• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

bus-accident
ପୋଲ ଉପରୁ ୪୦ ଫୁଟ ତଳ ନଦୀକୁ ଖସିପଡ଼ିଲା ବସ୍

ମୁମ୍ବାଇ: ପୋଲ ଉପରୁ ନଦୀକୁ ଖସିପଡ଼ିଲା ବସ୍‌। ଗୋଟିଏ ପରିବାର ୫ ଜଣଙ୍କର ଜୀବନ ଯାଇଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ମହାରାଷ୍ଟ୍ର ସତାରା ଜିଲ୍ଲା କରଦ ଟାଉନ୍‌ ଏଭଳି ବସ୍‌ ଦୁର୍ଘଟଣା ଘଟିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବସ୍‌ଟି ପିକନିକ୍‌ ପାଇଁ ଗୋଆ ଯାଉଥିଲା। ଡ୍ରାଇଭର ରିଙ୍କୁ ସାହୁ ଗାଡ଼ିକୁ ପୁଣେ-ବେଙ୍ଗାଲୁରୁ ହାଇୱେରେ ଦ୍ରୁତ ଗତୀରେ ଚଳାଉଥିବା ବେଳେ ଉମ୍ବ୍ରାଜ ନିକଟରେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍‌ଟି ପୋଲରୁ ୪୦ […]

  • Thursday, 01 July 2021
subham
ପ୍ରଥମ ଅଣ-ମୁସଲିମ ଓ ଅଣ-କାଶ୍ମୀର ଛାତ୍ର ଭାବେ ଇତିହାସ ରଚିଲେ ଶୁଭମ

ଶ୍ରୀନଗର: ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍‌ କାଶ୍ମୀର(ସିୟୁକେ)ରେ ଇସଲାମିକ ଷ୍ଟଡିରେ ଏମ୍‌ଏ ପାଇଁ ହୋଇଥିବା ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଉତ୍ତୀର୍ଣ୍ଣ ହୋଇଛନ୍ତି ରାଜସ୍ଥାନ ଅଲୱାର ଅଞ୍ଚଳର ଶୁଭମ ଯାଦବ। ସେ କେବଳ ଉତ୍ତୀର୍ଣ୍ଣ ହୋଇନାହାନ୍ତି। ପ୍ରବେଶିକା ପରୀକ୍ଷାରେ ୯୩ ଜଣ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ତାଙ୍କ ନାଁ ରହିଛି। ୨୧ ବର୍ଷୀୟ ଶୁଭମ ପ୍ରଥମ ହିନ୍ଦୁ ଛାତ୍ର ଓ ପ୍ରଥମ ଅଣକାଶ୍ମୀର ଭାବେ ଏହି ସଫଳତା ପାଇଛନ୍ତି। ଅକ୍ଟୋବର ୨୯ ତାରିଖରେ ଏହାର ଏଣ୍ଟ୍ରାନ୍ସ […]

  • Thursday, 01 July 2021
nijamuddin-dargaha
ଦୀପାବଳିର ଆଲୋକରେ ଆଲୋକତି ହେଲା ନିଜାମୁଦ୍ଦିନ ଦରଗାହ, ସେଲିବ୍ରେଟିମାନେ ଜଣାଇଲେ ଶୁଭକାମନା

ନୂଆଦିଲ୍ଲୀ: ଆଜି ସାରା ଦେଶର ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଛି। ଦୀପ ଓ ରଙ୍ଗବେରଙ୍ଗର ଆଲୋକମାଳାରେ ଆଲୋକିତ ଦେଶର ଗାଁ ଠୁ ସହର ଗଳିକନ୍ଦି। ନେତା ଠାରୁ ସାଧାରଣ ଜନତା, ଅଭିନେତା ଠାରୁ ଖେଳ ତରକା ସମସ୍ତେ କରୋନା କଟକଣା ସମୟରେ ନିୟମ ମାନି ପାଳନ କରୁଛନ୍ତି ଦୀପାବଳି। ବିହାର ନିର୍ବାଚନ ଜିତିବା ପରେ ନୀତୀଶ କୁମାର ବାସଭବନରେ ଦୀପ ଜାଳି ଦୀପାବଳି ପାଳନ କରୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପତ୍ନି ସୁନୀତାଙ୍କ ସହିତ […]

  • Thursday, 01 July 2021
fire-brokkeoput
ଦୀପାବଳିରେ ଦେଶରେ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ

କୋଲକାତା: ଦୀପାବଳିରେ ଅଗ୍ନିକାଣ୍ଡ। ବାଣ ଫୁଟାଇବା ବେଳେ ବିହାରର ମୋତିହାର ବିଭିନ୍ନ ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅନେକ ଘର ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ପ୍ରଥମେ ମୋତିହାରୀର ହରସିଦ୍ଧ ଓ ସୋନବର୍ଷା ଚୋକ୍‌ ଠାରେ ଅଗ୍ନିକାଣ୍ଡ ଖବର ଆସିଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ଅଗ୍ନିକାଣ୍ଡ ଖବର ଆସିଥିଲା। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅଗ୍ନିକାଣ୍ଡ ନିୟନ୍ତ୍ରଣ ହୋଇଥିଲା ସେତେବେଳକୁ ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ଯାଇଥିଲା। ଏଥିରେ ଜଣେ ବ୍ୟକ୍ତି ଆହତ […]

  • Thursday, 01 July 2021
NitishKumar1
ବିହାର ରାଜନୀତି; ଆଜି ଏନଡିଏ ବିଧାୟକ ଦଳ ନେତା ଚୟନ

ପାଟଣା: ବିହାରରେ ସରକାର ଗଠନ ନେଇ ଆରମ୍ଭ ହୋଇଛି କସରତ।  ଆଜି ପାଟନାରେ ବସିବ ଏନଡିଏ ବିଧାୟକ ଦଳର ବୈଠକ। ବୈଠକରେ ନୀତିଶ କୁମାରଙ୍କୁ ଔପଚାରିକ ଭାବେ ବିଧାୟକ ଦଳର ନେତା ଭାବେ ଚୟନ କରାଯିବାର ସମ୍ଭାବନା ରହିଛି । ଏହି ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ରହିବେ। ଜେଡିୟୁ ମାତ୍ର ୪୩ଟି ଆସନ ପାଇ ତୃତୀୟ ସ୍ଥାନରେ ଥିବାରୁ ନିତିଶ ମୁଖ୍ୟମନ୍ତ୍ରୀ ରହିବେ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା […]

  • Thursday, 01 July 2021
high-commision
ପାକ୍ ହାଇକମିଶନଙ୍କୁ ସମନ୍ କଲା ଭାରତ

ନୂଆଦିଲ୍ଲୀ:  ପାକ୍ ହାଇକମିଶନଙ୍କୁ ସମନ୍ କରିଛି ଭାରତ। ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ। ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀର ସୀମାନ୍ତ ଉରି ଓ ଗୁରେଜ୍ ସେରରେ ପାକିସ୍ତାନ ପଟୁ ଲଗାତର ଅସ୍ତ୍ରବିରତ ଉଲ୍ଲଂଘନ କରାଯାଉଥିବାରୁ ପାକ୍ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ । ଶୁକ୍ରବାର ସୀମାରେ ଦୁଇ ଦେଶ ଯବାନଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଘଟିଥିଲା ଏଥିରେ ପାକିସ୍ତାନର ୮ ଯବାନ ନିହତ ହୋଇଥିଲେ । […]

  • Thursday, 01 July 2021
murder
PLFI ପୂର୍ବତନ ସଦସ୍ୟଙ୍କୁ ଗୁଳି କରି ହତ୍ୟା

ରାଉରକାଲା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଗେର୍ଦା ଗାଁରେ ଗୁଳିକାଣ୍ଡ ଘଟି ମଦନ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।  ସେ PLFIର ଜଣେ ପୂର୍ବତନ ସଦସ୍ୟ ଥିବା କୁହାଯାଉଛି। ଗେର୍ଦା ପୋଲିସ ଅନ୍ତର୍ଗତ ଜମତେଇ ଜଙ୍ଗଲରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି॥ ମଦନ ଝାଡ଼ଖଣ୍ଡର ମୂଳ ବାସିନ୍ଦା ହୋଇଥିବାବେଳେ ସେ ଓଡ଼ିଶାର ନୂଆଗାଁ ବ୍ଲକ ଅଂଚଳରେ ଦୀର୍ଘ ୫ ବର୍ଷ ଧରି ରହି ଆସୁଥିଲେ । ହତ୍ୟାକାଣ୍ଡ ପଛରେ PLFIର ହାତ […]

  • Thursday, 01 July 2021
viden
ଦୀପାବଳିର ଶୁଭକାମନା ଜଣାଇଲେ ଜୋ ବାଇଡେନ; କହିଲେ ସାଲ୍ ମୁବାରକ

ୱାଶିଂଟନ: ଗତ ରାତିରେ ଦୀପାବଳି ପାଇଁ ସାରା ବିଶ୍ୱବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ପାଇଁ ନିର୍ବାଚିତ ହୋଇଥିବା ଜୋ ବାଇଡେନ୍। ଏ ନେଇ ପ୍ରଥମେ ଇଂରାଜୀ ଟ୍ୱିଟ୍ କରିବା ସହିତ ହିନ୍ଦୀରେ ବର୍ଷର ଶୁଭକାମନା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି  “ଆଲୋକର ପର୍ବ ପାଳୁଥିବା ଲକ୍ଷ ଲକ୍ଷ ହିନ୍ଦୁ, ଜୈନ୍, ଶିକ ଓ ବୁଦ୍ଧିଷ୍ଟମାନଙ୍କୁ ମୋର ଶୁଭକାମନ #HappyDiwali । ଏଇ ନୂଆ ବର୍ଷ ଆପଣଙ୍କ ପାଇଁ ଅନେକ ନୂଆ ଆଶା ଓ ସମୃଦ୍ଧି […]

  • Thursday, 01 July 2021
air-qulaity
କଥା ନମାନି ବାଣ ଫୁଟାଇବାରୁ ବଢ଼ିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି। ନଡ଼ା ଜାଳିବା ଓ ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ବାୟୁର ମାନ ସାଂଘାତିକ ସ୍ଥିତିରେ ପହଞ୍ଚିଛି। ସରକାରଙ୍କ ପକ୍ଷରୁ ବାଣ ଫୁଟାଇବାକୁ ବାରମ୍ବାର ବାରଣ କରାଯାଇଥିଲେ ମଧ୍ୟ କେତେକ ସ୍ଥାନରେ ବାଣ ଫୁଟିଥିବାରୁ ଦିଲ୍ଲୀରେ ବାୟୁର ମାନ ନିମ୍ନ ସ୍ତରକୁ ଖସିଛି। ସକାଳୁ ଏକ ପତଳା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ବାୟୁରମାନ ଆନନ୍ଦ ବିହାରରେ ୪୮୧, ଲୋଧି ରୋଡରେ ୪୧୪, […]

  • Thursday, 01 July 2021
zydys
ଶିଶୁଙ୍କୁ ଟିକାକରଣ ନେଇ ଆଉ ପାଦେ ଆଗେଇଲା ଜାଇଡସ୍ କାଡିଲା : ୧୨ରୁ ୧୮ ବର୍ଷ ପିଲାଙ୍କୁ ଟିକା ପାଇଁ ଜରୁରୀକାଳୀନ ଆବେଦନ

DCGI ଆବେଦନ କଲା ଜାଇକୋଭ-ଡି ଦେଶର ୫୦ଟି ସେଣ୍ଟରରେ ହୋଇଛି ଟ୍ରାଏଲ ସବୁଠୁ ବଡ଼ କ୍ଲିନିକାଲ୍ ଟ୍ରାଏଲ ଜାଇଡସ୍ କରିଛି ଜାଇକୋଭ୍-ଡି ଟିକା ଶିଶୁଙ୍କ ପାଖରେ ଟ୍ରାଏଲ ହୋଇଛି କରୋନା ବିରୋଧରେ ପ୍ରଭାବଶାଳୀ DNA ଟିକା ନୂଆଦିଲ୍ଲୀ : କରୋନା ବିରୋଧୀ…

  • Thursday, 01 July 2021
trump march
ରାସ୍ତାକୁ ଓହ୍ଲାଇଲେ ଟ୍ରମ୍ପଙ୍କ ସମର୍ଥକ, ମାଗିଲେ ଆଉ ୪ ବର୍ଷ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ସମର୍ଥନ କରି ରାଜଧାନୀ ଓ୍ୱାଶିଂଟନ ଡିସିରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି।  ଲକ୍ଷ ଲକ୍ଷ ଟ୍ରମ୍ପ ସମର୍ଥକ ପ୍ଲାକାର୍ଡ ଧରି ହ୍ୱାଇଟ୍ ହାଉସ ଓ ଓ୍ୱାଶିଂଟନ ଡିସିର ମୁଖ୍ୟ ରାସ୍ତାରେ ଆନ୍ଦୋଳନ କରିଛନ୍ତି । ଗତ ରାଷ୍ଟ୍ରପତି ନିର୍ବାଚନରେ ତ୍ରୁଟି ଥିବା ଅଭିଯୋଗ କରିବା ସହ ଟ୍ରମ୍ପଙ୍କୁ ଆଉ ୪ ବର୍ଷ ପାଇଁ ରାଷ୍ଟ୍ରପତି ଭାବେ ସୁଯୋଗ ଦେବାକୁ ସମର୍ଥକମାନେ ଶୋଭାଯାତ୍ରା କରିଛନ୍ତି । ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ଶ୍ୱେତାଙ୍ଗ […]

  • Thursday, 01 July 2021
bhupesh
ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ୍ ମାଡ଼

ରାୟପୁର: ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ୍ ମାଡ଼। କଥାଟି ଶୁଣି ଆଶ୍ଚଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଏହି ଚାବୁକ ମାଡ଼ ଖାଇବାକୁ ପଡ଼ିଛି। ତେବେ ଦୋଷ କରି ନୁହେଁ ବରଂ ସମସ୍ତଙ୍କ ମଙ୍ଗଳ କାମନା କରି ବଘେଲଙ୍କୁ ଚାବୁକ ମାଡ଼ ଖାଇବାକୁ ପଡ଼ିଛି। ଖବର ଅନୁସାରେ ଗୋବର୍ଦ୍ଧନ ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ପରି ଏବର୍ଷ ମର୍ଧ୍ୟ ଦୁର୍ଗ ଜିଲ୍ଲାର ଜଂଜଗିରି ଗାଁରେ ପହଞ୍ଚି ଗୋମାତାଙ୍କୁ ପୂଜା କରିବା ସହ ଖାଇବାକୁ ଦେଇଥିଲେ। ଏହାପରେ […]

  • Thursday, 01 July 2021
nitish-mura
ଏଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିବେ ନୀତୀଶ କୁମାର

ପାଟନା: ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର। ପାଟନାରେ ଅନୁଷ୍ଠିତ ଏନ୍‌ଡିଏ ବୈଠକ ପରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ ନାଁ ଘୋଷଣା କରିଛନ୍ତି ଦଳୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ। ମିଳିଥିବା ସୂଚନା ଅନୁସାରେ ଆଉ କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଦାବି ରଖିବେ ନୀତୀଶ। ପୂର୍ବରୁ ଜେଡିୟୁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବିଜେପିର ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ବିଜେପିର ସମସ୍ତ […]

  • Thursday, 01 July 2021
vaccine
ସେରମକୁ ଝଟକା : ଶିଶୁଙ୍କ ଉପରେ କୋଭୋଭାକ୍କ୍ସ ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ମିଳିଲାନି ଅନୁମତି

  ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଝଟକା ୨ରୁ ୧୭ବର୍ଷ ବୟସ୍କ ଉପରେ କୋଭୋଭାକ୍କ୍ସj କ୍ଲିନିକାଲ ଟ୍ରାଏଲ ପାଇଁ ହୋଇଥିଲା ଆବେଦନ କ୍ଲିନିକାଲ ଟ୍ରାଏଲ ପାଇଁ ମିଳିଲାନି ଅନୁମତି ଦ୍ୱିତୀୟ ଓ ତୃତୀୟ ପଯର୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ ମିଳିଲାନି ଅନୁମତି…

  • Thursday, 01 July 2021
Ex-Congress MLA Vinod Daga
ଏମିତି ବି ଆସେ ମୃତ୍ୟୁ, ପୂଜା କରୁଥିବା ସମୟରେ ଚାଲିଗଲା ପୂର୍ବତନ ବିଧାୟକଙ୍କ ପ୍ରାଣବାୟୁ

ଭୋପାଳ: ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୈତୁଲରେ। ମନ୍ଦିରରେ ପୂଜା କରୁଥିବା ସମୟରେ ହୃଦ୍‌ଘାତରେ ଜଣେ ପୂର୍ବତନ ବିଧାୟକଙ୍କ ଦେହାନ୍ତ ହୋଇଛି। ଯାହାର ଦୃଶ୍ୟ ସିସିଟିଭି‌ରେ କଏଦ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବୈତୁଲର ପୂର୍ବତନ କଂଗ୍ରେସ ବିଧାୟକ ବିନୋଦ ଡାଗା ନଭେମ୍ବର ୧୨ ତାରିଖ ସକାଳେ ପୂଜା କରିବା ପାଇଁ ବୈତୁଲ ସ୍ଥିତ ଜୈନ ଦାଦାୱାଡି ମନ୍ଦିର ଯାଇଥିଲେ। ଭଗବାନଙ୍କ […]

  • Thursday, 01 July 2021
spacex
ଇତିହାସ ରଚିଲା SpaceX

ୱାଶିଂଟନ: ଇତିହାସ ରଚିଲା ଆମେରିକାର ସ୍ପେସ୍‌ ଏକ୍ସ ସଂସ୍ଥା। ଆଜି ଫ୍ଲୋରିଡା ସ୍ଥିତ ସ୍ପେସ୍‌ ସେଣ୍ଟରରୁ ୪ ଜଣ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ର ଅଭିମୁଖେ ବାହାରିଛି ଫାଲକନ୍‌ ରକେଟ୍। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବାକୁ ୨୭ ଘଣ୍ଟା ଲାଗିବ। ଏହି ମହାକାଶ ଯାତ୍ରା ଆମେରିକା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ, ପ୍ରଥମ ଥର ପାଇଁ ଆମେରିକାର କୌଣସି ବେସରକାରୀ ସଂସ୍ଥା ମହାକାଶ ଯାତ୍ରାରେ ସାମିଲ ହୋଇଛି। ମହାକାଶ ଯାତ୍ରା ପାଇଁ ପୂର୍ବରୁ ନାସା […]

  • Thursday, 01 July 2021
delhi-pollution
ଦିଲ୍ଲୀରେ ଆହୁରି ବଢିଲା ବାୟୁ ପ୍ରଦୂଷଣ; ବର୍ଷା ସତ୍ତ୍ୱେ ବି ଥମୁନି

ନୂଆଦିଲ୍ଲୀ: ଦିୱାଲି ପରେ ଦିଲ୍ଲୀ ପ୍ରଦୂଷଣ ଆହୁରି ବଢିଯାଇଛି । ଗତକାଲି ଅଳ୍ପ ବର୍ଷା ହୋଇଥିଲେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି। ବାୟୁର ମାନ ସିଭିୟର କ୍ୟାଟେଗୋରୀ ଅର୍ଥାତ୍ ଅତି ଖରାପ ସ୍ଥିତିରେ ରହିଛି। ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୯୦ ଛୁଇଁଛି ।ପାଣିପାଗ ବିଭାଗ ଆକଳନ କରିଛି ଯେ, ଆଗକୁ ଥଣ୍ଡା ବଢିବ ଏବଂ ପ୍ରଦୂଷଣ ନକମିଲେ ସ୍ଥିତି ସଂଘାତିକ ହୋଇପାରେ। ଏଭଳି ସ୍ଥିତିରେ ଦିଲ୍ଲୀବାସୀ ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିବା କହିଛନ୍ତି ଦିଲ୍ଲୀ ସରକାର। […]

  • Thursday, 01 July 2021
twitter
ଡାଉନ୍ ହେଲା ଟ୍ୱିଟର : ବ୍ୟକ୍ତିଗତ କମ୍ପ୍ୟୁଟରରେ ଠିକରେ କାମ କରୁନାହିଁ ମାଇକ୍ରୋବ୍ଲଗିଂ ସାଇଟ୍

  ନୂଆଦିଲ୍ଲୀ : ଡାଉନ୍ ହେଲା ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର । ପେଜ୍ ଲୋଡ୍ କରିପାରୁ ନାହାନ୍ତି ୟୁଜର । ବିଶ୍ୱର ଅନେକ ଦେଶରୁ ଏପରି ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନେଇ ଅନେକ ୟୁଜର ଅଭିଯୋଗ ମଧ୍ୟ…

  • Thursday, 01 July 2021
gold
ଡିସେମ୍ବରରେ ଆକାଶ ଛୁଆଁ ହୋଇପାରେ ସୁନା ଦର

ନୂଆଦିଲ୍ଲୀ: ଧନତେରାସ୍‌ ଓ ଦୀପାବଳି ସମୟରେ ସୁନା ଦରରେ କେତେବେଳେ ବୃଦ୍ଧି ତ ଆଉ କେତେବେଳେ ଅଳ୍ପ ହ୍ରାସ ଦେଖିବାକୁ ମିଳିଥିଲା। ଫେଷ୍ଟିଭ୍‌ ସିଜନରେ ସୁନାର ଡିମାଣ୍ଡ ଯେଉଁଭଳି ଭାବରେ ରହିବା ନେଇ ବ୍ୟବସାୟୀମାନେ ଆଶା କରିଥିଲେ, ତାହା ଦେଖିବାକୁ ମିଳିନଥିଲା। ଚଳିତ ବର୍ଷ ଅଗଷ୍ଟରେ ସୁନା ଦର ହ୍ରାସର ପ୍ରଭାବ ଫେଷ୍ଟିଭ୍‌ ସିଜନ୍‌ରେ ଦେଖିବାକୁ ମିଳିଛି। ଆପଣ କମ୍‌ ଦାମରେ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଏବେ ହେଉଛି ସବୁଠୁ ଭଲ ସମୟ। ଯଦି ଆପଣଙ୍କ […]

da
ଖୁସି ଖବର: ଖୁବ୍‌ ଶୀଘ୍ର ବଢିବ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନ ଭୋଗୀଙ୍କ DA

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ପାଇଁ ଖୁସି ଖବର। ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଏମାନଙ୍କର DA (Dearness Allowance)  ବୃଦ୍ଧି କରିବାକୁ ଯାଉଛନ୍ତି। ପ୍ରାୟ ୪ ପ୍ରତିଶତ ଡିଏ ବଢିବାର ସମ୍ଭାବନା ରହିଛି । ଏହି ବର୍ଦ୍ଧିତ ଡିଏ ଆସନ୍ତା ବର୍ଷ ଜୁଲାଇରୁ ଉପଭୋକ୍ତାମାନେ ପାଇବେ ବୋଲି ଜଣାଯାଇଛି। ତେବେ ଏ ନେଇ ଅଧିକାରୀ ସ୍ତରରେ କୌଣସି ଘୋଷଣା କରାଯାଇ ନାହିଁ। ମନି କଣ୍ଟ୍ରୋଲରେ ପ୍ରକାଶିତ ଏକ […]

  • Thursday, 01 July 2021
donald-trump
ପୁଣି ଟ୍ରମ୍ପ କହିଲେ ‘ମୁଁ ନିର୍ବାଚନ ଜିତିଛି‘

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ ଜିତିବା ପରେ ବି ନିଜର ପରାଜୟ ସ୍ୱୀକାର କରୁ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ। ପୁଣି ଏକ ଟୁଇଟ କରି ଏହି ବିବାଦକୁ ଆହୁରି ତେଜିଛନ୍ତି। ପୂର୍ବରୁ ଅର୍ଥାତ ରବିବାର ଟ୍ରମ୍ପ ଏକ ଟୁଇଟ କରି ନିଜର ପରାଜୟକୁ ସ୍ୱୀକାର କରି ନେଇଥିଲେ। ହେଲେ ଏବେ ଆଉ ଏକ ଟୁଇଟ କରି ରାଷ୍ଟ୍ରପତି ନିର୍ବାଚନରେ ସେ ଜିତିଛନ୍ତି ବୋଲି ଦାବି କରିଛନ୍ତି। ଏହି ଟୁଇଟ୍‌ରେ ଦାବି କରିଛନ୍ତି-‘I […]

  • Thursday, 01 July 2021
nirits
୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର

ପାଟନା: ବିହାର ମଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର। ରାଜ୍ୟପାଳ ଫାଗୁ ଚୌହାନ୍‌ ନୀତିଶ କୁମାରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ NDA ୧୨୫ ସିଟ୍‌ ହାସଲ କରିବା ପରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ  ହୋଇଛନ୍ତି। ଏହି ଅବସରରେ ପାଟନା ରାଜଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୃହମନ୍ତ୍ରୀ […]

  • Thursday, 01 July 2021
1
ବିବାହ କରିବେ ବେନଜିର ଭୁଟ୍ଟୋଙ୍କ କନ୍ୟା: ନିର୍ବନ୍ଧ ସମାରୋହକୁ ଆସିବା ପାଇଁ ରଖିଲେ ଏମିତି ସର୍ତ୍ତ

ଇସ୍‌ଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋ ଏବଂ ପୂର୍ବ ରାଷ୍ଟ୍ରପତି ଅସିଫ ଅଲି ଜରଦାରୀଙ୍କ ଝିଅ ବଖ୍‌ତାବର ଭୁଟ୍ଟୋ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନଭେମ୍ବର ୨୭ ତାରିଖ ମହମ୍ମୁଦ ଚୌଧୁରୀଙ୍କ ସହ ତାଙ୍କର ନିର୍ବନ୍ଧ ହେବ। ପାକିସ୍ତାନର ଏକ ଖବରକାଗଜ ‘ଦ ଏକ୍ସପ୍ରେସ’ ଟ୍ରିବ୍ୟୁନ୍‌ର ଏକ ରିପୋର୍ଟ ଅନୁସାରେ ବଖ୍‌ତବାର ଭୁଟ୍ଟୋ ଜରଦାରୀଙ୍କ ଲାଇଫ ପାର୍ଟନର ଆମେରିକାର ପ୍ରଖ୍ୟାତ ବ୍ୟବସାୟୀ ୟୁନୁସ୍‌ ଚୌଧୁରୀଙ୍କ ପୁଅ।  ଆଗାମୀ ୨୭ରେ ଉଭୟଙ୍କ ନିର୍ବନ୍ଧ ହେବ। […]

  • Thursday, 01 July 2021
suicide
ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଦେଇଗଲେ ଏମିତି ତଥ୍ୟ

ବୁଲନ୍ଦଶହର: ଉତ୍ତରପ୍ରଦେଶ ବୁଲନ୍ଦଶହରରେ ଜଣେ ୧୯ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଅନୁପଶହର ଅଞ୍ଚଳରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍‌ ସୂଚନା ଦେଇଛି। ଆତ୍ମହତ୍ୟା ପାଇଁ ଯୁବତୀ ଜଣକ ୩ଜଣ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି, ଯାହା ସେ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ସମ୍ପୃକ୍ତ ଯୁବତୀଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ୍‌ IPC Section 306(ଆତ୍ମହତ୍ୟା ପାଇଁ ଉସୁକାଇବା) ଆଧାରରେ ଏକ ମାମଲା ରୁଜୁ କରିଛି। ଏହାସହ ଫେରାର ଥିବା […]

  • Thursday, 01 July 2021