• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Sourav Ganguly
ବାରବାଟୀ ମ୍ୟାଚ୍‌ ପାଇଁ ଓଡ଼ିଶା ଆସିବେ ସୌରଭ ଗାଙ୍ଗୁଲି

୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ ।

Has Your Facebook Account Been Hacked? You May Never Get it Back
ସାବଧାନ୍ ! ଫେସ୍‌ବୁକ୍ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସତର୍କ, ନଚେତ୍ ହୋଇଯିବ ଆକାଉଣ୍ଟ ଖାଲି

ହ୍ୱାଟ୍ସଆପ୍ ପରେ ଏବେ ଚିନ୍ତା ବଢ଼ାଇଛି ଫେସ୍‌ବୁକ୍‌ ହ୍ୟାକ୍‌ । ସତର୍କ ରୁହନ୍ତୁ ନଚେତ୍ ଆପଣଙ୍କ ଆକାଉଣ୍ଟ ବି ହୋଇଯିବ ଖାଲି..

NHAI Recruitment 2022
ପରୀକ୍ଷା ନ ଦେଇ ମ୍ୟାନେଜର ଓ ହିନ୍ଦୀ ଅଧିକାରୀ ହୁଅନ୍ତୁ

NHAI ରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଆପଣଙ୍କ ପାଖରେ ଯଦି ଏହି ଯୋଗ୍ୟତା ଅଛି ତେବେ ବିନା ପରୀକ୍ଷାରେ ଚାକିରି କରିପାରିବେ।

Flood of faith on ganga dussehra
ପୃଥିବୀକୁ କିପରି ଆସିଲେ ମା’ ଗଙ୍ଗା

ପୂର୍ବ ପୁରୁଷଙ୍କୁ ଉଦ୍ଧାର କରିବା ନେଇ ଭଗୀରଥ ମା’ ଗଙ୍ଗାଙ୍କୁ ଧରାପୃଷ୍ଠକୁ ଆଣିଥିଲେ। ଏହା ପୂର୍ବରୁ ତାଙ୍କ ବାପା ଅଜାଙ୍କ ଚେଷ୍ଟା ବିଫଳ ହୋଇଥିଲେ ମଧ୍ୟ ଭଗୀରଥ କିପରି ଏହାକୁ ସଫଳ କରି ଦେଖେଇଲେ ଆସନ୍ତୁ ଜାଣିବା।

Priyanka Chopra shared a 22 year old picture
ଲୋକଙ୍କୁ ପାଗଳ କଲା ପ୍ରିୟଙ୍କାଙ୍କ ୧୮ ବର୍ଷର ଫଟୋ

ଆପଣ ଦେଖିଛନ୍ତି କି ପ୍ରିୟଙ୍କାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା? ସେତେବେଳେ ସେ କେମିତି ଲାଗୁଥିଲେ ଦେଖନ୍ତୁ…

Cancer in bollywood actress
କର୍କଟକୁ ମାତ ଦେଇ ଫେରିଥିବା ୬ ଅଭିନେତ୍ରୀଙ୍କ ଯନ୍ତ୍ରଣାର କାହାଣୀ

ବଲିଉଡ୍ ଅଭିନେତ୍ରୀ ମହିମା ଚୌଧୁରୀ କର୍କଟ ଭଳି ମାରାତ୍ମକ ରୋଗ ସହ ଯୁଦ୍ଧ କରି ବିଜୟ କରିଛନ୍ତି। ତାଙ୍କ ସଂଘର୍ଷର ଜୀବନକୁ ନେଇ ସେ ଏକ ଭାବ ପ୍ରବଣ ପୋଷ୍ଟ୍ କରିଛନ୍ତି। ଖାଲି ମହିମା ନୁହଁନ୍ତି ଏମିତି ଆହୁରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏହି ରୋଗରୁ ନିଜକୁ ରକ୍ଷା କରିଛନ୍ତି। ତେବେ ଆସନ୍ତୁ ସେଭଳି ୧୦ଜଣଙ୍କ ଉପରେ ନଜର ପକେଇ ନେବା।

Indian Cricket Team and SA Team
ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ କ୍ରିକେଟ୍ ଟିମ୍‌

ଦୁଇ ଦଳକୁ ଭବ୍ୟ ସ୍ୱାଗତ କରିଥିଲେ ହୋଟେଲ କର୍ତ୍ତୃପକ୍ଷ

Gold, silver prices fall; check revised rates in Bhubaneswar and Cuttack here
ଖୁସି ଖବର: କମିଲା ସୁନା ଦର

କମିଲା ସୂନା-ରୂପା ଦର...ହେଲେ କେତେ ?

Mahima Chaudhry
ମହିମା ଚୌଧୁରୀଙ୍କୁ ସ୍ତନ କର୍କଟ, ଇମୋସନାଲ ଭିଡିଓ ସେୟାର କଲେ ଅନୁପମ୍

ଏକଥା ସମସ୍ତଙ୍କୁ ଲୁଚାଇଥିଲେ କିନ୍ତୁ ଅତି ସମ୍ପର୍କୀୟଙ୍କୁ ଜଣାଥିଲେ।

BJP MLA's Daughter Jumps Traffic Signal
BMWରେ ଆସି ନିୟମ ଭାଙ୍ଗିଲେ, କହିଲେ- ମୋ ବାପା ବିଧାୟକ, ମୋତେ ଛାଡ଼’

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପରେ ବିଧାୟକଙ୍କ ଝିଅ ଫୁଟାଣି ଦେଖାଇବା ସହ ପୋଲିସ୍‌କର୍ମୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଟ୍ରାଫିକ୍‌ ଲାଇଟ୍‌ ରେଡ୍‌ ଥିବା ସତ୍ତ୍ୱେ ବିଧାୟକଙ୍କ ଝିଅ ଏହାକୁ ନମାନି ଟ୍ରାଫିକ ସିଗ୍ନାଲ କ୍ରସ୍‌ କରିଥିଲେ।

A wooden bridge was washed away by flood waters
ମେଘାଳୟରେ ବର୍ଷା ବିତ୍ପାତ: ପ୍ରଖର ସୁଅରେ ଭାସିଗଲା ପୋଲ

ଲଗାଣବର୍ଷା ଯୋଗୁ ଭାସିଗଲା ପୋଲ, ଦେଖନ୍ତୁ ଭିଡ଼ିଓ...

Threat Letter To Salman Khan
ଜଣାପଡ଼ିଲା କିଏ ସଲମାନଙ୍କୁ ଦେଇଥିଲେ ଧମକପୂର୍ଣ୍ଣ ଚିଠି, ଜେରା ବେଳେ ହେଲା ଖୁଲାସା...

ସଲମାନ୍‌ଙ୍କ ବାପା ସଲିମ ଖାନ୍‌ଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ୍‌ ଚିହ୍ନଟ କରିଛି। ଅଭିଯୁକ୍ତ ସିଦ୍ଧେଶ ହିରାମାନ୍‌ କମ୍ବେଲ ଓରଫ ମହାକାଳଙ୍କୁ ଜେରା ବେଳେ ସବୁକିଛି ଖୁଲାସା ହୋଇଛି।

Voting In Crucial Rajya Sabha Polls Today
ଆଜି ୧୬ ରାଜ୍ୟସଭା ସିଟ୍‌ ପାଇଁ ହେବ ନିର୍ବାଚନ, କ୍ରସ୍‌ ଭୋଟିଂ ଆଶଙ୍କା

୪ଟି ରାଜ୍ୟର ୧୬ଟି ରାଜ୍ୟସଭା ସିଟ୍ ପାଇଁ ଆଜି ନିର୍ବାଚନ ହେବ। ମତଦାନ ସକାଳ ୯ଟାରୁ  ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଓଡିଶାର ୩ ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।  

IND vs SA match at Barabati
ଆଜି ଭୁବନେଶ୍ୱରରେ ପହଞ୍ଚିବେ ଭାରତୀୟ କ୍ରିକେଟ୍ ଟିମ୍

କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

IND vs SA
ପ୍ରଥମ T-20ରେ ହାରିଲା ଭାରତ, ରେକର୍ଡ ଭାଙ୍ଗିଲା ସାଉଥ୍ ଆଫ୍ରିକା

୫ଟି ବଲ୍‌ ବାକିଥାଇ ମ୍ୟାଚକୁ କବଜା କରିନେଇଥିଲା ସାଉଥ୍ ଆଫ୍ରିକା। 

Presidential Elections- Chief Election Commissioner announces schedule for polling
ତାରିଖ ଘୋଷଣା ସହ ଜୋରଧରିଲା ରାଜନୈତିକ ଅଙ୍କକଷା

ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ୍...ଜୁଲାଇ ୧୮ରେ ଭୋଟ୍, ଆସନ୍ତା ୧୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ…

Aamir liaquat
ଚାଲିଗଲେ ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ଅମିର ଲିଆକତ

ଲିଆକତଙ୍କ ଡ୍ରାଇଭର ଡାଭେଦଙ୍କୁ ପଚରାଉଚରା କରୁଛି ପୋଲିସ।   

Wife's Sting Operation
ପୋଲିସ ସ୍ୱାମୀର ଚୋରା ପୀରତି ଧରିବାକୁ ପତ୍ନୀ କଲେ ଜବରଦସ୍ତ ଷ୍ଟିଙ୍ଗ ଅପରେସନ୍‌

ବିବାହର କିଛି ଦିନ ପରେ ମନୀଷା ଜାଣିବାକୁ ପାଇଥିଲେ ଯେ, ସ୍ୱାମୀ ସତ୍ୟମ ବାହାଲଙ୍କ ନାରୀଙ୍କ ପ୍ରତି ଦୁର୍ବଳତା ରହିଛି । ଅର୍ଥାତ୍‌ ସ୍ୱାମୀଙ୍କ ଚରିତ୍ର ପ୍ରତି ତାଙ୍କର ସନ୍ଦେହ ହୋଇଥିଲା । ତେଣୁ ସେ ଏକ ଉପାୟ ପାଞ୍ଚିଥିଲେ ।

Bihar Man Travelled 190 Kms Sitting Under A Train's Engine, Ran Away After He Was 'Rescued'
ଇଞ୍ଜିନ ତଳେ ଲୁଚି ୧୯୦ କିମି ଯାତ୍ରା କଲା ଯୁବକ, ଉଦ୍ଧାର ପରେ ଭୟରେ ଧାଇଁଲା...

ଟ୍ରେନ୍‌ ଇଞ୍ଜିନରେ ୧୯୦ କିମି ଯାତ୍ରା କଲେ ଯୁବକ, ଆଉ ତା ପରେ...

Elon Musk
ଏଲନ୍‌ଙ୍କ ଟ୍ୱିଟ୍‌ ପରେ ସୋସିଆଲ ମିଡିଆରେ ହଙ୍ଗାମା ! ୟୁଟ୍ୟୁବ୍‌ କିଣିବାକୁ ଉସ୍‌କାଉଛନ୍ତି ୟୁଜର୍ସ

ଏବେ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଏଲନଙ୍କର ହୋଇପାରି ନାହିଁ ଟ୍ୱିଟର । କାରଣ ଏଲନ୍‌ ମସ୍କ ଏବଂ ଟ୍ୱିଟର ମଧ୍ୟରେ ବାଧା ସୃଷ୍ଟି କରିଛି ଡକ୍ୟୁମେଣ୍ଟ ।

Khyama Bindu
‘ମୋ ସେକ୍ସ ଲାଇଫ୍‌ ନେଇ କାହାର ପ୍ରଶ୍ନ କରିବାର ଅଧିକାର ନାହିଁ, ମୁଁ କାହା ପତ୍ନୀ ହୋଇ ରହିବାକୁ ଚାହେଁନା’

ବିବାହ ପରେ କ୍ଷମା ବିନ୍ଦୁଙ୍କ ଖୁସି ବ୍ୟକ୍ତ । କହିଲେ, ୮ ଜଣ ଆତ୍ମୀୟ ସ୍ୱଜନଙ୍କ ଗହଣରେ ବିବାହ ସମ୍ପନ୍ନ ହେଲା । ମୁଁ ବହୁତ ଖୁସି ।

President Election
ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ : ୨୧ ଜୁଲାଇରେ ଦେଶକୁ ମିଳିବେ ନୂଆ ମହାମହିମ୍‌

ଜୁନ୍ ୨୯ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯାଇ ପାରିବ

16 Year Old Boy Shoots Mother In Uttar Pradesh
ମା’ଙ୍କୁ ହତ୍ୟା ପରେ କାହିଁକି ସାଙ୍ଗଙ୍କ ସହ ପାର୍ଟି କଲା ପୁଅ ? ପୋଲିସ୍‌ ଜେରା ବେଳେ ସବୁକଥା ଖୋଲିଦେଲା...

୧୬ ବର୍ଷର ବାଳକ ନିଜ ମା’କୁ ଗୁଳିକରି ହତ୍ୟା କରିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହତ୍ୟାକାଣ୍ଡର କାରଣ ସମସ୍ତଙ୍କୁ ଚକିତ କରିଛି। PUBG ଖେଳିବାକୁ ମା’ ମନା କରିବାରୁ ନାବାଳକ ଜଣକ ଗୁଳି କରି ମା’କୁ ହତ୍ୟା କରିଛନ୍ତି।

Gold, silver prices update: Check revised rates of precious metals in Bhubaneswar and Cuttack
ଗ୍ରାହକଙ୍କ ମୁଣ୍ଡରେ ଚଡ଼କ; ପୁଣି ବଢ଼ିଲା ସୁନା ରେଟ୍‌

ଆଜି ବି ବଢ଼ିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରର ରେଟ୍...