ଗ୍ଲାମର ଦୁନିଆରେ ଯେଉଁମାନେ ତୃଣମୂଳ ସ୍ତରରୁ ଆସିଥାନ୍ତି ସେମାନଙ୍କୁ ଅନେକ ଷ୍ଟ୍ରଗଲ କରିବାକୁ ହୋଇଥାଏ। ସିନିୟରମାନଙ୍କ ଆଗରେ ମୁଣ୍ଡ ନଇଁ ଚାଲିବାକୁ ହୋଇଥାଏ। ସେମାନଙ୍କ ପାଇଁ ଚା’ ସିଗାରେଟ ମଧ୍ୟ ଆଣିବାକୁ ହୋଇଥାଏ। ଏଥିରୁ ବି ମୁକୁଳି ପାରି ନଥିଲେ କେଜିଏଫ୍ ତାରକା ୟଶ।
ଆପତ୍ତିଜନକ ବୟାନ ଅଭିଯୋଗରେ ଦଳୀୟ କାର୍ଯ୍ୟନୁଷ୍ଠାନ
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ୫ ମୃତଦେହ। ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ଯାଜପୁର ଧର୍ମଶାଳା ବ୍ଳକ ତରଞ୍ଜିଆ ପଞ୍ଚାୟତର ଏକ ନୂଆ ପୋଖରୀ ପୁନରୁଦ୍ଧାର କାମରେ ହୋଇଛି ବ୍ୟାପକ ଗଫଲତି ।
ଠକେଇ ମାମଲାରେ ଭାବି ସ୍ୱାମୀଙ୍କୁ ଗିରଫ କରି ଚର୍ଚ୍ଚାରେ ଥିବା ଆସାମର ଲେଡି ସିଂଘମ (Assam Lady Singham) ଶେଷରେ ନିଜେ ଦୁର୍ନୀତି ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି।
ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
‘କୋଉଠି ମୋ ଭଉଣୀ?’...ଯେତେବେଳେ ଯୁବକ ଜଣକ କହିଲେ ଏ ବିଷୟରେ ତାଙ୍କୁ କିଛି ଜଣାନାହିଁ, ଏହାଶୁଣି ଯୁବତୀଙ୍କ ଭାଇ ତାଙ୍କୁ ଗୁଳି କରିଦେଲେ। ଉତ୍ତରପ୍ରଦେଶର ବାନ୍ଦାରୁ ବାଇକ୍ରେ ନନିହାଲ୍ ଯାଉଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି।
ଅଢେଇ ହଜାର ଗଛ କାଟିବାକୁ ହୋଇଥିଲା ଯୋଜନା। ମହିଳାମାନେ ଏକାଠି ହୋଇଗଲେ। ଗଛ କଟା ରୋକିବା ପାଇଁ ଗଛକୁ କୁଣ୍ଡେଇ ରହିଲେ। ସେମାନେ କହିଲେ ଯେ ଗଛ କାଟିବା ପୂର୍ବରୁ ସେମାନଙ୍କୁ କାଟି ଦିଅ। ସେମାନଙ୍କର ଏହି ନିର୍ଭୀକତାର ଧ୍ୱନୀ ସମଗ୍ର ଭାରତରେ ପ୍ରକମ୍ପିତ ହେଲା।
ଜଳବାୟୁର ଆପେକ୍ଷିକ ଆର୍ଦ୍ରତା ଅଧିକ ରହିଲେ ଚର୍ମରୁ ଅଧିକ ସେବମ୍ ସିକ୍ରେସନ୍ ହୁଏ, ଯାହା ଚର୍ମକୁ ତେଲିଆ କରିଦିଏ ଓ ଅଧିକ ବ୍ରଣ ସୃଷ୍ଟି ହେବାରେ ସହାୟକ ହୁଏ। କେବଳ ଚର୍ମ ନୁହେଁ ଆର୍ଦ୍ର ଜଳବାୟୁ ଆମ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ସମୟରେ ଚର୍ମ ଓ କେଶର ଯତ୍ନ ନେବେ କେମିତି ଆସନ୍ତୁ ଜାଣିବା।
ପ୍ରଭାବଶାଳୀ ରାଜନେତାଙ୍କ ପୁଅ ଥିବାରୁ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଅଭିଯୋଗ !
କାନପୁର ସାମ୍ପ୍ରଦାୟିକ ହିଂସା, ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ
ହଲିଉଡ୍ର ଏହି ଅଭିନେତ୍ରୀ ତାଙ୍କ ଫଟୋକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ୪ଟି ସନ୍ତାନର ମା’ କିମ୍, ଖୁବ୍ ଫିଟ୍ ଏବଂ ଟୋନ୍ଡ ବଡିର ମାଲିକାଣୀ। ବର୍ତ୍ତମାନ କିମ୍ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ନିଜ ଯୌବନକୁ ସବୁଦିନ ପାଇଁ ସତେଜ ରଖିବାକୁ ନେଇ ସେ ଯାହା କହିଛନ୍ତି ଶୁଣିଲେ ଲାଜରେ ମୁଣ୍ଡ ନଇଁଯିବ।
କମିପାରେ ରେଷ୍ଟୁରାଣ୍ଟର ଖାଇବା ବିଲ୍ । ଗ୍ରାହକଙ୍କ ଠାରୁ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ ବନ୍ଦ କରିବାକୁ ସରକାର ଆଣିପାରନ୍ତି ନୂଆ ନିୟମ ।
ଆପଣ ଯଦି ୧୦ମ ପାଶ୍ କରିଛନ୍ତି ତେବେ ଆପଣ ବି ବ୍ୟାଙ୍କରେ ଚାକିରି କରିପାରିବେ। ସମୁଦାୟ ୨୦ଟି ପୋଷ୍ଟ୍ ପାଇଁ ବାହାରିଛି ବିଜ୍ଞପ୍ତି। ଅଧିକ ଜାଣିବା ପାଇଁ ପଢନ୍ତୁ…
ଆର୍ଯ୍ୟ ସମାଜ ଦ୍ୱାରା ଦିଆଯାଉଥିବା ବିବାହ ପ୍ରମାଣପତ୍ର ଅବୈଧ ।
ଆସୁଛି ଶାହରୁଖଙ୍କ ଜବରଦସ୍ତ ଫିଲ୍ମ 'ଜୱାନ୍'। ଏହାର ଟିଜର ରିଲିଜ୍ ପରେ ସିନେପ୍ରେମୀଙ୍କ ଉତ୍ସାହ ବଢିଯାଇଛି। ଏଥିରେ ଶାହରୁଖଙ୍କ ସହ ନୟନତାରାଙ୍କୁ ଦେଖିବାକୁ ମିଳିବ। କିନ୍ତୁ ଫିଲ୍ମ ପାଇଁ ନୟନତାରା ନୁହେଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ ସାମନ୍ଥା ରୁଥ୍ ପ୍ରଭୁ। ଫିଲ୍ମକୁ କାହିଁକି ମନା କଲେ ସାମନ୍ଥା…
ଗତ ଦୁଇ ଦିନ ହେବ ସୁନା ଦର ବୃଦ୍ଧି ପାଉଥିବାବେଳେ ଆଜି ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି...
ଘରର ବୋହୂକୁ ସର୍ବସମ୍ମୁଖରେ ମାଡ଼ । ଝିଅ ଜନ୍ମ ହେବାରୁ ଶାଶୂଘର ଲୋକ ଅକଥନୀୟ ନିର୍ଯାତନା ଦେଇଛନ୍ତି ।
ଖୋଲା ସ୍ଥାନ ବ୍ୟତୀତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସଂକ୍ରମଣ ବଢ଼ିବା ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଓ ଖଣି ଖନନ ହୋଇପାରିବ ନାହିଁ। ପୂର୍ବରୁ ଆରମ୍ଭ ହୋଇଥିବା କାମ ଯଦି ନିୟମାବଳୀ ଭିତରେ ଆସୁଥିବ, ତା’ ହେଲେ ପିସିସିଏଫ୍ଠୁ ଅନୁମତି ନେଇ କାମ ଜାରି ରଖାଯାଇ ପାରିବ।
ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ବି ନାହିଁ ଯେ, କୌଣସି ଗାଡ଼ି କି ଟ୍ରାଏ ସାଇକେଲ୍ କିଣି ପାରିବେ ପରଭେଜ୍ । ସ୍କୁଲରେ ଜଣେ ଭଲ ଛାତ୍ର ହେବା ସହ ଭଲ ଖେଳାଳି ମଧ୍ୟ ପରଭେଜ୍ ।
ହୋମ ନିଆଁ ଜଳିବ, ୭ ଫେରା ନେବେ। ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ହେବ। ହେଲେ ନା ଏହି ବିବାହରେ ବର ରହିବ ନା କେହି ବରଯାତ୍ରୀଙ୍କୁ ଦେଖିବାକୁ ମିଳିବ।
ହାଇଦ୍ରାବାଦରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି।
ଗତ କିଛିଦିନ ହେବ କରୋନା ସଂକ୍ରମଣ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାକୁ ନେଇ ଚିନ୍ତା ବଢ଼ିଛି। ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ କହିଛନ୍ତି।