ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଛି । ସବୁଠୁ ବଡ଼ କଥା ହେଉଛି ଏହି କ୍ଷେପଣାସ୍ତ୍ରର ରେଞ୍ଜରେ ପାକିସ୍ତାନ ଓ ଚୀନ ଆସୁଛନ୍ତି ।
ଫ୍ରୋଜନ ସୋଲ୍ଡର ଏମିତି ଏକ ସମସ୍ୟା ଯାହା ଦ୍ୱାରା କାନ୍ଧର ଯନ୍ତ୍ରଣା ଅସହ୍ୟ ହୋଇପଡେ। ଫଳରେ ସାଧାରଣ ଜୀବନ ପ୍ରଭାବିତ ହୁଏ। ତେବେ ଏହିସବୁ ସମସ୍ୟାକୁ ଦୂର କରିବାକୁ ହେଲେ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିବାକୁ ହେବ। ଜାଣନ୍ତୁ କ’ଣ କରିବେ…
୨୦୦୬ ମାର୍ଚ୍ଚ ୭ ସଂଧ୍ୟାରେ ପ୍ରଥମେ ସଂକଟମୋଚନ ମନ୍ଦିରରେ ବ୍ଲାଷ୍ଟ ହୋଇଥିଲା । ୧୫ ମିନିଟ ପରେ କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନରେ ବ୍ଲାଷ୍ଟ ହୋଇଥିଲା । ୩ୟ ବିସ୍ଫୋରଣ ପୂର୍ବରୁ ଗୁଡ଼ାଉଲିଆରୁ ଏକ ଜୀବନ୍ତ ବୋମା ଉଦ୍ଧାର ହୋଇଥିଲା ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ DRDOର ଇଲେକ୍ଟ୍ରୋନିକ୍ସ ଏବଂ ରାଡାର ଡେଭଲପ୍ମେଣ୍ଟ ଏଷ୍ଟାବ୍ଲିସ୍ମେଣ୍ଟ୍ (LRDE) ଏବଂ ଏରୋନେଟିକାଲ୍ ଡେଭଲପ୍ମେଣ୍ଟ୍ ଏଜେନ୍ସି (ADA)ରେ ଚାକିରି ଅଛି। ଏହି ଉଭୟ ନିଯୁକ୍ତି ପାଇଁ ବିଜ୍ଞାପନ ଜୁନ୍ ୪ ରୁ ନିଯୁକ୍ତି ଖବରକାଗଜରେ ପ୍ରକାଶିତ ହୋଇଛି।
ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା ନେଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଆସିଛି। ଏ ସମ୍ବନ୍ଧରେ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ବବି ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।
ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍ ସେବାରେ ଏକ ନୂଆ ସର୍ଭିସ ଉପଲବ୍ଧ କରାଯାଇଛି । ଯେଉଁଥିରେ ଷ୍ଟେସନ୍ ଛାଡିବାର ପ୍ରାୟ ୨୦ ମିନିଟ୍ ପୂର୍ବରୁ ହିଁ ରେଲୱେ ଆପଣଙ୍କୁ ଗଭୀର ନିଦରୁ ଉଠାଇଦେବ ।
ଗୋଟିଏ ଦିନରେ ଆସିଛି ୩ ଫିଲ୍ମ। ସେଗୁଡିକ ହେଲା ଅକ୍ଷୟ କୁମାରଙ୍କ ‘ସମ୍ରାଟ ପୃଥ୍ୱୀରାଜ’ ଏବଂ କମଲ ହାସନଙ୍କ ‘ବିକ୍ରମ’ ସହିତ ଆଦିୱି ଶେଷ୍ଙ୍କର ‘ମେଜର’। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ କାହାକୁ ଦେଖିବେ ଆଉ କାହାକୁ ନ ଦେଖିବେ ତାକୁ ନେଇ ଦ୍ୱନ୍ଦ୍ୱରେ ଥିଲେ। ଏବେ ତାହା ସ୍ପଷ୍ଟ ହେଇଯାଇଛି…
ଆମେରିକାର କିଛି ଯୁବ ପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ସହ ବେପରୁଆ ଗୁଳିକାଣ୍ଡ ଜଡ଼ିତ ବୋଲି କହିଛନ୍ତି ସଦ୍ଗୁରୁ ଜଗି ବାସୁଦେବ।
ବିନିଶାଙ୍କ ଉପରେ ୨୯ ଲକ୍ଷର ଋଣ ବୋଝ । ପରିଶୋଧ କରିବାକୁ ଚାପ ପକାଉଛି କମ୍ପାନୀ ।
ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । କରୋନାକୁ ନେଇ ପୁଣି ବଢ଼ିଲା ଚିନ୍ତା । ମେ’ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହାର ଖସି ଖସି ଆସୁଥିଲାବେଳେ ଜୁନ୍ ମାସ ଆରମ୍ଭରୁ ପୁଣି ବଢ଼ି ଚାଲିଲା ଗ୍ରାଫ୍ ।
ଜଣେ ଡ୍ରାଇଭରଙ୍କ ପୁଅ ହିମାଂଶୁ ପାଣ୍ଡେ ୟୁପିଏସ୍ସି ସିଡିଏସ ପରୀକ୍ଷାରେ ଟପ୍ପର ହୋଇ IMAରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି ।
ପୁଣି ବଢିଲା ସୁନା ଓ ରୁପାର ଦର । ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍ ।
ଫାଇନାଲରେ କାସ୍ପର୍ ରୁଡ୍ଙ୍କୁ ହରାଇ ହାତେଇଲେ ଚତୁର୍ଦ୍ଦଶ ଫ୍ରେଞ୍ଚ ଓପନ୍ ଟାଇଟଲ ।
ଅଲି ଜାଫରଙ୍କ ଗୀତ 'ଝୁମ୍' ପୁଣି ଥରେ ପ୍ରଶଂସକଙ୍କଠାରୁ ବହୁତ ଭଲ ପାଇବା ପାଇଛି। ତାଞ୍ଜାନିଆର ସୋସିଆଲ୍ ମିଡିଆ ସେନ୍ସେସ୍ କିଲି ପଲ୍ ମଧ୍ୟ ଏହି ଗୀତରେ ଏକ ଭିଡିଓ ତିଆରି କରିବା ଠାରୁ ଦୂରେଇ ରହିପାରି ନାହାନ୍ତି। ଆସନ୍ତୁ ଦେଖିବା…
ସଲମାନ ଓ ତାଙ୍କ ବାପା ସଲିମ ଖାନ୍ଙ୍କୁ ଚିଠି ମାଧ୍ୟମରେ ହତ୍ୟା ଧମକ ।
ଆଜିକାଲି ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଶାରୀରିକ ଅସନ୍ତୁଳିତ ଦେଖାଯାଏ। ଏହା ଲାଗି ରହିଲେ ଅନେକ ଅସୁବିଧା ଦେଖାଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ କରିବା ଜରୁରୀ। ଜାଣନ୍ତୁ କି ଯୋଗ କରିବେ…
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା ।
ଦେଶରେ ୨୪ ଘଣ୍ଟାରେ ୪ ହଜାର ୨୭୦ ଆକ୍ରାନ୍ତଙ୍କ ସହ ୩୪ ଦିନ ପରେ ୧ ପ୍ରତିଶତ ପାର୍ କଲା ଡେଲି ପଜିଟିଭିଟି ରେଟ୍...ମହାରାଷ୍ଟ୍ର ଓ କେରଳକୁ ମିଶାଇ ୫ ରାଜ୍ୟରେ କ୍ଲଷ୍ଟର୍ ସର୍ଭେଲାନ୍ସକୁ ଜୋର୍ଦାର କରିବାକୁ କେନ୍ଦ୍ରର ଚିଠି...
ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ବଞ୍ଚାଇବା ପାଇଁ ମୋଦିଙ୍କ ଗୁରୁମନ୍ତ୍ର...
ଜାମ୍ମୁ ଓ କାଶ୍ମୀରରେ ବର୍ତ୍ତମାନ ଯେଉଁ ସ୍ଥିତି ମୁଣ୍ଡ ଟେକି ସୁରକ୍ଷା ଏବଂ ଭ୍ୟାଲି ବାସିନ୍ଦାଙ୍କ ପ୍ରତି ବିପଦ ବଢ଼ାଇଛି
IICAରେ ସହକାରୀ ପ୍ରଫେସର ଏବଂ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଖାଲି ପଡିଛି ପଦବୀ। ଏହି ନିଯୁକ୍ତି ପାଇଁ ଆବେଦନ ଡାକ ମାଧ୍ୟମରେ କରିବାକୁ ପଡିବ। କେଉଁ ଠିକଣାରେ ପଠେଇବେ ଦେଖନ୍ତୁ।
ବସ୍କୁ ପରିବର୍ତ୍ତନ କରାଯାଇ ଶ୍ରେଣୀଗୃହ କରାଯାଇଛି। ପିଲାମାନେ ପାଠ ପଢିବା ସହିତ ମନୋରଂଜନ ମଧ୍ୟ କରିବେ। ଏଥାରେ ଅଛି ଏୟାର କଣ୍ଡିସନ ଓ ଟିଭି ଦେଖିବାର ସୁବିଧା। ଲାଇବ୍ରେରୀ ସହିତ ଥିଏଟରର ସୁବିଧା ମିଳିବ।
କେ.କେ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଗାୟକଙ୍କ ଶେଷ ଗୀତ 'ଧୂପ ପାନି ବହନେ ଦୋ...' ରିଲିଜ୍ ହେବ। ଏହି ଗୀତଟି ଆସୁଥିବା ଫିଲ୍ମ 'ଶେରଦିଲ୍ : ଦ ପିଲିଭିତ୍ ସାଗା'ର। ଏହି ଗୀତରେ କେ.କେ ତାଙ୍କ ସ୍ୱର ଦେଇଛନ୍ତି।
ଗ୍ଲାମର ଦୁନିଆରେ ଯେଉଁମାନେ ତୃଣମୂଳ ସ୍ତରରୁ ଆସିଥାନ୍ତି ସେମାନଙ୍କୁ ଅନେକ ଷ୍ଟ୍ରଗଲ କରିବାକୁ ହୋଇଥାଏ। ସିନିୟରମାନଙ୍କ ଆଗରେ ମୁଣ୍ଡ ନଇଁ ଚାଲିବାକୁ ହୋଇଥାଏ। ସେମାନଙ୍କ ପାଇଁ ଚା’ ସିଗାରେଟ ମଧ୍ୟ ଆଣିବାକୁ ହୋଇଥାଏ। ଏଥିରୁ ବି ମୁକୁଳି ପାରି ନଥିଲେ କେଜିଏଫ୍ ତାରକା ୟଶ।
ଆପତ୍ତିଜନକ ବୟାନ ଅଭିଯୋଗରେ ଦଳୀୟ କାର୍ଯ୍ୟନୁଷ୍ଠାନ