ଯେଉଁ ବାମପନ୍ଥୀମାନଙ୍କୁ ଲୋକେ ଅନେକବାର ଶାସନ ପାଇଁ ସୁଯୋଗ ଦେଇ ବିଭିନ୍ନ ରାଜ୍ୟରେ ସରକାର ଗଠନ କରିବାକୁ ଭୋଟ୍ ଦେଇଥିଲେ, ଏବେ ସେଇ ସାଧାରଣ ଲୋକେ ବାମପନ୍ଥୀମାନଙ୍କୁ ଅଗ୍ରାହ୍ୟ କରିଦେଉଛନ୍ତି। କାହିଁକି ଆସନ୍ତୁ ଜାଣିବା…
୨୦୧୨ ମସିହାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ନ୍ୟାସନାଲ ହେରାଲ୍ଡର ମାଲିକାନା ପରିବର୍ତ୍ତନକୁ ନେଇ କୋର୍ଟରେ ମାମଲା ରୁଜୁ କରିଥିଲେ
ନ୍ୟାସନାଲ ହେରାଲ୍ଡ ମାମଲା(National Herald Case)ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରୁ ଚାଲି ଚାଲି ଦଳୀୟ ନେତାଙ୍କ ସହ ରାହୁଲ ଇଡି କାର୍ଯ୍ୟାଳୟରେ ଅଭିମୁଖେ ବାହାରିଥିଲେ। ହେଲେ ବାଟରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ୍ ଅଟକାଇ ଥିଲା।
ଛୋଟ ବେଳୁ ଚାଲିଗଲେ ବାପା। ଚାରିଆଡେ ନକ୍ସଲଙ୍କ ଭୟ ସତ୍ତ୍ୱେ ସେ ମନରେ ଭରିଲେ ସାହସ। ଆଜି ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ଜିତି ହୋଇଗଲେ ଚାମ୍ପିଅନ୍।
ଯୋଗରେ ସାଧାରଣତଃ ଦୁଇ ପ୍ରକାରର ମୁଦ୍ରା ଅଛି। ମୁଦ୍ରା କରିବା ବେଳେ ଆଙ୍ଗୁଠିର ଅଗ୍ରଭାଗକୁ ପରସ୍ପର ସହିତ ସ୍ପର୍ଶ କରାଯାଏ। କିଛି ଯୋଗ ମୁଦ୍ରା ମଧ୍ୟ ମଣିବନ୍ଧକୁ ବଙ୍କାକରି କରାଯାଏ।
ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଟ୍ରାକ୍ଟରରେ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଲା ବର ।
ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଅନୁମତି ନ ମିଳିବାରୁ ଜଣେ ସ୍କୁଲ୍ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଜୁନ୍ ୧୧ରେ ମା’ଙ୍କ ଜନ୍ମଦିନ ଥିବାରୁ ଶୁଭେଚ୍ଛା ଜଣାଇବା ଲାଗି ୱାର୍ଡେନଙ୍କୁ ଫୋନ୍ ମାଗିଥିଲେ। ହେଲେ ୱାର୍ଡେନ ତାଙ୍କୁ ଫୋନ୍ ଦେଇ ନଥିବା ସୂଚନା ମିଳିଛି।
ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇଙ୍କୁ ପୋଲିସ୍ ହେପାଜତକୁ ନେଇଥିବା ସୂଚନା ମିଳିଛି। ବେଙ୍ଗାଲୁରୁର ଏମ୍ଜି ରୋଡ୍ ସ୍ଥିତ ଏକ ହୋଟେଲ୍ରେ ପାର୍ଟି ଚାଲି ଥିବାବେଳେ ପୋଲିସ୍ ରେଡ୍ କରିଥିଲା।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୧୩ ତାରିଖ ସୋମବାର, ତିଥି – ୧୪ ଶ୍ରୀ ରାତ୍ରି ୦୯/୦୩/୧୬ ଗତେ ପୂର୍ଣ୍ଣିମା,ଚନ୍ଦ୍ର - ବିଛା ଅହୋରାତ୍ର,ଘାତ ଚନ୍ଦ୍ର- ନାସ୍ତି,ଘାତ ବାର - ମିଥୁନ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ ନାସ୍ତି ।
ଆଜି ଇଡି ସମ୍ମୁଖରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ କରୁଛି କଂଗ୍ରେସ ।
ଶତାଧିକ ପ୍ରତିଦ୍ୱନ୍ଦିଙ୍କୁ ପଛରେ ପକାଇ ଓଡ଼ିଆା ଝିଅ ହେଲେ ମିସେସ ୟୁନିଭର୍ସ କାନାଡା ।
ଲକ୍ଷ୍ନୌରେ ୧୬ ବର୍ଷର ବାଳକ PUBG ପାଇଁ ମା’କୁ ହତ୍ୟା ଘଟଣାରେ ନୂଆମୋଡ଼ ଆସିଛି। ନାବାଳକ ଜଣକ ବିଦେଶୀ ପିସ୍ତଲରେ ମା’କୁ ହତ୍ୟା କରିବା ପରେ ଭିଡିଓ କଲ୍ କରି ବାପାକୁ ଏସମ୍ପର୍କରେ ସୂଚନା ଦେଇଥିଲା ବୋଲି ଜଣାପଡ଼ିଛି।
୮୦ ଫୁଟ ଗଭୀର ଗାତ ଭିତରେ ଫସିରହିଛି ୧୦ ବର୍ଷର ରାହୁଲ। ୪୮ ଘଣ୍ଟା ହେଲା ଚାଲିଛି ଅପରେସନ୍। ଏଯାଏ ମିଳିନି ସଫଳତା।
ବୈଠକ ପାଇଁ ଆମନ୍ତ୍ରଣ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ୱେବ୍ ସିରିଜ୍ ଆଶ୍ରମରେ ବବିତା ଜୀ ଭୂମିକାରେ ଦର୍ଶକଙ୍କ ମନ ମୋହୁଥିବା ତ୍ରିଧା ଏବେ ହେଉଛନ୍ତି ଭାଇରାଲ। ତାଙ୍କ ଡ୍ୟାନ୍ସ ସମସ୍ତଙ୍କୁ କାବୁ କରିଛି।
ଜିଲ୍ଲାପାଳଙ୍କ ଗାଈ ଅସୁସ୍ଥ ଅଛି । ଆଉ ସେମାନଙ୍କ ଚିକିତ୍ସା ପାଇଁ ୭ ଜଣ ପ୍ରାଣୀ ଚିକିତ୍ସକଙ୍କୁ ଦାୟିତ୍ୱ ଦିଆଯାଇଛି।
ଆସୁଛି ମଲ୍ଟିଷ୍ଟାରର ଫିଲ୍ମ। ଏକାଥରେ ନଜର ଆସିବେ ୪ ବଡ ହସ୍ତୀ। ଜାଣନ୍ତୁ ପୂରା ଖବର…
ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ସମନକୁ ନେଇ ତେଜିଲା ରାଜନୀତି । ରାଜନୀତି ନ କରି ରାହୁଲ ଇଡି ଆଗରେ ହାଜର ହୁଅନ୍ତୁ ବୋଲି ବର୍ଷିଲେ ସମ୍ବିତ ।
ପାଞ୍ଚ ଟଙ୍କା ପାଇଁ ସାନ ଝିଅର ମୁହଁରେ ଚେଙ୍କ ଲଗାଇଦେଲା ସାବତ ମାଆ ।
ସାମାନ୍ୟ ଝଗଡ଼ା ପାଇଁ ବାପା ନେଇଗଲା ପୁଅର ଜୀବନ ।
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ଆଜି ତାଙ୍କୁ ଗଙ୍ଗା ରାମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଚ୍ୟାଲେଞ୍ଜ ହାରିଗଲେ ନୀତିନ ଗଡ଼କରୀ । ଏବେ ଦେବେ ୧୫,୦୦୦ କୋଟି ଟଙ୍କା...
କେରଳ ଗୋଲ୍ଡ ସ୍ମଗଲିଂ ମାମଲାର ଅଭିଯୁକ୍ତ ସ୍ୱପ୍ନା ସୁରେଶ ଗଣମାଧ୍ୟମ ସମ୍ମୁଖରେ କାନ୍ଦି ପକାଇଛନ୍ତି। ଦୟାକରି ମୋତେ ମାରିଦିଅ, ଫଳରେ କାହାଣୀ ଶେଷ ହୋଇଯିବ ବୋଲି ସ୍ୱପ୍ନା କହିଛନ୍ତି।
ଗତ ୪୮ ଘଣ୍ଟା ଧରି ବୋରୱେଲରେ ପଡ଼ିଥିବା ରାହୁଲଙ୍କୁ ବଞ୍ଚାଇବା ପାଇଁ ସଂଗ୍ରାମ ଚାଲିଛି । ୧୧ ବର୍ଷର ଶିଶୁ ପ୍ରାୟ ୮୦ ଫୁଟ ଗଭୀର ଗର୍ତ୍ତରେ ଫସି ରହିଛି ।