୧୨ଦଶ କ୍ଲାସରେ ପଢୁଛନ୍ତି। ସେମାନଙ୍କୁ ଆଇସୋଲେସନରେ ରହିବା ପାଇଁ କୁହାଯାଇଛି।  ଉକ୍ତ ବିଦ୍ୟାଳୟର ଅନ୍ୟଛାତ୍ରମାନେ ନମୁନା ପରୀକ୍ଷା ପାଇଁ […]

  • Thursday, 01 July 2021
police
ନିଖୋଜ ୭୬ ଜଣଙ୍କୁ ଖୋଜି ଆଣିଥିଲେ ଏଇ ମହିଳା ହେଡ କନ୍‌ଷ୍ଟେବଲ୍‌; ମିଳିଲା ଏମିତି ସମ୍ମାନ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଜଣେ ମହିଳା ହେଡ କନ୍‌ଷ୍ଟେବଲ୍‌ଙ୍କୁ ନେଇ ଚାଲିଛି ବେଶ ଚର୍ଚ୍ଚା । ଏହି କନ୍‌ଷ୍ଟେବଲ୍‌ଙ୍କ ନାମ ସୀମା ଢାକା। ସବୁରି ମୁହଁରେ ତାଙ୍କର ପ୍ରଶଂସା। ଜଣେ କି ଦୁଇ ଜଣ ନୁହେଁ, ନିଖୋଜ ଥିବା ୭୬ ଜଣଙ୍କୁ ସେ ଖୋଜି ଆଣି ପାରିଛନ୍ତି। ଏଥିପାଇଁ ରାଜଧାନୀ ଦିଲ୍ଲୀର ସୟମପୁର ପୋଲିସ ଥାନାରେ କାର୍ଯ୍ୟରତ ଏଇ ମହିଳା ହେଡ କନଷ୍ଟେବଲ ସୀମାଙ୍କୁ ଆଉଟ ଅଫ ଟର୍ଣ୍ଣ ପ୍ରମୋଶନ (out-of-turn promotion) ଦିଆଯାଇଛି। ତାଙ୍କର କର୍ତ୍ତବ୍ୟନିଷ୍ଠା, […]

  • Thursday, 01 July 2021
4
ସିବିଆଇର କ୍ଷମତାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସିବିଆଇର ତଦନ୍ତ ପରିସର କ୍ଷମତାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ରାଜ୍ୟ ସରକାରଙ୍କ ବିନା ଅନୁମତିରେ କେନ୍ଦ୍ର କୌଣସି ରାଜ୍ୟରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇପାରିବ ନାହିଁ। କୌଣସି ରାଜ୍ୟରେ ଯଦି ସିବିଆଇ ତଦନ୍ତ ହୁଏ, ସେଥିପାଇଁ ସଂପୃକ୍ତ ରାଜ୍ୟର ସହମତି ଦରକାର।  ନିଜେ ନିଜେ କେନ୍ଦ୍ର ସରକାର ସିବିଆଇର ଯାଞ୍ଚ ପରିସର ବଢ଼ାଇ ପାରିବେ ନାହିଁ ବୋଲି ଉତ୍ତରପ୍ରଦେଶର ଏକ ମାମଲାରେ ସ୍ପଷ୍ଟ ଭାବେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୌଣସି ରାଜ୍ୟରେ ସିବିଆଇ ତଦନ୍ତ […]

  • Thursday, 01 July 2021