• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mauritius

ମରିସସରେ ପହଞ୍ଚିଲେ ମୋଦି ।
Prime Minister Narendra Modi: ମରିସସରେ ମୋଦିଙ୍କୁ ଭବ୍ୟ ସ୍ବାଗତ; ବିରାଟ ଫୁଲମାଳ ପିନ୍ଧାଇ ସ୍ବାଗତ କଲେ ନବୀନଚନ୍ଦ୍ର...

ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଏକ ବିରାଟ ଫୁଲମାଳ ପିନ୍ଧାଇ ସ୍ବାଗତ କରିଛନ୍ତି ମରିସସ ପ୍ରଧାନମନ୍ତ୍ରୀ ।

Agalega Island in Mauritius
ହିନ୍ଦ୍‌ ମହାସାଗରର ଏହି ଦ୍ୱୀପରେ ଭାରତ ନିର୍ମାଣ କରୁଛି କି ସୈନ୍ୟ ଆଡ୍ଡା?

ଗତ କିଛି ମାସ ଧରି ହିନ୍ଦ୍‌ ମହାସାଗରର ମରିସସ୍‌ରେ ଅବସ୍ଥିତ ଅଗ୍‌ଲେଗା ଦ୍ୱୀପ ଚର୍ଚ୍ଚାରେ ରହିଛି। ଅନେକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ଅଗଲେଗା ଦ୍ୱୀପକୁ ଭାରତର ସାମରିକ ଆଧାର ଭାବରେ ବର୍ଣ୍ଣନା କରାଯାଇଛି। ଏହା ସତ୍ୟ ଯେ ମରିସସ୍‌ର ଅଗଲେଗା ଦ୍ୱୀପକୁ ଭାରତ ବିକାଶ କରିବାରେ ଲାଗିଛି। କିଛି ଦିନ ପୂର୍ବରୁ ଏହି ଦ୍ୱୀପରେ ଥିବା ଏୟାରଷ୍ଟ୍ରିପ୍‌କୁ ସମ୍ପ୍ରସାରିତ କରାଯାଇଥିଲା, କିନ୍ତୁ ଭାରତ ଏଠାରେ ସାମରିକ ବେସ୍‌ ନିର୍ମାଣ କରୁଛି କି ନାହିଁ ସେନେଇ ଭାରତୀୟ ସେନା ଏବଂ ସରକାର କୌଣସି ସରକାରୀ ବିବୃତ୍ତି ଦେଇ ନାହାଁନ୍ତି।