ଦେଶ ପାଇଁ ଠିକ୍ ହୋଇଯାଇଛି ଫେମିନା ମିସ୍ ଇଣ୍ଡିଆ। କର୍ଣ୍ଣାଟକ ସୁନ୍ଦରୀ ଏହି ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ।
ସ୍କୁଲ ବସ୍ ଦୁର୍ଘଟଣା ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି। ବସ୍ଟି ଘାଟିରୁ ରାସ୍ତା ତଳକୁ ଖସି ପଡ଼ିଥିଲା। ଆଜି ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
କାଳିଆ ଭାବରେ ଭାବବିହ୍ୱଳ ହୋଇଛନ୍ତି ଦେଶ ବିଦେଶର ଅନେକ ଶ୍ରଦ୍ଧାଳୁ...
ବିଜେପି ସହ ମିଶି ସରକାର ଗଠନ କରିଥିବା ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରଙ୍କ ଆଜି ପ୍ରକୃତ ଅଗ୍ନି ପରୀକ୍ଷା। ଏହା ପୂର୍ବରୁ ସିନ୍ଦେ ପ୍ରଥମ ଅଗ୍ନି ପରୀକ୍ଷାରେ ପାସ୍ ହୋଇଛନ୍ତି।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ସୋମବାର, ତିଥି – ୫ମୀ ୦୬/୩୩ ଗତେ ୬ ଷ୍ଠୀ, ଚନ୍ଦ୍ର – ସିଂହ ଅହୋରାତ୍ର,ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ନାସ୍ତି ।
ପ୍ରେମ ମାନେ ନାହିଁ ଧନୀ-ଗରିବ କି ଜାତି ଅଜାତି। ପ୍ରେମ କାହାକୁ କେତେବେଳେ ହୁଏ ତାହା କିଏ ବା କହିବ! ଏମିତି ବି ସମୟ ଆସେ ଯେଉଁଠି ଜଣେ ୨୮ ବର୍ଷର ଯୁବତୀ ବି ୬୧ ବର୍ଷର ବୃଦ୍ଧର ପ୍ରେମରେ ପଡିଯାଏ।
ଦେଶରେ ଏପର୍ଯ୍ୟନ୍ତ ଅନେକ ମହିଳା ମୁଖ୍ୟ ବିଚାରପତି ଭାବେ କାମ କରିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ହାଇକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି କିଏ? ଆସନ୍ତୁ ନଜର ପକେଇବା।
ବାସ୍ତବରେ କେବେ ଦେଖିଛନ୍ତି କି ମଣିଷ କାର୍ ହେଇଯିବାର? ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ଏହା ସତ। ଏହି ଭିଡିଓ ଦେଖିଲେ ଆପଣ ନିଶ୍ଚିତ ହୋଇଯିବେ।
ଯେତେବେଳେ ଜଣେ ପୁଅ ୧୨ ବର୍ଷ ହୋଇଯାଏ ତାକୁ ଦେବାକୁ ହୁଏ ନିଜ ପୁରୁଷପଣିଆର ପରୀକ୍ଷା। ସହିବାକୁ ହୁଏ ମହୁମାଛି ଅପେକ୍ଷା ୩୦ ଗୁଣ ଅଧିକ ଯନ୍ତ୍ରଣା। କୋଉଠି ଓ କାହିଁକି ଆସନ୍ତୁ ଜାଣିବା।
ଉଦୟପୁରରେ ଜଣେ ଟେଲରଙ୍କୁ ଗଳାକାଟି ନୃଶଂସ ହତ୍ୟା ପରେ ବଢ଼ୁଥିବା ଉତ୍ତେଜନା ଧିରେ ଧିରେ ଶାନ୍ତ ହେଲାଣି ।
ନିର୍ବାଚନରେ ରାହୁଲ ନାର୍ବେକରଙ୍କୁ ୧୬୪ ଓ ରାଜନ ସାଲ୍ଭିଙ୍କୁ ୧୦୭ ଖଣ୍ଡ ଭୋଟ୍ ମିଳିଥିଲା । ଏହି ନିର୍ବାଚନରେ ସମାଜବାଦୀ ପାର୍ଟିର ୨ ବିଧାୟକ କାହାରିକୁ ଭୋଟ୍ ଦେଇ ନାହାନ୍ତି ।
କମ୍ୟୁନିଟି ଉଲଙ୍ଘନ ନେଇ ଫେସବୁକ୍ରେ ୧.୭୫ କୋଟି ପୋଷ୍ଟ ଉରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଛି ।
ନିଆଁ ଲାଗିବାର କାରଣ ଅସ୍ଫଷ୍ଟ ରହିଥିବା ବେଳେ ଘଟଣାଟିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।
ଡାକ୍ତର ମେହରାନା କାଜିଙ୍କୁ ବିବାହ କରିବେ ଆଥର୍ । ଟିନା ଡାବି ଓ ଆଥରଙ୍କ ହୋଇଛି ବିବାହ ବିଚ୍ଛେଦ ।
NVSରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। TGT, PGT, ପ୍ରିନ୍ସିପାଲ୍ ସହିତ ବାହାରିଛି ଅନେକ ପଦବୀ। ସମୁଦାୟ ୧୬୧୬ଟି ପଦବୀ ପୂରଣ ହେବ।
ଗ୍ରାହକଙ୍କ ପାଇଁ ବଡ଼ ଖବର । ପ୍ଲାଷ୍ଟିକ୍ ଦେଲେ ମିଳିବ ମାଗଣା ଖାଦ୍ୟ । ଜାଣିରଖନ୍ତୁ କେଉଁ ସହରରେ ଏମିତି ହୋଇଛି ବ୍ୟବସ୍ଥା ଏବଂ କେତେ ପରିମାଣରେ ପ୍ଲାଷ୍ଟିକ୍ ବଦଳରେ କେତେ ମିଳୁଛି ଖାଇବା?
ଆପଣ ୱାକି°, ଜଗି°, ରନି°କୁ ନେଇ ବେଳେ ବେଳେ ଦ୍ୱନ୍ଦ୍ୱରେ ପଡୁଛନ୍ତି କି? କ’ଣ କରିବେ ଜାଣି ପାରୁନାହାନ୍ତି? ତେବେ ଜାଣିବା ପାଇଁ ପଢନ୍ତୁ…
କପିଲ ଶର୍ମାଙ୍କୁ ନେଇ ଏବେ ବିବାଦ ଦେଖାଦେଇଛି। ଏହାରି ଭିତରେ 'ଦି କପିଲ ଶର୍ମା ଶୋ'ରେ ବୁଆ ଭୂମିକାରେ ଥିବା ଉପାସନା ସିଂହ ଖୁଲାସା କରିଛନ୍ତି ସେ କାହିଁକି ଛାଡିଥିଲେ ଏହି ଶୋ’।
ଖାଲି ହାତରେ ଆତଙ୍କବାଦୀଙ୍କୁ ଧରି ସାହସୀର ପରିଚୟ ଦେଲେ ଜାମ୍ମୁକାଶ୍ମୀରର ତୁକସାନ୍ ବାସିନ୍ଦା...
ସଂଳାପର ରାଜା ଥିଲେ ରାଜକୁମାର। ସେ ସିନା ଆଜି ନାହାନ୍ତି ହେଲେ ତାଙ୍କ ଡାଏଲଗ ଆଜି ବି ଅନେକଙ୍କ ମୁହଁରୁ ବାହାରିଆସେ। ତେବେ ଆସନ୍ତୁ ଏମିତି କିଛି ଦମଦାର ଡାଏଲଗ୍ ଉପରେ ନଜର ପକେଇନେବା।
କୁମ୍ଭୀରକୁ ବାହା ହେଲେ ମେୟର...ହେଲେ କାହିଁକି ?
ନିଆରା ଷ୍ଟାଇଲ୍ରେ ଦର୍ଶକଙ୍କୁ ହସାଉ ଥିବା କମେଡି ବାଦ୍ଶାହ କପିଲ୍ଙ୍କ ପାଇଁ ଅଡ଼ୁଆ ବଢ଼ିପାରେ। କମେଡି ଶୋ’ ଟିମ୍ ସହ କପିଲ୍ ଶର୍ମା ଜୁନ୍ରୁ US ଓ କାନାଡା ଟୁର୍ରେ ଯାଇଛନ୍ତି।
ଆଜିଠୁ ମହାରାଷ୍ଟ୍ର ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ...ଗୃହରେ ପହଞ୍ଚିଲେ ବିଦ୍ରୋହୀ ଶିବସେନା ବିଧାୟକ...
କୋର୍ଟରେ ହାଜର ବେଳେ ପୋଲିସ ଭ୍ୟାନ୍ରୁ ଟାଣି ଆଣି ୪ ଅଭିଯୁକ୍ତଙ୍କୁ କୋର୍ଟ ବାହାରେ ଉପସ୍ଥିତି ଲୋକେ ପିଟିଥିବା ଦେଖିବାକୁ ମିଳିଛି। ଫଳରେ ଅଭିଯୁକ୍ତଙ୍କୁ ହେପାଜତକୁ ନେବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା।