• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Karachi

Mastermind Of Kandahar Plane Hijack Shot Dead In Karachi - OTV Report
କାନ୍ଧାର ବିମାନ ଅପହରଣ : ମାଷ୍ଟରମାଇଣ୍ଡ ଜାହିଦଙ୍କୁ ହତ୍ୟା କଲା ପାକିସ୍ତାନ !

କାନ୍ଧାର ବିମାନ ଅପହରଣ। କାଠମାଣ୍ଡରୁ ଦିଲ୍ଲୀ ଆସିବା ପରିବର୍ତ୍ତେ ପହଞ୍ଚିଥିଲା ଆଫଗାନିସ୍ତାନରେ। କୁଖ୍ୟାତ ଆତଙ୍କୀଙ୍କୁ ଛଡ଼ାଇ ପାଇଁ ୧୭୦ ଯାତ୍ରୀଙ୍କୁ ଅପହରଣ କରିଥିଲେ ଆତଙ୍କୀ...ପରିଚୟ ଲୁଚାଇ ପାକିସ୍ତାନରେ ରହୁଥିବା ବେଳେ ବିଭତ୍ସ ହତ୍ୟାର ଶିକାର ହେଲା ଜାହିଦ୍‌? ଖବର ପ୍ରସାରଣ ଉପରେ ଲାଗିଲା ରୋକ୍‌

Grenade Attack
କରାଚିରେ ଗ୍ରେନେଡ୍‌ ଆକ୍ରମଣ : ୪ ପିଲା ସମେତ ୧୦ଜଣ ମୃତ

ଶନିବାର ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ କରାଚିରେ ଗ୍ରେନେଡ୍‌ ଆକ୍ରମଣ ହୋଇଥିଲା। ଏହି ଗ୍ରେନେଡ୍‌ ଆକ୍ରମଣ କରାଚି ସହରର ବାଲଡିଆ ଟାଉନର ମାୱାଚ ଗୋଥ ଅଞ୍ଚଳ ନିକଟରେ ଏକ ଟ୍ରକରେ କରାଯାଇଥିଲା। ଏଥିରେ ୪ ପିଲାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଆତଙ୍କବାଦ ନିରୋଧୀ ବିଭାଗ (ସିଟିଡି)ର ଜଣେ ବରିଷ୍ଠ ଅଧିକାରୀ ରାଜା ଉମର ଖତବ କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନରୁ ଏହା ଗ୍ରେନେଡ୍‌ ଆକ୍ରମଣ ବୋଲି ଜଣାପଡିଛି।