ଆସାମ: ଦୀର୍ଘ ୯ ମାସରୁ ଅଧିକ ସମୟ କରୋନା କାରଣରୁ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ତେବେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ କଥା ତ ଥରେ ଭାବନ୍ତୁ ସେମାନେ କେମିତି ସାଧାରଣ ଜୀବନ ଠାରୁ ଅଲଗା ହୋଇ ବିରକ୍ତି ଅନୁଭବ କରୁଥିବେ। କିନ୍ତୁ ବିଭିନ୍ନ ସମୟରେ ଆପଣ ଦେଖିଥିବେ ଡାକ୍ତର ବା ସ୍ୱାସ୍ଥ୍ୟ କର୍ମଚାରୀ ଗୀତ ଗାଇ ବା ଗୀତର ତାଳେତାଳେ ଡ୍ୟାନ୍ସ କରି କରୋନା ରୋଗୀଙ୍କ ମନୋରଞ୍ଜନ କରିବା । ସେହିଭଳି […]
ମାଲାପୁରମ୍: କଥା ଦେଇ କଥା ରଖିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ବର୍ଷକ ଭିତରେ ନୂଆ ଘର ତିଆରି କରି ବାସହୀନ ୨ ଭଉଣୀଙ୍କୁ ଥଇଥାନ କରିଛନ୍ତି। ନିଜ ନିର୍ବାଚନମଣ୍ଡଳୀ କେରଳର ୱାୟନାଡା ଗସ୍ତ ଅବସରରେ ରାହୁଲ ଗାନ୍ଧି ଗତକାଲି କେ. କାବ୍ୟା (୨୦ ବର୍ଷ) ଓ କାର୍ତ୍ତିକା(୨୨ ବର୍ଷ) ଙ୍କୁ ନୂଆ ଘରର ଚାବି କାଠି ହସ୍ତାନ୍ତର କରିଛନ୍ତି । ଗତବର୍ଷ ଅଗଷ୍ଟ ୭ରେ ହୋଇଥିବା ଭୂସ୍ଖଳନରେ କେରଳ ମାଲ୍ଲାପୁରମର କାବଲାପାରାରେ ଗୋଟିଏ ଗାଁ […]
ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି ସୁଦ୍ଧା ଦେଶର ୫୦ ପ୍ରତିଶତ ଲୋକ କରୋନା ଆକ୍ରାନ୍ତ ହୋଇ ସାରିଥିବେ । ଦେଶରେ ଏବେ ପ୍ରାୟ ୭୫ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇ ସାରିଛନ୍ତି । ଅସଂକ୍ରମଣ ଦୃଷ୍ଟିରୁ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଗତ ମାସରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ପରେ ଏବେ ସାମାନ୍ୟ ହ୍ରାସ ପାଇଛି। ଏଣୁ ଫେବ୍ରୁଆରିି ସୁଦ୍ଧା ଦେଶରେ ୫୦ ପ୍ରତିଶତ ଲୋକ କରୋନା ସଂକ୍ରମିତ […]
ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି “ ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କ ପାଇଁ କିଛି ଖବର ଶୁଣାଇବି। ଆପଣ ନିଶ୍ଚୟ ସାମିଲ୍ ହୁଅନ୍ତୁ” ପ୍ରଧାନମନ୍ତ୍ରୀଙ୍କର ଏହି ଟ୍ୱିଟ୍କୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି। ଦେଶରେ ଅର୍ଥନୀତି ଦୁର୍ବଳ ହୋଇପଡ଼ିଛି। ଏପଟେ କରୋନା ଭ୍ୟାକ୍ସିନ୍ ପାଇଁ ପରୀକ୍ଷଣ ଚାଲିଛି। ଅନ୍ୟପଟେ […]
ବେଜିଙ୍ଗ: ଚୀନ୍ କମ୍ପାନୀ ସିନୋଭାକ୍ ବାୟୋଟେକ୍ ଦ୍ୱାରା ବିକଶିତ ପରୀକ୍ଷଣାତ୍ମକ କରୋନା ଭ୍ୟାକ୍ସିନକୁ ବ୍ରାଜିଲ୍ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛି। ବ୍ରାଜିଲ୍ର ସାଓ ପାଉଲୋର ବଟାଣ୍ଟାନ୍ ଇନଷ୍ଟିଚ୍ୟୁଟ୍ରେ କରାଯାଇଥିବା କ୍ଲିନିକାଲ ଟ୍ରାଏଲ୍ରେ ଏହା କୁହାଯାଇଛି। ସାଓ ପାଉଲୋର ବଟାଣ୍ଟାନ୍ ଇନଷ୍ଟିଚ୍ୟୁଟ୍ ବ୍ରାଜିଲର ଏକ ଅଗ୍ରଣୀ ବାୟୋମେଟିକାଲ୍ ଗବେଷଣା କେନ୍ଦ୍ର। ଯେଉଁଠାରେ ଔଷଧଗୁଡ଼ିକର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥାଏ। ଗତ ସୋମବାର ଦିନ ଏଠାରେ ଚୀନ ଦ୍ୱାରା ବିକଶିତ କରୋନାଭାକ୍ର ପରୀକ୍ଷଣ କରାଯାଇଥିଲା। ଏହାର ଫଳାଫଳରୁ କରୋନାଭାକ୍ର ଦୁଇ […]
ଗୋଆ: ଗୋଆ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଭ୍ଲେକରଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ ହୋଇଛି। ହ୍ୟାକର୍ ଚନ୍ଦ୍ରକାନ୍ତଙ୍କ ମୋବାଇଲ୍ ହ୍ୟାକ୍ କରି ସେ ସଦସ୍ୟ ଥିବା ଏକ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଆପତ୍ତିଜନକ ଭିଡିଓ ମଧ୍ୟ ଶେୟାର କରାଯାଇଛି। ଏନେଇ ଚନ୍ଦ୍ରକାନ୍ତ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଶୋଇଥିବା ବେଳେ ତାଙ୍କ ମୋବାଇଲ୍କୁ ହ୍ୟାକ୍ କରି ହ୍ୱାଟ୍ସଆପ୍ ଗ୍ରୁପ୍କୁ ମେସେଜ୍ ପଠାଯାଇଛି। ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ସାଇବର […]
କର୍ଣାଟକ: ସାଣ୍ଡାଲ୍ଉଡ୍ ଡ୍ରଗ୍ସ ମାମଲାର ଶୁଣାଣି କରୁଥିବା NDPS(Narcotic Drugs and Psychotropic Substances )ର ଜଣେ ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମା ଆକ୍ରମଣରେ ଧମକ ମିଳିଛି। ଡ୍ରଗ୍ସ ରାକେଟ୍ରେ ଗିରଫ ହୋଇଥିବା ଦୁଇ ହିରୋଇନ୍ଙ୍କୁ ବେଲ୍ ନମିଳିଲେ ବୋମା ମାଡ଼ ହେବ ବୋଲି ଦୁର୍ବୃତ୍ତମାନେ ଧମକ ଦେଇଛନ୍ତି। କର୍ଣ୍ଣାଟକାର ଟୁମ୍କୁର ଜିଲ୍ଲାରୁ ଆସିଛି ଏଭଳି ଧମକପୂର୍ଣ୍ଣ ଚିଠି। ଏହି ଅଭିଯୋଗରେ ପୋଲିସ ଦୁଇଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ସେମାନଙ୍କୁ ଟୁମକୁରରୁ ବେଙ୍ଗାଲୁରୁକୁ ନିଆଯିବ ବୋଲି ଜଣେ ବରିଷ୍ଟ […]
ପୁଲୱାମା: ଆତଙ୍କବାଦୀଙ୍କୁ ପୁଣି ଏନ୍କାଉଣ୍ଟର କଲା ସେନା। ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ଦୁଇ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରିଛନ୍ତି ଯବାନ। ଦକ୍ଷିଣ କାଶ୍ମୀର ହକ୍ରିପୋରାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିୟ ହୋଇଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ହକ୍ରିପୋରା ଠାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଜାମ୍ମୁ ଓ କାଶ୍ମୀର ପୋଲିସ ଓ ସିଆର୍ପିଏଫ୍ ଯବାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉକ୍ତ ସ୍ଥାନକୁ କର୍ଡୋନ୍ କରିବା […]
ପାନାଜୀ: ମୋବାଇଲ୍ ହ୍ୟାକ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଗୋଆ ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାଭ୍ଲେକର। ତାଙ୍କ ମୋବାଇଲ୍ରୁ ସେ ସଦସ୍ୟ ଥିବା ଏକ ହ୍ୱାଟ୍ସଆପ୍ ଗ୍ରୁପ୍କୁ ଆପତ୍ତିଜନକ ଭିଡିଓ ପଠାଯାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ଗୋଆରେ ବିଜେପିର ଅଡ଼ୁଆ କିନ୍ତୁ ବଢ଼ିଯାଇଛି। କାରଣ ଘଟଣାକୁ ନେଇ ବିରୋଧୀ ବିଜେପି ଉପରେ ରାଜନୈତିକ ଆକ୍ରମଣ କରିଛି। ରିପୋର୍ଟ ଅନୁସାରେ, ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍ରୁ ‘ଭିଲେଜ୍ ଅଫ୍ ଗୋଆ’ ହ୍ୱାଟ୍ସଆପ୍ ଗ୍ରୁପ୍କୁ ଏକ ପର୍ଣ୍ଣୋଗ୍ରାଫିକ୍ ଭିଡିଓ […]
ନୂଆଦିଲ୍ଲୀ: ପୂର୍ବ ସୂଚନା ମୁତାବକ ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିର ସମ୍ବୋଧନରେ ଦେଶବାସୀଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି ପ୍ରଧାନମନ୍ତ୍ରୀ। ଏ ନେଇ ସେ କହିଛନ୍ତି ଯେ ପାପ, ଭୁଲ ଓ ବେମାରୀକୁ ଆଦୌ ଛୋଟ ଭାବିବା ଉଚିତ ନୁହେଁ। ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରୁଛନ୍ତି। ଆମେ ଏକଥା ଭୁଲିବାନି ଯେ ଲକ୍ଉଡାଉନ ଯାଇଥିଲେ ବି ଭାଇରସ ଯାଇନି। ସମ୍ଭାଳି ଯାଇଥିବା ସ୍ଥିତିକୁ […]
ଫିରୋଜପୁର: ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଧରିଲା ସେନା। ପଞ୍ଜାବର ଫିରୋଜପୁର ସୀମା ଦେଇ ଭାରତ ଭିତରକୁ ପ୍ରବେଶ କରିଆସିଥିବା ଏକ ପାକିସ୍ତାନ ନାଗରିକଙ୍କୁ ସେନା ଅଟକ ରଖିଛି। ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଜଣେ ପାକିସ୍ତାନୀ ନାଗରିକ ପଞ୍ଜାବର ଫିରୋଜପୁର ଠାରେ ଥିବା ଇଣ୍ଡୋ-ପାକ୍ ବୋର୍ଡର ତାର ଦେଇ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିଲା। ନାଗରିକ ଜଣକ ପାଖାପାଖି ୨୦୦ ମିଟର ପର୍ଯ୍ୟନ୍ତ ପଶି ଆସିଥିଲା। ବିଏସ୍ଏଫ୍ ଯବାନ ଜାଣିବା ପରେ ବ୍ୟକ୍ତିକୁ ଧରିଥିଲେ। ଏହାପରେ ତା’ […]
ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି। ଏହି ଫେଷ୍ଟିଭାଲ୍ ସିଜିନ୍ରେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଘର କିମ୍ୱା ଅଟୋ ଲୋନ୍ ପାଇଁ ବିଭିନ୍ନ ଅଫର ଦେଉଛନ୍ତି। ସେ ପୁଣି ପୁରୁଣା ସୁଧହାର ଠାରୁ କମ୍ ଦରରେ। ଯଦି ଆପଣ ଘର କିମ୍ୱା ଗାଡ଼ି ଲୋନ୍ରେ କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଏହା ଠାରୁ ଭଲ ସମୟ ହୁଏତ ଆଉ ଆସି ନପାରେ। କାରଣ ଏହି ଫେଷ୍ଟିଭ୍ ସିଜିନ୍ରେ ଋଣ ପ୍ରଦାନକାରୀ ବ୍ୟାଙ୍କ ବା କମ୍ପାନୀଗୁଡ଼ିକ […]
ନୂଆଦିଲ୍ଲୀ/ ବେଜିଂ:ଭାତର-ଚୀନ ସୀମାରେ ଦୀର୍ଘମାସ ଧରି ଲାଗି ରହିଥିବା ଉତ୍ତେଜନା ଲାଗି ରହଛି । ଏହା ସତ୍ତ୍ୱେ ଭାରତୀୟ ସେନା ତାଙ୍କର ମହନୀୟତା ଭୁଲି ନାହାନ୍ତି। ସୀମା ନିକଟରେ ଧରାପଡ଼ିଥିବା ଜଣେ ଚୀନୀ ଯବାନଙ୍କୁ ଭାରତୀୟ ସେନା ଫେରାଇ ଦେଇଛି। ଚୀନର ପିପୁଲ୍ସ ଲିବରେଶନ ଆର୍ମି (PLA) ଏକ ବୟାନ ଜାରି କରି ଯବାନଙ୍କୁ ଫେରାଇ ଦେବାକୁ ଅନୁରୋଧ କରିଥିଲା। ଚୀନ ସେନାଙ୍କ କହିବା ଅନୁଯାୟୀ, ଏହି ଯବାନ ଜଣକ କିଛି ଗୋପାଳକଙ୍କୁ ରାସ୍ତା ବତାଉ ବତାଉ […]
ଗାଜିଆବାଦ: ଗାଜିଆବାଦ ହାଥରସ୍ ଘଟଣାରେ ମର୍ମାହତ ବାଲ୍ମିକୀ ସମାଜର ୫୦ ପରିବାର ଧର୍ମ ପରିବର୍ତ୍ତନ କରିଛନ୍ତି। ପରିବାରର ପ୍ରାୟ ୨୩୬ ଜଣ ସଦସ୍ୟ ବୌଦ୍ଧ ଧର୍ମ ଗ୍ରହଣ କରି ନେଇଛନ୍ତି। ଏହି ଘଟଣା ଗାଜିଆବାଦର କରହେଡ଼ା ଇଲାକାରେ ଘଟିଛି। ବାବା ସାହେବ ଆମ୍ବେଦକର ନାତି (Great-grandson) ଉପସ୍ଥିତିରେ ସେମାନେ ଏହି ଧର୍ମ ପରିବର୍ତ୍ତନ କରିଛନ୍ତି। ଏହି ପରିବାର ଲୋକେ ଅଭିଯୋଗ କରିଛନ୍ତି, ସମାନେ ହାଥରସ ଘଟଣାରେ ସେ ଅତ୍ୟନ୍ତ ମର୍ମାହତ। ଏହା ସହିତ ସେମାନେ ଅଭିଯୋଗ କରିଛନ୍ତି, […]
ଇସ୍ଲାମବାଦ: ପାକିସ୍ତାନ କରାଚୀରେ ଆଜି ଏକ ବଡ ଧରଣର ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି। ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁଲଶନ ଇ ଇକବାଲର ଏକ ବସ୍ଷ୍ଟପ୍ ନିକଟରେ ଥିବା ଦୁଇ ମହଲା କୋଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଆଖପାଖ କୋଠା କ୍ଷତିଗ୍ରସ୍ତ ହୋଇଥିବା ପାକିସ୍ତାନ ମିଡିଆ ସୂତ୍ରରୁ ଜଣାଯାଇଛି। ଆହତ ଓ ମୃତକଙ୍କୁ ପଟେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ସ୍ଥାନୀୟ […]
ବେଜିଂ: ଯୁବକ ଜଣକ ଗର୍ଲଫ୍ରେଣ୍ଡକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ସମୟ ଗଡ଼ି ଚାଲିଲା। ଉତ୍କଣ୍ଠା ବି ବଢିଲା। ଶେଷରେ ଗର୍ଲଫ୍ରେଣ୍ଡ ଆସିଲେ କିଛି ବନ୍ଧୁଙ୍କ ସହ। ସମସ୍ତ ମିଶି ଖାଇଲେ। ବହୁତ ମସ୍ତି କଲେ। ଏବେ ବିଲ୍ ଦେବାର ପାଳି। ଗର୍ଲଫ୍ରେଣ୍ଡକୁ ନେଇ ରେଷ୍ଟୁରାଣ୍ଟକୁ ଯାଇଛ ମାନେ ବିଲ୍ଟା ପ୍ରେମିକଙ୍କୁ ହିଁ ତ ଭରିବାକୁ ପଡ଼ିବ ନା ! ହେଲେ ବନ୍ଧୁମାନଙ୍କ ଖାଇବା ପ୍ଲେଟକୁ ଦେଖି ଅଧା ଖାଇବାରୁ ରେଷ୍ଟୁରାଣ୍ଟ ଛାଡ଼ି ଦୌଡି ପଳାଇଲେ […]
ନୂଆଦିଲ୍ଲୀ: କିଛି ଦିନ ଧରି ସୁନା, ରୂପା ଦରରେ ହ୍ରାସ ପରେ ପୁଣିଥରେ Domestic futures marketର Multi Commodity Exchange(MCX)ରେ ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆଜି ପ୍ରାରମ୍ଭରେ MCXରେ କାରବାର ୦.୨% ବୃଦ୍ଧି ପାଇ ସୁନା ପ୍ରତି ୧୦ ଗ୍ରାମକୁ ୫୧,୦୪୭ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ୦.୬% ବୃଦ୍ଧି ପାଇ ପ୍ରତି କିଲୋଗ୍ରାମକୁ ୬୩,୫୦୫ ଟଙ୍କାରେ ପହଞ୍ଚିଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି […]
ଭୋପାଳ: ମଧ୍ୟପ୍ରଦେଶ ସଂସ୍କୃତି ମନ୍ତ୍ରୀ ଉଷା ଠାକୁରଙ୍କ ମନ୍ତବ୍ୟକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ଦେଶର ସମସ୍ତ ମାଦ୍ରାସାକୁ ବନ୍ଦ କରିବା ଉଚିତ। ସେଠାରେ ଆତଙ୍କବାଦୀ ସୃଷ୍ଟି ହେଉଛନ୍ତି ବୋଲି ଉଷା ଠାକୁର କହିଛନ୍ତି। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଉଷା କହିଛନ୍ତି “ଦେଶର ସମସ୍ତ ଆତଙ୍କାବାଦୀ ମଦ୍ରାଶାରୁ ସୃଷ୍ଟି ହୋଇଛନ୍ତି। ସେମାନେ ଜାମ୍ମୁ ଓ କାଶ୍ମୀରକୁ ଆତଙ୍କବାଦୀର କାରଖାନାରେ ପରିଣତ କରିଦେଇଛନ୍ତି। ସରକାର ମଦ୍ରାଶାଗୁଡ଼ିକୁ ଅର୍ଥଯୋଗାଣ ବନ୍ଦକରିବା ଦେବା ଦରକାର।” ଖାଲି ଏତିକି ନୁହେଁ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର। ଦେଶର ୩୦ ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ୍। ଏନେଇ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନେଇ ଅନୁମତି ମିଳିଛି। ଦଶହରା ପୂର୍ବରୁ ଏହି ବୋନସ୍ କର୍ମଚାରୀଙ୍କୁ ମିଳିବ। ଏଥିପାଇଁ କେନ୍ଦ୍ର ତହବିଲ୍ରୁ ଖର୍ଚ୍ଚ ହେବ ୩ ହଜାର ୭୩୭ କୋଟି ଟଙ୍କା। ରେଲ୍ୱେ, ପୋଷ୍ଟାଲ୍, ସେନା ସମେତ ଅଣଗଜେଟ୍ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏହି ଫାଇଦା ମିଳିବ। ବିଜୟା ଦଶମୀ ପୂର୍ବରୁ ଏକାଥରେ […]
ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାସ୍ଥିତ ପ୍ରସିଦ୍ଧ କନକ ଦୁର୍ଗା ମନ୍ଦିର ନିକଟରେ ବୁଧବାର ଭୂସ୍ଖଳନ ହୋଇଛି। ଘଟଣାରେ ୪ ଜଣ ମାଟି ଅତଡ଼ା ତଳେ ଫସି ରହିଥିବା ଅନୁମାନ କରାଯାଉଛି। ଏଥିରେ ଦୁଇଜଣ ସାନିଟାଇଜ୍ କରୁଥିବା କର୍ମଚାରୀ ବି ଫସି ରହିଥିବା କୁହାଯାଉଛି। ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ, ବିଜୟୱାଡାର ଇନ୍ଦ୍ର କୀଲଦ୍ରୀ ପାହାଡ଼ ଉପରେ ଅନେକ ବୋଲ୍ଡର ଗଡ଼ିଆସି କନକ ଦୁର୍ଗା ମନ୍ଦିରରେ ଛାତରେ […]
ମୁମ୍ବାଇ: ମହାରାଷ୍ଟ୍ର ବିଜେପି ବରିଷ୍ଠ ନେତା ଏକନାଥ ଖଡ୍ସେ ଦଳରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଦେବେନ୍ଦ୍ର ପଡ଼ନାଭିସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଦେବେନ୍ଦ୍ରଙ୍କ ପାଇଁ ସେ ଦଳ ଛାଡ଼ିଥିବା ଖଡ଼ସେ କହିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଖଡ଼ସେ କହିଛନ୍ତି, “ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଥିବା ବେଳେ ଜଣେ ମହିଳାଙ୍କ ମିଛ ନିର୍ଯାତନା ଅଭିଯୋଗରେ ସେ ମୋ ବିରୋଧରେ ମାମଲା କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁଣି ଏହି […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପାଇଁ ସମସ୍ୟା ବଢିଛି। ମୁମ୍ବାଇ ପୋଲିସ୍ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରିଛି। ଆସନ୍ତା ସୋମବାର ଓ ମଙ୍ଗଳବାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ପାଇଁ ମୁମ୍ବାଇ ପୋଲିସ ସମନ କରିଛି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଉଭୟଙ୍କ ନାଁରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଉଭୟଙ୍କ ବିରୋଧରେ ଆଇପିସି ଧାରା ୧୫୪ A, ୨୯୫ A, ୧୨୪ […]
ଚଣ୍ଡିଗଡ଼: ଦିନ ଦ୍ୱିପହରେ ବ୍ୟାଙ୍କରେ ପଶି ଆତଙ୍କରାଜ୍ ଚଲାଇଥିଲେ ଲୁଟେରା। ମାରଣାସ୍ତ୍ର ଦେଖାଇ ଗ୍ରାହକଙ୍କୁ ଭୟଭୀତ କରିବା ସହ ବ୍ୟାଙ୍କରୁ ୭ ଲକ୍ଷ ଟଙ୍କା ଲୁଟି ନେଇ ଯାଇଛନ୍ତି ଦୁବୃର୍ତ୍ତ। ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଛି ବ୍ୟାଙ୍କ ଲୁଟ୍ର ଲାଇଭ ଦୃଶ୍ୟ। ହରିୟାଣା ଝାଞ୍ଜର ଜିଲ୍ଲା ମାଛରାଉଳି ଗାଁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ଲୁଟ୍ ଅଭିଯୋଗ ହୋଇଛି । ୫ ଜଣ ସଶସ୍ତ୍ର ଦୁର୍ବୃତ୍ତ ବ୍ୟାଙ୍କରେ ପଶି ଲୁଟପାଟ୍ କରି ଚାଲିଥିଲେ। ଯାହାର ଭିଡିଓ ସିସିଟିଭିରେ କଏଦ […]
ମୁମ୍ବାଇ: ମହାରାଷ୍ଟ୍ରରେ ସରିଲା ସିବିଆଇ ତଦନ୍ତ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଏଣିକି ମହାରାଷ୍ଟ୍ରରେ ତଦନ୍ତ କରିବନି। ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତ ପ୍ରକ୍ରିୟାର ଅବଧିକୁ ସାରିଛନ୍ତି। ଏଣିକି ସିବିଆଇ ମହାରାଷ୍ଟ୍ରରେ କୌଣସି ମାମଲାର ଯାଞ୍ଚ କରିବାକୁ ଚାହିଁଲେ ରାଜ୍ୟ ସରକାରଙ୍କଠୁ ଅନୁମତି ନେବେ। ଅନୁମତି ପରେ ହିଁ ମହାରାଷ୍ଟ୍ରରେ ପହଞ୍ଚି ତଦନ୍ତ କରିପାରିବେ। କେବଳ ଜାତୀୟ ସୁରକ୍ଷା ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହା ଲାଗୁ ହେବ ନାହିଁ। ଅଗଷ୍ଟ ୨୧ରୁ ଅଭିନେତା […]
ନୂଆଦିଲ୍ଲୀ: ନୌସେନାରେ ସାମିଲ ହେଲା ବୁଡାଜାହାଜ ବିଧ୍ୱଂସୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ କବରତ୍ତି । ଆଜି ବିଶାଖାପାଟଣା ସ୍ଥିତ ନାଭାଲ୍ ଡକୟାର୍ଡରେ ଏହି ଯୁଦ୍ଧଜାହାଜକୁ ସାମିଲ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ। ଆଇଏନ୍ଏସ କବର୍ତ୍ତି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚତୁର୍ଥ ଆଣ୍ଟି ସବ୍ମେରାଇନ୍ ଯୁଦ୍ଧଜାହାଜ। ଏହାପୂର୍ବରୁ ଆଉ ୩ଟି ବୁଡାଜାହାଜ ବିଧ୍ୱଂସୀ ଯୁଦ୍ଧଜାହାଜ ନୌସେନାରେ ସାମିଲ ହୋଇସାରିଛି । ଆଇଏନ୍ଏସ୍ କବରତ୍ତିର ବିଶେଷତ୍ୱ ହେଲା ଏହା ରାଡାରରେ ସହଜରେ ଦେଖାଯାଏ ନାହିଁ । […]