ଚାଷ କାମକୁ ଯିବାବେଳେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୮ଚାଷୀ
ଇସ୍ତଫା ପତ୍ର ଦେବା ପରେ ଉଦ୍ଧବ ଠାକ୍ରେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ସେଲିବ୍ରେସନ ମୁଡ୍ରେ ମହାରାଷ୍ଟ୍ର ବିଜେପି।
ଉଦ୍ଧବ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ପରେ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଲେ ଉଦ୍ଧବ।
ଓଡ଼ିଆ ଫାଇଟର୍ଙ୍କୁ ଆକ୍ରମଣ କଲେ ଆଫଗାନିସ୍ତାନ ଖେଳାଳି ଓ ଆଫଗାନୀ ଦର୍ଶକ..
ଡ୍ରଗ୍ସ କାରବାରକୁ ଆକାଶ ମାର୍ଗରୁ ନଜର ରଖିବ କୋଷ୍ଟଗାର୍ଡ ।
ଗାଦି ଖସିଯିବା ପୂର୍ବରୁ ଆଜି ଶେଷ ହିନ୍ଦୁତ୍ୱ କାର୍ଡ ଖେଳିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ।
ପୁଅ ଆଶା କରିବା ପଡିଲା ମହଙ୍ଗା, ଏକା ସହିତ ୪ଟି ଯାଆଁଳା ଶିଶୁ ଜନ୍ମ ଦେଲେ ମହିଳା....
ଉଦୟପୁରରେ ଟେଲର ମୁଣ୍ଡକାଟ୍ ଘଟଣାରେ ପାକିସ୍ତାନୀ ଆତଙ୍କୀ ସଂସ୍ଥା ଦଓ୍ୱାତ୍-ଏ-ଇସଲାମ୍ର ଲିଙ୍କ...
୧ରୁ ଲାଗୁହେବ ନୂଆ ଶ୍ରମ ଆଇନ। ଏଥିରେ ନିଯୁକ୍ତି ଦାତା ଦୈନିକ କାର୍ଯ୍ୟ ଅବଧି ବଢାଇ ପାରିବେ। ତେବେ ସେମାନଙ୍କୁ ସାପ୍ତାହିକ ଛୁଟି ବା ଓ୍ୱିକିଲ୍ ଅଫ୍ ସଂଖ୍ୟା ବି ବଢାଇବାକୁ ପଡିବ।
HCL ରେ ଚାକିରି ସୁଯୋଗ। ୧୦ମ ପାସ୍ ଓ ITI କରିଥିଲେ ବିନା ପରୀକ୍ଷାରେ କରିପାରିବେ ଚାକିରି। ୨୭୦ ପଦବୀ ଖାଲି ଅଛି।
ରେଲୱେ ଷ୍ଟେସନରେ ହଇଚଇ, ଟ୍ରେନ ଯୋଗେ ମାନବ ଚାଲାଣ ହେଉଥିବା ସନ୍ଦେହ ।
ପ୍ରଥମ ପ୍ରେମକୁ ବାଣ୍ଟିଲେ ଅମୀର। ନିଜ ପାଖରେ ଯେତେବେଳେ ପ୍ରେମିକା ବିଦେଶ ଚାଲିଗଲେ ଅମୀର ପାଗଳ ହୋଇଯାଇଥିଲେ। ପୁଣି କ’ଣ ହେଲା ଜାଣନ୍ତୁ…
ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ସରୁଛି।
ରେକର୍ଡ ଭଙ୍ଗା ରୋଜଗାର କରିଛି 'KGF ୨'। ଚଳିର ବର୍ଷର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ହୋଇଛି। କିନ୍ତୁ କାଟି ପାରିନି ସଲ୍ମାନ୍ ଖାନ୍ଙ୍କ ରେକର୍ଡ। ଆଜି ବି ଭାଇଜାନ ଆଗରେ।
ରାଜସ୍ଥାନ ଉଦୟପୁରରେ ଗଳାକାଟି ଯୁବକଙ୍କୁ ନିର୍ମମ ହତ୍ୟା ମାମଲାରେ ତଦନ୍ତ ପାଇଁ NIAକୁ ନିର୍ଦ୍ଦେଶ ଦେଲା ଗୃହ ମନ୍ତ୍ରଣାଳୟ...
ସୁଟକେସରେ ପଶୁ ଚୋରା ଚାଲାଣ କରୁଥିଲେ , ବିମାନ ବନ୍ଦରରେ ଧରାପଡ଼ିଗଲେ ।
ସରକାର ବଞ୍ଚାଇ ପାରିବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ? ସମୟ ଯେତେ ପାଖେଇ ଆସୁଛି ମହାରାଷ୍ଟ୍ରରେ ଉଦ୍ଧବ ଠାକ୍ରେଙ୍କ ସରକାର ଉପରେ କ୍ଷମତା ଯିବାର ଭୟ ସେତେ ବଢ଼ୁଛି।
ମୁକେଶ ଅମ୍ବାନୀ ତାଙ୍କର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ରିଲାଏନ୍ସ ଜିଓରୁ ମୁକେଶ ଅମ୍ବାନୀ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ନୂଆ ଚେୟାରମ୍ୟାନ୍ ପୁଅ ଆକାଶ ଅମ୍ବାନୀ ହୋଇଛନ୍ତି।
ମୃତ କହ୍ନେୟା ଲାଲ୍ଙ୍କ ପତ୍ନୀ ଯଶୋଦା ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା ସେସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ କହ୍ନେୟାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମିଳିଥିଲା।
ଆଜି କହ୍ନେୟା ଲାଲଙ୍କ ଅନ୍ତିମ ସଂସ୍କାର କରାଯାଉଛି । ତେବେ ତାଙ୍କ ଅନ୍ତିମ ସଂସ୍କାରରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।
ଏକ ମାସରେ ମିଳିଲା ୨୮୬ ମାସର ଦରମା । ଫେରାଇବା ବଦଳରେ କମ୍ପାନୀକୁ ଚକମା ଦେଇ କର୍ମଚାରୀ ଗାୟବ୍ ।
ହଠାତ୍ ଜଣେ ବୃଦ୍ଧା ବ୍ରିଜ୍ ଉପରୁ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ। ପ୍ରକୃତରେ ସେ ଅନ୍ୟ କୌଣସି ଉଦ୍ଦେଶ୍ୟରେ ନଦୀକୁ ଡେଇଁ ନଥିଲେ ବରଂ ନଦୀକୁ ଡେଇଁ ସେ ବୁଡ଼ ପକାଇଥିଲେ।
ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ। ପିଲାଟିଏ ମରିଗଲା ପରେ ଗଛ ହୋଇଯାଏ। କେମିତି ଏହା ହୁଏ ଜାଣିବା ପାଇଁ ଦେଖନ୍ତୁ।
ମହାରାଷ୍ଟ୍ର ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା ମଧ୍ୟରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ। କାରଣ ମହାରାଷ୍ଟ୍ର ବିଧାନସଭାରେ ଆସନ୍ତାକାଲି ଫ୍ଲୋର୍ ଟେଷ୍ଟ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।