• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Ambassador
ନୂଆ ରୂପରେ, ନୂଆ ଷ୍ଟାଇଲ୍‌ରେ ବଜାରକୁ ଆସିବ ଆମ୍ବାସଡର

ନୂଆ ଆଶା ନେଇ, ନୂଆ ଅବତାରରେ ପୁଣି ଫେରୁଛି ରାସ୍ତାର ରାଜା । ଦିନେ ଭାରତୀୟ ସଡ଼କର ସୁଲ୍‌ତାନ ଭାବେ ପରିଚିତ ଥିବା ଆମ୍ବାସଡର୍ କାର୍, ଆସନ୍ତା ୨ ବର୍ଷ ଭିତରେ ପୁଣି ଭାରତୀୟ ବଜାରରେ ନୂଆ ରୂପରେ ପ୍ରବେଶ କରିବ ବୋଲି ସ୍ପଷ୍ଟ କରିଛି ହିନ୍ଦୁସ୍ତାନ ମୋଟର୍ସ ।

7 singers and musicians who died in 2022
୨୦୨୨ ସଂଗୀତ ଦୁନିଆ ପାଇଁ ଝଡ; ଚାଲିଯାଇଛନ୍ତି ୭ ତାରକା

୨୦୨୨ ସଂଗୀତ ଦୁନିଆ ପାଇଁ ଏକ ଝଡ ହୋଇ ଆସିଛି। ବର୍ଷର ମାତ୍ର ୫ ମାସରେ ଆମେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ୭ ଜଣ ତାରକାଙ୍କଉ ହରାଇଛୁ। ଅନେକ ଆଗ ଧାଡିର କଳାକାର ଗୋଟିଏ ପରେ ଗୋଟିଏ ବିଦାୟ ନେଇଛନ୍ତି। କିଏ ସେମାନେ ଆସନ୍ତୁ ନଜର ପକେଇ ନେବା।

India wants peace
ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦର ମୁକାବିଲା

ଆନ୍ତର୍ଜାତୀୟ ସ୍ତରରେ ଆମେରିକାର ବିପୁଳ ସାମରିକ ଶକ୍ତି ଓ ସମୃଦ୍ଧି ନିଜକୁ କେବଳ ଏକ ଗଣତାନ୍ତ୍ରିକ ଦେଶ ନୁହେଁ, ନିଷ୍ଠୁର, ନିରଙ୍କୁଶ ରାଷ୍ଟ୍ର ରୂପେ ମଧ୍ୟ ଅବସ୍ଥାପିତ କରିସାରିଛି। ଆନ୍ତର୍ଜାତୀୟ କୂଟନୀତିରେ ବିଭିନ୍ନ କାଳଖଣ୍ଡରେ ପୃଥକ ପୃଥକ ଦେଶଗୁଡିକୁ ପରସ୍ପର ସହିତ ଯୁଦ୍ଧ କରିବା ନେଇ ଉସ୍‌କାଉଥିବା ଆମେରିକା ଦୁର୍ନାମ, ବଦନାମ ଅର୍ଜନ କରୁଛି।

Yoga to decrease sedentary lifestyle disease
ସୁସ୍ଥିଆ ଜୀବନରେ ଯୋଗର ଆବଶ୍ୟକତା

ଆଜିକାଲିର ସୁସ୍ଥିଆ ଜୀବନଶୈଳୀ ଅନେକ ପ୍ରକାର ଶାରୀରିକ ସମସ୍ୟାର କାରଣ ହେଉଛି। ବିଶେଷ କରି କାନ୍ଧ, ଅଣ୍ଟା ଓ ପେଟର ମାଂସପଶୀରେ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଯୋଗକୁ ହିଁ ଦିନଚର୍ଯ୍ୟାରେ ସାମିଲ କରିବାକୁ ହେବ।

EPFO
୮.୫ ପ୍ରତିଶତରୁ ୮.୧କୁ କମିଲା  EPF ସୁଧହାର

୬ କୋଟି EPF ହିତାଧିକାରୀଙ୍କୁ ଏହା ପ୍ରଭାବିତ କରିବ।

ଆତଙ୍କୀଙ୍କ କ୍ରମାଗତ ଟାର୍ଗେଟ୍ କିଲିଂ: କାଶ୍ମୀରରେ ଫେରୁଛି କି ୧୯୯୦ର ସ୍ଥିତି ?

ଗଲା ମାସକ ଭିତରେ ଭାରତର ଭୂସ୍ୱର୍ଗ କାଶ୍ମୀର ଅପେକ୍ଷାକୃତ ଅଧିକ ଅଶାନ୍ତ ହୋଇଛି।

Woman Living On India-China Border Claims To Be Goddess Parvati, Wants To Marry Shiva
ନିଜକୁ ପାର୍ବତୀ କହି ଶିବଙ୍କୁ ବିବାହ କରିବା ଦାବିରେ ଏହି ମହିଳା

ଶିବଙ୍କୁ ବିବାହ କରିବା ଜିଦିରେ ଭାରତ-ଚୀନ୍ ସୀମାରେ ଅଡ଼ି ବସିଛନ୍ତି ଏହି ମହିଳା ...

Osama bin laden photo pasted in sdo office
ଲାଡେନ୍‌ଙ୍କୁ ଗୁରୁ ମାନନ୍ତି, ସରକାରୀ ଅଫିସ୍‌ରେ ତାଙ୍କ ଫଟୋ ରଖନ୍ତି ଏହି ଅଧିକାରୀ

ସରକାରୀ ଅଫିସ୍‌ରେ ଓସାମା ବିନ୍ ଲାଡେନ୍‌ଙ୍କ ଫଟୋ ରଖି ହରଡ ଘଣାରେ ବାବୁ। ପଚାରିଲେ କୁହନ୍ତି ସେ ତାଙ୍କ ଗୁରୁ। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Home Minister Amit Shah chairs security meeting over J&K targetted killings
ଜମ୍ମୁ ଓ କାଶ୍ମୀରରେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣାକୁ ନେଇ ଅମିତ ଶାହାଙ୍କ ବୈଠକ

ଜମ୍ମୁ ଓ କାଶ୍ମୀରରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ହତ୍ୟାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ ।

Andhra Pradesh: Gas leak reported at Porus laboratories Pvt in Visakhapatnam, many left unconscious
ଆନ୍ଧ୍ରପ୍ରଦେଶ ଅଚ୍ୟୁତପୁରମରେ ଅଘଟଣ: ବିଷାକ୍ତ ଗ୍ୟାସ ଲିକ୍ କାରଣରୁ ୩୦ରୁ ଅଧିକ ମହିଳା ଅସୁସ୍ଥ

ଆନ୍ଧ୍ରପ୍ରଦେଶ ଆନକାପଲ୍ଲି ଜିଲ୍ଲାର ଅଚ୍ୟୁତାପୁରମରେ ଥିବା ପୋରସ ଲାବରୋଟେରୀରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ୩୦ରୁ ଅଧିକ ମହିଳା ଚେତାଶୂନ୍ୟ ହେବା ସହ ଅସୁସ୍ଥ ହୋଇଥିବା ସୂଚନା...

Filmy Friday Release
ଫସିଗଲେ ଅକ୍ଷୟ ! କାମ ଦେବନି କି ଖିଲାଡି ଷ୍ଟାରଙ୍କ ଆକ୍ଟିଂ ?

ଗୋଟିଏ ଦିନରେ ରିଲିଜ୍ ହୋଇଛି ୩ଟି ବଡ଼ ଓ ହାଇବଜେଟ୍ ଫିଲ୍ମ। ଆଜି ଫ୍ରାଇଡେ’ ରିଲିଜ୍‌ରେ ପୃଥ୍ୱୀରାଜ୍, ବିକ୍ରମ ଏବଂ ମେଜର ବଡ଼ ପରଦାକୁ ଆସିଛି। ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ଫିଲ୍ମରିଲିଜ୍‌ ହୋଇଛି। 

Bhagwant Mann
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଘେରିଲେ ସିଦ୍ଧୁଙ୍କ ଗ୍ରାମବାସୀ, କହିଲେ..

କଡ଼ା ସୁରକ୍ଷା ମଧ୍ୟରେ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଗଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ।

Hyderabad Teen Gang-Raped In Car
ପବ୍‌ ପାର୍ଟି ପରେ କାର୍‌ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ! ବିଧାୟକଙ୍କ ପୁଅର ସମ୍ପୃକ୍ତି ନେଇ ସନ୍ଦେହ

ପାର୍ଟିରେ ଯୋଗ ଦେବାକୁ ପବ୍‌ ଯାଇଥିବା ନାବାଳିକାଙ୍କୁ ପାର୍ଟି ପରେ ଗଣଦୁଷ୍କର୍ମ ! ଏକ କାର୍‌ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦରୁ ଏଭଳି ଅଭିଯୋଗ ଆସିଛି।

Sidhu Moosewala Murder
ପଡ଼ୋଶୀ ଦେଶରେ ଲୁଚିଛି ସିଦ୍ଧୁଙ୍କ ହତ୍ୟାକାରୀ ! ଭାଇରାଲ୍‌ ଭିଡିଓ ଖୋଲିବ କି ରହସ୍ୟ ?

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଦିଲ୍ଲୀ ଓ ପଞ୍ଜାବ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଛାନ୍‌ଭିନ୍‌ ଚଳାଇଛି। ସନ୍ଦେହ କରାଯାଉଛି ଯେ, ସିଦ୍ଧୁଙ୍କୁ ହତ୍ୟା କରିବା ପରେ ଶୁଟର୍‌ ନେପାଳରେ ଲୁଚି ଥାଇପାରେ।

Gold, silver prices surge; Check the revised rates in Bhubaneswar, Cuttack here
ଗ୍ରାହକ ମୁଣ୍ଡରେ ଚଡ଼କ: ପୁଣି ବଢ଼ିଲା ସୁନା ଦର

ଆଜି ପୁଣି ବଢ଼ିଲା ସୁନା-ରୂପା ଦର, ଜଣନ୍ତୁ କେତେ...

Pushkar Singh Dhami
ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ବିଜୟ

୫୪ ହଜାରରୁ ଅଧିକ ଭୋଟ୍‌ରେ ଜିତିଛନ୍ତି ଧାମୀ ।

Bank Manager Killed In Kulgam
ଭୋ ଭୋ ହୋଇ କାନ୍ଦୁଛି ମା’- ‘ମୋ ପୁଅକୁ ଫେରାଇ ଆଣ, ଚାକରି ଛାଡ଼ି ଚାଲି ଆସେ ବୋଲି କହିଥିଲି...’

ଗତକାଲି  ଜମ୍ମୁ-କାଶ୍ମୀର କୁଲଗାମ୍‌ ଜିଲ୍ଲାରେ ଲସ୍କର-ଏ-ତୋଏବା ଆତଙ୍କବାଦୀ ବ୍ୟାଙ୍କ୍‌ ଭିତରେ ପଶି ବ୍ୟାଙ୍କ୍‌ ମ୍ୟାନେଜର ବିଜୟ କୁମାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିଜୟଙ୍କୁ ଅଳ୍ପ ବୟସରୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

World Bicycle Day
ବିଶ୍ୱ ସାଇକେଲ ଦିବସରେ ବିଶ୍ୱବ୍ୟାପୀ ସାଇକ୍ଲୋଥନ ଓ ସଚେତନତା ଶିବିର

ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସର ପରିକଳ୍ପନା କରାଯାଇଥିଲା ।

vajrasana benefits for muscle strength and mental health
ଅମ୍ଳତା ଓ ଗ୍ୟାସ୍‌ରୁ ମୁକ୍ତି ପାଇଁ କରନ୍ତୁ ବଜ୍ରାସନ

ଆଜିକାଲିର ସୁସ୍ଥିଆ ଜୀବନ ଅନେକଙ୍କୁ ରୋଗଜନିତ ସମସ୍ୟାରେ ପକଉଛି। କାହାର ଅମ୍ଳ ଦୋଷ ବାହାରୁଛି ତ ପୁଣି କାହାର ଗ୍ୟାସ୍। ଅନେକ ମାନସିକ ସମସ୍ୟାରେ ମଧ୍ୟ ପିଡୀତ ହେଉଛନ୍ତି। ତେବେ ଏ ସବୁରୁ ମୁକ୍ତି ପାଇଁ କେଉଁ ଯୋଗ କରିବେ ଆସନ୍ତୁ ଜାଣିବା।

Petrol And Diesel Price May Cut As Crude Oil Production Will Bring Down
ସାଧାରଣଜନତାଙ୍କ ପାଇଁ ଖୁସି ଖବର ! ଆହୁରି ଶସ୍ତାରେ ମିଳିବ ପେଟ୍ରୋଲ ଓ ଡିଜେଲ !

ପେଟ୍ରୋଲ ଓ ଡିଜେଲ ଦର ୧ ଟଙ୍କା କମିଲେ ମଧ୍ୟ ସାଧାରଣଜନତାଙ୍କ ପାଇଁ ଏହା ବଡ଼ ଆଶ୍ୱସ୍ତିକର ତଥା ଖୁସି ଖବର ବୋଲି କୁହାଯାଇଥାଏ। ତେବେ ପେଟ୍ରୋଲ ଓ ଡିଜେଲ ଆହୁରି ଶସ୍ତା ହେବ ବୋଲି ଆଶା କରାଯାଉଛି।

Miracle village here the rapists live with family in bungalow
ଅଜବ ଗାଁ; ଦୁଷ୍କର୍ମକାରୀକୁ ଜେଲ୍ ନୁହେଁ, ମିଳୁଛି ବଙ୍ଗଳା

ଏଠି ଦୁଷ୍କର୍ମ କରୁଥିବା ଲୋକଙ୍କୁ ମିଳୁନି ଜେଲ୍ ଦଣ୍ଡ, ମିଳୁଛି ସୁନ୍ଦର ବଙ୍ଗଳା। ଏହି ବଙ୍ଗଳାରେ ମିଳୁଛି ସବୁ ପ୍ରକାର ସୁବିଧା। ଏହି ଗାଁ କେଉଁଠି ଅଛି, କିଏ ଓ କାହିଁକୁ ଏହି ଗାଁକୁ ପ୍ରତିଷ୍ଠା କରିଥିଲେ ଜାଣିବା ପାଇଁ ପଢନ୍ତୁ।

Terrorist Attack
କାଶ୍ମୀର ଘାଟିରେ ରକ୍ତର ହୋଲି ଖେଳୁଛନ୍ତି ଆତଙ୍କୀ; ବ୍ୟାଙ୍କ ମ୍ୟାନେଜରଙ୍କ ପରେ ଏବେ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ପୁଣିଥରେ ଅଶାନ୍ତ ହୋଇ ଉଠିଛି ଜମ୍ମୁ-କଶ୍ମୀର। ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ଯୋଗୁ ପୂରା ଉପତ୍ୟକାରେ ସୃଷ୍ଟି ହୋଇଛି ଭୟର ବାତାବରଣ। ବିଶେଷ କରି କୁଲଗାମରେ ଜଣଙ୍କ ପରେ ଜଣେ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ।

Today is World Bicycle Day
ପିଲାଦିନର ସାଇକେଲ୍ ଆଜି କାହିଁ ଅଭୁଲା!

ଆଜିର ଦିନରେ ସାଇକେଲ୍ ସ୍ମୃତି ହୋଇଯାଉଛି। ପ୍ରାୟ ଲୋକ ଏହାକୁ ଭୁଲି ଭୁଲି ଯାଉଛନ୍ତି। ଯାହା ଘରେ ଦେଖ ଗାଡି ମାଳ ମାଳ। ସାଇକେଲ୍‌କୁ କିଏ ପଚାରେ! କିନ୍ତୁ ଏହି ସାଇକେଲ୍ ଯେ ଆମ ପାଇଁ କେତେ ଉପକାରୀ ତାହା ଆମେ ଭୁଲିଯାଉଛେ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।

Kashmir Killing
କଡ଼ ଲେଉଟାଉଛି କାଶ୍ମୀର ଇତିହାସ, ହିନ୍ଦୁଙ୍କୁ ଟାର୍ଗେଟ୍‌ କରି କରାଯାଉଛି ହତ୍ୟା

ତିନି ତିନି ଜଣ ଅଫ୍ ଡ୍ୟୁଟି ପୋଲିସ କର୍ମଚାରୀ ଏବଂ ଜଣେ ମଦଦୋକାନ ମାଲିକ । କେବଳ ମେ’ ମାସରେ ସାତ ସାତଟି ଟାର୍ଗେଟ୍ କିଲିଂ ହୋଇଥିବା ବେଳେ, ଆଜି ମଧ୍ୟ ଜଣଙ୍କୁ ହତ୍ୟା କରାଯାଇଛି ।

Bhagwant Maan
ସିଦ୍ଧୁଙ୍କ ହତ୍ୟା ପରେ ଆପ୍‌ର ଚେତା ପଶିଲା, VIPଙ୍କ ଠାରୁ ହଟାଇଥିବା ସୁରକ୍ଷା ପୁଣି ଲାଗୁ କଲା

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ୫ ଦିନ ପରେ ସରକାର ଏନେଇ ନିଷ୍ପତି ନେଇଛନ୍ତି ।